Daily Archives

May 4, 2018

ଶ୍ରୀଦେବୀଙ୍କ ମୃତ୍ୟୁ ପରେ ତାଙ୍କ ଆକାଉଣ୍ଟରୁ କରାଗଲା ତୃତୀୟ ଟୁଇଟ୍‌, ଜାଣନ୍ତୁ କିଏ ଏହି ଟୁଇଟ୍‌ କଲା ଓ କାହିଁକି?

ମୁମ୍ବାଇ : ଶ୍ରୀଦେବୀଙ୍କ ଦେହାନ୍ତ ଦୁଇ ମାସ ତଳୁ ହୋଇ ସାରିଥିବା ବେଳେ ଏବେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି । ଗତକାଲି ବିଜ୍ଞାନ ଭବନରେ ଆୟୋଜିତ ହୋଇଥିବା ନ୍ୟାସ୍‌ନାଲ ଫିଲ୍ମ ଆଓ୍ଵାର୍ଡ଼ ୨୦୧୮ ଉତ୍ସବରେ ଶ୍ରୀଦେବୀଙ୍କୁ ଫିଲ୍ମ ‘ମମ୍‌’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ…
ଅଧିକ ଖବର ଦେଖନ୍ତୁ...

ହ୍ଵାଟସ୍‌ଆପ୍‌ର ନୂଆ ଫିଚର : ଗ୍ରୁପ୍‌ ଆଡମିନ୍‌ଙ୍କୁ ମିଳିଲା ସୁପର ପାଓ୍ଵାର !

ନୂଆଦିଲ୍ଲୀ : ଗ୍ରାହକଙ୍କ ଚାହିଦା ହିସାବରେ ହ୍ଵାଟସ୍‌ଆପକୁ ଅପଡେଟ କରାଯାଇଥାଏ। ଏହାକୁ ଦେଖି ବର୍ତ୍ତମାନ ଏକ ନୂତନ ଫିଚର ଅପଡେଟ କରିଛି ହ୍ଵାଟସ୍‌ଆପ। ଏହି ଅପଡ଼େସନ ଦ୍ୱାରା ଗ୍ରୁପ ଆଡମିନ୍‌ମାନଙ୍କୁ ସୁପର ପାଓ୍ଵାର ମିଳିବ । ଏହି ସୁପର ଫିଚରର ନାମ ରହିଛି ରେଷ୍ଟ୍ରିକ୍ଟେଡ ଗ୍ରୁପ୍‌ । ଏହା…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମକାରୀ ଲୋକଙ୍କ କ୍ରୋଧରୁ ନିଜ ପରିବାରକୁ ରକ୍ଷା କରିବା ଲାଗି ଆତ୍ମହତ୍ୟା କଲେ

ଗୁଣ୍ଟୁର୍‌ : ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଘଟିଥିବା ୫୦ ବର୍ଷିୟ ବ୍ୟକ୍ତିଙ୍କ ଦ୍ୱାରା ୯ ବର୍ଷର ନାବାଳିକାଙ୍କ ଦୁଷ୍କର୍ମ ଘଟଣାରେ ଆସିଛି ଏକ ଭିନ୍ନ ମୋଡ଼ । ଘଟଣା ସାମ୍ନାକୁ ଆସିବା ପରେ ଦୁଷ୍କର୍ମ ଅଭିଯୁକ୍ତ ଜଣକ ଉପାୟଶୂନ୍ୟ ହୋଇ ଆଜି ସକାଳେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ସେ…
ଅଧିକ ଖବର ଦେଖନ୍ତୁ...

ଅନ୍ତିମ ସଂସ୍କାରର ୧୦ଦିନ ପରେ ଘରକୁ ଫେରିଲା ଝିଅ, ଏହା କେମିତି ସମ୍ଭବ ହେଲା ଜାଣନ୍ତୁ

ନୋଏଡ଼ା : ନୋଏଡ଼ାରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ମୃତ ଘୋଷିତ ଯୁବତୀ ଜୀବିତ ହୋଇ ଘରକୁ ଫେରି ଆସିଥିବା ଜଣାପଡ଼ିଛି । ଘର ଲୋକ ତାଙ୍କର ଅନ୍ତିମ ସଂସ୍କାର କରି ଦେଇଥିବା ବେଳେ ଘଟଣାର ୧୦ଦିନ ପରେ ଯୁବତୀ ଜଣଙ୍କ ଘରକୁ ଫେରିଛନ୍ତି । ଝିଅକୁ ଆଖି ଆଗରେ ଦେଖି ପରିବାର ଲୋକେ ବିଶ୍ୱାସ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡା ବିମାନବନ୍ଦରକୁ ଲାଇସେନ୍ସ ମିଳିଲା, ଖୁବ ଶୀଘ୍ର ଉଡାଣ

ଭୁବନେଶ୍ୱର : ଝାରସୁଗୁଡାରେ ହୋଇଛି ରାଜ୍ୟର ୨ୟ ବିମାନବନ୍ଦର । ଝାରସୁଗୁଡା ଏୟାରପୋର୍ଟକୁ ଆଜି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ( ଡିଜିସିଏ) ପକ୍ଷରୁ ଲାଇସେନ୍ସ ଦିଆଯାଇଛି । ଏହା ଫଳରେ ଏହି ଏୟାରପୋର୍ଟରୁ ସିଡ୍ୟୁଲଡ ଅପରେସନ ଆରମ୍ଭ ହୋଇପାରିବ । ଏ ନେଇ କେନ୍ଦ୍ର ବେସାମରିକ ବିମାନ…
ଅଧିକ ଖବର ଦେଖନ୍ତୁ...

ଅବତକ୍ ୫୬ : କାଶ୍ମୀରରେ ରକ୍ତମୁଖା ହୋଇଉଠିଛି ଭାରତୀୟ ସେନା, ଏପର୍ଯନ୍ତ ୫୬ ଆତଙ୍କବାଦୀ ନିପାତ

ନୂଆଦିଲ୍ଲୀ : କାଶ୍ମୀରରେ ରକ୍ତମୁଖା ହୋଇ ଉଠିଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଏକ ଭୟଙ୍କର ଅଭିଯାନ ଗତ ଦୁଇ ବର୍ଷ ହେଲା ଚାଲିଛି । କିନ୍ତୁ ଏବର୍ଷ ଆରମ୍ଭରୁ ଯେତିକି ଆତଙ୍କବାଦୀ ମଲେଣି, ମନେହେଉଛି ଏବର୍ଷ ରେକର୍ଡ ଭାଙ୍ଗିବ ସେନା । ମିଳିଥିବା ସୂଚନା ଅନୁସାରେ ଏ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦର ଓ ନରମ ଓଠ ଚାହାନ୍ତି କି? ଏହି ୪ ଘରୋଇ ଉପାୟ ପ୍ରୟୋଗ କରି ତଫାତ ପରଖି ନିଅନ୍ତୁ

ସୁନ୍ଦର ଓ ନମନୀୟ ଓଠ ପାଇବାର ଇଚ୍ଛା କାହାର ବା ନାହିଁ? ଓଠ ଫାଟିବାରୁ ନେଇ କଳା ପଡ଼ିଯିବା ଆଦି ଆଜିକାଲି ପ୍ରାୟ ଏକ ସାଧାରଣ ସମସ୍ୟା। ଆଜି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପାୟରେ ପ୍ରସ୍ତୁତ ଜିନିଷ ବିଷୟରେ କହିବୁ, ଯାହାକୁ ପ୍ରୟୋଗ କରି ଆପଣ ନିଜ ଓଠକୁ ନମନୀୟ କରିବା ସହ ଓଠଫଟା ସମସ୍ୟାରୁ…
ଅଧିକ ଖବର ଦେଖନ୍ତୁ...

ଟୁଇଟ୍‌ରେ ମୋଦିଙ୍କୁ କହିଲେ ଭଲ ହୋଇଛି ହାର; କିଛିଦିନ ପରେ ପାଖରେ ପହଞ୍ଚିଲା ପ୍ରଧାନମନ୍ତ୍ରୀଙ୍କ ଚିଠି ଓ ଉପହାର

ଧାନବାଦ: ଆଇଆଇଟି ଧାନବାଦର ଛାତ୍ର ରବେଶ କୁମାର ସିଂହ କେବେ ବି ତାଙ୍କ ଉଦ୍ଭଟତମ କଳ୍ପନାରେ ସୁଦ୍ଧା ଭାବି ନଥିଲେ ଯେ ତାଙ୍କ ଜୀବନରେ ଏପରି ଏକ ଅବିଶ୍ୱାସନୀୟ ଘଟଣା ଘଟିବ ବୋଲି। ଏବେ ଘଟଣାଟି ଘଟି ସାରିବା ପରେ ବି ସେ ବିଶ୍ୱାସ କରିପାରୁ ନାହାନ୍ତି ଯେ ପ୍ରକୃତରେ ଘଟଣାଟି ଘଟିଛି ବୋଲି।…
ଅଧିକ ଖବର ଦେଖନ୍ତୁ...

ଆଲିଗଡ଼ରେ ଉତ୍ତେଜନା ଅବ୍ୟାହତ, ଇଣ୍ଟରନେଟ ସେବା ବନ୍ଦ

ଆଲିଗଡ଼ : ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ପାକିସ୍ତାନ ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କ ଫଟୋ ଲଗାଯିବାକୁ ନେଇ ବିବାଦ ବଢିବାରେ ଲାଗିଛି । ଉତ୍ତରପ୍ରଦେଶ ସରକାର ଓ ହିନ୍ଦୁବାଦୀ ସଂଗଠନଗୁଡ଼ିକ ଏହାକୁ ପ୍ରବଳ ବିରୋଧ କରୁଥିବାବେଳେ ବିଶ୍ୱ ବିଦ୍ୟାଳୟର ମୁସଲିମ ଛାତ୍ରମାନେ ଫଟୋ ଲଗାଇବା…
ଅଧିକ ଖବର ଦେଖନ୍ତୁ...

କାଷ୍ଟିଂ କାଉଚ୍‌କୁ ନେଇ ହାସ୍ୟାଭିନେତା କ୍ରିଷ୍ଣାଙ୍କ ବିବାଦୀୟ ମନ୍ତବ୍ୟ: ଝିଅମାନେ ନିଜେ ଏହି କାଣ୍ଡ ଆରମ୍ଭ କରି ଅନ୍ୟ…

ମୁମ୍ବାଇ: କାଷ୍ଟିଂ କାଉଚ୍‌କୁ ନେଇ ଅଧିକାଂଶ ସମୟରେ ବହୁ ବଲିଉଡ୍‌ ଅଭିନେତ୍ରୀ ନିଜର ମତ ରଖିଥିବା ବେଳେ ନିକଟରେ ଏହି ବିବାଦୀୟ ବିଷୟକୁ ନେଇ ମତ ରଖିଛନ୍ତି ଜଣେ ଅଭିନେତା। ଅଭିନେତ୍ରୀମାନେ ଏ ସଂପର୍କରେ ନିଜର ଅନୁଭବ ଓ ଅନୁଭୂତିକୁ ଗଣମାଧ୍ୟମରେ ପ୍ରକାଶ କରିଥିବା ବେଳେ ହାସ୍ୟାଭିନେତା…
ଅଧିକ ଖବର ଦେଖନ୍ତୁ...