Daily Archives

May 4, 2018

କଣ୍ଟାବାଞ୍ଜିରେ ଆଇପିଏଲ୍‌ ବେଟିଂ: ୧୧ ଲକ୍ଷ ୧୭ ହଜାର ଟଙ୍କା ଜବତ, ୩ ସଟ୍ଟା ବେପାରୀ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଆଇପିଏଲ୍‌ ବେଟିଂରେ ବ୍ୟସ୍ତ ଥିବା ୩ ଜଣ ସଟ୍ଟା ବେପାରୀଙ୍କୁ ପୁଲିସ ଗିରଫ କରିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ସଟ୍ଟା ଆଡ୍ଡା ଉପରେ ଚଢ଼ାଉ କରିଥିଲା। ଆଇପିଏଲ ବେଟିଂସ୍ଥଳରୁ ପୁଲିସ ୧୧ ଲକ୍ଷ ୧୭ ହଜାର ଟଙ୍କା, ଆଇପିଏଲ…
ଅଧିକ ଖବର ଦେଖନ୍ତୁ...

ମହିଳା ଯାତ୍ରୀଙ୍କୁ ଗାଡ଼ିରେ ବସାଇ ଉବେର ଚାଳକ କଲେ ଆପତ୍ତିଜନକ କାର୍ଯ୍ୟ, ଅଧା ବାଟରେ ଗାଡ଼ିରୁ ଓହ୍ଲାଇ ପଡ଼ିଲେ ଯାତ୍ରୀ

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଏକ ଯୌନ ଉତ୍ପୀଡନ ମାମଲା ସାମ୍ନାକୁ ଆସିଛି। ଉବେର୍‌ କାର୍‌ ମଧ୍ୟରେ ଜଣେ ମହିଳା ଯାତ୍ରା କରୁଥିବା ବେଳେ ଚାଳକ ଜଣକ ଯୌନ ଉଦ୍ଦୀପକ କାର୍ଯ୍ୟ କରୁଥିବା ମହିଳା ଅଭିଯୋଗ ଆଣିଛନ୍ତି। ମହିଳାଙ୍କ କହିବା ଅନୁସାରେ, ଶୁକ୍ରବାର ସକାଳୁ ସେ MH 03 CH…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ: ଏୟାର ଏସିଆ ବିମାନରେ ଯାତ୍ରୀ ଆଣିଥିଲେ ୯ ଲକ୍ଷ ଟଙ୍କାର ସୁନା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଶୁକ୍ରବାର ପୁଣି ଥରେ ସୁନା ଜବତ ହୋଇଛି। ଏୟାର ଏସିଆ ବିମାନରେ କ୍ୱାଲାଲୁମ୍ପୁରରୁ ଆସୁଥିବା ଜଣେ ଯାତ୍ରୀଙ୍କ ଠାରୁ ଏହି ସୁନା ଜବତ ହୋଇଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ କଷ୍ଟମଇ ଏୟାର ଇଣ୍ଟେଲିଜେନ୍ସ ବିଭାଗର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ନଡିଆ ତେଲର କରାମତି ! ରୋଗ ଭଲ କରିବ, ଚେହେରା ଚମକାଇବ

ହିନ୍ଦୁ ଧର୍ମ ଅନୁସାରେ ନଡିଆକୁ କୁହାଯାଏ ଶ୍ରୀଫଳ। ଏହାକୁ ପବିତ୍ର ଫଳ ଭାବରେ ବିବେଚନା କରାଯାଇଥାଏ । କୌଣସି ଶୁଭକାମ, ଏଇ ଯେମିତି, ଗୃହ ପ୍ରବେଶ, ଯଜ୍ଞ ଆଦି କାର୍ଯ୍ୟରେ ନଡିଆ ବ୍ୟବହାର କରାଯାଏ। ନଡିଆ ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଭଲ। ଏହାକୁ ଆମେ ରୋଷେଇରେ ବ୍ୟବହାର କରିଥାଉ। ଆଉ ନଡ଼ିଆ…
ଅଧିକ ଖବର ଦେଖନ୍ତୁ...

ଆମେରିକା ବିମାନ ଉପରେ ଲେଜର ଲାଇଟ୍‌ ପକାଇଲା ଚୀନ, ଭୟଙ୍କର ପରିଣତି ପାଇଁ ଆମେରିକାର ଚେତାବନୀ

ଓ୍ଵାସିଂଟନ : ଆମେରିକା ଓ ଚୀନ ମଧ୍ୟରେ ପୁଣି ଏକ ବିବାଦ ଦେଖାଦେଇଛି । ଉତ୍ତର-ଆଫ୍ରିକାର ଗଲ୍ଫ ଅର ଆର୍ଡେନ ନିକଟରେ ଉଡ଼ୁଥିବା ଆମେରିକାର ଲଢୁଆ ବିମାନ ଉପରେ ଚୀନ ପକ୍ଷରୁ ଲେଜର ଲାଇଟ ପକାଯିବାରୁ ଦୁଇଜଣ ପାଇଲଟ ଆହତ ହୋଇଥିବା ଆମେରିକା ଅଭିଯୋଗ କରିଛି । ଚୀନ ପକ୍ଷରୁ ଏହି ଅଭିଯୋଗକୁ ଅସ୍ୱୀକାର…
ଅଧିକ ଖବର ଦେଖନ୍ତୁ...

ବିବାହ ପୂର୍ବରୁ ସୋନମଙ୍କ ଘରେ ଛୁଟିଲା ଉପହାରର ସୁଅ, ଜାଣନ୍ତୁ କାହାଠାରୁ ମିଳିଛି କେଉଁ ଉପହାର

ନୂଆଦିଲ୍ଲୀ: ନିକଟଅତୀତରେ ଚଳିତବର୍ଷ ବହୁ ଷ୍ଟାର୍‌ ବିବାହ ବନ୍ଧନରେ ବାନ୍ଧି ହେବା ପରେ ଏବେ ଚର୍ଚ୍ଚାରେ ରହିଛନ୍ତି ଅନୀଲ ତନୟା ସୋନମ କପୁର୍‌। ପାଖେଇ ଆସିଲାଣି ସୋନମଙ୍କ ବିବାହ ତାରିଖ। ସୋନମଙ୍କ ବିବାହ ଯେତେଯେତେ ପାଖେଇ ଆସୁଛି ସେତେସେତେ ତାଙ୍କ ଘରକୁ ଆସୁଛି ଉପହାର। ବନ୍ଧୁ, ପ୍ରଶଂସକ ଓ…
ଅଧିକ ଖବର ଦେଖନ୍ତୁ...

ଅଭାବରୁ ଆଇପିଏଲ୍‌: ଜାଣନ୍ତୁ ୫ଜଣ ଉଦୟମାନ ଖେଳାଳିଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ବିଶ୍ୱର ଅନ୍ୟତମ ଉତ୍କଣ୍ଠାପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଭାବରେ ସୁନାମ ଅର୍ଜନ କରିଛି। ଭାରତରେ ଖେଳାଯାଉଥିବା ଏହି ଖେଳ ଉଭୟ ଖେଳାଳି ଓ ଦର୍ଶକଙ୍କୁ ରଂଗବେରଂଗ ଆବେଗପୂର୍ଣ୍ଣ ଏବଂ ଠିକ୍‌ ସମୟରେ ମନୋରଞ୍ଜନ ଯୋଗାଇ ଥାଏ। ଏଥିରେ ଅନେକ ନବାଗତ ଉଦୀୟମାନ…
ଅଧିକ ଖବର ଦେଖନ୍ତୁ...

ଯଦି ନେତାମାନେ ଭୋଟ ମାଗିବାକୁ ଜନତାଙ୍କ ଘରକୁ ଯାଇ ପାରୁଛନ୍ତି, ତେବେ ଜନତା କାହିଁକି ନେତାଙ୍କ ଘର ବାହାରେ ବିକ୍ଷୋଭ…

ନୂଆଦିଲ୍ଲୀ: ନିର୍ବାଚନ ବେଳେ ଯଦି ନେତାମାନେ ଜନତାଙ୍କ ଘରକୁ ଯାଇ ଭୋଟ ମାଗି ପାରୁଛନ୍ତି; ତେବେ ଜନତାମାନେ ସେମାନଙ୍କ ଘର ବା କାର୍ଯ୍ୟାଳୟ ନିକଟକୁ ଆସି ପ୍ରତିବାଦ ବା ବିକ୍ଷୋଭ ପ୍ରଦର୍ଶନ କଲେ ଅସୁବିଧାଟା ରହିଲା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ଦେଶର ସର୍ବୋଚ୍ଚ ନାୟ୍ୟାଳୟ ସୁପ୍ରିମ୍‌…
ଅଧିକ ଖବର ଦେଖନ୍ତୁ...

ଟାଟା ମୋଟର୍ସ ଲଞ୍ଚ୍‌ କଲା ନୂଆ ନେକ୍ସନ ଏଏମ୍‌ଟି

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ମୋଟରଗାଡ଼ି ନିର୍ମାତା ଟାଟା ମୋଟର୍ସ ପକ୍ଷରୁ ନୂଆ କାର୍‌ ନୂତନନେକ୍ସନ ଏଏମ୍‌ଟିର ବଜାର ପ୍ରବେଶ ସମ୍ପର୍କରେ ଘେଷଣା କରାଯାଇଛି। ଏଥିରେ ଇକୋ, ସିଟି ଏବଂ ସ୍ପୋର୍ଟସ୍‌ ଆଦି ୩ଟି ଡ୍ରାଇଭ୍‌ ମୋଡ୍‌ ରହିଛି। ଏହା ଉଭୟ ପେଟ୍ରୋଲ ଏବଂ ଡିଜେଲ୍‌ ଭ୍ୟାରିଆଣ୍ଟରେ ଉପଲବ୍ଧ…
ଅଧିକ ଖବର ଦେଖନ୍ତୁ...

ଜାଡେଜା କ୍ୟାଚ୍‌ ଛାଡ଼ିଦେବା ପରେ ବାହୁବଳୀଙ୍କୁ ମନେ ପକାଇଲେ ଖେଳପ୍ରେମୀ, ଟୁଇଟର୍‌ରେ ଛାଇଲା କୌତୁକିଆ ବ୍ୟଙ୍ଗ

ନୂଆଦିଲ୍ଲୀ: ବର୍ତ୍ତମାନ ଚାଲିଛି ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌(ଆଇପିଏଲ୍‌) କ୍ରେଜ୍‌। ଖେଳପ୍ରେମୀମାନେ କାମ ସାରି ନିଜର ପ୍ରିୟ ଦଳକୁ ସମର୍ଥନ କରିବା ପାଇଁ ଉଚିତ ସମୟରେ ଟିଭି ସାମ୍ନାରେ ବସିବାକୁ ଆଦୌ ଭୁଲି ନଥାନ୍ତି। ଆପଣ ଜାଣିଥିବେ ନିଶ୍ଚୟ କୋଲକାତାର ଇଡେନ୍‌ ଗାର୍ଡେନରେ ଚେନ୍ନାଇ…
ଅଧିକ ଖବର ଦେଖନ୍ତୁ...