Daily Archives

May 5, 2018

ଆଇପିଏଲ୍‌ ୧୧: ହାଇଦ୍ରାବାଦ୍‌କୁ ୧୬୪ ରନ୍‌ ଟାର୍ଗେଟ ଦେଲା ଦିଲ୍ଲୀ

ହାଇଦ୍ରାବାଦ: ଦିଲ୍ଲୀ ଡେୟାରଡେଭିଲସ୍‌ ଶନିବାର ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ୧୬୪ ରନ୍‌ ଟାର୍ଗେଟ ଦେଇଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ଦିଲ୍ଲୀ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୬୩ ରନ୍‌ ସଂଗ୍ରହ କରିଛି। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧି…
ଅଧିକ ଖବର ଦେଖନ୍ତୁ...

ସୋନମ୍‌ କପୁରଙ୍କ ସଙ୍ଗୀତର ପ୍ରସ୍ତୁତିକୁ ଅଧାରୁ ଛାଡ଼ିଲେ ଜାହ୍ନବୀ, ଜାଣନ୍ତୁ କାହିଁକି

ମୁମ୍ବାଇ:ତିନି ଦିନ ପରେ ବିବାହ କରିବାକୁ ଯାଉଛନ୍ତି ଅନିଲ କପୁରଙ୍କ ତନୟା ସୋନମ କପୁର । ବିବାହ ପାଇଁ ଜୋର୍‌ସୋରରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବେଳେ ସୋନମଙ୍କ ସଙ୍ଗୀତର ପ୍ରସ୍ତୁତି ପାଇଁ ଜୁହୁସ୍ଥିତ ତାଙ୍କ ବଙ୍ଗଳାରେ ଅନେକ ବଲିଉଡ଼ କଳାକାର ପହଞ୍ଚିଥିଲେ । ବରୁଣ ଧାଓ୍ଵନ,କରଣ…
ଅଧିକ ଖବର ଦେଖନ୍ତୁ...

ଟିଣ୍ଡର ଆପ୍‌ ଜରିଆରେ ପ୍ରେମ ଜାଲରେ ଫସାଇ ଯୁବକଙ୍କୁ ଅପହରଣ ପରେ ହତ୍ୟା କଲା ଯୁବତୀ

ଜୟପୁର : ବୁଧବାର ରାଜସ୍ଥାନର ଜୟପୁରରୁ ଏକ ସୁଟ୍‌କେସ୍‌ରେ ଜଣେ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରିଥିଲା ପୁଲିସ । ଯୁବକଙ୍କୁ କିଏ, କ’ଣ ପାଇଁ ଏବଂ କେମିତି ହତ୍ୟା କଲା ବୋଲି ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏବେ ପୂରା ଘଟଣା ସାମ୍ନାକୁ ଆସିଛି । ମୃତକ ଜଣଙ୍କ ଦୁଷ୍ୟନ୍ତ ଶର୍ମା ବୋଲି ଜଣା…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ ନିପାତ ପାଇଁ ଏହି ମାରାତ୍ମକ ଡ୍ରୋନ ତିଆରି କଲେ ଭାରତୀୟ ଯୁବ ଇଂଜିନିୟର

ଜଳନ୍ଧର : ବିଶ୍ୱରେ ଆତଙ୍କବାଦୀ ସମସ୍ୟା ଦିନକୁ ଦିନ ଗୁରୁତର ହୋଇଛି । ଆତଙ୍କବାଦ ସର୍ବାଧିକ ଶିକାର ହୋଇଥିବା ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ । ପ୍ରାୟ ପ୍ରତ୍ୟେକ ଦିନ ଆମ ଦେଶରେ ଆତଙ୍କବାଦୀ ଘଟଣା, ସୀମାପାର ଅନୁପ୍ରବେଶ ଆଦି ଘଟୁଛି । ଏଥିରେ ଆମ ସୁରକ୍ଷାବାହିନୀର ଜବାନ ମଧ୍ୟ ସହିଦ…
ଅଧିକ ଖବର ଦେଖନ୍ତୁ...

ଏଣିକି ଫେସ୍‌ବୁକ୍‌ ବ୍ୟବହାର କଲେ ଦେବାକୁ ପଡ଼ିବ ଚାର୍ଜ !

ନୂଆଦିଲ୍ଲୀ: ଫେସବୁକ୍‌ ସବୁଦିନ ପାଇଁ ମାଗଣା ରହିଛି ବୋଲି ମାର୍କ ଜୁକରବର୍ଗ ନିକଟରେ କହିଥିଲେ। ଏତଦ୍‌ବ୍ୟତୀତ ଏକ ପେଡ୍‌ ଭର୍ସନ୍‌ ଆସିବାର ସମ୍ଭାବନା ରହିଛି ବୋଲି କୁହାଯାଇଥିଲା। ଏକ ରିପୋର୍ଟ ଦାବି କରିଛି କି ଖୁବ୍‌ ଶୀଘ୍ର ଫେସ୍‌ବୁକ୍‌ ପେଡ୍‌ ଭର୍ସନ୍‌ ଲଞ୍ଚ କରିବ। ବ୍ଲୁମବର୍ଗର ଏକ…
ଅଧିକ ଖବର ଦେଖନ୍ତୁ...

ଘୁଞ୍ଚିଲା ସୋନମ ଓ ଆନନ୍ଦଙ୍କ ହନିମୁନ୍‌ ତାରିଖ, ବିବାହ ପରେ ସଙ୍ଗେ ସଙ୍ଗେ ହନିମୁନ୍‌ ଯିବେ ନାହିଁ ଏହି ନବବିବାହିତ…

ମୁମ୍ବାଇ: ପାଖେଇ ଆସିଲାଣି ସୋନମ କପୁର ଓ ଆନନ୍ଦ ଆହୁଜାଙ୍କ ବିବାହ ତାରିଖ। ଇତିମଧ୍ୟରେ ଇଣ୍ଟର୍‌ନେଟ୍‌ରେ ସୋନମଙ୍କ ସଙ୍ଗିତ ରିହଲ୍‌ସିଅଲ୍‌ର ଭିଡିଓ ଭାଇରାଲ୍‌ ହେବା ପରେ ପ୍ରଶଂସକାମାନେ କିନ୍ତୁ ଅପେକ୍ଷା କରିଛନ୍ତି ମେ ୭ ଓ ୮ ତାରିଖକୁ। ୨ ଦିନ ଧରି ହେବାକୁ ଥିବା ଏହି ବିବାହ ଉତ୍ସବରେ ସୋନମ…
ଅଧିକ ଖବର ଦେଖନ୍ତୁ...

ମଣିଷ ପାଦ ରଖିବା ପୂର୍ବରୁ ମଙ୍ଗଳ ଗ୍ରହରେ ଭୂକମ୍ପ ସଂପର୍କରେ ସୂଚନା ସଂଗ୍ରହ କରିବ ‘ଇନ୍‌ସାଇଟ୍‌’: ମହାକାଶକୁ ପଠାଇଲା…

ନୂଆଦିଲ୍ଲୀ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ନିଜର ନବୀନତମ ମାର୍ସ ଲ୍ୟାଣ୍ଡର ସ୍ପେସ୍‌କ୍ରାଫ୍ଟ ‘ଇନ୍‌ସାଇଟ୍‌’ ମହାକାଶକୁ ପ୍ରେରଣ କରିଛି। ଏହାକୁ ମଙ୍ଗଳରେ ମାନବ ଅଭିଯାନ ପୂର୍ବରୁ ସେଠାରେ ଭୂକମ୍ପକୁ ମାପିବା ପାଇଁ ଡିଜାଇନ୍‌ କରାଯାଇଛି। ମହାକାଶ ଯାନକୁ ଆଟଲାସ୍‌ ଭି ରକେଟ ଜରିଆରେ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀଙ୍କ ଆସିବା ବାଟକୁ ଜଗିଜଗି ଛାତ୍ରଛାତ୍ରୀ ବେହାଲ, ଭୋକରେ କାନ୍ଦିକାନ୍ଦି ଘରକୁ ଫେରିଲେ

ଲକ୍ଷ୍ମୌ: ଛାତ୍ରଛାତ୍ରୀଙ୍କୁ ପାଠପାଢ଼ା ପ୍ରତି ଆକୃଷ୍ଟ କରିବାକୁ ସରକାର ମାଗଣା ଖାତା, ବହି ଠାରୁ ଆରମ୍ଭ କରି ମାଗଣା ଖାଇବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧା ସରକାର ଯୋଗାଇଦେଉଛନ୍ତି । କିନ୍ତୁ ଏହି ପାଠପଢ଼ାକୁ ନେଇ ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖା ଦେଇଛି। ମନ୍ତ୍ରୀଙ୍କ ପାଇଁ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକରେ ଜବତ ହେଲା ୬୭ କୋଟିର ନଗଦ ଟଙ୍କା, ୫ ଲକ୍ଷ ଲିଟର ମଦ, ଭୋଟ ପାଇଁ ବଣ୍ଟାହୋଇଥାନ୍ତା

ବାଙ୍ଗାଲୋର : କର୍ଣ୍ଣାଟକରେ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତିକି ଗରମ ହୋଇଉଠୁଛି । ଏହା ସହିତ ନେତାମାନେ ଭୋଟର ମାନଙ୍କୁ ପ୍ରଲୋଭିତ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ସେଥିପାଇଁ ନଗଦ ଟଙ୍କା, ସୁନା, ବିିଭିନ୍ନ ଉପହାର ଠାରୁ ଆରମ୍ଭ କରି ମଦ ଓ ଗୁଟଖା ଆଦି ଠୁଳ କରାଯାଉଛି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ବେଙ୍ଗାଲୁରୁ ବିପକ୍ଷରେ ଚେନ୍ନାଇ ୬ ଓ୍ଵିକେଟ୍‌ରେ ବିଜୟୀ

ପୁନେ: ଚେନ୍ନାଇ ସୁପର କିଙ୍ଗସ୍‌ ୬ ଓ୍ଵିକେଟ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ୧୨୮ ରନ୍‌ ଟାର୍ଗେଟ ନେଇ ୨ୟ ଇନିଂସରେ ବ୍ୟାଟିଂ କରି ଚେନ୍ନାଇ ୧୮ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ଏହି ରନ୍‌ ପୂରା କରିଛି। ସେନ୍‌ ଓ୍ଵାଟସନ୍‌ ୧୧ ରନ୍‌, ଅମ୍ବାତି ରାୟଡୁ ୩୨ ରନ୍‌,…
ଅଧିକ ଖବର ଦେଖନ୍ତୁ...