Daily Archives

May 5, 2018

‘ଜଣେ ଝିଅ ହୋଇ ଧୂମପାନ କଲାବେଳେ ଟିକେ ଲାଜ ଲାଗିବା ଉଚିତ’, ଜାଣନ୍ତୁ ଏପରି ମନ୍ତବ୍ୟ ରଖିଥିବା ବ୍ୟକ୍ତିର କି ଅବସ୍ଥା…

କୋଲକାତା: କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ପଢୁଥିବା ଜଣେ ପିଜି ଛାତ୍ରୀ ସର୍ବସାଧାରଣରେ ଧୂମପାନ କରୁଥିବାରୁ ତାଙ୍କୁ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ମଝି ରାସ୍ତାରେ ହଇରାଣ କରିଥିବା ଅଭିଯୋଗ ହୋଇଛି। ମହିଳାଙ୍କ କହିବା ଅନୁଯାୟୀ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ସେ ଅଟୋ-ରିକ୍ସାକୁ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ ସେନା ମୁଖ୍ୟ ଭାରତ ସହ ଶାନ୍ତିପୂର୍ଣ୍ଣ ଆଲୋଚନା କରିବାକୁ ଚାହୁଁଛନ୍ତି, କିନ୍ତୁ ଭାରତ ରାଜି ନାହିଁ :…

କରାଚି: ପାକିସ୍ତାନର ସେନାମୁଖ୍ୟ କମର ଜାଭେଦ୍‌ ବଜଓ୍ଵା ଭାରତ ସହିତ ଶାନ୍ତି ଆଲୋଚନା କରିବା ପାଇଁ ଇଚ୍ଛୁକ। କିନ୍ତୁ ନୂଆଦିଲ୍ଲୀ ଏଥିରେ ରାଜି ନାହିଁ ବୋଲି ଏକ ବ୍ରିଟିଶ ଥିଙ୍କ୍‌ ଟ୍ୟାଙ୍କ୍‌ ( ବୁଦ୍ଧିଜୀବୀ ଗୋଷ୍ଠୀ ) ଶନିବାର ପ୍ରକାଶ କରିଛି । ଏହି ବ୍ରିଟିଶ୍‌ ଥିଙ୍କଟ୍ୟାଙ୍କର ଯୁକ୍ତି…
ଅଧିକ ଖବର ଦେଖନ୍ତୁ...

ଭାରତର ବଢିଚାଲିଥିବା ପ୍ରତିରକ୍ଷା ବଜେଟକୁ ନେଇ ପାକିସ୍ତାନ ଛାନିଆ, ଜାତିସଂଘରେ ଅଭିଯୋଗ କଲା

ନୂଆଦିଲ୍ଲୀ : ଗୋଟିଏ ପଟେ ଭାରତରେ ଅଭିଯୋଗ ହେଉଛି ଯେ ସେନାର ଅଧୁନୀକିକରଣ ପାଇଁ ସରକାର ଆବଶ୍ୟକ ଅର୍ଥ ଦେଉ ନାହାନ୍ତି । ପୂର୍ବବର୍ତ୍ତି ସରକାରମାନଙ୍କ କ୍ରମାଗତ ଅବହେଳା ଯୋଗୁଁ ୧୯୬୨ ପରଠାରୁ ଭାରତର ପ୍ରତିରକ୍ଷା ଖର୍ଚ୍ଚ ସବୁଠୁ କମ ସ୍ତରରେ ରହିଛି । ଅର୍ଥ ଅଭାବରୁ ବାୟୁ ସେନାରେ ଲଢୁଆ ବିମାନ…
ଅଧିକ ଖବର ଦେଖନ୍ତୁ...

ଦ୍ରୌପଦୀଙ୍କ ଏହି ଅଭିଶାପ ଆଜି ବି ଭୋଗୁଛି କୁକୁର ଜାତି! ଯେଉଁଥିପାଇଁ ସର୍ବସାଧାରଣରେ ଏମାନେ ସମ୍ପାଦନ କରିଥାନ୍ତି ଏହି…

ମହାଭାରତର ଦ୍ରୌପଦୀଙ୍କ କାହାଣୀ ତ ଆପଣ ଜାଣିଥିବେ ନିଶ୍ଚୟ। ମାଆ କୁନ୍ତୀଙ୍କ ଅଦେଶରେ ପାଣ୍ଡବ ପାଞ୍ଚ ଭାଇ ଯାହାଙ୍କୁ ପତ୍ନୀ ରୂପେ ବରଣ କରିଥିଲେ ସେ ହିଁ ହେଉଛନ୍ତି ଦୌପଦୀ, ପାଞ୍ଚାଳୀ ବା ଯାଜ୍ଞସେନୀ। ତାଙ୍କ ବିଷୟରେ ଏକ ରୋଚକ କାହାଣୀ ରହିଛି। ଅବଶ୍ୟ ଏହି କାହାଣୀଟି ମହାଭାରତ କିମ୍ବା କୌଣସି…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ପେଟରୁ ବାହାରିଲା ୬୦କିଲୋ ଓଜନର ଟ୍ୟୁମର, ୧୨ଜଣ ଡାକ୍ତର କରିଥିଲେ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଆମେରିକାରେ ଜଣେ ମହିଳାଙ୍କ ପେଟରୁ ୬୦କିଲୋ ଓଜନର ଟ୍ୟୁମର ବାହାରିଛି। ୩୮ବର୍ଷର ମହିଳା ପେଟର ଅସ୍ତ୍ରୋପଚାର ୧୨ଜଣିଆ ଡାକ୍ତରୀ ଟିମ୍‌ ୫ଘଣ୍ଟା ଧରି କରିଥିଲେ। ଅସ୍ତ୍ରୋପଚାର ପରେ ଗର୍ଭାଶୟରୁ ଏହି ବିଶାଳ ଟ୍ୟୁମରକୁ ବାହାର କରିବାରେ ଡାକ୍ତର ସଫଳ ହୋଇଥିଲେ। ରିପୋର୍ଟ ମୁତାବକ,…
ଅଧିକ ଖବର ଦେଖନ୍ତୁ...

ଯଦି ଏମିତି ପରିସ୍ଥିତି ଆସେ ତେବେ ଆପଣ କେଉଁ ଦୁଆର ଦେଇ ବାହାରକୁ ଯିବେ?

ଫଟୋଟି ଦେଖିବା ପରେ ଆପଣ ନିଜ ମସ୍ତିଷ୍କରେ ଜୋର୍‌ ପକାଇ ସାରିବେଣି ନିଶ୍ଚୟ। ଆଚ୍ଛା ଏହାକୁ ଏକ ପ୍ରଶ୍ନ ବୋଲି ଭାବିବା ଛାଡ଼ନ୍ତୁ। ସାଧାରଣ ଭାବେ ଭାବନ୍ତୁ କି ଯଦି ଏପରି ଏକ ପରିସ୍ଥିତି ଆସେ, ଆପଣ ଏକ ଗୃହରେ ବନ୍ଦି ହୋଇଯାଇଛନ୍ତି। ଆପଣଙ୍କୁ ବାହାରକୁ ଯିବାର ଅଛି। ମାତ୍ର ୩ଟି ଯାକ ଦୁଆରେ…
ଅଧିକ ଖବର ଦେଖନ୍ତୁ...

ଅଳ୍ପ ପରିଶ୍ରମରେ ମହିଳାମାନେ ଶରୀରକୁ ସୁସ୍ଥ, ସୁନ୍ଦର ଓ ସୁଗଠିତ ରଖିପାରବେ, ଜାଣନ୍ତୁ କେମିତି

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଫିଟ୍‌ ରହିବା ଲାଗି ମହିଳାମାନେ ସମୟ ବାହାର କରିପାରୁ ନାହାନ୍ତି ଓ ନିଜ ଶରୀରକୁ ଫିଟ୍‌ ରଖିବାରେ ସକ୍ଷମ ହୋଇ ପାରୁନାହାନ୍ତି। ତେବେ ଏହି କେତେଟି ସରଳ ଉପାୟରେ ଜାଣନ୍ତୁ କେମିତି ରଖିବେ ନିଜ ଶରୀରକୁ ଫିଟ୍‌। ଭିଟାମିନ୍‌ ଓ ପ୍ରୋଟିନ୍‌ ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

ରେକର୍ଡ : ଏପ୍ରିଲରେ ହୋଣ୍ଡାର ବିକ୍ରି ୬ ଲକ୍ଷ ଟପିଲା

ଗୁରୁଗାଓଁ : ହୋଣ୍ଡା ମୋଟରସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ରେକର୍ଡ କରିଛିି । ୨୦୧୮-୧୯ ଆର୍ଥିକ ବର୍ଷର ଏପ୍ରିଲ ମାସରେ ଘରୋଇ କ୍ଷେତ୍ରରେ ହୋଣ୍ଡା ଦୁଇଚକିଆ ବିକ୍ରି ସଂଖ୍ୟା ପ୍ରଥମ ଥର ପାଇଁ ୬ ଲକ୍ଷ ଅତିକ୍ରମ କରିଛି । ଗତବର୍ଷ ଏପ୍ରିଲ ମାସରେ ଗାଡ଼ି ବିକ୍ରି…
ଅଧିକ ଖବର ଦେଖନ୍ତୁ...

ମାଆ ଚାହୁଁଥିବା ଅନୁସାରେ ସୋନମଙ୍କୁ ସମ୍ଭାଳିବା ପରି ଜୀବନସାଥୀ ହେଉଛନ୍ତି ଆନନ୍ଦ

ମୁମ୍ବାଇ: ପାଖେଇ ଆସିଲାଣି ଅନୀଲ କପୁରଙ୍କ ଲାଡଲୀ ସୋନମଙ୍କ ବାହାଘର। ପ୍ରେମିକ ଆନନ୍ଦ ଆହୁଜାଙ୍କ ସହ ଆଗାମୀ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସୋନମ। ଏବେ ସୋନମଙ୍କୁ ନେଇ ବେଶ୍‌ ସରଗରମ ହୋଇଛନ୍ତି ଗଣମାଧ୍ୟମ ସଂସ୍ଥା। ତାଙ୍କର ଟିକ୍‌ ନିକ୍‌ କଥା ଉପରେ ଏବେ ଲୋକଙ୍କ ନଜର…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ ସୁକୁମାରେ ଲାଲ ଆତଙ୍କ, ମିନି ଟ୍ରକକୁ ଜାଳି ଦେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମାରେ ଲାଲ ଆତଙ୍କ। ଶୁକ୍ରବାର ବିଳମ୍ବିତ ରାତିରେ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ମିନି ଟ୍ରକକୁ ମାଓବାଦୀ ଜାଳି ଦେଇଛନ୍ତି। ଗତକାଲି ମାଓବାଦୀମାନେ ଭାରତ ବନ୍ଦ ଡାକରା ଦେଇଥିଲେ। ସୁକୁମା ଅଞ୍ଚଳରେ ଅନେକ ସ୍ଥାନରେ ପୋଷ୍ଟର ମାରି ବନ୍ଦ ପାଳନ…
ଅଧିକ ଖବର ଦେଖନ୍ତୁ...