Daily Archives

May 5, 2018

କାହିଁକି ସୀତାଙ୍କୁ ବଳପୂର୍ବକ ସ୍ପର୍ଶ କରି ପାରୁନଥିଲେ ରାବଣ, ଅଶୋକ ବନରେ ରଖିବା ପଛରେ କ’ଣ ଥିଲା କାରଣ?

ଏକଥା ସମସ୍ତେ ଜାଣନ୍ତି ଯେ ବାୟାବୀ ରାବଣ କପଟ କରି ମାଆ ସୀତାଙ୍କୁ ଚୋରେଇ ନେଇଥିଲା। ମାତ୍ର ଆପଣ ଜାଣନ୍ତି କି ସେ କାହିଁକି ସୀତାଙ୍କୁ ନିଜ ରାଜପ୍ରାସାଦରେ ନ ରଖି ଅଶୋକ ବନରେ ରଖିଥିଲେ? ଖାଲି ସେତିକି ନୁହେଁ ସୀତାଙ୍କୁ ବାରମ୍ବାର ସମର୍ପଣ କରିବାକୁ ବାକ୍ୟରେ ବାଧ୍ୟ କରୁଥିଲେ ବି ନିଜ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଖଜୁରାହ-ଉଦୟପୁର ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ,ଯାତ୍ରୀ ଆତଙ୍କିତ

ଝାନ୍ସି(ମହୋବା) : ଖଜୁରାହରୁ ଉଦୟପୁରକୁ ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ ଲାଗିଥିବା ଜଣା ପଡ଼ିଛି । ଟ୍ରେନଟି ଚାଲୁଥିବା ବେଳେ ହଠାତ୍‌ ଟ୍ରେନ୍‌ର ଇଞ୍ଜିନରେ ନିଆଁ ଲାଗିଯିବାରୁ ଯାତ୍ରୀମାନେ ଆତଙ୍କିତ ହୋଇ ଯାଇଥିଲେ । କିଛି ଯାତ୍ରୀ ନିଜର ଜୀବନ ବଞ୍ଚାଇବାକୁ ଯାଇ ଟ୍ରେନ୍‌ରୁ ଡ଼େଇଁ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀର: ଶ୍ରୀନଗର ଉପକଣ୍ଠରେ ଗୁଳି ବିନିମୟ ଘଟି ତିନି ଜଣ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଶ୍ରୀନଗର ଠାରେ ଆଜି ନିରାପତ୍ତା ବଳ ଏନ୍‌କାଉଣ୍ଟ୍‌ର କରି ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ବେଳେ ପ୍ରତିବାଦକାରୀ ଏବଂ ଲ’ ଏନ୍‌ଫୋର୍ସମେଣ୍ଟ୍‌ ଏଜେନ୍‌ସିଙ୍କ ସହ ସଂଘର୍ଷ ଘଟି ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା କଥା ପୁଲିସ କହିଛି।…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟାପ୍ତ ମାତ୍ରାରେ ନିଦ ନ ଆସିଲେ ମନରେ ଆତ୍ମହତ୍ୟା ଭାବନା ଆସେ!

ଯଦି ଜଣେ ନିରାଶାଗ୍ରସ୍ତ,ତେବେ ତାଙ୍କୁ ଭଲ ନିଦ ଦରକାର।କାରଣ ପର୍ଯ୍ୟାପ୍ତ ମାତ୍ରାରେ ନ ଶୋଇଲେ ତାଙ୍କ ମନରେ ଆତ୍ମହତ୍ୟା କରିବା ପାଇଁ ଚିନ୍ତା ଆସିଥାଏ। ନିକଟରେ ମଞ୍ଚେଷ୍ଟର ବିଶ୍ୱ ବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣାରୁ ଏହା ସ୍ପଷ୍ଟ ହୋଇଯାଇଛି। ଗବେଷକ ଡ଼ୋନା ଲିଟିଲାଡ଼ୁ କହିଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକର ମୋଷ୍ଟ୍‍ ଓ୍ଵାଣ୍ଟେଡ୍‌ ପ୍ରାର୍ଥୀଙ୍କ ଉପରେ ମୋଦିଙ୍କୁ ରାହୁଳ ଗାନ୍ଧୀଙ୍କ ଟୁଇଟ୍‌ରେ ପ୍ରଶ୍ନ

ନୂଆଦିଲ୍ଲୀ: ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ। ବିଜେପି ନେତାମାନଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗ ଉପରେ ତାଙ୍କର ନିରବତା ଉପରେ ମୋଦିଙ୍କୁ ପ୍ରଶ୍ନ ପଚାରିଛନ୍ତି ରାହୁଳ। ରାହୁଳ ଗାନ୍ଧୀ ଭିଡିଓ ସହ…
ଅଧିକ ଖବର ଦେଖନ୍ତୁ...

ଦେହଜୀବୀଙ୍କୁ ଗୁଳି କରି ହତ୍ୟା , ୨ ଗିରଫ

ମିରଟ: ମିରଟର ବ୍ରହ୍ମପୁରୀ ଥାନା ଅଧୀନରେ ଥିବାଏକ ରେଡ ଲାଇଟ୍‌ ଅଞ୍ଚଳରେ ଜରୀନା ନାମକ ଜଣେ ସେକ୍ସ ଓ୍ଵାର୍କର( ଗଣିକା)ଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ବିଲାଲ ଓ ନାବିଦ। ସେମାନଙ୍କୁ ମିରଟ୍‌ ଏସଟିଏଫ ଗିରଫ…
ଅଧିକ ଖବର ଦେଖନ୍ତୁ...

ଏକ୍ସ ବୟଫ୍ରେଣ୍ଡ୍‌ଙ୍କୁ ବାହାଘର ପାଇଁ ନିମନ୍ତ୍ରଣ କଲେ ସୋନମ୍‌!

ମୁମ୍ବାଇ: ବଲିଉଡ଼୍‍ର ଲୋକପ୍ରିୟ ନାୟିକା ସୋନମ୍‌ କପୁର୍‌ ଏବେ ବିବାହ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ମଇ ୮ ତାରିଖରେ ତାଙ୍କର ବୟଫ୍ରେଣ୍ଡ୍‌ ଆନନ୍ଦ ଆହୁଜାଙ୍କୁ ବିବାହ କରୁଛନ୍ତି। ଏହାଭିତରେ ସେ ନିମନ୍ତ୍ରଣ ପତ୍ର ବଣ୍ଟା କାମ ଶେଷ କରି ସାରିଲେଣି । ସୋନମ୍‌ ନିଜରଏକ୍ସ ବୟଫ୍ରେଣ୍ଡ୍‌ଙ୍କୁ…
ଅଧିକ ଖବର ଦେଖନ୍ତୁ...

ନିଦ ନ ଆସିଲେ କଅଣ ଖାଇବେ

ନିଦ୍ରା କେଡ଼େ ଗୁରୁତ୍ୱପୂର୍ଣ୍ଣ କଥା ତାହା ସମସ୍ତଙ୍କୁ ଜଣା। ଆଜିକାଲି କିନ୍ତୁ, ଦୈନିକ ୮ ରୁ ୯ ଘଣ୍ଟା ଶୋଇବା ପାଇଁ ଅନେକଙ୍କୁ ରିତିମତ ଲଢ଼େଇ କରିବାକୁ ପଡୁଛି କହିଲେ ଚଳେ। ବିନିଦ୍ରତା ବି ଗୋଟାଏ ଶାରୀରିକ ବିକୃତି। ସମସ୍ତ ଶାରୀରିକ ବିକୃତି ପାଇଁ ପ୍ରାକୃତିକ ଉପଚାର ରୂପେ ଖାଦ୍ୟର ଭୂମିକା…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ: ଟ୍ରକ୍‌ ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ

ଅନୁଗୁଳ: ଆଜି ସକାଳେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ସାରଙ୍ଗପୁର ଗାଁ ନିକଟରେ ଏକ ଟ୍ରକ ଧକ୍କାରେ  ଜଣେ ଶିକ୍ଷକଙ୍କର ମୃତ୍ୟୁ ଘଟିଛି। ମୃତ ଶିକ୍ଷକଙ୍କ ନାମ ରଞ୍ଜନ ନନ୍ଦ ଓ ସେ ସ୍ଥାନୀୟ ଜଗନ୍ନାଥପୁର ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ପୁଲିସ ସୂତ୍ରରୁ ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ଜୁସ୍‌ ଦୋକାନରେ କାମ ଛାଡି ବନିଥିଲେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିର ବାଦଶାହା ଏହି ବ୍ୟକ୍ତି , ଜାଣନ୍ତୁ କିପରି

ମୁମ୍ବାଇ: ଆଜି ହେଉଛି ସବୁଠାରୁ ନାମୀ ମ୍ୟୁଜିକ୍‌ କଂପାନି ଟି ସିରିଜ୍‌ର ପ୍ରତିଷ୍ଠାତା ହେଲେ ସ୍ୱର୍ଗତ ଗୁଲଶନ୍‌ କୁମାରଙ୍କ ଜନ୍ମ ଦିନ । ତାଙ୍କର ପ୍ରକୃତ ନାମ ହେଲା ଗୁଲଶନ୍‌ କୁମାର ଦୁଆ। ସେ ଏକ ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିଲେ। ଗୁଲଶନ୍‌ କୁମାରଙ୍କ ପିତା ଚନ୍ଦ୍ରଭାନ ଦୁଆ ଦିଲ୍ଲୀର…
ଅଧିକ ଖବର ଦେଖନ୍ତୁ...