Daily Archives

May 6, 2018

ଆଇପିଏଲ୍‌ ୧୧: ରାଜସ୍ଥାନକୁ ୧୫୩ ରନ୍‌ ଟାର୍ଗେଟ ଦେଲା ପଞ୍ଜାବ

ଇନ୍ଦୋର: ଇଣ୍ଡିଆନ୍‌ ପ୍ରିମିୟର ଲିଗ ୧୧ର ୩୮ତମ ମ୍ୟାଚ୍‌ରେ ରବିବାର କିଙ୍ଗସ୍‌ ଏକାଦଶ ପଞ୍ଜାବ ଆଗରେ ୧୫୩ ରନ୍‌ ଟାର୍ଗେଟ ରଖିଛି ରାଜସ୍ଥାନ ରୟାଲସ୍‌। ଓ୍ଵିକେଟ୍‌କିପର ଜୋସ୍‌ ବଟଲର୍‌(୫୧ ରନ୍‌, ୩୯ ବଲ, ୭ଟି ଚୌକା) ବଳରେ ରାଜସ୍ଥାନ ୨୦ ଓଭରରେ ୯ଟି ଓ୍ଵକେଟ୍‌ ହରାଇ ୧୫୨ ରନ୍‌ ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...

ପୁଣି ଛାଇଲେ ପ୍ରିୟା : ‘ହଓ୍ଵା ହଓ୍ଵା’ ଗୀତରେ ସମସ୍ତଙ୍କ ମନ ଚୋରି କଲେ ପ୍ରିୟା ପ୍ରକାଶ

ନୂଆଦିଲ୍ଲୀ: ରାତା ରାତି ଚର୍ଚ୍ଚାର ଶୀର୍ଷରେ ପହଞ୍ଚିଥିଲେ ଭାଲେଣ୍ଟାଇନ୍‌ ଗର୍ଲ ପ୍ରିୟା ପ୍ରକାଶ । ଫେବ୍ରୁଆରି ପ୍ରେମ ସପ୍ତାହରେ ତାଙ୍କର ୨୬ସେକେଣ୍ଡର ଭିଡ଼ିଓ ଭାଇରାଲ ହେବା ପରେ ସେ ସବୁ ପୁଅମାନଙ୍କର କ୍ରସ ପାଲଟି ଯାଇଥିଲେ । ସେଥିପାଇଁ ତାଙ୍କ ନାମ ନ୍ୟାସ୍‌ନାଲ କ୍ରସ ବୋଲି ମଧ୍ୟ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ଏହି ବିଧାୟିକାଙ୍କୁ ବିବାହ କରିବେ ରାହୁଲ ଗାନ୍ଧୀ!

ଲକ୍ଷ୍ନୌ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡ଼ିଆରେ ରାହୁଲ ଗାନ୍ଧିଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ରାଏବରେଲିର କଂଗ୍ରେସ ବିଧାୟିକା ଆଦିତି ସିଂଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି । ଏହି ଖବର ଏବେ…
ଅଧିକ ଖବର ଦେଖନ୍ତୁ...

କାହିଁକି ରାତି ୩ ସମୟକୁ ସୈତାନଙ୍କ ସମୟ କୁହାଯାଏ! ବାସ୍ତବରେ ଅଛି କି ଭୂତର ପ୍ରଭାବ?

ଆପଣଙ୍କର ଭୂତ-ପ୍ରେତ ନେଇ ବିଶ୍ୱାସ ଥାଉ କି ନଥାଉ। ବାସ୍ତବରେ ଭୂତ-ପ୍ରେତଙ୍କ ପ୍ରଭାବ ଅଛି କି ନାହିଁ ତାହା ଆମେ ବି ଜାଣୁନା। ମାତ୍ର ପିଲାଦିନେ କାହାଣୀ ଆକାରରେ ଏକଥା ନିଶ୍ଚୟ ଶୁଣିଥିବେ ଯେ ରାତି ପ୍ରାୟ ୩ଟାକୁ ଭୂତମାନଙ୍କର ମୁହୂର୍ତ୍ତ ବୋଲି କୁହାଯାଏ। ସବୁ କଥା ପଛରେ କିଛି କାରଣ ବା…
ଅଧିକ ଖବର ଦେଖନ୍ତୁ...

ମହିଳା ଓକିଲ ନିଜର ବରିଷ୍ଠ ସହକର୍ମୀଙ୍କ ବିରୋଧରେ ଆଣିଲେ ଦୁଷ୍କର୍ମ ଅଭିଯୋଗ

ଲକ୍ଷ୍ମୌ: ଉତ୍ତରପ୍ରଦେଶରେ ଜଣେ ମହିଳା ଓକିଲ ରବିବାର ନିଜର ବରିଷ୍ଠ ସହକର୍ମୀ ଓକିଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଦୁଷ୍କର୍ମକାରୀଙ୍କ ନାମ ସତିଶ କୁମାର ବୋଲି ଜଣାପଡ଼ିଛି। ପୂର୍ବରୁ ପୀଡିତା ସତିଶ୍‌ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ବିଜେପିର ଦୁଇ କାର୍ଯ୍ୟକର୍ତ୍ତା ଉପରେ ଦୁଷ୍କର୍ମ ଅଭିଯୋଗ, ପୀଡିତା କହିଲେ, ଦୁଇବର୍ଷ ହେବ କରୁଥିଲେ ଯୌନଶୋଷଣ

ଭୋପାଲ: ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ଦୁଇଜଣ ସ୍ଥାନୀୟ ନେତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ଫେରାର ଅଛି ବୋଲି ପୁଲିସ ଅଧିକାରୀ ଜିପି ଅଗ୍ର୍ରଓ୍ଵାଲ ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ: ସପ୍ଟଓ୍ଵୟାର କମ୍ପାନିରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ଏକ ସପ୍ଟଓ୍ଵୟାର କମ୍ପାନିରେ ରବିବାର ସନ୍ଧ୍ୟାରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏହି ଅଗ୍ନିକାଣ୍ଡରେ ପାଖାପାଖି ୨୫ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଆକଳନ କରାଯାଇଛି। ସୂଚନାଯୋଗ୍ୟ, ଆଜି ସନ୍ଧ୍ୟାରେ…
ଅଧିକ ଖବର ଦେଖନ୍ତୁ...

କେମିତି ‘ମୋନାଲିସା’ର ହସ ଏତେ ସୁନ୍ଦର! କ’ଣ ଏହି ଛବିର ରହସ୍ୟ? ଜାଣନ୍ତୁ ଏହି ଚିତ୍ରରେ ଲୁଚିଛି ବାସ୍ତବରେ କାହା ଓଠର…

ସଂସାରରେ ଏମିତି ଖୁବ୍‌ କମ୍‌ ଲୋକ ଜନ୍ମ ନିଅନ୍ତି ଯାହାଙ୍କୁ ତାଙ୍କ କଳା ପାଇଁ ଅୟୁତ ଅୟୁତ ବର୍ଷ ପର୍ଯ୍ୟନ୍ତ ମନେ ରଖାଯାଏ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଚିତ୍ରକର ଲିଓନାର୍ଡ ଭିନ୍‌ସି। ଏହି ଚିତ୍ରକରଙ୍କୁ ଯେତେବେଳେ ୫୧ ବର୍ଷ ହୋଇଥାଏ ସେ ଏକ ଚିତ୍ର ଆଙ୍କନ୍ତି। ଚିତ୍ରଟି ଜଣେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: କୋଲକାତା ବିପକ୍ଷରେ ମୁମ୍ବାଇ ୧୩ ରନ୍‌ରେ ବିଜୟୀ

ମୁମ୍ବାଇ: କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ରବିବାର ମୁମ୍ବାଇ ଇଣ୍ଡିଆନସ୍‌ ୧୩ ରନ୍‌ରେ ବିଜୟୀ ହୋଇଛି। ୧୮୨ ରନ୍‌ ଟାର୍ଗେଟ ନେଇ ୨ୟ ପାଳିରେ କୋଲକାତା ୬ଟି ଓ୍ଵିକେଟ ହରାଇ ୧୬୮ ରନ୍‌ କରିଛି। ରବିନ ଉଥ୍ଥାପା(୫୪), ନୀତିଶ ରାଣା(୩୧) ଓ ଦିନେଶ କାର୍ତ୍ତିକ(ଅପରାଜିତ ୩୬) ବ୍ୟତୀତ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ଏହି ୧୦ ଜଣ ହେଉଛନ୍ତି ଭାରତର ସବୁଠାରୁ ଧନୀ ରାଜନେତା, ଜାଣନ୍ତୁ ଏମାନଙ୍କ ସମ୍ପତ୍ତିର ମୂଲ୍ୟ କେତେ

ଭାରତ ଦୁନିଆର ସବୁଠାର ଦ୍ରୁତଗତିରେ ବିକଶିତ ଦେଶ। ଏହି ଦେଶରେ ଏଭଳି କିଛି ନେତା ଅଛନ୍ତି ଯେଉଁମାନଙ୍କ ପାଖରେ କେବଳ ରାଜନୈତିକ ଶକ୍ତି ଅଛି ତାହା ନୁହେଁ ବରଂ ଦେଶର ଧନୀ ରାଜନେତାମାନଙ୍କ ତାଲିକାରେ ସାମିଲ ଅଛନ୍ତି। ଏମିତି ୧୦ଟି ନେତାଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା... ୧.…
ଅଧିକ ଖବର ଦେଖନ୍ତୁ...