Daily Archives

May 7, 2018

ରୋମାଞ୍ଚକର ମ୍ୟାଚରେ ବାଙ୍ଗାଲୋର ୫ ରନରେ ପରାସ୍ତ

ହାଇଦ୍ରାବାଦ : ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହେଉଥିବା ଆପିଏଲ ୨୦୧୮ର ଏକ ରୋମାଞ୍ଚକର ଲିଗ ମ୍ୟାଚରେ ହାଇଦ୍ରାବାଦ ବାଙ୍ଗାଲୋରକୁ ୫ ରନରେ ପରାସ୍ତ କରିଛି । ବାଙ୍ଗାଲୋର ତରଫରୁ ଅଧିନାୟକ…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ୍‌ରେ ହିରୋ ମୋଟୋକର୍ପର ବିକ୍ରି ୬୯୪,୦୨୨ୟୁନିଟ୍‌ ଛୁଇଁଲା

ନୂଆଦିଲ୍ଲୀ : ବିଶ୍ୱର ବୃହତ୍‌ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ. ଗତ ଏପ୍ରିଲ୍‌ ମାସରେ ବିକ୍ରିରେ ଗତ ବର୍ଷ ତୁଳନାରେ ୧୬.୫ ପ୍ରତିଶତ ଅଭିବୃଦ୍ଧି ହାସଲ ସହିତ ୬୯୪୦୨୨ ୟୁନିଟ୍‌ ଯାନ ବିକ୍ରି କରିବାକୁ ସକ୍ଷମ ହାଇଛି। ଗତ ୨୦୧୭ ବର୍ଷରେ ଏହି ସମୟରେ କମ୍ପାନୀ ମୋଟ ୫୯୫୭୦୬ୟୁନିଟ୍‌…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ ପରୀକ୍ଷାରେ ଫେଲ୍‌ ହେବାରୁ ଛାତ୍ରୀଙ୍କ ଆତ୍ମହତ୍ୟା

ଟାଙ୍ଗି : ମାଟ୍ରିକ ପରୀକ୍ଷାରେ ଫେଲ୍‌ ହେବାରୁ ପୁଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଟାଙ୍ଗି ଅଞ୍ଚଳରେ ଘଟିଛି। ଆତ୍ମହତ୍ୟା କରିଥିବା ଛାତ୍ରୀଜଣକ ହେଲେ ଟାଙ୍ଗି ଥାନା ଅନ୍ତର୍ଗତ ନପଙ୍ଗ ପଞ୍ଚାୟତର ବିରୋଳ-ତେରୁହାଁ ଗାଁ’ର ସ୍ୱର୍ଗତ ବାବାଜୀ ହାତୀଙ୍କ ସାନଝିଅ ପ୍ରଣତୀ ହାତୀ…
ଅଧିକ ଖବର ଦେଖନ୍ତୁ...

ପୋଲିଓ  ହଟାଓ ଅଭିଯାନ ଲାଗି ଅମିତାଭ ବଚ୍ଚନଙ୍କୁ ପ୍ରଶଂସା କଲେ ବିଲ୍‌ ଗେଟ୍‌ସ

ମୁମ୍ବାଇ : ଭାରତକୁ ପୋଲିଓ ମୁକ୍ତ କରିବା ପାଇଁ ବଲିଉଡ୍‌ର ସେହେନଶାହ  ଅମିତାଭ ବଚ୍ଚନ ବହୁତ ଦିନ ପୂର୍ବରୁ ନିଜର ଏକ  ଅଭିଯାନ ଆରମ୍ଭ କରିଥିଲେ । ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଇ ସେ  ପୋଲିଓ ମୁକ୍ତ  ଭାରତ ଲାଗି ଯାତ୍ରା ଆରମ୍ଭ କରିଥିଲେ । ଜଣେ ଅଭିନେତା ହୋଇ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ରିଲିଜ ହେଲା ‘ସମଶେରା’ର ଟିଜର : ପ୍ରଥମ ଥର ଲାଗି ଡ଼କାୟତ ଲୁକ୍‌ରେ ନଜର ଆସିଲେ ରଣବୀର

ମୁମ୍ବାଇ : ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ବଲିଉଡକୁ ଡକାୟତଙ୍କ କାହାଣୀ ନେଇ ଫିଲ୍ମ ନିର୍ମାଣ ହୋଇଛି । ଆଗରୁ ବିନୋଦ ଖାନ୍ନା ଏବଂ ଧର୍ମେନ୍ଦ୍ରଙ୍କୁ ଏହି ଚରିତ୍ରରେ ଦର୍ଶକ ଦେଖିବାକୁ ପାଇଥିବା ବେଳେ ଏବେ ପୁଣି ଥରେ ସେହି ଲୁକ୍‌କୁ ନେଇ ଫେରିଛନ୍ତି ବଲିଉଡ୍‌ର ଚକୋଲେଟ ବଏ ରଣବୀର କପୁର ।…
ଅଧିକ ଖବର ଦେଖନ୍ତୁ...

ସାହରିଆ ଜନଜାତିର ମହିଳାଙ୍କ ପାଇଁ ମୋବାଇଲ ନିଷେଧ କଲା ପଞ୍ଚାୟତ

ଏବେ ବି ରାଜସ୍ଥାନରେ ଜାରି ରହିଛି ପଞ୍ଚାୟତର ବୋଲବାଲା। ରାଜସ୍ତାନର ସୀମାବର୍ତ୍ତୀ ସୋଇପୁର ଜିଲ୍ଲାର ୨୭ଟି ଗ୍ରାମରେ ବସବାସ କରନ୍ତି ସାହରିଆ ଜନଜାତି । ଗତ ସପ୍ତାହରେ ଓଛା ଗ୍ରାମର ପଞ୍ଚାୟତ ସାହରିଆ ମହିଳାଙ୍କ ପାଇଁ ମୋବାଇଲ ବ୍ୟବହାର ନିଷିଦ୍ଧ କରିଛି । ପଞ୍ଚାୟତ ଅନୁଯାୟୀ ମୋବାଇଲ…
ଅଧିକ ଖବର ଦେଖନ୍ତୁ...

ସନ୍ନିଙ୍କ ଟିନ୍‌ଏଜ୍‌ ଚରିତ୍ରରେ ନଜର ଆସିବେ ଏହି ବାଳିକା, ଟ୍ଵିଟରରେ ଫଟୋ ସେୟାର କଲେ ସନ୍ନି

ମୁମ୍ବାଇ : ସନ୍ନି ଲିଓନି ଗୋଟେ ଏମିତି ଏକ ନାଁ, ଯାହା ଫିଲ୍ମପ୍ରେମୀଙ୍କ ନିକଟରେ ପରିଚୟର କୌଣସି ଆବଶ୍ୟକତା ରଖେନାହିଁ । ଫିଲ୍ମ ‘ଜିସ୍ମ-୨’ରୁ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏହି ନାୟିକା । ସବୁଠାରୁ ଚର୍ଚ୍ଚିତ ରିୟାଲିଟି ସୋ’ ବିଗ୍‌ବସ୍‌ରେ ସେ ନଜର ଆସିବା ପରେ ମହେଶ ଭଟ୍ଟ…
ଅଧିକ ଖବର ଦେଖନ୍ତୁ...

ତେଲଦର ୭୦ ଡଲାର ଛୁଇଁବ ?

ନୂଆଦିଲ୍ଲୀ : ଆଜି ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୭୦ ଡଲାର ଟପିଛି । ଗତ ୨୦୧୪ ପରେ ପ୍ରଥମ ଥର ପାଇଁ ତେଲଦର ଏହି ସ୍ତରରେ ପହଞ୍ଚିଛି । ଏହା ଫଳରେ କେନ୍ଦ୍ରର ମୋଦି ସରକାରଙ୍କ ପାଇଁ ଚିନ୍ତା ବଢିଚାଲିଛି । ଦେଶରେ କ୍ରମାଗତ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଫଳରେ ଜନ ଅସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

ଶାରୀରିକ ସମସ୍ୟା ଦୂର କରିବାକୁ ଚାହାନ୍ତି କି? ଡାଏଟ୍‌ରେ ସାମିଲ କରନ୍ତୁ ଏହି ୫ ପ୍ରକାରର ମଞ୍ଜି

ପ୍ରତି ମଣିଷ ସବୁ ସମୟରେ ସୁସ୍ଥ ରହିବା ପାଇଁ ଚାହିଁଥାନ୍ତି । ସେଥିପାଇଁ ଲୋକମାନେ ପ୍ରାୟ ପ୍ରତିଦିନ ଫଳ ଏବଂ ସବୁଜ ପନିବରିବା ଖାଇଥାନ୍ତି । କିନ୍ତୁ ଫଳ ଖାଇବା ପୂର୍ବରୁ ସେଥିରେ ଥିବା ମଞ୍ଜିଗୁଡ଼ିକୁ ସେମାନେ ବାହାର କରି ଫିଙ୍ଗି ଦେଇଥାନ୍ତି । ମାତ୍ର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହେଉଛି…
ଅଧିକ ଖବର ଦେଖନ୍ତୁ...

ଏହି ୬ଟି ଭାରତୀୟ ବିବାହ ଥିଲା ସବୁଠାରୁ ମହଙ୍ଗା, ଜାଣନ୍ତୁ କିଏ ଥିଲେ ବର ଓ କିଏ କନ୍ୟା ?

ସମସ୍ତେ ନିଜ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ମାଧ୍ୟମ ଆପଣେଇଥାନ୍ତି । କିଛି ଲୋକ ଦେଶ ମଧ୍ୟରେ ବିବାହ କରୁଥିବା ବେଳେ କିଛି ଲୋକ ଦେଶ ବାହାରକୁ ଯାଇ ବିବାହ କରିବାକୁ ପସନ୍ଦ କରିଥାନ୍ତି । ତେବେ ଭାରତରେ ଏମିତି ୬ଟି ବିବାହ ହୋଇଛି, ଯାହା ସବୁଠାରୁ ମହଙ୍ଗା ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...