Daily Archives

May 7, 2018

ବାଙ୍ଗାଲୋର ଆଗରେ ୧୪୭ ରନର ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ହାଇଦ୍ରାବାଦ : ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହେଉଥିବା ଆପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୯ ଓ୍ଵିକେଟ ହରାଇ ୧୪୬ ରନ ସଂଗ୍ରହ କରିଛି । ଏହି ଦଳ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗର ଜନ୍ମଦିନ ପାଲଟିଲା ମୃତ୍ୟୁଦିନ! ଗୀତ ବଦଳାଇବାକୁ ନେଇ ଡିଜେ ସହ ଝଗଡ଼ା ହେଲା କାଳ

ନୂଆଦିଲ୍ଲୀ :ସାଙ୍ଗର ଜନ୍ମଦିନ ପାଳନ କରିବାକୁ ଯାଇ ମୃତ୍ୟୁମୁଖରେ ପଡ଼ିଲେ ଯୁବକ । ଦିଲ୍ଲୀର ଏକ ବାର୍‌ରେ ସାଙ୍ଗର ଜନ୍ମଦିନ ପାଳନ କରୁଥିବା ବେଳେ ବାର୍‌ର ଡ଼ିଜେ ସହ ଗୀତ ବଦଳାଇବାକୁ ନେଇ ତାଙ୍କର ଝଗଡ଼ା ହୋଇଥିଲା । ଏଥିରେ ରାଗି ଯାଇ ଡ଼ିଜେ ଯୁବକଙ୍କ ପେଟରେ ଛୁରା ମାଡ଼ କରିଥିଲେ । ଏହି ଘଟଣାରେ…
ଅଧିକ ଖବର ଦେଖନ୍ତୁ...

କୁଏତ୍‌ ଏୟାରପୋର୍ଟରେ ବଲିଉଡ୍‌ ଗାୟକ ଅଦ୍‌ନାନ ସାମୀଙ୍କ କର୍ମଚାରୀଙ୍କୁ ‘ଭାରତୀୟ କୁକୁର’ ବୋଲି କହିଲେ ଇମିଗ୍ରେସନ…

ନୂଆଦିଲ୍ଲୀ : କୁଏତ୍‌ ଏୟାରପୋର୍ଟରେ ବଲିଉଡ଼ର ଜଣାଶୁଣା ଗାୟକ ଅଦ୍‌ନାନ ସାମୀଙ୍କ କର୍ମଚାରୀଙ୍କୁ ର୍ଦୁବ୍ୟବହାର କରାଯାଇଥିବା ଜଣାପଡ଼ିଛି । ସେ କୁଏତରେ ଏକ ଲାଇଭ୍‌ ସୋ’ ପାଇଁ ଯାଇଥିବା ବେଳେ ତାଙ୍କ ସହ ଏପରି ଘଟିଥିଲା ବୋଲି ସୂଚନା ମିଳିଛି । ନିଜ କର୍ମଚାରୀଙ୍କ ପ୍ରତି ଏପରି ବ୍ୟବହାର ଦେଖି ସେ…
ଅଧିକ ଖବର ଦେଖନ୍ତୁ...

ଦେଶର ୯ଟି ରାଜ୍ୟରେ ମଙ୍ଗଳବାର ହୋଇପାରେ ଭୟଙ୍କର ଘୂର୍ଣ୍ଣିଝଡ଼: ସତର୍କ ସୂଚନା ଜାରିକଲା ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ଆସନ୍ତା କାଲି (ମଙ୍ଗଳବାର) ଦେଶର ଜମ୍ମୁ- କଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା, ଦିଲ୍ଲୀ, ଚଣ୍ଡୀଗଡ଼, ପଶ୍ଚିମ ଉତ୍ତରପ୍ରଦେଶ, ସିକିମ୍‌ ଓ ପଶ୍ଚିମବଙ୍ଗ ପ୍ରଭୃତି ଦେଶର ୯ଟି ରାଜ୍ୟର ବ୍ୟାପକ ଅଞ୍ଚଳରେ ଭୟଙ୍କର ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଗଣଦୁଷ୍କର୍ମର ଶିକାର ହୋଇଥିବା ଦୃଷ୍ଟିହୀନ ପୀଡ଼ିତା କଣ୍ଠସ୍ୱର ଶୁଣି ଅଭିଯୁକ୍ତକୁ ଚିହ୍ନଟ କଲେ, ଧରାପଡ଼ିଲା…

ନୂଆଦିଲ୍ଲୀ : ଭାରତର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ଅମାନବୀୟ ଘଟଣା । ଦିଲ୍ଲୀର ଦେଶବନ୍ଧୁ ଗୁପ୍ତା ରୋଡ଼୍‍ରେ ଜଣେ ଦୃଷ୍ଟିହୀନ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଏହି ଘଟଣାଟି ଗତ ଏପ୍ରିଲ ୪ରେ ଘଟିଥିବା ବେଳେ ପୀଡ଼ିତା ଜଣକ ସ୍ୱରରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନରେ ଅପହୃତ ହୋଇଥିବା ଭାରତୀୟ ଇଞ୍ଜିନିୟରମାନଙ୍କୁ ନଛାଡ଼ିବା ପାଇଁ ଆଇଏସ୍‌ଆଇର ତାଲିବାନ୍‌କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅପହୃତ ହୋଇଥିବା ଭାରତୀୟ ଇଞ୍ଜିନିୟରମାନଙ୍କୁ ନେଇ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଭାରତୀୟ ଇଞ୍ଜିନିୟରମାନଙ୍କୁ ନ ଛାଡ଼ିବା ପାଇଁ ତାଲିବାନ୍‌କୁ କହିଛି। ଅପହୃତ ହୋଇଥିବା ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ବାପ-ପୁଅ ଏକାବେଳେ ମାଟ୍ରିକ ପାଶ କଲେ, ନମ୍ବର ବି ସମାନ ରଖିଲେ

ଭୁବନେଶ୍ୱର : ଆଜି ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷାଫଳ କାହା ପାଇଁ ଖୁସି ତ କାହା ପାଇଁ ଦୁଃଖ ଆଣିଦେଇଛି । ଯାଜପୁରର ବରୀ ଅଂଚଳର ଜଣେ ଛାତ୍ର ଫେଲ ହେବାରୁ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଦୁଃଖିତ କରିଥିବାବେଳେ ବାଲେଶ୍ୱର ଅଂଚଳରୁ ଏକ ଭଲ ଖବର ମିଳିଛି । ଏହି ଜିଲ୍ଲାର ୫୮ ବର୍ଷ…
ଅଧିକ ଖବର ଦେଖନ୍ତୁ...

ମେହେନ୍ଦୀ ଉତ୍ସବରେ ସୋନମ ପିନ୍ଧିଥିବା ଲେହେଙ୍ଗା ତିଆରି ହେବାକୁ ଲାଗିଛି ୧୮ ମାସ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ଅନୀଲ କପୁରଙ୍କ କନ୍ୟା ସୋନମ କପୁର୍‌ଙ୍କ ବିବାହ ଉତ୍ସବର ପ୍ରଥମ ଦିନ ସରିଯାଇଛି। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଆଜି ସୋନମଙ୍କ ମେହେନ୍ଦୀ ଉତ୍ସବ ରହିଥିଲା। ଜୁହୁଠାରେ ଥିବା ସୋନମଙ୍କ ବାସଭବନରେ ମେହେନ୍ଦୀ ଉତ୍ସବ ଅବସରରେ କେବଳ ତାଙ୍କର କେତେକ…
ଅଧିକ ଖବର ଦେଖନ୍ତୁ...

କାହାଠାରୁ ଋଣ ନେଇଛନ୍ତି କି? ସାବଧାନ! ଘଟିପାରେ ସ୍ୱାସ୍ଥ୍ୟହାନୀ

ଭଗବାନ ଶ୍ରୀକୃଷ୍ଣ ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଦୁନିଆର ସବୁଠାରୁ ଦୁଃଖୀ ହେଉଛନ୍ତି ଋଣୀ। ଦୁଃଖ ଦାରିଦ୍ର୍ୟରେ ନଥାଏ, ବରଂ ଦୁଖଃ ଋଣରେ ଥାଏ। ଜୀବନରେ କେବେ କାହାଠାରୁ ଋଣ ନେଉନଥିବା ବ୍ୟକ୍ତି ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ଅପେକ୍ଷାକୃତ ସୁଖୀ ହେବା ସହ ସୁସ୍ଥବାନ…
ଅଧିକ ଖବର ଦେଖନ୍ତୁ...

୨ ବର୍ଷ ପରେ ମିଳିଲା ନ୍ୟାୟ: ଟ୍ରେନ୍‌ ଖାଦ୍ୟରୁ ପୋକ ବାହାରିବା ନେଇ ଯାତ୍ରୀଙ୍କୁ ମିଳିଲା ୧୦ ହଜାର ଟଙ୍କାର କ୍ଷତିପୂରଣ

ଚଣ୍ଡିଗଡ଼: ଦୁଇ ବର୍ଷ ତଳେ ଚଣ୍ଡିଗଡ଼ରୁ ଦିଲ୍ଲୀ ଯାତ୍ରା କରୁଥିବା ସମୟରେ ଟ୍ରେନ୍‌ ମଧ୍ୟରେ ଜଣେ ମହିଳା ଯାତ୍ରୀଙ୍କ ଖାଦ୍ୟରୁ ଏକ ପୋକ ବାହାରିବା ଘଟଣାର ବିଚାର ହୋଇ ମହିଳାଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସୋମବାର ନିର୍ଦ୍ଦେଶ ହୋଇଛି। ଯାତ୍ରୀଙ୍କୁ ଏହି ଟଙ୍କା ପ୍ରଦାନ…
ଅଧିକ ଖବର ଦେଖନ୍ତୁ...