Daily Archives

May 7, 2018

ଆଇପିଏଲ : ଟସ ଜିତି ଫିଲଡିଂ ନିଷ୍ପତ୍ତି ନେଲା ବାଙ୍ଗାଲୋର

ହାଇଦ୍ରାବାଦ : ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହେଉଥିବା ଆପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିଣି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଛି ।  ଏହି ମ୍ୟାଚରେ…
ଅଧିକ ଖବର ଦେଖନ୍ତୁ...

ଏହି ଅଭିନେତ୍ରୀଙ୍କ ଫଟୋକୁ କଲ୍‌ଗାର୍ଲ ଦର୍ଶାଇ ଦର ସହ ସୋସିଆଲ ସାଇଟ୍‌ରେ ପୋଷ୍ଟ କଲେ ଅଜଣା ବ୍ୟକ୍ତି!

ମୁମ୍ବାଇ: ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଅଭିନେତ୍ରୀଙ୍କ ଫଟୋ ପୋଷ୍ଟ କରି ସେ ଜଣେ କଲଗାର୍ଲ ବୋଲି ଉଲ୍ଲେଖ କରାଯାଇଛି। ଅଭିନେତ୍ରୀ ଏହି ଅଭିଯୋଗ ନେଇ ମୁମ୍ବାଇର ବର୍ସୋବା ପୁଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରିଛନ୍ତି। ଅଭିନେତ୍ରୀ ମାମଲା ରୁଜୁ କରିବା ପରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

କୃଷ୍ଣସାର ମୃଗ ହତ୍ୟା ମାମଲା: ସଲମାନଙ୍କ ପରବର୍ତ୍ତୀ ଶୁଣାଣି ଜୁଲାଇ ୧୭କୁ ଘୁଞ୍ଚିଲା

ମୁମ୍ବାଇ: ସୋମବାର ବଲିଉଡ୍‌ ଅଭିନେତା ସଲମାନ ଖାନ କୃଷ୍ଣସାର ମୃଗ ହତ୍ୟା ମାମଲାର ଶୁଣାଣି ପାଇଁ ଯୋଧପୁର ଜିଲ୍ଲା ଏବଂ ସେସନ୍‌ କୋର୍ଟରେ ଉପସ୍ଥିତ ହୋଇଥିଲେ। ଏହି ମାମଲାର ଶୁଣାଣି ଜୁଲାଇ ୧୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ସଲମାନ ତାଙ୍କ ପରବର୍ତ୍ତୀ ଶୁଣାଣିରେ ଉପସ୍ଥିତ ରହିବେ ନାହିଁ ବୋଲି…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦିଜୀ ସବୁବେଳେ ‘ସ୍ପିକର ମୋଡ୍‌’ ନହେଲେ ‘ଏରୋପ୍ଲେନ୍‌ ମୋଡ୍‌’ରେ ଥାଆନ୍ତି: ରାହୁଲ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିବାଚନ ପାଇଁ ଏବେ ପ୍ରଚାର ଅଭିଯାନରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାଲେଚନା ଓ କଟାକ୍ଷ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ କହିଛନ୍ତି ଯେ ମୋଦିଜୀ…
ଅଧିକ ଖବର ଦେଖନ୍ତୁ...

୧୦ ବର୍ଷର ଶୀତଳଯୁଦ୍ଧକୁ ଭୁଲି ବାହାଘରକୁ ଐଶ୍ୱର୍ଯ୍ୟାଙ୍କୁ ନିମନ୍ତ୍ରଣ କଲେ ସୋନମ, ଦେଖିବାକୁ ବାକି ରହିଲା…

ମୁମ୍ବାଇ: ରାତି ପାହିଲେ ନିଜର ଦୀର୍ଘ ଦିନର ପ୍ରେମିକ ଆନନ୍ଦ ଆହୁଜାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ସୋନମ କପୁର୍‌। ମୁମ୍ବାଇର ବାନ୍ଦ୍ରାଠାରେ ମାଉସୀ କବିତା ସିଂହଙ୍କ ବାସଭବନ ପରିସରରେ ସୋନମ ବିବାହ ଉତ୍ସବ ଆୟୋଜନ କରାଯାଇଛି। ଅନେକ ଷ୍ଟାର୍‌ମାନଙ୍କର ସୋନମଙ୍କ ଘରକୁ ଯିବା ଆସିବା ଲାଗି…
ଅଧିକ ଖବର ଦେଖନ୍ତୁ...

ଅଫିସ୍‌ କମ୍ପ୍ୟୁଟରରେ ଏହି କାମ କରୁଛନ୍ତି କି? ତେବେ ସାବଧାନ୍‌ ହୋଇଯାଆନ୍ତୁ!

ସାଧାରଣତଃ ସମସ୍ତଙ୍କ ଜୀବନରେ କାର୍ଯ୍ୟବ୍ୟସ୍ତତା ଏତେ ପରିମାଣରେ ରହିଥାଏ ଯେ, ଲୋକମାନେ ସେମାନଙ୍କର ଛୋଟଛୋଟ କାମ ମଧ୍ୟ କରିପାରିନ୍ତି ନାହିଁ । ଯେପରିକି ବିଜୁଳିର ବିଲ୍‌ ଭରିବା,ଅନ୍‌ଲାଇନ୍‌ କୌଣସି ସାମଗ୍ରୀର ଅର୍ଡ଼ର କରିବା କିମ୍ବା ଟିଭି ଓ ମୋବାଇଲ୍‌ ରିଚାର୍ଜ ଇତ୍ୟାଦି କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ସୁନାଦର ୧୦୦ ଟଙ୍କା ବଢିଲା, ଆଗକୁ ଆହୁରି ବଢିବ !

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାର ପ୍ରଭାବରୁ ସୁନା ଦର ଆଜି ସାମାନ୍ୟ ବୃଦ୍ଧି ପାଇଛି । ନୂଆଦିଲ୍ଲୀରେ ସୁନା ୧୦ ଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୩୨,୧୮୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ସୁନା ଚାହିଦା ବୃଦ୍ଧି ପାଇଥିବାରୁ ଦର ବଢିଛି । ସେହିପରି ଭାରତରେ ବିବାଦ ଋତୁ…
ଅଧିକ ଖବର ଦେଖନ୍ତୁ...

ଡି’ ବ୍ରଦର୍ସ ଲିଙ୍କ୍ : ବିଧାୟକ ପ୍ରଣବ ବଳବନ୍ତରାୟ ଇଡି କାର୍ଯ୍ୟାଳୟରେ ହାଜର ହେଲେ

ଭୁବନେଶ୍ୱର : ଗ୍ୟାଙ୍ଗ୍ଷ୍ଟର ଡି’ ବ୍ରଦର୍ସ (ଧଳସାମନ୍ତ ଭ୍ରାତା) ଲିଙ୍କ୍ ଘଟଣାରେ ପ୍ରବର୍ତନ ନିର୍ଦେଶାଳୟ (ଇଡି) ପାଖରେ ସେମାବାର ହାଜର ହୋଇଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ। ଏହି ମାମଲାରେ ଇଡି ତାଙ୍କୁ ନୋଟିସ୍ କରିଥଲା। ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟରେ ବିଧାୟକ ପ୍ରଣବ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୨୪ଘଣ୍ଟା ମଧ୍ୟରେ ବନ୍ଦ ହୋଇପାରେ ମୋବାଇଲ, ଟିଭି ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ! ଜାଣନ୍ତୁ କାହିଁକି ?

ନୂଅାଦିଲ୍ଲୀ: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏକ ବିରାଟ ସୋଲାର ଷ୍ଟର୍ମ ବା ସୌର ଝଡ ପୃଥିବୀ ସହ ଧକ୍କା ଖାଇପାରେ । ବୈଜ୍ଞାନିକଙ୍କ ସୂଚନା ମୁତାବକ, ଏହାଦ୍ୱାରା ସୂର୍ଯ୍ୟରେ ଏକ କୋରେନାଲ୍‌ ହୋଲ୍‌ ସୃଷ୍ଟି ହେବ, ଯାହାଦ୍ୱାରା ସୂର୍ଯ୍ୟରୁ ପ୍ରବଳ ମାତ୍ରାରେ ଆଲୋକ ନିର୍ଗତ ହେବ । ଏହି ଆଲୋକରେ…
ଅଧିକ ଖବର ଦେଖନ୍ତୁ...

ସ୍ୱଦେଶରେ ନିର୍ମିତ ଯୁଦ୍ଧାସ୍ତ୍ରକୁ ଧରି ପ୍ରତିପକ୍ଷକୁ ନିଜର ଦମ୍‌ ଦେଖାଇବ ଭାରତ

ଚେନ୍ନାଇ: ଆଉ ବିଦେଶୀରୁ ଆମଦାନି ହୋଇଥିବା ଯୁଦ୍ଧାସ୍ତ୍ର ନୁହେଁ; ବରଂ ଏଣିକି ସ୍ୱଦେଶରେ ନିର୍ମିତ ଯୁଦ୍ଧାସ୍ତ୍ରକୁ ଧରି ପ୍ରତିପକ୍ଷକୁ ନିଜର ଦମ୍‌ ଦେଖାଇବ ଭାରତ। ଏହି ଯୋଜନାକୁ ଏବେ ଚୂଡ଼ାନ୍ତ ରୂପରେଖ ଦେବା ପାଇଁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି। ଯଦି ଏହି ଯୋଜନା ସଫଳ ରୂପ ନେଲା,…
ଅଧିକ ଖବର ଦେଖନ୍ତୁ...