Daily Archives

May 8, 2018

ଆଇପିଏଲ ୨୦୧୮ : ୧୫ ରନରେ ଜିତିଲା ରାଜସ୍ଥାନ

ଜୟପୁର: ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମଠାରେ ଅନୁଷ୍ଠିତ ଆଇପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ ରାଜସ୍ଥାନ ରୟାଲ୍ସ କିଙ୍ଗସ ଇଲେଭେନ ପଂଜାବକୁ ୧୫  ରନରେ ପରାସ୍ତ କରିଛି । ରାଜସ୍ଥାନର ୧୫୮ ରନ ଜବାବରେ ପଞ୍ଜାବ ୨୦ ଓଭରରେ ୭ ୱିକେଟ ହରାଇ  ମାତ୍ର୧୪୫ ରନ କରିବାକୁ ସକ୍ଷମ ହୋଇଥିଲା । ତେବେ ପଞ୍ଜାବ…
ଅଧିକ ଖବର ଦେଖନ୍ତୁ...

କେବଳ ଗ୍ରିନ ଟି ନୁହେଁ, ଗ୍ରିନ କଫି ମଧ୍ୟ ଶରୀର ପାଇଁ ଲାଭଦାୟକ

କଫି ପିଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ଯଦି ଆପଣ ସବୁଦିନ ଗ୍ରୀନ କଫି ପିଉଛନ୍ତି ତେବେ ଆପଣ ଅନେକ ରୋଗରୁ ଦୂରରେ ରହି ପାରିବେ । କିନ୍ତୁ ଅଧିକ କଫି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ । ସେଥିପାଇଁ ଦିନକୁ ଗୋଟେ ବା ଦୁଇ କପ କଫି ପିଅନ୍ତୁ । ଏବେ ଆସନ୍ତୁ ଜାଣିବା ଗ୍ରିନ…
ଅଧିକ ଖବର ଦେଖନ୍ତୁ...

ଚାକିରି ଦେବାକୁ ଡ଼ାକି ମହିଳାଙ୍କୁ ଚଳନ୍ତା ଗାଡ଼ିରେ ଗଣଦୁଷ୍କର୍ମ : ଗାଡ଼ିରୁ ପୀଡ଼ିତାଙ୍କ ଶିଶୁକୁ ଫିଙ୍ଗିଲେ…

ମୁଜାଫରନଗର : ଚାକିରି ଦେବାର ପ୍ରତିଶ୍ରୁତି ଦେଇ ମହିଳାଙ୍କ ବିଶ୍ୱାସରେ ବିଷ ଦେଲେ ଅଭିଯୁକ୍ତ । ଚାକିରି କରାଇଦେବା ବାହାନାରେ ମହିଳାଙ୍କୁ ଡ଼ାକି ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ଦୁଇ ଦୁର୍ବୃତ୍ତ । ଏହା ସହ ମହିଳାଙ୍କ ସାଥିରେ ଥିବା ତାଙ୍କ ଶିଶୁକୁ ଚଳନ୍ତା ଗାଡ଼ିରୁ ଫିଙ୍ଗି ଦେଇଥିଲେ ଦୁଇ…
ଅଧିକ ଖବର ଦେଖନ୍ତୁ...

ଜିତିଲା ଶାହରୁଖଙ୍କ ‘ଜିରୋ’: ନିର୍ଦ୍ଧାରିତ ସମୟ ପୂର୍ବରୁ ରିଲିଜ ହେବ ସୁଶାନ୍ତଙ୍କ ‘କେଦାରନାଥ’

ମୁମ୍ବାଇ : ଶହାରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ଜିରୋ’ ଏବଂ ସୁଶାନ୍ତ ସିଂ ରାଜ୍‌ପୁତଙ୍କ ଫିଲ୍ମ ‘କେଦାରନାଥ’ର ରିଲିଜ ତାରିଖକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ ଦୁଇଟି ଫିଲ୍ମ ଏକା ସାଙ୍ଗରେ ରିଲିଜ ହେବ ବୋଲି ଜଣା ପଡ଼ିଥିବା ବେଳେ ଏବେ ଏଥିରେ ପରିବର୍ତ୍ତନ ଅଣାଯାଇଛି । ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଏଡ୍‌ସକୁ ନେଇ ଆପଣ ଏହି ସବୁ ଭୁଲ୍‌ଧାରଣା ରଖିଛନ୍ତି କି?

ଏଚ୍‌ଆଇଭି ଭୂତାଣୁ ସଂକ୍ରମଣରୁ ହେଉଥିବା ଏଡ଼୍‍ସ ମୁଖ୍ୟତଃ ଏକ ଯୌନ ସଂକ୍ରମିତ ଓ ରକ୍ତ ସଂକ୍ରମିତ ରୋଗ । ଏହା ଦୂରାରୋଗ୍ୟ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଚିକିତ୍ସା ପାଇଁ କୌଣସି ନିର୍ଦ୍ଦିଷ୍ଟ ଓଷଧ ବାହାର କରାଯାଇପାରି ନାହିଁ । ଏହି ଭାଇରାସ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନଷ୍ଟ କରିବା ସହ…
ଅଧିକ ଖବର ଦେଖନ୍ତୁ...

କମ ବୟସରେ ଆପଣ ସବୁ ଜିନିଷ ଭୁଲି ଯାଉଛନ୍ତି କି? ହୋଇପାରେ ଏହି ୪ଟି କାରଣ

ଆଜିକାଲିକା ବ୍ୟସ୍ତବହୁଳ ଜୀବନ ଏବଂ କାର୍ଯ୍ୟବ୍ୟସ୍ତତା ପାଇଁ ଲୋକମାନେ କିଛି କିଛି ଜିନିଷ ଭୁଲି ଯାଉଛନ୍ତି । ସବୁ ଜିନିଷକୁ ମନେରଖିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉ ନାହିଁ । ଆଗରୁ ଲୋକମାନଙ୍କ ପାଖରେ ଏଭଳି ସମସ୍ୟା ଅଧିକ ବୟସ ହେବା ପରେ ଦେଖାଯାଉଥିବା ବେଳେ  ଏବେ ଏହା ପ୍ରାୟ ସମସ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

କଳା ବ୍ରାହ୍ମଣ ଅଶୁଭ ନା ବ୍ରାହ୍ମଣ କନ୍ୟା ? ଇଞ୍ଜିନିୟର ପଦ ପାଇଁ ପଚରାଯାଇଥିବା ଏହି ପ୍ରଶ୍ନକୁ ନେଇ ଜୋର ଧରିଲା ବିବାଦ

ଚଣ୍ଡିଗଡ଼ : ହରିୟାଣାର ଅର୍ବାନ ଡ଼େଭ୍‌ଲପ୍‌ମେଣ୍ଟ ଅଥରିଟିର ଜୁନିୟର ସିଭିଲ ଇଞ୍ଜିନିୟର ପଦ ପାଇଁ ଏପ୍ରିଲ ୧୦ରେ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ହରିୟାଣା କର୍ମଚାରୀ ଚୟନ ଆୟୋଗ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ କଳାକାରଙ୍କ ପ୍ରଭାବ: ଦୁଇ ବର୍ଷରେ ଅଙ୍ଗଦାନ ଦେବାର ପ୍ରତିଜ୍ଞାରେ ୧୬୫୦୦ ପ୍ରତିଶତ ବୃଦ୍ଧି

ମୁମ୍ବାଇ : କଥାରେ ଅଛି ଅଙ୍ଗଦାନ ମହାପୁଣ୍ୟ । ଜଣେ ଲୋକ ନିଜର ଅଙ୍ଗଦାନ କରିବା ଦ୍ୱାରା ଅନ୍ୟ ଜଣେ ନୂଆ ଜୀବନ ପାଇଥାଏ । ଏହି କଥାକୁ ପୂର୍ବରୁ ଦେଶରେ ଖୁବ୍‌ କମ ଲୋକ ବୁଝୁଥିଲେ । ମୃତ୍ୟୁ ପରେ ସେମାନେ ନିଜ ନିଜ ସଂପର୍କୀୟଙ୍କ ଅଙ୍ଗକୁ ଦାନ ନ କରି ଶେଷକୃତ୍ୟ ସଂପନ୍ନ କରି ଦେଉଥିଲେ ।…
ଅଧିକ ଖବର ଦେଖନ୍ତୁ...

ରେଭେନ୍ସାରେ ସାଇନ-ଏ-ଡାଏ ଘୋଷଣା

ଭୁବନେଶ୍ୱର : ଫି ବୃଦ୍ଧିକୁ ନେଇ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଛାତ୍ର ଅଶାନ୍ତି । ଏହା ଫଳରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସାଇନ-ଏ-ଡାଏ ଘୋଷଣା କରିଛନ୍ତି । ଏହା ସହିତ ଆସନ୍ତା କାଲି ସକାଳ ୧୦ଟା ସୁଦ୍ଧା ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀମାନଙ୍କୁ କୁହାଯାଇଛି । ବିଶ୍ୱ ବିଦ୍ୟାଳୟରେ ଫି…
ଅଧିକ ଖବର ଦେଖନ୍ତୁ...

ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବ ଆଗରେ ୧୫୯ ରନର ଲକ୍ଷ୍ୟ ରଖିଲା ରାଜସ୍ଥାନ

ଜୟପୁର: ସ୍ଥାନୀୟ ସଓ୍ଵାଇ ମାନସିଂ ଷ୍ଟାଡିୟମଠାରେ ଅନୁଷ୍ଠିତ ଆଇପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ ରାଜସ୍ଥାନ ରୟାଲ୍ସ କିଙ୍ଗସ ଇଲେଭେନ ପଂଜାବ ସମ୍ମୁଖରେ ୧୫୯ ରନର ବିଜୟ ଲକ୍ଷ୍ୟ ରଖିଛି । ରାଜସ୍ଥାନ ତରଫରୁ ଜସ ବଟଲର ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୫୮ ବଲରେ ୯ ଚୌକା ଓ ୧ ଛକା ସହ ୮୨ ରନ…
ଅଧିକ ଖବର ଦେଖନ୍ତୁ...