Daily Archives

May 8, 2018

ଇଶା ଅମ୍ବାନିଙ୍କ ନିର୍ବନ୍ଧ ସଂପନ୍ନ : ଶ୍ରୀଦେବୀଙ୍କ ଗୀତରେ ନାଚିଲେ ନୀତା

ନୂଆଦିଲ୍ଲୀ : ଗତକାଲି ଦେଶର ଜଣାଶୁଣା ଉଦ୍ୟେଗପତି ମୁକେଶ ଅମ୍ବାନିଙ୍କ ଝିଅ ଇଶା ଅମ୍ବାନି ପିରାମଲ ଏଣ୍ଟରପ୍ରାଇସେସ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆନନ୍ଦ ପିରାମଲଙ୍କ ସହ ନିର୍ବନ୍ଧ ହୋଇଥିବା ଜଣାପଡ଼ିଛିା ରବିବାର ଆନନ୍ଦ ଇଶାଙ୍କୁ ବିବାହ ପ୍ରସ୍ତାବ ଦେଇଥିବା ବେଳେ ସୋମବାର ଦୁଇ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ହାତୀପଲ ଭାଙ୍ଗି ଦେଇଥିଲେ ଘର, ପୋଲ ତଳେ କନ୍ୟା ସନ୍ତାନ ଜନ୍ମ କଲେ ମହିଳା

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅଞ୍ଚଳରେ ଜଣେ ମହିଳା ପୋଲ ତଳେ ସନ୍ତାନ ଜନ୍ମ କରିବାର ଘଟଣା ସାମ୍ନାକୁ ଆସିଛି। ଏହି ଅଞ୍ଚଳରେ ବସବାସ କରୁଥିବା ଜଣେ ଆଦିବାସୀ ମହିଳାଙ୍କ ଘରକୁ ୬ ମାସ ତଳେ ହାତୀ ପଲ ଭାଙ୍ଗି ଦେଇଥିଲେ। ପୁଣିଥରେ ସେହି ଘରଟିକୁ ସଜାଡ଼ିବା ତାଙ୍କ ପକ୍ଷେ ସମ୍ଭବ…
ଅଧିକ ଖବର ଦେଖନ୍ତୁ...

ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ; ଡ଼ରି ନ ଯାଇ ଉପସ୍ଥିତ ବୁଦ୍ଧି ଖଟାଇ ଏମିତି ବର୍ତ୍ତିଲେ ପୀଡ଼ିତା

ଲକ୍ଷୌ୍ନ : ଉତ୍ତରପ୍ରଦେଶରେ ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଖବର ସାମ୍ନାକୁ ଆସିଛିା ତେବେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନାବାଳିକା ଜଣକ ବର୍ତ୍ତି ଯାଇଛି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କୁ ସେହି ସ୍କୁଲର ଜଣେ ଚପରାସୀ ଦୁଷ୍କର୍ମ ଉଦ୍ୟମ କରିଥିବା ଜଣାପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...

ଟ୍ରେନର ଶୌଚାଳୟରେ ରଖୁଥିଲେ ପାଣି ବୋତଲ, ଥଣ୍ଡାପାନୀୟ, ୧ ଲକ୍ଷ ଟଙ୍କାର ଜରିମାନା ବସାଇଲା ରେଳବାଇ

ନୂଆଦିଲ୍ଲୀ : ବିବାଦ ଭାରତୀୟ ରେଳବାଇର ପିଛା ଛାଡୁ ନାହିଁ । କିଛିଦିନ ତଳେ ଖବର ଆସିଥିଲା ଯେ ଜଣେ ଭେଣ୍ଡର ଟ୍ରେନର ଶୌଚାଳୟରୁ ପାଣି ନେଇ ଚା, କଫି ପ୍ରସ୍ତୁତ କରୁଛନ୍ତି । ଏହା ସୋସିଆଲ ମି଼ଡିଆରେ ଭାଇରାଲ ହେବା ପରେ ରେଳବାଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇ ସଂପୃକ୍ତ କଣ୍ଟ୍ରାକ୍ଟରକୁ ୧…
ଅଧିକ ଖବର ଦେଖନ୍ତୁ...

ଖରା ଛୁଟି କଟାଇବାକୁ ଯାଇଥିଲେ ମାମୁଘର, ମଜାମସ୍ତିରେ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇଭାଇ

ଖଲ୍ଲିକୋଟ: ଖଲ୍ଲିକୋଟ ବେଗୁନିଆପଡ଼ା ବ୍ଲକ୍‌ ଫାଶୀ ପଞ୍ଚାୟତରେ ଏକ ଅଘଟଣ ଘଟିଯାଇଛି। ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ସମୟରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଆଉ ସଂପର୍କରେ ସେମାନେ ଦୁଇ ଭାଇ। ସୂଚନାଯୋଗ୍ୟ, ବେଗୁନିଆପଡ଼ା ବ୍ଲକ ଫାଶୀ ପଞ୍ଚାୟତରେ ଏକ ଘଟଣା ଘଟିଛି। ଆଜି ଅପରାହ୍ନରେ…
ଅଧିକ ଖବର ଦେଖନ୍ତୁ...

ଆନନ୍ଦ ଆହୁଜା, ତୁମ ପୂର୍ବରୁ ପ୍ରଥମେ ମୁଁ! ସୋନମଙ୍କୁ ନେଇ ଏମିତି ଏକ ମନ୍ତବ୍ୟ ଦେଲେ ଜଣେ ସୁଦର୍ଶନ ଯୁବକ

ମୁମ୍ବାଇ: ବିବାହ ସରିଯାଇଛି ହେଲେ ସରିନି ଅଭିନେତ୍ରୀ ସୋନମଙ୍କୁ ନେଇ ପ୍ରଶଂସକଙ୍କ ମନରୁ ଉତ୍ସୁକତା। ସୋନମଙ୍କର ଟିକ୍‌ନିକ୍‌ ଖବର ଉପରେ ରହିଛି ନଜର। କେଉଁ ଭିଡିଓରେ ସୋନମ କପୁର୍‌ ତାଙ୍କ ପ୍ରେମୀ ଟର୍ଣ୍ଣଡ୍‌ ସ୍ୱାମୀଙ୍କୁ ‘ବାବୁ ସରି’ କହିଲେଣି ତ କେଉଁ ଭିଡିଓରେ ଅନନ୍ଦଙ୍କୁ ଦେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ଗଣେଶଙ୍କୁ ଏକତରଫା ଭଲପାଇ ବସିଥିଲେ ତୁଳସୀ, ମାତ୍ର ଏମିତି ହେଲା ଗଜାନନଙ୍କ ପାଖ ନପଶିବାକୁ ମିଳିଲା ଅଭିଶାପ

ରାମ-ସୀତା, ରାଧା-କୃଷ୍ଣ, ଶିବ-ପାର୍ବତୀ ଆଦି ଯୁଗଳ ନାମ ପରି ଅବଶ୍ୟ କେବେ ଦେଖିବାକୁ ମିଳିନାହିଁ ଗଣେଶ ଓ ତୁଳସୀଙ୍କ ନାମ। ମାତ୍ର ଗଣେଶଙ୍କୁ ତୁଳସୀ ଯେ ଏକତରଫା ଭାବେ ଭଲପାଇ ବସିଥିଲେ ତାହା ହୁଏତ ଆପଣ ଜାଣିଥିବେ। ଆଜି ଆମେ ଆଲୋଚନା କରିବା ସେହି ଅଭୁଲା ଏକତରଫା ପ୍ରେମ କାହାଣୀ ସଂପର୍କରେ।…
ଅଧିକ ଖବର ଦେଖନ୍ତୁ...

ଏକାଠି ମାଟ୍ରିକ୍‌ ପରୀକ୍ଷା ଦେଇଥିଲେ ମାଆ ଓ ପୁଅ, ଭଲ ନମ୍ବର ରଖି ହୋଇଛନ୍ତି ଉତ୍ତୀର୍ଣ୍ଣ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଗବରଘାଟ ପଞ୍ଚାୟତରେ ମାଆ ଓ ପୁଅ ଦୁହେଁ ଏକାଠି ମାଟ୍ରିକ ପରୀକ୍ଷା ଦେଇଥିଲେ। ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମାଆ ଓ ପୁଅ ଦୁହେଁ ଭଲ ନମ୍ବର ରଖି ପାସ୍‌ କରିଥିବା ଖବର ମିଳିଛି। ସୂଚନାଯୋଗ୍ୟ, ପରିସ୍ଥିତି ଖରାପ ଯୋଗୁଁ ତଅପୋଇ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମଗିରି: ଘରେ ଛାଡ଼ି ଦେବ କହି ମା’ ଛେଉଣ୍ଡ ଦିବ୍ୟାଙ୍ଗ ନାବାଳିକାକୁ ବୃଦ୍ଧ ଜଙ୍ଗଲକୁ ନେଇ କଲା ଦୁଷ୍କର୍ମ

ବ୍ରହ୍ମଗିରି: ବ୍ରହ୍ମଗିରି ପଲଙ୍କ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ଜଣେ ବୃଦ୍ଧ ମା’ ଛେଉଣ୍ଡ ଦିବ୍ୟାଙ୍ଗ ନାବାଳିକାକୁ ଘରେ ଛାଡ଼ି ଦେବ କହି ଜଙ୍ଗଲରେ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମକାରୀ ନାମ ଧର୍ନୁଧର ପଲାଇ ଓ ବୟସ ୫୫ବର୍ଷ ଏବଂ ଘର ପଲଙ୍କ ଗ୍ରାମରେ ବୋଲି…
ଅଧିକ ଖବର ଦେଖନ୍ତୁ...

୭୯ ବର୍ଷ ବୟସ୍କ ବାପ କରୁଥିଲା ଅନାଥାଶ୍ରମର ନାବାଳିକା ଅନ୍ତେବାସିନୀଙ୍କୁ ଦୁଷ୍କର୍ମ; ଏଥିରେ ସହାୟତା କରୁଥିଲା ୫୦ ବର୍ଷ…

ଭୋପାଳ (ମଧ୍ୟପ୍ରଦେଶ): ନାବାଳିକାମାନଙ୍କୁ ଦୁଷ୍କର୍ମ କରିବା ପରି ଜଘନ୍ୟ ଓ ଘୃଣ୍ୟ ଅପରାଧରେ ସଂପୃକ୍ତ ଥିବା ଅପରାଧରେ ଜନୈକ ୭୯ ବର୍ଷ ବୟସ୍କ ବୃଦ୍ଧ ଓ ଏହି ଘୃଣ୍ୟ ଅପରାଧ ଘଟାଇବା ପାଇଁ ତାଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଉଥିବା ତାଙ୍କର ୫୦ ବର୍ଷ ବୟସ୍କା କନ୍ୟାକୁ ମଧ୍ୟପ୍ରଦେଶର ଏକ ଅଦାଲତ…
ଅଧିକ ଖବର ଦେଖନ୍ତୁ...