Daily Archives

May 9, 2018

ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ବରିଷ୍ଠ ସାମ୍ବାଦିକ ତଥା ସଂପାଦକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କର ଆଜି (ବୁଧବାର) ବିଳମ୍ବିତ ସନ୍ଧ୍ୟାରେ ତାଙ୍କ ବାପୁଜୀ ନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୁତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। କର୍କଟ ରୋଗରେ ଆକ୍ରାନ୍ତ ହେବାପରେ ସେ ଦୀର୍ଘଦିନ ଧରି…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇର ବିଶାଳ ବିଜୟ, ୧୦୨ ରନରେ ହାରିଲା କୋଲକତା

କୋଲକତା : ସ୍ଥାନୀୟ ଇଡେନ ଗାଡେନ୍ସଠାରେ ·ଲିଥିବା ଆଇପିଏଲ ୨୦୧୮ର ୪୦ ତମ ଲିଗ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ବିଶାଳ ବିଜୟ ହାସଲ କରିଛି । ମୁମ୍ବାଇ କୋଲକତାକୁ ୧୦୨ ରନରେ ପରାସ୍ତ କରିଛି । ମୁମ୍ବାଇର ବିଶାଳ ୨୧୦ ରନ ଜବାବରେ କୋଲକତା ମାତ୍ର ୧୦୮ ରନ କରିବାକୁ ସକ୍ଷମ ହୋଇଥିଲା । କୋଲକତାର…
ଅଧିକ ଖବର ଦେଖନ୍ତୁ...

ରେଳବାଇ ରୋଷେଇରେ ଖାଦ୍ୟ ପ୍ରସ୍ତୁତିକୁ ମନିଟର କରିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

ନୂଆଦିଲ୍ଲୀ : କିଚେନ (ରୋଷେଇ ଶାଳ)ରେ ବିଭିନ୍ନ ପ୍ରକ୍ରିୟାରେ ହେଉଥିବା ଅସଙ୍ଗତିକୁ ସିସିଟିଭି ଫୁଟେଜ୍ ମାଧ୍ୟମରେ ଦୂର କରିବାକୁ ଆଇଆରସିଟିସି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପଦ୍ଧତିର ବିକାଶ କରିଛି । ଏହାଦ୍ୱାରା ଦେଶବ୍ୟାପୀ କିଚେନଗୁଡ଼ିକୁ ମନିଟର କରାଯାଇପାରିବ । ଆର୍ଟିଫିସିଆଲ…
ଅଧିକ ଖବର ଦେଖନ୍ତୁ...

ରସଗୋଲାକୁ ଜିଆଇ ମାନ୍ୟତା ପ୍ରସଙ୍ଗରେ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା, ପଶ୍ଚିମବଙ୍ଗ ସରକାର ଓ ଜିଆଇ…

କଟକ : ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ କିଛିଦିନ ତଳେ ଓଡ଼ିଶା ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଆରମ୍ଭ ହୋଇଛି। ରସଗୋଲାକୁ ଜିଆଇ ମାନ୍ୟତା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନ, ପଶ୍ଚିମବଙ୍ଗ ସରକାର ଓ…
ଅଧିକ ଖବର ଦେଖନ୍ତୁ...

୫୦ ଟଙ୍କା ରୋଜଗାର କରୁଥିବା ଦିନ ମଜୁରିଆ ଏବେ ରୋଜଗାର କରୁଛନ୍ତି ୫୦ ଲକ୍ଷ! ଜାଣନ୍ତୁ କେମିତି

ରାଞ୍ଚି : ମଣିଷ ନିଜର ବୁଦ୍ଧି ଏବଂ ପରିଶ୍ରମ ଦ୍ୱାରା ସବୁକିଛି ସମ୍ଭବ କରିପାରିବ । ଏହାକୁ ପ୍ରମାଣ କରିଦେଖାଇଛନ୍ତି ରାଞ୍ଚି ଝାଡ଼ଖଣ୍ଡର ଗଂସୁ ମେହେତା। ସମୟ ଥିଲା ଦିନ ମଜୁରିଆ ଭାବେ ସେ ୫୦ଟଙ୍କା ପାଇଁ ତାଙ୍କ ଗ୍ରାମରୁ ୨୫ କିଲୋମିଟର ଯାତ୍ରା କରୁଥିଲେ। କିନ୍ତୁ ବର୍ତ୍ତମାନ ନିଜର ଉପଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଚେହେରା କହିବ କେମିତି ଅଛି ଆପଣଙ୍କ ଶରୀରର ହାଲ୍‌

ଇଂରାଜୀରେ ଏକ କଥନିକା ଅଛି; ଫେସ୍‌ ଇଜ୍‌ ଦ ଇଣ୍ଡେକ୍ସ ଅଫ୍‌ ମାଇଣ୍ଡ୍‌। କାରଣ ବ୍ୟକ୍ତିର ଚେହେରାରୁ ତା’ର ମନର କଥା ଜଣାପଡ଼ି ଯାଇଥାଏ । ଆମେ ଯେଉଁ ପରିସ୍ଥିତିରେ ମଧ୍ୟ ଥାଉ, ତାହା ଆମ ଚେହେରାରୁ ଜଣାପଡ଼ିଥାଏ । ତେବେ ଆପଣ ଜାଣିଛନ୍ତି କି ଖାଲି ଭାବନା ନୁହଁ, ବରଂ ସ୍ୱାସ୍ଥ୍ୟ ସମ୍ବନ୍ଧିୟ…
ଅଧିକ ଖବର ଦେଖନ୍ତୁ...

ଷ୍ଟେସନର ମାଗଣା ଓ୍ଵାଇ-ଫାଇ ବ୍ୟବହାର କରି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ କୁଲି କାମ କରୁଥିବା ଏହି ଯୁବକ

ନୂଆଦିଲ୍ଲୀ : ଆଜିକାଲି କିଛି ପିଲାଙ୍କୁ ଅନେକ ସୁଖସୁବିଧା ହାତ ପାଆନ୍ତାରେ ମିଳିଯିବାରୁ ସଫଳତା ପାଇବା ପାଇଁ କେତେ କଷ୍ଟ କରିବା ପାଇଁ ପଡ଼େ ତାହା ସେମାନେ ବୁଝି ପାରି ନଥାନ୍ତି । ପଢ଼ିବା ପାଇଁ ସମୟ, ଘର ଏବଂ ଟଙ୍କା ନଥାଇ ମଧ୍ୟ କିଛି ପିଲା କଷ୍ଟ କରି ପାଠ ପଢ଼ିବା ସହ ବଡ଼ ବଡ଼ ସଫଳତା ହାସଲ…
ଅଧିକ ଖବର ଦେଖନ୍ତୁ...

ଅଚାନକ ଆରମ୍ଭ ହୋଇଛି କି ଅଣ୍ଟା ବିନ୍ଧା? କାରଣ ଜାଣି କରନ୍ତୁ ଏହାର ଆର୍ୟୁବେଦୀୟ ଉପଚାର

ଲୋକମାନଙ୍କ ମନରେ ଗୋଟେ ଭୁଲ ଧାରଣା ରହିଛି କି ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅଣ୍ଟା ବିନ୍ଧା ସମସ୍ୟା ଆପେ ଆପେ ଦେଖା ଯାଇଥାଏ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ । ବେଳେ ବେଳେ ଠିକ୍‌ ଭାବରେ ବସା ଉଠା ନ କରିବା, ଅଧିକ ଓଜନର ଜିନିଷ ଉଠାଇବା, ଆଘାତ ଲାଗିବା, ଗର୍ଭବସ୍ଥା ଇତ୍ୟାଦି କାରଣରୁ ଅଣ୍ଟା…
ଅଧିକ ଖବର ଦେଖନ୍ତୁ...

ଏମିତି ଏକ ଗାଁ ଯେଉଁଠି ହିନ୍ଦୁ-ମୁସଲମାନ ଭାଇ ଭାଇ : ମସଜିଦ୍‌ ଯାଆନ୍ତି ହିନ୍ଦୁ !

ତିରୁବନନ୍ତପୁରମ୍‌ : ଦେଶରେ ଜାତି-ଜାତିକୁ ନେଇ ଧର୍ମ-ଧର୍ମକୁ ନେଇ ସଂଘର୍ଷ ଏ ପର୍ଯ୍ୟନ୍ତ ମଧ୍ୟ ଥମି ନାହିଁ । ଏବେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଜାତି-ଧର୍ମକୁ ନେଇ ହିଂସା ଘଟି ଲୋକ ନିଜର ଜୀବନ ହରାଉଛନ୍ତି । କିନ୍ତୁ ଏବେ ମଧ୍ୟ ଦେଶରେ ଏମିତି ଏକ ସ୍ଥାନ ରହିଛି, ଯେଉଁଠି ମୁସ୍‌ଲିମ୍‌ ଏବଂ…
ଅଧିକ ଖବର ଦେଖନ୍ତୁ...

ଏହି କ୍ୟାମେରା ଆପ୍‌ ମାଧ୍ୟମରେ କୌଣସି ବି ଲେଖାର ଫଟୋ ଉଠାଇ କରିପାରିବେ ଏଡ଼ିଟ୍‌

ଗୁଗଲ ପ୍ଲେ ଷ୍ଟୋରରେ କ୍ୟାମେରା ସହ ଜଡ଼ିତ ଏମିତି ଅନେକ ଆପ୍‌ ରହିଛି ଯାହା ସାହାଯ୍ୟରେ ଅନେକ କଠିନ କାମ ସହଜରେ କରାଯାଇ ପାରିବ । କିନ୍ତୁ ଏଭଳି ଦରକରି ଆପ୍‌ ବିଷୟରେ ଏ ପର୍ଯ୍ୟନ୍ତ ମଧ୍ୟ ମୋବାଇଲ ବ୍ୟବହାରକାରୀମାନେ ଜାଣି ପାରିନାହାନ୍ତି । ସାଧାରଣତଃ ଲୋକମାନେ ଗୁଗଲ୍‌ ପ୍ଲେ ଷ୍ଟୋରରୁ କେବଳ…
ଅଧିକ ଖବର ଦେଖନ୍ତୁ...