Daily Archives

May 9, 2018

ଇଶାନ କିଷାନ ମାରିଲେ ୨୧ ବଲରେ ୬୨, କୋଲକତା ଆଗରେ ୨୧୧ ରନର ବିଶାଳ ଲକ୍ଷ୍ୟ

କୋଲକତା : ସ୍ଥାନୀୟ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୧ତମ ଲିଗ୍‌ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକତା ନାଇଟ ରାଇଡର୍ସ ଆଗରେ ୨୧୧ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି । ମୁମ୍ବାଇ ପକ୍ଷରୁ ଓ୍ଵିକେଟ କିପର ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ କରି ସମସ୍ତଙ୍କୁ ଚମକାଇଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ବିବାହ ଭୋଜିରେ ମିଳିଥିବା ଉପହାରକୁ ଖୁସିରେ ଉପରକୁ ଫିଙ୍ଗିଦେଲେ ନବବଧୂ, ତା’ପରେ କ’ଣ ହେଲା ଦେଖନ୍ତୁ?

ବେଜିଂ : ଯଦି ଆପଣ ସୋନମ ଏବଂ ଆନନ୍ଦ ଆହୁଜାଙ୍କ ବିବାହର ଫଟୋକୁ ଦେଖି ଦେଖି ଥକି ଗଲେଣି ତେବେ ଏ ଖବର ଉପରେ ଟିକେ ନଜର ପକାନ୍ତୁ । ସୋସିଆଲ ମିଡିିଆରେ ସୋନମଙ୍କ ବିବାହ ସହିତ ଆଉ ଏକ ବିବାହ ଭୋଜିର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ନବବିବାହିତା ଜଣକ କିଛି ଏମିତି କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ସୋନମଙ୍କ ବିବାହ ଭୋଜିରେ ଅର୍ଜୁନ କପୁରଙ୍କୁ ଦେଖି ମୁହଁ ମୋଡ଼ି ଚାଲିଗଲେ ସଲମାନ ! କାରଣ ମଲ୍ଲାଇକାଙ୍କ ସହ ସଂପର୍କ ନୁହେଁ…

ମୁମ୍ବାଇ : ଏହି କିଛି ଦିନ ହେବ ନିଜ ବିବାହ ପାଇଁ ସୋସିଆଲ ମିଡ଼ିଆ ଏବଂ ସବୁ ନିଉଜ୍‌ ଚ୍ୟାନେଲମାନଙ୍କରେ ଛାଇ ରହିଛନ୍ତି ସୋନମ କପୁର । ଗତକାଲି ମୁମ୍ବାଇରେ ସେ ଦିଲ୍ଲୀର ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିବା ବେଳେ ରାତିରେ ବିବାହର ଭୋଜି ରଖା ଯାଇଥିଲା । ଏହି ଗ୍ରାଣ୍ଡ ରିସେପ୍‌ସନ…
ଅଧିକ ଖବର ଦେଖନ୍ତୁ...

୧୨ ବର୍ଷ ତଳେ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ପୁଅ ଘରକୁ ବାହୁଡ଼ିଲା ! ଅସମ୍ଭବ ମନେ ହେଉଥିଲେ ବି ସତ

ବୁଲନ୍ଦସହର : ମୃତ୍ୟୁ ପରେ ଜୀବନ ଫେରି ପାଇବା କେବଳ ଚଳଚ୍ଚିତ୍ରମାନଙ୍କରେ ଦେଖିବାକୁ ମିଳିଥାଏ । ବାସ୍ତବ ଜୀବନରେ ଏହା ଆଦୌ ସମ୍ଭବ ନୁହେଁ । କିନ୍ତୁ ଏଭଳି ଅସମ୍ଭବ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ । ୧୨ବର୍ଷ ପୂର୍ବେ ଜଣେ ବାଳକ ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ବେଳେ ୧୨ବର୍ଷ…
ଅଧିକ ଖବର ଦେଖନ୍ତୁ...

‘ମୁଁ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପାଇଁ ପ୍ରସ୍ତୁତ,’ ବୋଲି ରାହୁଲ କହିବା ପରେ ଜୋର ଧରିଲା ରାଜନୀତି; ମୋଦି କହିଲେ,…

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନ କାଳରେ ମଙ୍ଗଳବାର ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ‘ମୁଁ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବା ପାଇଁ ପ୍ରସ୍ତୁତ’ ବୋଲି କହିବା ପରେ, ଏହାକୁ କେନ୍ଦ୍ର କରି ଆଜି ରାଜନୀତି ଜୋର ଧରିଛି। ‘କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କର…
ଅଧିକ ଖବର ଦେଖନ୍ତୁ...

‘ବାହୁବଳୀ-୨’ ଅବସ୍ଥା ମାନ୍ଦା: ଦେଶରେ ଆଗରେ, ବିଦେଶରେ ପଛରେ!

ନୂଆଦିଲ୍ଲୀ: ଗତବର୍ଷ ଭାରତରେ ଚହଳ ସୃଷ୍ଟି କରିଥିବା ଚଳଚ୍ଚିତ୍ର ‘ବାହୁବଳୀ-୨: ଦ କନ୍‌କ୍ଲୁଜନ୍‌’ ଏବର୍ଷ ଚୀନରେ ମାତ୍ର ଦିନ କେତେଟା ପାଇଁ ନିଜର ଜଲ୍‌ଓ୍ଵା ଦେଖାଇବାରେ ସମର୍ଥ ହୋଇଥିଲା। ତା’ପରେ ଏକଦମ୍‌ ମାନ୍ଦା। ଚଳଚ୍ଚିତ୍ରଟି ରିଲିଜ୍‌ ହେବାର ପ୍ରଥମ ଦିନରେ ହିଁ ୨.୪୩ ମିଲିୟନ୍‌ ଡଲାର…
ଅଧିକ ଖବର ଦେଖନ୍ତୁ...

ହାଇଓ୍ଵା ଧକ୍କାରେ ୨ବାଇକ ଆରୋହୀ ଗୁୁରୁତର

କେନ୍ଦ୍ରାପଡ଼: କେନ୍ଦ୍ରାପଡ଼ା ପାଞ୍ଚ ନମ୍ବର ଜାତୀୟ ରାଜପଥର କଳାଗଡ଼ଠାରେ ହାଇଓ୍ଵା ଧକ୍କାରେ ବୁଧବାର ଅପରାହ୍ନରେ ଦୁଇଜଣ ବାଇକ୍‌ ଆରୋହୀ ଗୁରୁତର ହୋଇଥିଲେ। ସେମାନଙ୍କୁ ସ୍ଥାନୀୟଲୋକ ତୁରନ୍ତ ଜିଲ୍ଲା ହସ୍‌ପିଟାଲରେ ଭର୍ତ୍ତି କରିଛନ୍ତି।
ଅଧିକ ଖବର ଦେଖନ୍ତୁ...

ବିବାହର ୧୦ଦିନ ପରେ ସ୍ୱାମୀକୁ ହତ୍ୟା କରିବା ପାଇଁ ନବବଧୂ ସୁପାରି ଆକାରରେ ହତ୍ୟାକାରୀକୁ ଦେଇଥିଲା ବିବାହ ମୁଦି

ନୂଆଦିଲ୍ଲୀ: ବିଜୟନଗର ଜିଲ୍ଲାରେ ଜଣେ ନବବିବାହିତା ବିବାହର ୧୦ଦିନ ପରେ ନିଜ ସ୍ୱାମୀଙ୍କ ହତ୍ୟା କରିବା ପାଇଁ ବି ପଛାଇ ନଥିଲା। ହତ୍ୟା କରିବା ପଛର କାରଣ ସେ ତାର ସ୍ୱାମୀଙ୍କୁ ପସନ୍ଦ କରୁ ନଥିଲା। ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ସେ କିଛି ବେରୋଜଗାର ବିଟେକ୍‌ ଛାତ୍ରଙ୍କୁ ସୁପାରି ଦେଇଥିଲା।…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମଥର ପାଇଁ ଆଣ୍ଡାମାନରେ ଲଢୁଆ ହେଲିକାପ୍ଟର ମୃତୟନ କଲା ଭାରତ, କାରଣ ବେଶ ଗମ୍ଭୀର

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ବନ୍ଧୁତାର ନୂଆ ଅୟମାରମ୍ଭ ହୋଇଛି । ଦୁଇ ଦେଶ କଥାବାର୍ତ୍ତା ମାଧ୍ୟମରେ ସୀମା ବିବାଦକୁ ଦୂର କରିବାକୁ ରାଜି ହୋଇଛନ୍ତି । ଭବିଷ୍ୟତରେ ଯେପରି ଡୋକଲାମ ପରି ପରିସ୍ଥିତି ସୃଷ୍ଟି ନ ହେବ ସେ ଦିଗରେ ସେନା ସ୍ତରୀୟ କଥାବାର୍ତ୍ତ ପାଇଁ ମଧ୍ୟ ଯୋଜନା ଚାଲିଛି ।…
ଅଧିକ ଖବର ଦେଖନ୍ତୁ...

‘ଇସ୍ରୋ’ର ସଫଳତାରେ ଚୀନ୍‌ ବାୟା; ସଫଳତା ନଥିଲେ ସୁଦ୍ଧା ଆରମ୍ଭ କରିବ ବ୍ୟବସାୟିକ ଉପଗ୍ରହ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ପାରୁ କି ନପାରୁ, ସଫଳତା ପାଉ କି ନପାଉ; ସେଥିପ୍ରତି ପରବାୟ ନାହିଁ। ହେଲେ, ପଡ଼ୋଶୀ ଚୀନ୍‌ ଯେ ଭାରତ ଠାରୁ ସବୁକ୍ଷେତ୍ରରେ ଆଗୁଆ ଓ ସମର୍ଥ ତାହାକୁ ବିଶ୍ୱ ସମୁଦାୟ ଆଗରେ ଦେଖାଇବା ପାଇଁ ନିରନ୍ତର ଭାବେ ନିଜର ଉଦ୍ୟମ ଜାରି ରଖିଛି। ଏହି କ୍ରମରେ, ଭାରତୀୟ ଅନ୍ତରୀକ୍ଷ ଗବେଷଣା…
ଅଧିକ ଖବର ଦେଖନ୍ତୁ...