Daily Archives

May 10, 2018

ମୁମ୍ବାଇରେ ଆତଙ୍କ : କ୍ୟାବ୍‌ ଖାଲି କରିବାକୁ ବିଳମ୍ବ କରିବାରୁ ୩୦ବର୍ଷିୟ ଯୁବକଙ୍କୁ ନିର୍ମମ ହତ୍ୟା

ମୁମ୍ବାଇ : ମୁମ୍ବାଇରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୩୦ବର୍ଷିୟ ଯୁବକ କ୍ୟାବ୍‌ ଖାଲି କରିବାକୁ ବିଳମ୍ବ କରିବାରୁ ତାଙ୍କୁ ୪ଜଣ କିଶୋର ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାଟି ମଙ୍ଗଳବାର ଚେମ୍ବୁରରେ ଘଟିଥିବା ବେଳେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି ।…
ଅଧିକ ଖବର ଦେଖନ୍ତୁ...

ଶରୀରରେ ଏହି ୧୨ଟି ପରିବର୍ତ୍ତନ ଆସିଲେ ରକ୍ତ କର୍କଟର ଆଶଙ୍କା ସୃଷ୍ଟି ହୁଏ

ଠିକ୍‌ ସମୟରେ ନ ଖାଇବା ଏବଂ କାର୍ଯ୍ୟବ୍ୟସ୍ତତା ହେତୁ ଲୋକମାନେ ଅନେକ ରୋଗର ଶିକାର ହୋଇଥାନ୍ତି ।ଏହା ମଧ୍ୟରୁ ଗୋଟେ ହେଉଛି ରକ୍ତ କର୍କଟ ବା ଲିକ୍ୟୁମିୟା । ଆଜିକାଲି ଦେଶରେ ରକ୍ତ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିବର୍ଷ ଅନେକ ଲୋକ ଏହି ରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ…
ଅଧିକ ଖବର ଦେଖନ୍ତୁ...

ନିଟ୍‌ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ମହିଳା ପରୀକ୍ଷାର୍ଥୀଙ୍କୁ ଅନ୍ତବସ୍ତ୍ର କାଢ଼ିବାକୁ କହିଲେ ପରୀକ୍ଷକ; ଥାନାରେ…

ପଲକ୍କଡ଼୍‍ : କେରଳରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଚାରି ଦିନ ତଳେ ଅନୁଷ୍ଠିତ ନିଟ୍‌ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ଦେବା ପାଇଁ ଛାଡ଼ିବା ପୂର୍ବରୁ ସେମାନଙ୍କୁ ଅନ୍ତବସ୍ତ୍ର କାଢ଼ିବା ପାଇଁ କୁହାଯାଇଥିଲା ବୋଲି ଅଭିଯୋଗ ହୋଇଛି । ଅନ୍ତବସ୍ତ୍ରରର ହୁକ୍‌ ମେଟାଲିକ୍‌…
ଅଧିକ ଖବର ଦେଖନ୍ତୁ...

“ଆଉ ଅପରାଧ କରିବି ନାହିଁ, ମୋତେ ଗୁଳି ମାରନି” ନାମୀ ଅପରାଧୀ ଦେହରେ ପ୍ଲାକାର୍ଡ ଝୁଲାଇ ଆତ୍ମସମର୍ପଣ କଲା

ଆମରୋହା (ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ସବୁ ଅପରାଧୀଙ୍କ ପାଇଁ ଶନିଦଶା ଆସିଯାଇଥିବା କୁହାଯାଉଛି । ଉତ୍ତରପ୍ରଦେଶରୁ ଅପରାଧକୁ ଦମନ କରିବାକୁ ଯୋଗୀ ପୁଲିସର ହାତ ଖୋଲିଦେଇଛନ୍ତି । ପୁଲିସ ମଧ୍ୟ ଅପରାଧୀଙ୍କୁ ଖୋଜି ଖୋଜି ଏନକାଉଣ୍ଟର କରୁଛି ।…
ଅଧିକ ଖବର ଦେଖନ୍ତୁ...

ଏଣିକି ପଲିଥିନ୍‌ ଯେଉଁସ୍ଥାନରୁ ମିଳିବ ସେହି ସମ୍ପତ୍ତିକୁ ବ୍ୟାଜାପ୍ତ କରିଦେବ ସରକାର, ଜାଣନ୍ତୁ ଏହି ନିୟମ କେଉଁଠାରେ…

ଜୟପୁର: ପଲିଥିନର ବ୍ୟବହାର ପରିବେଶ ପ୍ରଦୂଷଣର ଏକ ମୁଖ୍ୟ କାରଣ ସାଜିଛି । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏକ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସୂଚନା ମୁତାବକ, ଏଣିକି ପଲିଥିନ ମିଳିବା ମାତ୍ରେ ଲୋକଙ୍କୁ ୧୦ ଗୁଣା ଜରିମାନା ଦେବାକୁ ପଡ଼ିବ । ତେବେ ଏହି ନିୟମ କାର୍ଯ୍ୟକାରୀ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ବିଧାନସଭା ପାଇଁ ସରିଲା ନିର୍ବାଚନ ପ୍ରଚାର, ୧୨ରେ ମତଦାନ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି (ଗୁରୁବାର) ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇ ଯାଇଛି। ଆସନ୍ତା ୧୨ ତାରିଖ ଶନିବାର ଦିନ ମତଦାନ ଅନୁଷ୍ଠିତ ହେବ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି), କଂଗ୍ରେସ ଓ ଜନତା ଦଳ (ସେକୁଲାର)…
ଅଧିକ ଖବର ଦେଖନ୍ତୁ...

ସୋନମ୍‌ଙ୍କ ବିବାହ ଭୋଜିରେ ଜ୍ୟାକ୍‌ଲିନ୍‌ଙ୍କ ଶାଢ଼ି କାନି ମୁହଁରେ ଧରି ନିଜ ସିନେମା ଗୀତରେ ନୃତ୍ୟ କଲେ ସଲମାନ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ସୋନମ କପୁରଙ୍କ ବିବାହ ମଇ ଆଠ ତାରିଖରେ ତାଙ୍କ ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କ ସହିତ ହୋଇଥିଲା। ଦିନରେ ବିବାହ ହୋଇଥିଲା ବେଳେ ରାତି ସେମାନଙ୍କ ବିବାହ ଭୋଜି ଥିଲା। ଏହି ବିବାହ ଭୋଜିରେ ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିିଥିଲା । ସୋନମ୍‌ଙ୍କ ବିବାହ ଭୋଜିକୁ…
ଅଧିକ ଖବର ଦେଖନ୍ତୁ...

କୁନା ତ୍ରିପାଠୀ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର : ବରିଷ୍ଠ ଚଳଚ୍ଚିତ୍ର ଅଭିନେତା କୁନା ତ୍ରିପାଠୀ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ସେ ମୁନା ଖାଁ ଙ୍କ ସ୍ଥାନ ନେବେ । ଏହି ଅବସରରେ ନିଜର ପ୍ରତିକ୍ରିୟା ରଖି କୁନା ତ୍ରିପାଠୀ କହିଛନ୍ତି ଯେ ଓଡିଆ ଚଳଚ୍ଚିତ୍ର ପାଇଁ ଯାହା ସମ୍ଭବ ତାହା କରିବି ।…
ଅଧିକ ଖବର ଦେଖନ୍ତୁ...

ଦେଶରେ ପ୍ରଥମ: ଦୁଇ ଲିଙ୍ଗ ପରିବର୍ତ୍ତନକାରୀଙ୍କ ମଧ୍ୟରେ ହେଲା ଆନୁଷ୍ଠାନିକ ବିବାହ

ଚେନ୍ନାଇ: ଭାରତୀୟ ସମାଜରେ ବିବାହ ପାଇଁ ରହିଥିବା ଲିଙ୍ଗଗତ ପ୍ରଥାକୁ ଭ୍ରୁକ୍ଷେପ ନକରି କେରଳର ଦୁଇଜଣ ଲିଙ୍ଗ ପରିବର୍ତ୍ତନକାରୀ (ଟ୍ରାନ୍ସ ସେକ୍ସୁଆଲ) ଆଜି ପରସ୍ପର ସହ ବିବାହ ବନ୍ଧନରେ ଆବଦ୍ଧ ହେବା ଘଟଣା ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଦେଶର ସଂପୂର୍ଣ୍ଣ ଶିକ୍ଷିତ ରାଜ୍ୟ କେରଳର…
ଅଧିକ ଖବର ଦେଖନ୍ତୁ...

ଆଧାର ଏକ ଗମ୍ଭୀର ମାମଲା, ଏଥିରେ ତ୍ରୁଟି ରହିଲେ ଗରିବ ଲୋକ ହଇରାଣ ହେବେ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଆଧାରର ବୈଧତାକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣୀ ଗୁରୁବାରଦିନ ସମାପ୍ତ ହୋଇଛି । ଏ ସଂପର୍କରେ ନିଜ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିଛନ୍ତି । ତେବେ ଆଧାର ଏକ ଗମ୍ଭୀର ମାମଲା, ଏଥିରେ ତ୍ରୁଟି ରହିଲେ ଗରିବ ଲୋକ ହଇରାଣ ହେବାର ଆଶଙ୍କା ରହିଛି ବୋଲି ସୁପ୍ରିମକୋର୍ଟ୍‌…
ଅଧିକ ଖବର ଦେଖନ୍ତୁ...