Daily Archives

May 10, 2018

୧୧ଜଣ ପୁରୁଷଙ୍କୁ ବିବାହ କରିବା ମହଙ୍ଗା ପଡ଼ିଲା, ମହିଳାଙ୍କୁ ସର୍ବସାଧାରଣରେ ପଥରରେ ଛେଚିଛେଚି ହତ୍ୟା

ମୋଗାଦିସୁ: ସୋମାଲିୟାରେ ଜଣେ ମହିଳା ୧୧ଜଣ ଯୁବକଙ୍କୁ ବିବାହ କରିଥିବାର ଘଟଣା ସାମ୍ନାକୁ ଆସିଛି। ଏହି କାରଣରୁ ତାଙ୍କୁ ସର୍ବସାଧାରଣରେ ହତ୍ୟା କରାଯାଇଛି। ସୋମାଲିୟାରେ ଏକ ଉଗ୍ରବାଦୀ ସଙ୍ଗଠନ ଅଲ-ସବାବ ଏହି ଘଟଣାର ସମ୍ପର୍କରେ ସୂଚନା ଦେଇଥିଲେ। ଜଣେ ମହିଳା ୧୧ଜଣ ପୁରୁଷଙ୍କୁ ବିବାହ କରିଥିଲା।…
ଅଧିକ ଖବର ଦେଖନ୍ତୁ...

ପୁଣି ଏକ ଦୁଷ୍କର୍ମ ଘଟଣା: କୋଣାର୍କ ଯୋଗେଶ୍ୱରପୁର ସ୍କୁଲ ପରିସରରୁ ଗୁରୁତର ଅବସ୍ଥାରେ ନାବାଳିକା ଉଦ୍ଧାର

କୋଣାର୍କ: ନାବାଳିକା ଦୁଷ୍କର୍ମକୁ ନେଇ ଆଇନ ଯେତେ କଠୋର ହେଲେ ମଧ୍ୟ ଏହି ମାମଲା ଥମିବାର ନାମ ନେଉ ନାହିଁ । ନିକଟରେ ରାଜ୍ୟର ୪ଟି ଜିଲ୍ଲାରେ ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଥିଲା। ତେବେ ଗୁରୁବାର ନୟାହାଟ ଫାଣ୍ଡି ଅନ୍ତର୍ଗତ ଯୋଗେଶ୍ୱର ସ୍କୁଲ ପରିସରରେ ଜଣେ ୯ବର୍ଷର ନାବାଳିକା…
ଅଧିକ ଖବର ଦେଖନ୍ତୁ...

ସାମସଙ୍ଗ୍‌ ଆଣୁଛି ଇନଫିନିଟି ଡିସ୍‌ପ୍ଲେ ଥିବା ୪ଟି ନୂଆ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ବହୁରାଷ୍ଟ୍ରୀୟ ସ୍ମାର୍ଟଫୋନ୍‌ ନିର୍ମାତା ସାମସଙ୍ଗ ପକ୍ଷରୁ ଚଳିତ ମାସରେ ଚାରିଟି ନୂଆ ଫୋନ୍‌ ଉନ୍ମୋଚନ କରାଯିବ। ସବୁ ଫୋନ୍‌ରେ ରହିଛି ସାମସଙ୍ଗ୍‌ର ସୁପର ଆମୋଏଲଇଡି ଇନଫିନିଟି ଡିସ୍‌ପ୍ଲେ । ଏହି ଫୋନ୍‌ଗୁଡ଼ିକ ମଧ୍ୟରୁ ଦୁଇଟି ଫୋନ୍‌ ଗାଲାକ୍ସି ଜେ ସିରିଜ୍‌ ଅଧୀନରେ ବଜାରକୁ…
ଅଧିକ ଖବର ଦେଖନ୍ତୁ...

ଅଧିକ ଲୁଣ ଖାଉଛନ୍ତି କି? ଜାଣନ୍ତୁ ଦୈନିକ କେତେ ଗ୍ରାମ୍‌ ଲୁଣ ଖାଇବା ଜରୁରୀ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ବିଶ୍ୱରେ ଲୋକମାନେ ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଶୁଭଙ୍କର ନୁହେଁ, ଯଦିଓ ଲୁଣରେ ଥିବା ସୋଡିୟମ୍‌ ଏବଂ କ୍ଲୋରାଇଡ୍‌ ଆମ ଶରୀର ପାଇଁ ଉପଯୋଗୀ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ବାପାର ଜୀବନ ବଞ୍ଚାଇବା ପାଇଁ ୨ଘଣ୍ଟା ସାଲାଇନ୍‌ ବୋତଲ ଧରି ଛିଡା ହେଲା କୁନି ଝିଅ

ନୂଆଦିଲ୍ଲୀ: ଔରାଙ୍ଗବାଦ ଘାଟିରେ ଥିବା ଏକ ସରକାରୀ ଡାକ୍ତରଖାନାରରେ ସ୍ୱସ୍ଥ୍ୟ ସେବା କିଭଳି ଚାଲିଛି ତାର ଏକ ବାସ୍ତବିକ ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଆପଣ ଏହି ଫଟୋଟିକୁ ଦେଖି ଡାକ୍ତରଖାନାରେ ରୋଗୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା କିଭଳି ଭାବେ ଚାଲିଛି ତାହା ଅନୁମାନ କରିପାରିବେ।…
ଅଧିକ ଖବର ଦେଖନ୍ତୁ...

ଜଷ୍ଟିସ୍‌ ଚେଲମେଶ୍ୱର ପ୍ରଧାନ ବିଚାରପତିଙ୍କୁ ଲେଖିଲେ ପତ୍ର, କହିଲେ ଜଷ୍ଟିସ୍‌ କେଏମ୍‌ ଯୋସେଫ୍‌ ନାମ ପୁନଃ ସୁପାରିସ୍‌…

ନୂଆଦିଲ୍ଲୀ: ସୁପ୍ରମ୍‌ କୋର୍ଟର ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ଜେ ଚେଲମେଶ୍ୱର ବୁଧବାର ସନ୍ଧ୍ୟାରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ନିକଟକୁ ପୁଣି ଏକ ପତ୍ର ଲେଖିଛନ୍ତି। ତୁରନ୍ତ କଲେଜିୟମ୍‌ର ଏକ ବୈଠକ ଡକାଇବା ସହ ଉତ୍ତରାଖଣ୍ଡର ମୁଖ୍ୟବିଚାରପତି ଜଷ୍ଟିସ୍‌ କେଏମ୍‌…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ ପରୀକ୍ଷାରେ ୯୦ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧନା ଦିଅାଯାଇଛି । ଗୁରୁବାର ଏ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ହୋଟେଲ୍ ସ୍ୱସ୍ତି ପ୍ରିମିୟମ ଠାରେ ଆୟୋଜିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ହୋଟେଲ ରୁମ୍‌ରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ଏହି ଫୁଟବଲ୍ ଖେଳାଳି !

ଲଣ୍ଡନ୍‌: ଇଂଲଣ୍ଡରେ ଜଣେ ଜଣାଶୁଣା ଫୁଟବଲ ଖେଳାଳିଙ୍କୁ ଦୁଇଜଣ ଯୁବକ ବ୍ଲାକ୍‌ମେଲ କରୁଥିବାର ଏକ ମାମଲା ସାମ୍ନାକୁ ଆସିଛି। ଏହି ଖେଳାଳିଙ୍କୁ ଦୁଇଜଣ ଯୁବକ ବ୍ଲାକ୍‌ମେଲ କରି ୪କୋଟି ୫୬ଲକ୍ଷ ଟଙ୍କା ଦାବି କରୁଛନ୍ତି। ତେବେ ଘଟଣାଟି ହେଉଛି ଏପରି, ଫୁଟବଲ ଖେଳାଳି ହୋଟେଲ ରୁମରେ ଜଣେ…
ଅଧିକ ଖବର ଦେଖନ୍ତୁ...

ତେଲ ଦର ବଢିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଦାୟୀ !

ନୂଆଦିଲ୍ଲୀ : ବିଶ୍ୱ ବଜାରରେ ଅସମ୍ଭାଳ ହେଲାଣି ତେଲଦର । ଆଜି ବ୍ରେଣ୍ଟ କ୍ରୁଡ୍‌ ଅଏଲ ବ୍ୟାରେଲ ପିଛା ୭୭.୫୦ ଡଲାରକୁ ଛୁଇଁଛି । ଏହା ଫଳରେ ଆମ ଦେଶରେ ଆଗକୁ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢିବା ସମ୍ଭାବନା ବଢିଯାଇଛି । ଗତ ୧୫ ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ବଢି ନାହିଁ, ଏଣୁ ହୋଇପାରେ…
ଅଧିକ ଖବର ଦେଖନ୍ତୁ...

ରାମ-ଲକ୍ଷ୍ମଣଙ୍କୁ ନିଦ୍ରିତ ଅବସ୍ଥାରେ ଅପହରଣ କରାଯାଇଥିଲା! ବିଭୀଷଣଙ୍କ ବେଶର କିଏ କରିଥିଲା ଅପହରଣ?

ରାମାୟଣରେ ଏମିତି ଏକ କାହାଣୀ ଅଛି ଯାହା ଶୁଣିଲେ ଆପଣଙ୍କର ଦେହ ଶୀତେଇ ଉଠିବ। ରାମ-ରାବଣ ଯୁଦ୍ଧ ଚାଲିଥିବାବେଳେ ଥରେ ନିଦ୍ରିତ ଅବସ୍ଥାରେ ଥିବାବେଳେ ରାମ-ଲକ୍ଷ୍ମଙ୍କୁ ରାବଣ ଇଙ୍ଗିତରେ ଅପହରଣ କରାଇ ନିଆଯାଇଥିଲା। ଆସନ୍ନ ମୃୁତ୍ୟରୁ ବର୍ତ୍ତିଥିଲେ ପ୍ରଭୁ ଶ୍ରୀରାମ। ଏ କାହାଣୀ ଶୁଣି ଆପଣ ହୁଏତ…
ଅଧିକ ଖବର ଦେଖନ୍ତୁ...