Daily Archives

May 11, 2018

ବଟଲରଙ୍କ ମ୍ୟାଚବିଜୟୀ ଇନିଂସ, ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ ବିଜୟୀ 

ଜୟପୁର : ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମଠାରେ ·ଲିଥିବା ଆଇପିଏଲ ୨୦୧୮ର ଏକ ରୋମାଞ୍ଚକର ମ୍ୟାଚରେ ରାଜସ୍ଥାନ ରୟାଲ୍ସ  ଚେତ୍ତାଇ ସୁପରକିଙ୍ଗସକୁ  ୪ ୱିକେଟର ପରାସ୍ତ କରିଛି । ରାଜସ୍ଥାନ ତରଫରୁ ଜସ ବଟଲରଙ୍କ ଲଢୁଆ ବ୍ୟାଟିଂ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ୬୦ ବଲରେ ୯୫…
ଅଧିକ ଖବର ଦେଖନ୍ତୁ...

ଭାରତ ସରକାରଙ୍କ ନୋଟିସର ଉତ୍ତର ପଠାଇଲା ଫେସବୁକ, ଆଗକୁ ସତର୍କ ହେବୁ

ନୂଆଦିଲ୍ଲୀ : ସୋସିଆଲ ନେଟଓ୍ଵାର୍କିଂ ସାଇଟ୍‌ ଫେସବୁକକୁ ଭାରତ ସରକାର ପଠେଇଥିବା ପତ୍ରର ଉତ୍ତର କମ୍ପାନି ଦେଇଛି । ଭାରତରେ ଲୋକମାନଙ୍କ ବ୍ୟକ୍ତିଗତ ଗୋପନୀୟତା ରକ୍ଷା ପାଇଁ କମ୍ପାନି ପ୍ରତିଶୃତିବଦ୍ଧ ଓ ଏହାକୁ ନିଶ୍ଚିତ ଭାବରେ ରକ୍ଷା କରାଯିବ । ଗୋପନୀୟତା ରକ୍ଷା ପାଇଁ କମ୍ପାନି କେତେକ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକବି ରବିନ୍ଦ୍ରନାଥ ଫେରାଇ ଦେଇଥିଲେ ନୋବେଲ୍‌ : ଏହି ମନ୍ତବ୍ୟ ଦେଇ ପୁଣି ବିବାଦରେ ତ୍ରିପୁରା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ସର୍ବଦା ତାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ମୁଖ୍ୟମନ୍ତ୍ରୀ ପଦରେ ରହିବା ପରେ ତାଙ୍କର ଅନେକ ମନ୍ତବ୍ୟ ପାଇଁ ତାଙ୍କ ପାଇଁ ଓ ତାଙ୍କ ଦଳ ବିଜେବି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ତେବେ ନିକଟରେ ବିଶ୍ୱକବି…
ଅଧିକ ଖବର ଦେଖନ୍ତୁ...

ଭୁଲରେ ମଧ୍ୟ କ୍ଷୀର ପିଇବା ପରେ ଖାଆନ୍ତୁ ନାହିଁ ଏହି ସବୁ ଜିନିଷ

ନୂଆଦିଲ୍ଲୀ : ପ୍ରାୟତଃ ଆମ ଭିତରୁ ଅନେକ ସବୁଦିନ କ୍ଷୀର ପିଇଥାଆନ୍ତି । କ୍ଷୀରରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ବିଭିନ୍ନ ପ୍ରକାରର ରୋଗରୁ ରକ୍ଷା କରିବା ସହ ଶକ୍ତି ଯୋଗାଇଥାଏ । ଦୈନିକ କ୍ଷୀର ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ତେବେ ଏପରି କିଛି ଉପାଦାନ ରହିଛି…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ରହି ମଧ୍ୟ ବାପା-ମା’ଙ୍କ ସହ ରହୁ ନାହାନ୍ତି ଆଲିଆ : ପ୍ରଥମ ଥର ପାଇଁ କାରଣ ଜଣାଇଲେ ମା’ ସୋନି ରାଜ୍‌ଦାନ

ମୁମ୍ବାଇ : ଆଲିଆ ଭଟ୍ଟ ଆଜି ଯେଉଁ ସଫଳତାର ଶୀର୍ଷରେ ଅଛନ୍ତି ଏହା ପଛରେ ତାଙ୍କ ମା’ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ଅନେକ ସମୟରେ ମା’-ଝିଅଙ୍କ ମଧ୍ୟରେ ଥିବା ସଂପର୍କ ଦର୍ଶକମାନେ ଦେଖିବାକୁ ପାଇଛନ୍ତି । ତେବେ ମାତା-ପିତାଙ୍କ ସହ ଭଲ ସଂପର୍କ ଥାଇ ମଧ୍ୟ ଆଲିଆ ଅଲଗା ରହୁଛନ୍ତି । କିଛି…
ଅଧିକ ଖବର ଦେଖନ୍ତୁ...

୮.୬୪ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଦେଖି ଆତ୍ମହତ୍ୟା କଲେ ପରିବା ବିକାଳି; ପରେ ଜଣାପଡ଼ିଲା ଏହା ଥିଲା ତ୍ରୁଟିଯୁକ୍ତ

ମୁମ୍ବାଇ: ମହାରାଷ୍ଟ୍ରର ଭାରତନଗର ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ପରିବା ବିକାଳିଙ୍କୁ ଏପ୍ରିଲ ମାସ ଶେଷରେ ୮.୬୪ ଲକ୍ଷ ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଆସିବାରୁ ଉପାୟ ଶୂନ୍ୟ ହୋଇ ଶେଷକୁ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଛନ୍ତି । ପରେ ବିଲ୍‌ଟି ଭୁଲ ଥିବାର ଜଣାପଡ଼ିଥିଲା କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ସାଉଥ୍‌ ସୁପରଷ୍ଟାରଙ୍କ ଫିଲ୍ମର ନେଗେଟିଭ୍‌ ରିଭ୍ୟୁ କରିବାରୁ ସାମ୍ବାଦିକାଙ୍କୁ ଦୁଷ୍କର୍ମ ଧମକ ଦେଲେ ପ୍ରଶଂସକ

ହାଇଦ୍ରାବାଦ୍‌ : ଦକ୍ଷିଣରେ ସାଉଥ୍‌ ସୁପରଷ୍ଟାରଙ୍କୁ ଭଗବାନଙ୍କ ଭଳି ମାନନ୍ତି ପ୍ରଶଂସକ । ସେମାନଙ୍କ ଭଗବାନ ବିଷୟରେ କେହି କିଛି କହିଲେ ସେମାନେ ସହ୍ୟ କରିପାରନ୍ତି ନାହିଁ । ଏବେ ସାଉଥ୍‌ ସୁପରଷ୍ଟାର ଅଲ୍ଲ ଅର୍ଜୁନଙ୍କୁ ନେଇ ଏବେ ସେଭଳି ଏକ ଖବର ସାମ୍ନାକୁ ଆସିଛି । ଅଲ୍ଲ ଅର୍ଜୁନଙ୍କ…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟାଗ୍ରାମ ଦ୍ୱାରା ଖାଇବା ମଗାଇବା ସହ ବୁକ୍‌ କରିପାରିବେ ଟିକେଟ୍‌

ନୂଆଦିଲ୍ଲୀ : ଇନ୍‌ଷ୍ଟାଗ୍ରାମ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ଇନଷ୍ଟାଗ୍ରାମ ଦ୍ୱାରା ଅପଣ ଟିକେଟ ବୁକିଂ ଏବଂ ଖାଇବା ଅର୍ଡ଼ର ଆଦି କରିପାରିବେ । ଏହି ସୁବିଧା ବୁଧବାରଠାରୁ ବ୍ୟାପାର ପାଇଁ ‘କଲ ଟୁ ଆକ୍ସନ ବଟନ’ ଆରମ୍ଭ ହେବାକୁ ଯାଉଛି । ଏହା ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ଡିପ୍ରେସନ୍‌ରେ ଦଙ୍ଗଲ ଗର୍ଲ ଜାଇରା ! ପ୍ରତିଦିନ ଖାଉଛନ୍ତି ଔଷଧ, ଆସୁଛି ଆତ୍ମହତ୍ୟା କରିବାର ଭାବନା

ମୁମ୍ବାଇ : ଫିଲ୍ମ ‘ଦଙ୍ଗଲ’ ଜରିଆରେ ସମସ୍ତଙ୍କ ସାମ୍ନାକୁ ଆସିଥିଲେ ଶିଶୁ କଳାକାର ଜାଇରା ଓ୍ଵାସିମ୍‌ । ଫିଲ୍ମରେ ଥିବା ତାଙ୍କ ଚରିତ୍ରକୁ ଦର୍ଶକ ପସନ୍ଦ କରିଥିବା ବେଳେ ଏଥିପାଇଁ ତାଙ୍କୁ ବିଭିନ୍ନ ପୁରସ୍କାର ମଧ୍ୟ ମିଳିଥିଲା । ସମସ୍ତେ ତାଙ୍କ ଅଭିନୟକୁ ପ୍ରଶଂସା କରିବା ସହ ‘ଦଙ୍ଗଲ’ ପରେ ସେ…
ଅଧିକ ଖବର ଦେଖନ୍ତୁ...

ସୁରେଶ ରୈନାଙ୍କ ଅର୍ଦ୍ଧଶତକ, ରାଜସ୍ଥାନକୁ ୧୭୭ ରନର ଲକ୍ଷ୍ୟ ଦେଲା ଚେନ୍ନାଇ

ଜୟପୁର : ସ୍ଥାନୀୟ ସବାଇ ମାନସିଂ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ରାଜସ୍ଥାନ ରୟାଲ୍ସ ଆଗରେ ୧୭୭ ରନର ଲକ୍ଷ୍ୟ ରଖିଛି । ଚେନ୍ନାଇ ପ୍ରଥମେ ଟସ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଓପନର ସେନ ଓ୍ଵାଟସନ ଓ…
ଅଧିକ ଖବର ଦେଖନ୍ତୁ...