Daily Archives

May 11, 2018

ସୁନ୍ଦରଗଡ଼: ଯୁବକଙ୍କୁ ନୃଶଂସ ହତ୍ୟା; ୩ ଦିନ ପରେ ନିଜ ଘରୁ ମିଳିଲା ପଚା ମୃତଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଥାନା ଅନ୍ତର୍ଗତ ଛତାବର ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗାଁର ଜଣେ ଯୁବକଙ୍କ ପଚା ମୃତଦେହ ଶୁକ୍ରବାର ସଂଧ୍ୟାରେ ପୁଲିସ୍‌ ତାଙ୍କ ଘରୁ ଉଦ୍ଧାର କରିବା ପରେ ପୂରା ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ମୃତକ ଜଣକ ହେଉଛନ୍ତି ୨୭ ବର୍ଷିଅ…
ଅଧିକ ଖବର ଦେଖନ୍ତୁ...

ନବଜାତ ଶିଶୁକୁ ଝୁଣି ଖାଇଗଲା ହିଂସ୍ର କୁକୁର; ଲେକେ ଉଦ୍ୟମ କରି ବି ବଞ୍ଚାଇ ପାରିଲେ ନାହିଁ

ହରଦୋଇ : ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ କୁକୁର କାମୁଡ଼ିବାରୁ ଅନେକ ଶିଶୁ ମୃତ୍ୟୁବରଣ କରିଥିବା ବେଳେ ଏବେ ହର୍‌ଦୋଇରେ ବି ସେଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ହର୍‌ଦୋଇରେ ଏକ ନବଜାତ ଶିଶୁୁକୁ କୁକୁର ନର୍ସିଂହୋମରୁ ଟାଣି ଆଣି ଝୁଣିି ଖାଇ ଦେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକମାନେ…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟା ଜଏନ୍‌ କଲେ ନୀଳନୟନା: ପ୍ରଥମ ପୋଷ୍ଟ୍‍ରେ କିଏ? ସ୍ୱାମୀ, ଝିଅ, ନିଜେ ନାଁ ନବବିବାହିତା ସୋନମ?

ମୁମ୍ବାଇ: ଅଭିନେତ୍ରୀ ତଥା ବଚ୍ଚନବଧୂ ଏଶ୍ୱର୍ଯ୍ୟା ରାୟ ବଚ୍ଚନ ଶୁକ୍ରବାର ପ୍ରଥମକରି ଇନ୍‌ଷ୍ଟାଗ୍ରାମ୍‌ରେ ଜଏନ୍‌ କରିଛନ୍ତି। ପୂର୍ବରୁ ସେ କୌଣସି ସୋସିଆଲ୍‌ ସାଇଟ୍‌ରେ ସକ୍ରିୟ ନଥିଲେ। ଇନ୍‌ଷ୍ଟାଗ୍ରାମ ହେଉଛି ତାଙ୍କର ସୋସିଆଲ୍‌ ମିଡିଆ ଡେବ୍ୟୁ। ଇନ୍‌ଷ୍ଟାରେ ସେ ଏପର୍ଯର୍୍ୟନ୍ତ କୌଣସି…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ କେହି ଆପଣଙ୍କୁ ସର୍ଚ କରୁଛନ୍ତି କି? ଜାଣନ୍ତୁ ଏମିତି

ନୂଆଦିଲ୍ଲୀ: ଫେସ୍‌ବୁକ୍‌ରେ ଏମିତି ଅନେକ ବ୍ୟବହାରକାରୀ ଆମ ବନ୍ଧୁ ତାଲିକାରେ ନଥିଲେ ବି ଆମେ ତାଙ୍କୁ ବେଳେ ବେଳେ ସର୍ଚ କରି ଦେଖିବାକୁ ପସନ୍ଦ କରିଥାନ୍ତି। ଯେପରି ଆମେ ଅନ୍ୟକୁ ସର୍ଚ କରନ୍ତି ସେପରି ଅନ୍ୟମାନେ ବି ଆମକୁ ସର୍ଚ କରୁନଥିବେ ବୋଲି କିଏ କହିଲା? ମଜା କଥାଟି ହେଲା ଆମେ ଏବେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ କୂଟନୈତିଜ୍ଞଙ୍କ ଉପରେ ଆମେରିକୀୟ କଟକଣା; ନିଯୁକ୍ତି ସ୍ଥାନର ୪୦ କିମି ପରିଧି ବାହାରକୁ ବିନା ଅନୁମତିରେ…

ଓ୍ଵାଶିଂଟନ୍‌: ପାକିସ୍ତାନ ବିଶ୍ୱ ସମୁଦାୟ ପାଇଁ ଏକ ବିଶ୍ୱାସଯୋଗ୍ୟ ରାଷ୍ଟ୍ର ନୁହେଁ; କି ଏହାର ଅଧିକାରୀମାନେ ମଧ୍ୟ ଭରାସାଯୋଗ୍ୟ ନୁହନ୍ତି। ଏହାର ବହୁ ପ୍ରମାଣ ରହିଛି। ଭାରତ ତ ଭୁକ୍ତ ଭୋଗୀ। ହେଲେ, ଏବେ ଖୋଦ୍‌ ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନୀ ବିଶ୍ୱାସଘାତର କିଛି ନିର୍ଦ୍ଦିଷ୍ଟ…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମପୁର: ସେକ୍ସ ରାକେଟ୍‌ ପର୍ଦ୍ଦାଫାସ୍‌, ଦେହଜୀବୀ, ଦଲାଲ୍‌ ଓ ୩ ଗ୍ରାହକ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ ଏକ ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ୍‌। ଶୁକ୍ରବାର ପୂର୍ବାହ୍ନରେ ସ୍ଥାନୀୟ ଓମ୍‌ ବିହାର ରେସିଡେନ୍ସିଆଲ୍‌ କଲୋନିର ଏକ ଫ୍ଲାଟରେ ଚଢ଼ାଉ କରି ପୁଲିସ ଦେହଜୀବୀ ଓ ଗ୍ରାହକଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ଏହି ଅଞ୍ଚଳରେ ଏକ ସେକ୍ସ ରାକେଟ…
ଅଧିକ ଖବର ଦେଖନ୍ତୁ...

ଉନ୍ନାଓ ଗଣଦୁଷ୍କର୍ମ ଅଭିଯୁକ୍ତ ବିଧାୟକଙ୍କ ପତ୍ନୀଙ୍କୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇ ୧ କୋଟି ହଡ଼ପ କରିବାକୁ…

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ସହଜ ମାର୍ଗରେ ଅର୍ଥ ଉପାର୍ଜନ ଲକ୍ଷ୍ୟରେ ଦୁଇ ଶିକ୍ଷିତ ବେକାର ଯୁବକ, ନିଜକୁ ବରିଷ୍ଠ ସିବିଆଇ ଅଧିକାରୀ ବୋଲି ମିଥ୍ୟା ପରିଚୟ ଦେଇ ବହୁ ଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ୍‌ ସିଂହ ସେଙ୍ଗରଙ୍କ ପତ୍ନୀ ସଂଗୀତାଙ୍କ…
ଅଧିକ ଖବର ଦେଖନ୍ତୁ...

ଗର୍ବଗଞ୍ଜନ ଶ୍ରୀକୃଷ୍ଣଙ୍କ ଆଖିରୁ ନିଜ ପତ୍ନୀ ବି ବର୍ତ୍ତି ପାରିନଥିଲେ; ଗର୍ବ ଭାଙ୍ଗିବାକୁ ପତ୍ନୀ ସତ୍ୟଭାମାଙ୍କ ସହ…

ଆପଣ ତ ଜାଣିଥିବେ ନିଶ୍ଚୟ ଯେ ଭଗବାନ ସବୁ ସହ୍ୟ କରିପାରନ୍ତି ମଣିଷର ଗର୍ବକୁ ବାଦ୍‌ ଦେଇ। ଏପରିକି ଭଗବାନ ଶ୍ରୀକୃଷ୍ଣ ଗୀତାରେ ଏକଥା ବି କହିଛନ୍ତି ଯେ ସବୁ ଭୁଲ୍‌ର କ୍ଷମା ଅଛି, ମାତ୍ର ଗର୍ବୀ ଲୋକଟିଏ କୌଣସି ମତେ କ୍ଷମାଯୋଗ୍ୟ ନୁହେଁ। ଦ୍ୱାପର ଯୁଗର କଥା। ଶ୍ରୀକୃଷ୍ଣ ସେତେବେଳେ…
ଅଧିକ ଖବର ଦେଖନ୍ତୁ...

ସନ୍ନି ଦେଓଲଙ୍କ ଫିଲ୍ମର ଚରିତ୍ର ବଦଳାଇଲା ଯୁବକଙ୍କ ଜୀବନର ଲକ୍ଷ୍ୟ, କନେଷ୍ଟବଳ ହେଲେ ଆଇପିଏସ୍‌ ଅଫିସର

ଜୟପୁର : ପ୍ରଥମେ ରାଜସ୍ଥାନ ପୁଲିସରେ କନେଷ୍ଟବଳ ପରେ ରାଜସ୍ଥାନର ସରକାରରେ ଏଲ୍‌ଡ଼ିସି କ୍ଲର୍କ ହେବା ପରେ ଏବେ ଆଇପିଏସ୍‌ ଅଫିସର ହୋଇଛନ୍ତି ମନୋଜ । ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ଏବେ ପୁଲିସ ଅଫିସର ହେବାକୁ ଯାଉଛନ୍ତି । ତେବେ ନିଜର ଏତେ ବଡ଼ ସଫଳତା ପଛର ପୂରା ଶ୍ରେୟ ସେ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସେନାକୁ ପ୍ରସଂଶା ଓ ପାକିସ୍ତାନକୁ ଗାଳିଦେଉଛି ଏହି ଆତଙ୍କବାଦୀ, ଭିଡିଓ ଭାଇରାଲ

ଶ୍ରୀନଗର : କାଶ୍ମୀରରେ ଭାରତୀୟ ସେନା ରକ୍ତମୁଖା ହୋଇ ଆତଙ୍କବାଦୀମାନଙ୍କୁ ନିପାତ କରିଚାଲିଛି । ଏହା ଫଳରେ ଏବର୍ଷ ଏପ୍ରିଲ ଶେଷସୁଦ୍ଧା ପ୍ରାୟ ୫୬ ଜଣ ଆତଙ୍କବାଦୀ ମଲେଣି । ଏହାଫଳରେ କେତେକ ଆତଙ୍କବାଦୀ ଛାନିଆ ହୋଇପଡିଛନ୍ତି । ଏଥିପାଇଁ ସେମାନେ ଆତ୍ମସମର୍ପଣ କରୁଛନ୍ତି । ଏପରି ଏକ ଆତଙ୍କବାଦୀ…
ଅଧିକ ଖବର ଦେଖନ୍ତୁ...