Daily Archives

May 12, 2018

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀକୁ କନେଷ୍ଟବଳଙ୍କ ଚିଠି : ‘ମୋ ସ୍ତ୍ରୀ ଦେହ ଖରାପ..ଦରମା ବି ମିଳୁନାହିଁ, ମୋତେ ୟୁନିଫର୍ମରେ…

ମୁମ୍ବାଇ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନବିସ୍‌ଙ୍କୁ ଜଣେ କନେଷ୍ଟବଳ ଲେଖିଥିବା ଚିଠି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘରର ପରିସ୍ଥିତି ଭଲ ନଥିବାରୁ ମୋତେ ପୁଲିସ ୟୁନିଫର୍ମରେ ଭିକ ମାଗିବାକୁ ଦିଆଯାଉ ବୋଲି ଅନୁମତି ମାଗିଛନ୍ତି କନେଷ୍ଟବଳ । ଦୁଇମାସ ହେଲା ଦରମା ମିଳୁ…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ଥିବାରୁ ନେହା ହଠାତ୍‌ ବିବାହ କରିବା ନେଇ ହେଉଥିବା ଚର୍ଚ୍ଚା ପରେ ମୁହଁ ଖୋଲିଲେ ନେହାଙ୍କ ବାପା

ମୁମ୍ବାଇ : ସୋନମ ଏବଂ ଆନନ୍ଦଙ୍କ ବିବାହ ଖବର ଚର୍ଚ୍ଚାରେ ଥିବା ବେଳେ ନିଜ ବିବାହ ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ବଲିଉଡ୍‌ ଅଭିନେତ୍ରୀ ନେହା ଧୂପିଆ । କାହାକୁ କିଛି ନ ଜଣାଇ ଏକ ଗୁରୁଦ୍ୱାରରେ ନିଜର ପୁରୁଣା ବନ୍ଧୁ ଅଙ୍ଗଦ ବେଦୀଙ୍କୁ ବିବାହ କରିଥିଲେ ନେହା । ଶିଖ୍‌ ରୀତିନିତିରେ…
ଅଧିକ ଖବର ଦେଖନ୍ତୁ...

ଦିନ ୧୨ଟାରେ ହୋଣ୍ଡା ସିଟି ଏବଂ ୧୦ଲକ୍ଷ ଟଙ୍କା ପାଇଁ ସ୍ୱାମୀ ମାଡ଼ ମାରୁଥିଲେ, ଅପରାହ୍ନ ୩.୩୦ରେ ଆସିଲା ମୃତ୍ୟୁ ଖବର !

ଯମୁନାନଗର : ଦୁଇ ମାସ ତଳେ ବିବାହ କରି ଖୁସିରେ ରହିବାର ସ୍ୱପ୍ନ ଦେଖିଥିଲେ ହରିୟାଣାର ସୁମନ । ଦୁଇ ମାସ ପରେ ତାଙ୍କର ସେହି ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି । ବିବାହ ପରେ ଯୌତୁକରେ ହୋଣ୍ଡା ସିଟି ଗାଡ଼ି ଏବଂ ୧୦ଲକ୍ଷ ଟଙ୍କା ଆଣି ନ ପାରିବାରୁ ନିର୍ଯାତନା ଦେଇଥିଲେ ଶାଶୁଘର ଲୋକେ । ଯାହାକୁ ସହି…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ଏକଜିଟ ପୋଲ : ବିଜେପି ଆଗୁଆ, ଗଢିପାରେ ସରକାର

ବାଙ୍ଗାଲୋର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ ଗ୍ରହଣ ଶେଷ ହୋଇଛି । ସଂଧ୍ୟା ୬ ଟା ସୁଦ୍ଧା ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି । ମତଦାନ ପରେ ବିଭିନ୍ନ ସର୍ଭେ ସଂସ୍ଥାଙ୍କ ଦ୍ୱାରା କରାଯାଇଥିବା ଏକଜିଟ ପୋଲରେ ବିଜେପି ଆଗୁଆ ଥିବା ଦର୍ଶାଯାଇଛି । ଟାଇମ୍ସ…
ଅଧିକ ଖବର ଦେଖନ୍ତୁ...

କୋଉଠୁ ଆଣିଲ ଏତେ ଜ୍ଞାନ? ଦ୍ୱାଦଶ ଛାତ୍ରଙ୍କୁ ପ୍ରଶ୍ନ କଲେ ବଚ୍ଚନ ସାହେବ, ଜାଣନ୍ତୁ କେଉଁ କରିସ୍ମା ଦେଖାଇ ଛାତ୍ର…

ନୈନିତାଲ: ତାରକା ମାନଙ୍କ କାର୍ଯ୍ୟ ହିଁ ତ ଲୋକଙ୍କ ମନ ଜିତିବା। ମାତ୍ର ନିକଟରେ ଜଣେ ଛାତ୍ର ମହାନାୟକ ଅମିତାଭ ବଚ୍ଚନଙ୍କ ମନ ଜିତି ଚର୍ଚ୍ଚା ପାଲଟିଛନ୍ତି। ଏହି ଛାତ୍ର ଜଣକ ହେଉଛନ୍ତି ସେରବୁଡ଼ କଲେଜର ଅପୂର୍ବ ଗୌରବ ସାହ। ଅପୂର୍ବ ଶୁକ୍ରବାର ଏକ ଟିଭି ଚ୍ୟାନେଲ୍‌ ହେଉଥିବା ‘ବନେଗା ସ୍ୱଚ୍ଛ…
ଅଧିକ ଖବର ଦେଖନ୍ତୁ...

ଦୋକାନରୁ ହୀରାର ମୁଦି ଚୋରି କରିଥିବା ଚୋର ଥିଲା କୋଟିପତି,, ଜାଣନ୍ତୁ ଘଟଣା ଟି କ’ଣ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଜଗତ ଫାର୍ମପାଖରେ ଥିବା ଏକ ଅଳଙ୍କାର ଦୋକାନରୁ ତିନିଲକ୍ଷ ଟଙ୍କାର ହୀରା ମୁଦି ଚୋରି କରିଥିବା ଯୁବକ କୋଟିପତି ଥିବା ଜଣାପଡ଼ିଛି। ତାଙ୍କ ପାଖରେ ଦିଲ୍ଲୀରେ ତିନିଟି କୋଠା ଅଛି। ଯାହର ମୂଲ୍ୟ ପାଖାପାଖି କୋଟିଏ ଟଙ୍କା ହେବ। ଏତଦ୍‌ବ୍ୟତୀତ ତାଙ୍କର ଭଲ…
ଅଧିକ ଖବର ଦେଖନ୍ତୁ...

ଲଢୁଆ ଖେଳ ସତ୍ତ୍ୱେ ପଞ୍ଜାବ ୩୧ ରନରେ ପରାସ୍ତ

ଇନ୍ଦୋର : ସ୍ଥାନୀୟ ହୋଲକାର କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୪ ତମ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ କିଙ୍ଗସ ଏକାଦଶ ପଞ୍ଜାବକୁ ୩୧ ରନରେ ପରାସ୍ତ କରିଛି । କୋଲକତାର ୨୪୫ ରନ ଜବାବରେ ପଞ୍ଜାବ ମଧ୍ୟ ଲଢୁଆ ଜବାବ ଦେଇଥିଲା । କିନ୍ତୁ ଦଳ ୨୧୪ ରନ କରିବାକୁ ସକ୍ଷମ ହୋଇଥିଲା ।…
ଅଧିକ ଖବର ଦେଖନ୍ତୁ...

ହୃଦ୍‌ଘାତରେ ଚାଲିଗଲେ ଓଲିଉଡ୍‌ର ମାଆ! ଆପଣ ଶରୀରରେ ଏହି ସବୁ ଲକ୍ଷଣ ଦେଖା ଦେଉଛି କି? ତୁରନ୍ତ ହୁଅନ୍ତୁ ସାବଧାନ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତାନାମା କଳାକାର ଅନୀତା ଦାସଙ୍କ ପରଲୋକ ପରେ ଓଲିଉଡ୍‌ ଇଣ୍ଡଷ୍ଟ୍ରି ଜଣେ ମହାନ ମାଆଙ୍କୁ ହରାଇଛି। ସେ ଶୁକ୍ରବାର କଟକସ୍ଥିତ ନିଜ ବାସଭବନରେ ଦୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ତାଙ୍କର ହୃଦ୍‌ଘାତ ହେବା ପରେ ଡାକ୍ତର ଆସି ପହଞ୍ଚିବା ପୂର୍ବରୁ ଶେଷ…
ଅଧିକ ଖବର ଦେଖନ୍ତୁ...

ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର, ଏଣିକି ଏହି ଜମାଖାତାରେ ସର୍ବନିମ୍ନ ରାଶି ରଖିବାକୁ ପଡ଼ିବ ନାହିଁ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସ୍‌ବିଆଇ) ଗ୍ରାହକଙ୍କ ପାଇଁ ଏମିତି ଏକ ଜମାଖାତା ଘୋଷଣା କରିଛି। ଯେଉଁଥିରେ ସର୍ବନିମ୍ନ ରାଶି ରଖିବାକୁ ପଡ଼ିବ ନାହିଁ। ଏହି ସୁବିଧା କେବଳ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ମିଳିବ। ଯେଉଁଲୋକମାନେ ନିଜ ଜମାଖାତାରେ ସର୍ବନିମ୍ନ ରାଶି ରଖିବାକୁ ନେଇ ଚିନ୍ତାରେ…
ଅଧିକ ଖବର ଦେଖନ୍ତୁ...

ଏକଜିଟ ପୋଲ୍ : କର୍ଣ୍ଣାଟକରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ, ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ନେବ ଜେଡିଏସ୍

ବାଙ୍ଗାଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି । ଏହି ନିର୍ବାଚନ ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି । କର୍ଣ୍ଣାଟକ ପରି ଏକ ବଡ଼ ରାଜ୍ୟକୁ ନିଜ ହାତରେ ରଖିବାକୁ କଂଗ୍ରେସ ଚାହୁଁଥିବାବେଳେ ବିଜେପି ୨୦୧୯…
ଅଧିକ ଖବର ଦେଖନ୍ତୁ...