Daily Archives

May 12, 2018

୧୩ ବର୍ଷର ବାଳକକୁ ବିବାହ କଲେ ୨୩ ବର୍ଷୀୟା ଯୁବତୀ! କାରଣ ଜାଣିଲେ ଆପଣ ଚକିତ ହୋଇଯିବେ

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶର କୁରୁନୁଲ୍‌ ଜିଲ୍ଲାର ଉପରହାଲ ଗ୍ରାମରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ଗତମାସ ଜଣେ ୧୩ ବର୍ଷିଅ ଯୁବକ ନିଜ ମାଆଙ୍କ ଇଚ୍ଛା ପୂରା କରିବା ପାଇଁ ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ବିବାହ କରିଥିବା ପୁଲିସ୍‌ ଶନିବାର ସୂଚନା ଦେଇଛି। ବାଳକର ମାଆ ଚାହୁଁଥିଲେ କି…
ଅଧିକ ଖବର ଦେଖନ୍ତୁ...

ଏହି ୫ ପରିସ୍ଥିତିରେ ବ୍ୟକ୍ତି ଜୀବନରୁ ହଜିଯାଏ ସୁଖ! ଜାଣନ୍ତୁ କ’ଣ ସେହି ପରିସ୍ଥିତି

ଜ୍ଞାନୀଗୁଣୀ କୁହନ୍ତି ଆମ ନିଜ ମନର ଶାନ୍ତି କ୍ଷୁର୍ଣ୍ଣ କରିବା ପାଇଁ ଅନ୍ୟକୁ ସୁଯୋଗ ଦେବା ଅନୁଚିତ। ମଣିଷ ମନର ଶାନ୍ତି କ୍ଷୁର୍ଣ୍ଣ ନିଜ କାରଣରୁ ହିଁ ହୋଇଥାଏ। ମାତ୍ର ଆଚାର୍ଯ୍ୟା ଚାଣକ୍ୟଙ୍କ କହିବା ଅନୁଯାୟୀ ଏମିତି କେତେକ ପରିସ୍ଥିତି ଆସେ ଯାହା ଜଣେ ବ୍ୟକ୍ତି ଜୀବନରୁ ସୁଖ, ଶାନ୍ତି ଛଡ଼ାଇ…
ଅଧିକ ଖବର ଦେଖନ୍ତୁ...

ରନର ପାହାଡ଼ ଛିଡା କଲା କୋଲକତା, ପଞ୍ଜାବ ଆଗରେ ୨୪୬ରନର ଲକ୍ଷ୍ୟ

ଇନ୍ଦୋର : ସ୍ଥାନୀୟ ହୋଲକାର କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୪ ତମ ମ୍ୟାଚରେ  କୋଲକତା ନାଇଟ ରାଇଡର୍ସ  ରନ ବର୍ଷା କରିଛି । ଦଳ ପକ୍ଷରୁ ସୁନୀଲ ନାରିନ ଓ ଦିନେଶ କାର୍ତ୍ତିକଙ୍କ ଲଢୁଆ ବ୍ୟାଟିଂ ଓ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଯୋଗଦାନ ଫଳରେ ୬ ଓ୍ଵିକେଟ ହରାଇ ୨୪୫ ରନ…
ଅଧିକ ଖବର ଦେଖନ୍ତୁ...

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିଲା : ନଓ୍ଵାଜ ସରିଫ

ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ଏକ ବଡ଼ ଖୁଲାସା କରିଛନ୍ତି। ସେ  ସ୍ୱୀକାର କରିଛନ୍ତି ଯେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ଥିଲା । ପାକିସ୍ତାନୀ ଖବରକାଗଜ ଡନକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ପାକିସ୍ତାନରେ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ଏନ୍‌ଆଇଟି ଲ୍ୟାବ୍‌ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ରାଉରକେଲା: ରାଉରକେଲା ଏନ୍‌ଆଇଟିର କମ୍ପ୍ୟୁଟର ସାଇନ୍ସ ବିଭାଗରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମାଗ୍ରୀ ନଷ୍ଟ ହୋଇଯାଇଛି। ତେବେ ଏସି ସଟସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଅଗ୍ନିକାଣ୍ଡ ଘଟିବା ସମୟରେ ଲ୍ୟାବ୍‌ ହଲ ଓ…
ଅଧିକ ଖବର ଦେଖନ୍ତୁ...

ବିବାହ ପରେ ସୋନମ ଓ ଆନନ୍ଦଙ୍କ ପ୍ରଥମ ରୋମାଣ୍ଟିକ ଫଟୋ ଭାଇରାଲ

ନୂଆଦିଲ୍ଲୀ: ସୋନମ କପୁର ଓ ଆନନ୍ଦ ଆହୁଜାଙ୍କ ବିବାହ ମଇ ୮ତାରିଖରେ ସମ୍ପନ୍ନ ହୋଇଛି। ଦୁହିଁଙ୍କ ବିବାହ ଉତ୍ସବର ବିଭିନ୍ନ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ସେଥିମଧ୍ୟରୁ କିଛି ଭାଇରାଲ ବି  ହୋଇଛି। ଦର୍ଶକ  ସୋନମଙ୍କ ଫଟୋ ଓ ଭିଡିଓକୁ ଖୁବ ପସନ୍ଦ କରିଥିଲେ। ବିବାହ ପରେ…
ଅଧିକ ଖବର ଦେଖନ୍ତୁ...

ନିଅାଁ : ନିମିଷକ ମଧ୍ୟରେ ୧୮ଟି ପରିବାରର ୪୦ବଖରା ଘର ଭସ୍ମୀଭୂତ

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ୍‌ ନଳଗୋହିରା ପଞ୍ଚାୟତ ନୂଆଗାଁରେ ଶନିବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୮ଟି ପରିବାରର ପାଖାପାଖି ୪୦ବଖରା ଘର ଜଳି ଛାର୍‌ଖାର୍‌ ହୋଇଯାଇଛି। ଏଥିସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗାଁରେ…
ଅଧିକ ଖବର ଦେଖନ୍ତୁ...

ମମତାଙ୍କୁ ହତ୍ୟା କରିବାର ସୁପାରି କିଏ ଦେଲା? କାହାକୁ ଇଙ୍ଗିତ କରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଣିଛନ୍ତି ଏକ ସଙ୍ଗୀନ ଅଭିଯୋଗ । ସେ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପାଇଁ ଏକ ରାଜନୈତିକ ଦଳ ଉଦ୍ୟମ କରୁଛି । ଏଥିପାଇଁ ଭଡାଟିଆ ହତ୍ୟାକାରୀଙ୍କୁ ନିୟୋଜିତ କରାଯାଇଛି। ତାଙ୍କୁ ଏହି ସୂଚନା ପୁଲିସ ପକ୍ଷରୁ ଦିଆଯାଇଛି ବୋଲି…
ଅଧିକ ଖବର ଦେଖନ୍ତୁ...

ରମଜାନ ହେଉ ବା ଅମରନାଥ ଯାତ୍ରା, କାଶ୍ମୀରରେ ଅପରେସନ ଚାଲିବ : ସେନା

ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରୁ ଆରମ୍ଭ ହେଉଥିବା ରମଜାନ ମାସ ଓ ଜୁନ ୨୬ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରା ବେଳେ ଜାମ୍ମୁ ଓ କାଶ୍ମୀରରେ ସେନା ପକ୍ଷରୁ ଚାଲିଥିବା ଆତଙ୍କବାଦ ବିରୋଧୀ ଅଭିଯାନ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଭାରତ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଆପେଲ ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍‌ସ ମୃତ୍ୟୁର ଟିକିଏ ପୂର୍ବରୁ କହିଗଲେ ଏମିତି କିଛି କଥା, ଯାହା ପାଲଟିଲା ଅନେକଙ୍କ…

ନୂଆଦିଲ୍ଲୀ: ଷ୍ଟିଭ୍‌ସ ଜବ୍‌ସଙ୍କୁ କିଏ ବା ଜାଣେନା! ଦୁନିଆର ସବୁଠାରୁ ବଡ଼ ମୋବାଇଲ୍‌ କମ୍ପାନି ‘ଆପେଲ୍‌’ର ପ୍ରତିଷ୍ଠାତା ଷ୍ଟିଭ୍‌ ଜବ୍‌ସ ବ୍ୟବସାୟ ଜଗତର ସବୁଠାରୁ ସଫଳ ବ୍ୟକ୍ତିଙ୍କ ମଧ୍ୟରେ ଆସନ୍ତି। ବ୍ୟବସାୟରେ ସଫଳ ହେବା ପାଇଁ ଲୋକେ ତାଙ୍କୁ ଅନୁସରଣ କରିଥାନ୍ତି। ଆପେଲ୍‌ କମ୍ପାନି…
ଅଧିକ ଖବର ଦେଖନ୍ତୁ...