Daily Archives

May 13, 2018

ବଟଲରଙ୍କ ଲଢୁଆ ବ୍ୟାଟିଂ, ମୁମ୍ବାଇ ଇଣ୍ଡିଆନ୍ସକୁ ୭ୱିକେଟରେ ପରାସ୍ତ କଲା ରାଜସ୍ଥାନ

ଏଭିନ ଲୁଇସଙ୍କ ଅର୍ଦ୍ଧଶତକ, ମୁମ୍ବାଇ ୧୬୮/୬ ମୁମ୍ବାଇ : ସ୍ଥାନୀୟ ଓ୍ଵାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୭ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ  ମୁମ୍ବାଇ ଇଣ୍ଡିଆନ୍ସକୁ ୭ୱିକେଟରେ ପରାସ୍ତ କରିଛି । ମୁମ୍ବାଇର ୧୬୮/୬ ଜବାବରେ ରାଜସ୍ଥାନ ଜସ ବଟଲରଙ୍କ ଲଢୁଆ ୯୪ (୫୩ ବଲ, ୯…
ଅଧିକ ଖବର ଦେଖନ୍ତୁ...

ଦୈନିକ ‘ବଚ’ ସେବନ, ଦୂରରେ ରଖେ ଅନେକ ରୋଗ

ନୂଆଦିଲ୍ଲୀ: ସ୍ୱାଦରେ ମିଠା ଲାଗୁଥିବା ବଚରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଯେପରିକି କ୍ୟାଲସିୟମ , ଗ୍ଲିସରାଇଜିକ୍‌ ଏସିଡ଼ , ଆଣ୍ଟି- ଅକ୍ସିଡ଼େଣ୍ଟ ଏବଂ ପ୍ରୋଟିନ୍‌ ଭରପୁର ମାତ୍ରାରେ ରହିଥାଏ । ଏହାର ବ୍ୟବହାର ଶରୀରର ବିଭିନ୍ନ ପ୍ରକାରର ରୋଗ ପାଇଁ ରାମବାଣ ସଦୃଶ କାମ କରିଥାଏ । ଏହାକୁ ସେବନ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ମାଓ-ପୁଲିସ ଗୁଳି ବିନିମୟ, ୪ ମାଓବାଦୀ ମୃତ

ଫୁଲବାଣୀ : ବେଶ୍‌ କିଛିଦିନର ବ୍ୟବଧାନରେ ପରେ ଆଜି ସନ୍ଧ୍ୟାରେ କନ୍ଧମାଳରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଦୁଇଜଣ ମହିଳା ମାଓବାଦୀଙ୍କ ସମେତ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ପୁଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବହୁ ମାଓ ସାମଗ୍ରୀ ଜବତ…
ଅଧିକ ଖବର ଦେଖନ୍ତୁ...

ମା’ ରଖିଥିବା କୋଡ଼୍‍ ଓ୍ଵାର୍ଡ଼ ପାଇଁ ଅପହରଣରୁ ବର୍ତ୍ତିଲେ ନାବାଳିକା,ଜାଣନ୍ତୁ କୋର୍ଡ଼ ଓ୍ଵାର୍ଡ଼ ପଛର କାହାଣୀ

ଗାଜିଆବାଦ୍‌ : ଆଜିକାଲି ଦେଶର ପ୍ରତିଟି କୋଣରେ ଛୋଟ ପିଲମାନଙ୍କୁ ଅପହରଣ କରାଯାଇ ଶିଶୁ ଶ୍ରମିକଭାବେ କାମ କରାଇବା ପାଇଁ ଅନ୍ୟ ରାଜ୍ୟ ବା ଦେଶକୁ ପଠାଯାଉଛି । ତେବେ ଏହି ବିପଦରୁ ନିଜ ପିଲାଙ୍କୁ ବଞ୍ଚାଇବା ପାଇଁ ଗାଜିଆବାଦ୍‌ର ଜଣେ ମହିଳା ନେଇଥିବା ପଦକ୍ଷପକୁ ଏବେ ସମସ୍ତେ ପ୍ରଶଂସା କରିବା…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ ମୁହାଁମୁହିଁ ଧକ୍କା, ୧ମୃତ ୨ ଗୁରୁତର

ଭଦ୍ରକ: ଭଦ୍ରକ ଆଗରପଡା ରାସ୍ତାରେ ଆଜି ସଂଧ୍ୟାରେ ଦୁଇ ବାଇକ ମୁହାଁମୁହିିଁ ଧକ୍କା ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ଭଣ୍ଡାରିପୋଖରୀ ଅଞ୍ଚଳର ଭୀମ ବାରିକ ଓ ଆହତ ଦୁଇ…
ଅଧିକ ଖବର ଦେଖନ୍ତୁ...

‘ଦର୍ଶକଙ୍କୁ କନ୍ଦାଇବାରେ ଖୁସି ମିଳିଥାଏ’: ଆଲିଆ ଭଟ୍ଟ

ନୂଆଦିଲ୍ଲୀ : ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ତାଙ୍କର ରାଜୀ ଚଳଚ୍ଚିତ୍ର ପାଇଁ ଚର୍ଚ୍ଚାରେ ରହିଛନ୍ତି। ଭାରତ ମହିଳା ଦୂତ ଉପରେ ଆଧାରିତ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବହୁଳ ମାତ୍ରାରେ ପସନ୍ଦ ଆସିଥିବା ବେଳେ ବକ୍ସଅଫିସରେ ମଧ୍ୟ ବହୁ ଭଲ ରୋଜଗାର କରୁଛି। ତେବେ ନିକଟରେ ଏକ ମିଡ଼ିଆ…
ଅଧିକ ଖବର ଦେଖନ୍ତୁ...

ଖରାଦିନେ ଏହି ସବୁ ଜିନିଷ ଖାଇଲେ ଶରୀରରେ ଏହାର ଭଲ ପ୍ରଭାବ ପଡ଼ିବା ଅପେକ୍ଷା ଖରାପ ପ୍ରଭାବ ପଡ଼ିଥାଏ

ଖରାଦିନେ ସାଧାରଣତଃ ଲୋକମାନେ କଠିନ ପଦାର୍ଥକୁ ଛାଡ଼ି ତରଳ ପଦାର୍ଥକୁ ଖାଇବାକୁ ପସନ୍ଦ କରିଥାନ୍ତି । ଖରା ବଢ଼ିବା ସହ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ଏହି ସମୟରେ ଯଦି ଆପଣ ଠିକ୍‌ ଖାଦ୍ୟ ନ ଖାଉଛନ୍ତି ତେବେ ଅସୁବିଧାରେ ପଡ଼ିବାର ସମ୍ଭାବନା ବଢ଼ି ଯାଇଥାଏ । ବେଳେ ବେଳେ ଲୋକମାନେ ଖରାଦିନେ…
ଅଧିକ ଖବର ଦେଖନ୍ତୁ...

ବିବାହ ପାଇଁ ମନା କରିବାରୁ ୬ସନ୍ତାନର ମା’ ପ୍ରେମିକ ଉପରେ ପକାଇଲେ ଏସିଡ଼

ମୁଜାଫରନଗର: ଏକତରଫା ପ୍ରେମ କରି ପ୍ରେମିକଙ୍କର ମହିଳାଙ୍କ ଉପରେ ଏସିଡ଼ ଆକ୍ରମଣ ଘଟଣା ଆପଣ ବହୁତ ଥର ଶୁଣିଥିବେ । କିନ୍ତୁ ନିକଟ ଅତୀତରେ ଉତ୍ତରପ୍ରଦେଶ ମୁଜାଫରନଗରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ୬ ସନ୍ତାନ ଧାରୀ ମହିଳାଙ୍କୁ ବିବାହ ପାଇଁ ମନା କରିବାରୁ ପ୍ରେମିକଙ୍କୁ ମହିଳା…
ଅଧିକ ଖବର ଦେଖନ୍ତୁ...

‘ବିରେ ଦି େଓ୍ଵଡ଼ିଙ୍ଗ୍‌’ରେ କାମ କରିଛନ୍ତି ସଲମାନଙ୍କ ପ୍ରେମିକା,୪୦୦ପ୍ରତିଯୋଗୀଙ୍କ ମଧ୍ୟରୁ ତାଙ୍କୁ ବଛା ଯାଇଥିବା ନେଇ…

ମୁମ୍ବାଇ : ଏବେ ଫିଲ୍ମ ‘ବିରେ ଦି େଓ୍ଵଡ଼ିଙ୍ଗ୍‌’କୁ ନେଇ ଚର୍ଚ୍ଚା ଜୋର ଧରିଛି । ଫିଲ୍ମର ଗୀତ ଗୁଡ଼ିକ ସମସ୍ତଙ୍କୁ ପସନ୍ଦ ଆସିଥିବା ବେଳେ କିଛି ଦିନ ତଳେ ରିଲିଜ ହୋଇଥିବା ଟ୍ରେଲର ଦେଖିବା ପରେ ଦର୍ଶକମାନେ ଫିଲ୍ମର ରିଲିଜକୁ ଅନାଇ ବସିଛନ୍ତି । ତେବେ ଫିଲ୍ମକୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

‘ଆଭେଞ୍ଜର ଦେଖ କିଛି ବୁଝିପାରିଲି ନାହିଁ’, କହି ଅଡ଼ୁଆରେ ଅମିତାଭ

ନୂଆଦିଲ୍ଲୀ : କିଛି ଦିନ ହେବ ବଚ୍ଚନ ପରିବାର ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବଚ୍ଚନ ପରିବାରର ବହୁ ଐଶ୍ୱର୍ଯ୍ୟା ନୁଆ ସୋସିଆଲ ମିଡ଼ିଆ ବ୍ୟବହାର କରି ଚର୍ଚ୍ଚାରେ ଆସିଥିବା ବେଳେ ଶ୍ୱଶୁର ଆଭେଞ୍ଜର: ଇନଫିନିଟି ଚଳଚ୍ଚିତ୍ର ଉପରେ ମତ ଦେଇ ବର୍ତ୍ତମାନ ଅଡ଼ୁଆ ପରିସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...