Daily Archives

May 13, 2018

ଏଭିନ ଲୁଇସଙ୍କ ଅର୍ଦ୍ଧଶତକ, ମୁମ୍ବାଇ ୧୬୮/୬

ମୁମ୍ବାଇ : ସ୍ଥାନୀୟ ଓ୍ଵାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୭ତମ ମ୍ୟାଚରେ ମୁମ୍ବାଇ ଇଣ୍ଡଆନ୍ସ ରାଜସ୍ଥାନ ରୟାଲ୍ସ ଆଗରେ ୧୬୯ ରନର ଲକ୍ଷ୍ୟ ରଖିଛି । ଦଳ ପକ୍ଷରୁ ଏଭିନ ଲୁଇସ ମାତ୍ର ୪୨ ବଲରେ ୬୦ ରନ ଓ ସୂର୍ଯ୍ୟ କୁମାର ଯାଦବ ୩୧ ବଲରେ ୩୮ରନ ସଂଗ୍ରହ କରିଛି । ହାର୍ଦ୍ଦିକ…
ଅଧିକ ଖବର ଦେଖନ୍ତୁ...

ନିଜକୁ କ୍ରାଇମବ୍ରାଞ୍ଚ ଅଫିସର କହି ମହିଳାଙ୍କୁ ଫସାଇବା ସହ ଦୁଷ୍କର୍ମ କଲା ଯୁବକ,ଗୋଟେ ଫଟୋରୁ ଫିଟିଲା ଗୁମର

ଦାତିଆ(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ଦାତିଆରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜଣେ ଯୁବକ ନିଜକୁ କ୍ରାଇମ୍‌ବ୍ରାଞ୍ଚର ନିର୍ଦ୍ଦେଶକ ବୋଲି କହି ଖଣ୍ଡଓ୍ଵାରେ ରହୁଥିବା ଜଣେ ଯୁବତୀଙ୍କୁ ଫେସ୍‌ବୁକ୍‌ ମାଧ୍ୟମରେ ଫସାଇବା ସହ ତାଙ୍କୁ ପ୍ରେମ ଜାଲରେ ପକାଇ ତାଙ୍କ ସହ ଦୁଷ୍କର୍ମ…
ଅଧିକ ଖବର ଦେଖନ୍ତୁ...

ଉତ୍ତର-ଭାରତରେ ତାଣ୍ଡର ରଚିଲା ଝଡ଼ବର୍ଷା, ୯ ମୃତ

ନୂଆଦିଲ୍ଲୀ : ବିଗତ କିଛି ଦିନ ଧରି ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଇଥିଲା ଯେ ଉତ୍ତର ଭାରତରେ ପ୍ରବଳ ଝଡ଼ ବର୍ଷା ହେବ । ମାତ୍ର କିଛି ଦିନ ଧରି ଏପରି କିଛି ନ ହେବାରୁ ଲୋକେ ପାଣିପାଗ ବିଭାଗ ଉପରେ ବିରକ୍ତ ହୋଇଥିଲେ । କିିନ୍ତୁ ଆଜି ବିଭାଗର ଚେତାବନୀ ସତ ପ୍ରମାଣିତ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କର ଛୋଟ ସ୍କର୍ଟ କମେଣ୍ଟର ପ୍ରତିବାଦ କରି ଅନ୍ତବସ୍ତ୍ର ପିନ୍ଧି ପ୍ରେଜେଣ୍ଟଟେସନ୍‌ ଦେଲେ ଛାତ୍ରୀ

ନୂଆଦିଲ୍ଲୀ : ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସଂପର୍କକୁ ସମାଜରେ ଖୁବ୍‌ ଉପର ସ୍ତରରେ ଦେଖାଯାଇଥାଏ । ତେବେ ଅନେକ ସମୟରେ ଏପରି ଘଟଣା ସାମ୍ନାକୁ ଆସିଥାଏ ଯାହା ଶିକ୍ଷକଙ୍କ ଚରିତ୍ର ଉପରେ ସୃଷ୍ଟି କରିଥାଏ ପ୍ରଶ୍ନବାଚୀ । ସଂପ୍ରତି ଏହିପରି ଏକ ଅଭାବନୀୟ ଘଟଣା ନ୍ୟୁୟର୍କ ଠାରେ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଯବାନ ହୋଇ ଦେଶକୁ ରକ୍ଷା କରୁଥିବା ବେଳେ ସାମାନ୍ୟ ୫ଲକ୍ଷ ଟଙ୍କା ଓ ଏସି ଦେଇ ନ ପାରିବାରୁ ବେଦି ଉପରେ କନ୍ୟା ଏବଂ ତା’ର…

ଗୋଓ୍ଵାଲିୟର : ଯୌତୁକକୁ ନେଇ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଥମିବାର ନାଁ ନେଉଥିବା ବେଳେ ଏବେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ଯବାନ ହୋଇ ଦେଶକୁ ରକ୍ଷା କରୁଥିବା ବେଳେ ସାମାନ୍ୟ ଯୌତୁକ ପାଇଁ କନ୍ୟାର ପରିବାର ଲୋକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । କନ୍ୟା ଘର ଲୋକେ…
ଅଧିକ ଖବର ଦେଖନ୍ତୁ...

ବସ୍‌ ମଧ୍ୟରେ ଆପତ୍ତିଜନକ କାର୍ଯ୍ୟ କରୁଥିବା ବ୍ୟକ୍ତିର ଭିଡିଓ ସୁଟ୍‌ କରି ଫେସ୍‌ବୁକ୍‌ରେ ପୋଷ୍ଟ କଲେ ଯୁବତୀ

କୋଲକାତା: କୋଲ୍‌କାତାର ଏକ ବସ୍‌ରେ ଜଣେ ବ୍ୟକ୍ତି ଆପତ୍ତିଜନକ କାର୍ଯ୍ୟ କରୁଥିବା ଅଭିଯୋଗରେ ପୁଲିସ୍‌ ଶନିବାର ଉକ୍ତ ଅଭିଯୁକ୍ତକୁ ଗିରଫ କରିଛି। ବସ୍‌ରେ ବ୍ୟକ୍ତି ଜଣକ ଏପରି କରୁଥିବା ବେଳର ୨ ଜଣ ମହିଳା ଭିଡିଓ ରେକର୍ଡ କରି ଫେସ୍‌ବୁକ୍‌ରେ ପୋଷ୍ଟ୍‍ କରିବା ପରେ ଏହି ଘଟଣା ଚାରି ଆଡ଼େ ଖେଳି…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଡ୍ୟାମ୍‌ରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ରର ମୃତ୍ୟୁ

ସମ୍ବଲପୁର: ସମ୍ବଲପୁରସ୍ଥିତ ହୀରାକୁଦ ଡ୍ୟାମ୍‌ରେ ରବିବାର ଅପରାହ୍ନରେ ଜଣେ ଇଞ୍ଜିନିୟରିଂ ଛାତ୍ର ବୁଡ଼ି ଯିବା ହେତୁ ତାଙ୍କର ମୃତ୍ୟୁ ହୋଇଛି। ମୃତ ଇଞ୍ଜିନିୟରିଂ ଛାତ୍ରଙ୍କ ନାମ ସୂର୍ଯ୍ୟ ଗୋପାଲ , ବୟସ ୧୮ବର୍ଷ ଏବଂ ଘର ବ୍ରହ୍ମପୁରର ଖସ୍ତା ସାହିରେ ବୋଲି ଜଣାପଡ଼ିଛି। ସେ ବୀର ସୁରେନ୍ଦ୍ର ସାଏ…
ଅଧିକ ଖବର ଦେଖନ୍ତୁ...

ସେନାକୁ ମିଳିବ ଏହି ଅତ୍ୟାଧୁନିକ ବୁଲେଟ-ପ୍ରୁଫ ଜ୍ୟାକେଟ୍‌, ଏକେ୪୭ ଗୁଳିକୁ ବି ଅଟକାଇ ଦେବ

ନୂଆଦିଲ୍ଲୀ : ଦେଶର ସେନା ପ୍ରାୟ ପ୍ରତିଦିନ ବିଭିନ୍ନ ପ୍ରକାରର ଅପରେସନ କରୁଛି । ସୀମାପାର ଆତଙ୍କବାଦୀ ଓ ପାକିସ୍ତାନ ସେନା ପକ୍ଷରୁ ପ୍ରତିଦିନ ଗୁଳି ବର୍ଷଣ ହେଉଛି । ଏହାଫଳରେ ନିୟମିତ ଭାବେ ଆମ ଜବାନ ମାନେ ସହିଦ କିମ୍ବା ଆହତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଏକ ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଆବଶ୍ୟକ ପଡ଼ିବନି ଔଷଧ; ମାତ୍ର ଏହି ୫ ସରଳ ଉପାୟରେ ଆପଣ ରହିବେ ବେମାର ମୁକ୍ତ!

ସୁସ୍ଥ ଜୀବନ କାହାକୁ ବା ଦରକାର ନାହିଁ! ମାତ୍ର ଆମେ ଚାହିଁଲେ କ’ଣ ସୁସ୍ଥ ରହିବା ଆମ ହାତର କଥା? ଆଜ୍ଞା ହଁ, ବିଲ୍‌କୁଲ୍‌ ହାତର କଥା। ଆମେ ଆଳସ୍ୟାମି ହେତୁ କେତେ କଥାକୁ ଅଣଦେଖା କରିଥାଉ, ଫଳରେ ଆମକୁ ନାନା ରୋଗ ଗ୍ରାସ କରିଥାଏ। କେତୋଟି ଛୋଟ ଛୋଟ କଥାକୁ ଧ୍ୟାନ ଦେବା ଫଳରେ ଆମେ ବେମାରରୁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ପ୍ରକାଶ ପାଇବ ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାଫଳ

ଭୁବନେଶ୍ୱର: ଆସନ୍ତା ସୋମବାର ଅର୍ଥାତ୍‌ ମଇ ୧୪ ତାରିଖରେ କାଉନ୍‌ସିଲ ଫର ଇଣ୍ଡିୟନ ସିର୍ଟିଫିକେଟ ଏଗଜାମିନେସନ୍‌ (ସିଆଇଏସ୍‌ସିଇ) ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାଫଳ ଅପରାହ୍ନ ୩ଟାରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ସିଆଇଏସ୍‌ସିଇ ବୋର୍ଡର ଆଇସିଏସ୍‌ଇ ଦଶମ ଓ ଆଇଏସ୍‌ସି…
ଅଧିକ ଖବର ଦେଖନ୍ତୁ...