Daily Archives

May 13, 2018

ନିଜର ଏକ ଅପାରଗତାକୁ ଗଣମାଧ୍ୟମରେ ସ୍ୱୀକାର କଲେ ବିଗ୍‌ ବି, ଜାଣନ୍ତୁ ବଲିଉଡ୍‌ ସେହେନ୍ସା କ’ଣ କରିବାକୁ ଅସମର୍ଥ

ମୁମ୍ବାଇ: ଭାରତୀୟ ସିନେ ଜଗତର ଜଣେ ମହାନ ପ୍ରତିଭା ବିଗ୍‌ ବି ଶ୍ରୀ ଅମିତାଭ ବଚ୍ଚନ ଜୀ ନିକଟରେ ତାଙ୍କ ସଂପର୍କରେ ଏକ ବିରାଟ ସ୍ୱୀକାରୋକ୍ତି ପ୍ରକାଶ କରିଛନ୍ତି। ଅଭିନୟ ଦୁନିଆର ବାଦ୍‌ଶାହା ବୋଲାଉଥିବା ବିଗ୍‌ ବି ଚଳଚ୍ଚିତ୍ର ନିର୍ଦ୍ଦେଶନା କ୍ଷେତ୍ରରେ ନିଜକୁ ଅକ୍ଷମ ବୋଲି ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଓସ୍କାର ଚିଟଫଣ୍ଡ ଠକେଇ: ଅଭିଯୁକ୍ତ ଦୀପକ ଖତ୍ରିଙ୍କୁ ଗିରଫ ପରେ ୭ଦିନ ରିମାଣ୍ଡରେ ନେଲା ସୁରତ ପୁଲିସ

ଭୁବନେଶ୍ୱର: ଓସ୍କାର ଚିଟଫଣ୍ଡର ଠକେଇର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଦୀପକ ଖତ୍ରିଙ୍କୁ ରବିବାର ସୁରତ ପୁଲିସ ତାଙ୍କ ବାସଭବନରୁ ଗିରଫ କରିଛି। ଗିରଫ ଖତ୍ରିଙ୍କୁ ଆଜି ଭୁବନେଶ୍ୱରର ଏକ ଅଦାଲତରେ ହାଜର କରିବା ସହ ଅଭିଯୁକ୍ତ ଦୀପକଙ୍କୁ ୭ ଦିନ ରିମାଣ୍ଡରେ ନେଇଛି ସୁରତ ପୁଲିସ। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ବେଦୀ ଉପରେ ଟଳି ପଡ଼ିଲେ ବର, ଚେତା ଫେରିବା ପରେ ବାହା ହେବାକୁ ମନା କଲେ କନ୍ୟା

ରାଞ୍ଚି: ବିବାହର ଅଧିକାଂଶ ବିଧି ପୂରା ହୋଇ ସାରିଥାଏ। ବର-କନ୍ୟା ସାତ୍‌ ଫେରେଁ ନେଉଥାନ୍ତି। ହଠାତ୍‌ ବର ବେହୋସ ହୋଇ ବିବାହ ମଣ୍ଡପରେ ଟଳି ପଡ଼ିଲେ। ବରକୁ ହଠାତ ବେହୋସ ହେବା ସହ ମୁହଁରୁ ଛେପ ବାହାରୁଥିବାର ଦେଖି ଭୟଭୀତ ହୋଇଗଲେ କନ୍ୟା। ଭୟରେ ସେ ବିବାହ କରିବାକୁ ମନା କରିଦେଲେ।  ଖାଲି…
ଅଧିକ ଖବର ଦେଖନ୍ତୁ...

ଦୁଇ ପିଲାଙ୍କ ମାଆ ଅବିବାହିତ ପ୍ରେମିକ ସହ କଲା ଆତ୍ମହତ୍ୟା

ବରଗଡ଼: ବରଗଡ ଜିଲ୍ଲା ଗ୍ରୀଂଜେଲ ଗ୍ରାମରେ ଏକ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ରବିବାର ଶୁଣିବାକୁ ମିଳିଛି। ସୂଚନାଯୋଗ୍ୟ, ଗ୍ରୀଂଜାଲ ଗ୍ରାମର ଭାଲୁ ଡୁଙ୍ଗରୀ ନିକଟସ୍ଥ ଏକ ମହୁଲ ଗଛରେ ମହିଳାଙ୍କ ପିନ୍ଧା ଶାଢ଼ୀରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଏହାପରେ ପରେ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ପୁଲିସ ଗୁଳିରେ ୪ମାଓବାଦୀ ନିହତ

କନ୍ଧମାଳ: କନ୍ଧମାଳ ସୁଦୂରକୁମ୍ପାରେ ରବିବାର ଅପରାହ୍ନରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୁଲିସ ଗୁଳିରେ ୪ ମାଓବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ୮ଟି ବନ୍ଧୁକ ଓ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ ହୋଇଛି। ୮ଟି ବନ୍ଧୁକ ଭିତରେ ଏକେ-୪୭ ଓ ଇନ୍‌ସାସ୍‌ ରହିଛି।…
ଅଧିକ ଖବର ଦେଖନ୍ତୁ...

୬୨ ବଲରେ ୧୦୦ ମାରିଲେ ରାୟଡୁ, ୮ ଓ୍ଵିକେଟରେ ଜିତିଲା ଚେନ୍ନାଇ

ପୁନେ : ଅମ୍ବାତି ରାୟଡୁଙ୍କ ୬୨ ବଲରେ ଶତକ ଫଳରେ ଚେନ୍ନାଇ ସୁପକିଙ୍ଗସ ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟରେ ପରାସ୍ତ କରିଛି ।  ହାଇଦ୍ରାବାଦର ୧୮୦ ରନ ଟାର୍ଗେଟ କୁ ଚେନ୍ନାଇର ଦୁଇ ଓପନର ରାୟଡୁ ଓ ସେନ ଓ୍ଵାଟସନ ଙ୍କ ଦୃଢ ବ୍ୟାଟିଂ ଫଳରେ ସହଜରେ ହାସଲ କରିନେଇଛି । ରାୟଡୁ ୬୨ ବଲରେ ୭ ଛକା…
ଅଧିକ ଖବର ଦେଖନ୍ତୁ...

ପିଆଜକୁ ୪ ଖଣ୍ଡ କରି କାଟି ଦିଅନ୍ତୁ, ତାହାକୁ ନିଜ ଘରେ ରଖନ୍ତୁ; ତାପରେ ଦେଖନ୍ତୁ ଚମତ୍କାର!

ପିଆଜ କେବଳ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଏକ ମସଲା ନୁହେଁ। ଏଥିରେ ବହୁ ଗୁଣ ରହିଛି ବୋଲି ଆପଣ ଜାଣିଥିବେ ନିଶ୍ଚୟ। ଥଣ୍ଡା, କଫ, ଜ୍ୱର ଆଦି ପାଇଁ ପିଆଜ ଖାଇବା ଖୁବ୍‌ ଭଲ ହୋଇଥାଏ। ହଜମ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ସହ ଏହା ଏଥିରେ ଥିବା ସଲ୍‌ଫ୍ୟୁରିକ୍‌ ଯୌଗିକ ରକ୍ତକୁ ସ୍ୱଚ୍ଛ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ପ୍ରବଳ ଧୂଳିଝଡ଼, ଦିନଦ୍ୱିପହରରେ ରାସ୍ତାଘାଟ ଅନ୍ଧାର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣାରେ ଆଜି ଅପରାହ୍ନରେ ପୁଣି ଥରେ ଧୂଳି ଝଡ଼ ହୋଇଛି । ଘଣ୍ଟା ପ୍ରତି ୧୦୯ କିଲୋମିଟର ବେଗରେ ପବନ ବୋହିବା ସହ ରାସ୍ତାଘାଟ ଅନ୍ଧାର ହୋଇଯାଇଛି । ଏହା ଫଳରେ ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ ହେବା ସହ ଦିଲ୍ଲୀର ଇନ୍ଦିରାଗାନ୍ଧି…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୯ ମୃତ

କାବୁଲ : ଆଫଗାନିସ୍ତାନର ଜଲାଲାବାଦ ସହରରେ ଥିବା ଏକ ସରକାରୀ କୋଠାରେ ଆଜି ଆତ୍ମଘାତୀ ବୋମା ବିସ୍ଫୋରଣ ହେବାରୁ ଅତିକମରେ ୯ ଲୋକଙ୍କ ମୃତ୍ୟୁ ଓ ୩୬ ଜଣ ଆହତ ହୋଇଥିବା ଜଣାଯାଇଛିି । ନଙ୍ଗରହର ରାଜ୍ୟର ଗଭର୍ଣ୍ଣରଙ୍କ ମୁଖପାତ୍ର ଅତାହୁଲ୍ଲା ଖୋଗ୍ୟାନି କହିଛନ୍ତି ଯେ ଆତ୍ମଘାତୀ ଆତଙ୍କବାଦୀ ଏକ…
ଅଧିକ ଖବର ଦେଖନ୍ତୁ...

ଏହି ମନ୍ଦିରରେ ସୂର୍ଯ୍ୟାସ୍ତ ପରେ ରହିଲେ ମଣିଷ ପାଲଟି ଯାଆନ୍ତି ପଥର! ଜାଣନ୍ତୁ କେଉଁ ଅଭିଶାପର ଏହି ପରିଣାମ

ଜୟପୁର: ପ୍ରତ୍ୟେକ ମନ୍ଦିର ପଛରେ କିଛି ନା କିଛି ଲୋକକଥା କିମ୍ବା କାହାଣୀ ରହିଛି। କେଉଁଠି ଆଶୀର୍ବାଦ, କେଉଁଠି ଅଭିଶାପ ତ ପୁଣି କେଉଁଠି ରହିଛି ଚମତ୍କାରୀ କଥା। ସେହିପରି ଏକ ମନ୍ଦିର ହେଉଛି ରାଜସ୍ଥାନସ୍ଥିତ ବର୍ମର ଜିଲ୍ଳାର କିରଡୁ ମନ୍ଦିର। ଜିଲ୍ଲାରୁ ୩୫ କିଲୋମିଟର ଦୂରରେ ଥିବା ଥର୍‌…
ଅଧିକ ଖବର ଦେଖନ୍ତୁ...