Daily Archives

May 14, 2018

ପେନସନ ଫର୍ମରେ ସେଲଫି ଫଟୋ ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ : ପେନସନ ପାଇଁ ଉଦ୍ଦିଷ୍ଟ ଆବେଦନ ଫର୍ମ ରେ ସେଲଫି ଫଟୋ, କଳା ଚଷମା ପିନ୍ଧା ଫଟୋ ଆଦି ଚଳିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଦେଇଛନ୍ତି । କେନ୍ଦ୍ର ସରକାରଙ୍କ କର୍ମଚାରୀ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରାଳୟ ବିଭାଗ ପକ୍ଷରୁ ଏ ନେଇ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ସୂଚୀତ…
ଅଧିକ ଖବର ଦେଖନ୍ତୁ...

ଅର୍ଜୁନ କପୁରଙ୍କ ତନ୍ଦରୁସ୍ତିର ରାଜ୍‌ ହେଉଛି ଚୁମେ ମେଁ ଚଓ୍ଵନପ୍ରାସ

ନୂଆଦିଲ୍ଲୀ: ବଲିଉଡ଼ର ସୁପରଷ୍ଟାର ଅର୍ଜୁନ କପୁରଙ୍କୁ ଚୁମେ ମେଁ  ଚଓ୍ଵନପ୍ରାୟସ ପସନ୍ଦ ବୋଲି ଜଣାପଡ଼ିଛି । ପ୍ରକୃତ କଥା ହେଉଛି, ନିକଟରେ ଚଳଚ୍ଚିତ୍ର ‘ଭାବେଶ ଯୋଷୀ ସୁପର ହିରୋ’ର ନୂତନ ଗୀତ ‘ତେରେ ଚୁମେ ମେ ଚଓ୍ଵନପ୍ରାସ .. ମେରୀ ତନ୍ଦରୁସ୍ତି କା ରାଜ’ ଗୀତର ଟ୍ରେଲର ରିଲିଜ ହୋଇଛି। ଏଥିରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତୁ ଜାଣିବା, କାହିଁକି ହୁଏ ଫୁଡ୍‌ ପଏଜନିଂ ଏବଂ କ’ଣ ରହିଛି ଏହାର ଘରୋଇ ଉପଚାର

ନୂଆଦିଲ୍ଲୀ: ସଂପ୍ରତି ଲୋକମାନଙ୍କର ଖାଦ୍ୟପେୟଠିକ ରହୁ ନଥିବା ଯୋଗୁଁ ଶରୀରରେ ଅନେକ ପ୍ରକାରର ରୋଗ ଦେଖାଯାଉଛି। ଏଥି ମଧ୍ୟରୁ ସାଧାରଣତଃ ଫୁଡ୍‌ ପଏଜନିଂ, ଅଧିକ ମାତ୍ରରେ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳିଥାଏ । ଏହାଘାତକ ରୋଗ ହୋଇ ନଥିଲେ ସୁଦ୍ଧା ବେଳେବେଳେ ଏହା ପ୍ରାଣଘାତକ ସାଜିଥାଏ ।…
ଅଧିକ ଖବର ଦେଖନ୍ତୁ...

‘ଠଗ୍ସ ଅଫ ହିନ୍ଦୁସ୍ତାନ’ ପାଇଁ କ୍ୟାଟ୍ରିନାଙ୍କ ଡ଼୍ୟାନ୍ସ ଅଭ୍ୟାସ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଟାଇଗର ଗର୍ଲ କ୍ୟାଟ୍ରିନା ନିଜର ପରିଶ୍ରମ ଏବଂ ସାଧନା ବଳରେ ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ପ୍ରସ୍ତୁତ କରିଛନ୍ତି । ତେବେ ବର୍ତ୍ତମାନ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ଠଗ୍ସ ଅଫ ହିନ୍ଦୁସ୍ତାନର ସୁଟିଂରେ ବ୍ୟସ୍ତ ରହିଥିବା ବେଳେ ଏନେଇ ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଇନଷ୍ଟାଗ୍ରାମରେ ୧୪୦ ବେଗରେ ଗାଡ଼ି ଚାଲାଉଥିବା ଭିଡ଼ିଓ କରିବା ସମୟରେ ଦୁର୍ଘଟଣା ହେତୁ ଯୁବକଙ୍କ ମୃତ୍ୟୁ

ପୁଣେ: ଆଜିକାଲି ସୋସିଆଲ ମିଡ଼ିଆରେ ଜୀବନର ସମସ୍ତ ଗତିବିଧି ବିଷୟରେ ପୋଷ୍ଟ କରିବା ଯେପରି ଯୁବପିଢ଼ିଙ୍କ ପାଇଁ ଏକ ନିଶା ପାଲଟିଛି। ଯୁବପିଢ଼ି ସୋସିଆଲ ମିଡ଼ିଆରେ କେବଳ କିଛି ଲାଇକ୍‌ ପାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ସୁଦ୍ଧା ପଛଘୁଞ୍ଚା ଦେଉନାହାନ୍ତି । ଏଭଳି ଏକ ଅଭାବନୀୟ ଘଟଣା ପୁଣେର…
ଅଧିକ ଖବର ଦେଖନ୍ତୁ...

ଜି-ମେଲ୍‌ର କନ୍‌ଫିଡ଼େନ୍ସିଆଲ୍‌ ଫିଚର: ସୁରକ୍ଷିତ ଏବଂ ନିର୍ଦ୍ଧାରିତ ସମୟ ପାଇଁ ଗ୍ରାହକ ପଠାଇପାରିବେ ଡ଼ାଟା

ନୂଆଦିଲ୍ଲୀ : କିଛି ଦିନ ହେବ ସୋସିଆଲ ମିଡ଼ିଆ ସାଇଟ୍‌ଗୁଡ଼ିକରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ କରାଯାଉଛି। ବର୍ତ୍ତମାନ ଏହି ତାଲିକାରେ ଗୁଗୁଲ ମଧ୍ୟ ସାମିଲ ହୋଇଛି। ଏବେ ଏହା ପରିବର୍ତ୍ତନ ହୋଇ ମାଇକ୍ରୋସପ୍ଟ ଆଉଟଲୁକ୍‌ ସଦୃଶ ଦେଖାଯାଉଛି। ଗୁଗୁଲର ଇଣ୍ଟରଫେନ୍ସରେ ଯେ ଖାଲି ପରିବର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

ବାଙ୍ଗାଲୋରର ବୃହତ ବିଜୟ, ୧୦ ଓ୍ଵିକେଟରେ ଜିତିଲା

ଇନ୍ଦୋର : ଇନ୍ଦୋରର ହୋଲକାର ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୮ ତମ ମ୍ୟାଚରେ ଶୋଚନୀୟ ଭାବେ ପରାଜୟ ବରଣ କରିଛି କିଙ୍ଗସ ଏକାଦଶ ପଂଜାବ । ଦଳର ୮୯ ରନ ଟାର୍ଗେଟକୁ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ମାତ୍ର ୮.୧ ତମ ଓଭରରେ ହାସଲ କରିନେଇଥିଲା । ବାଙ୍ଗାଲୋର ଦଳ ପକ୍ଷରୁ ଅଧିନାୟକ ବିରାଟ…
ଅଧିକ ଖବର ଦେଖନ୍ତୁ...

ପୁଲିସର ବର୍ବରତା: ଯେଉଁ ଦୁଷ୍କର୍ମ ପୀଡ଼ିତାଙ୍କୁ ସାହାଯ୍ୟ କରିଥିଲେ ତାଙ୍କୁ ହିଁ ପୁଣି ଥରେ ଦୁଷ୍କର୍ମ କଲେ ପୁଲିସ…

ହମିତପୁର : ଉତ୍ତରପ୍ରଦେଶର ହମିତପୁର ଠାରେ ଦେଖିବାକୁ ମିଳିଛି ପୁଲିସ ଅଧିକାରୀଙ୍କ ଦ୍ୱାରା ହୋଇଥିବା ଏକ ଅଭାବନୀୟ ଘଟଣା । ଜନୈକା ଦୁଷ୍କର୍ମ ପୀଡ଼ିତା ମହିଳାଙ୍କୁ ଯେଉଁ ପୁଲିସ୍‌ ଅଧିକାରୀ ସାହାଯ୍ୟ କରିଥିଲେ, ପରେ ସେଇ ପୁଲିସ ଅଧିକାରୀ ହିଁ ତାଙ୍କୁ ଦୁଷ୍କର୍ମ କରିଥିବା ଘଟଣା ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଠିକ୍‌ ସମୟରେ ମାସିକ ଧର୍ମ ହେବାରେ ଅସୁବିଧା ହେଉଥିଲେ ଡାଏଟ୍‌ରେ ସାମିଲ କରନ୍ତୁ ଏହି ୪ଟି ଜିନିଷ

ମହିଳାମାନଙ୍କୁ ୩-୪ଦିନ ପର୍ଯ୍ୟନ୍ତ ମାସିକ ଧର୍ମର କଷ୍ଟକୁ ସହିବାକୁ ପଡ଼ିଥାଏ । ସାଧାରଣତଃ ୨୧ଦିନ ପରେ ମହିଳାମାନଙ୍କର ମାସିକଧର୍ମ ହୋଇଥାଏ । କିନ୍ତୁ ବେଳେ ବେଳେ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ । ଯାହାଫଳରେ ମାସିକଧର୍ମ ହେବାରେ ବିଳମ୍ବ ହୋଇଥାଏ । ବିଶେଷ କରି ଠିକ୍‌ ସମୟରେ ନଖାଇବା,…
ଅଧିକ ଖବର ଦେଖନ୍ତୁ...

ପିୟୁଷ ଗୋଏଲଙ୍କୁ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ କିଡନୀ ପ୍ରତ୍ୟାରୋପଣ ହୋଇଥିବାରୁ ରେଳ ଓ ଶକ୍ତି ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଅର୍ଥମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଜେଟଲୀ ସଂପୂର୍ଣ୍ଣ ଆରୋଗ୍ୟ ହେବା ପର୍ଯ୍ୟନ୍ତ ପିୟୁଷ ଏହି ଦାୟିତ୍ୱରେ ରହିବେ । ଅନ୍ୟପକ୍ଷରେ କ୍ରୀଡ଼ା ଓ…
ଅଧିକ ଖବର ଦେଖନ୍ତୁ...