Daily Archives

May 14, 2018

ଗ୍ରାହକଙ୍କୁ ‘ଟେକ୍‌ ଏ ବ୍ରେକ୍‌’ ଫିଚର ଦେଲା ୟୁଟ୍ୟୁବ୍‌: ଭିଡ଼ିଓ ମଧ୍ୟରେ ମନଇଚ୍ଛା ନେଇ ପାରିବେ ବିରତି

ନୂଆଦିଲ୍ଲୀ: ୟୁଟ୍ୟୁବ ଏହାର ଗ୍ରାହକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନିୟମିତ ଭାବେ ଏହାର ଫିଚର ସବୁର ଅପଡେସନ କରୁଛି। ବର୍ତ୍ତମାନ ୟୁଟ୍ୟୁବ ଗ୍ରାହକମାନଙ୍କ ପାଇଁ ‘ଟେକ୍‌ ଏ ବ୍ରେକ୍‌’ ନାମରେ ଏକ ନୂତନ ଫିଚର ଲଞ୍ଚ କରିଛି। ଏହି ଫିଚର ଦ୍ୱାରା ଗ୍ରାହକମାନଙ୍କ ପାଇଁ ୟୁଟ୍ୟୁବ୍‌ ଭିଡ଼ିଓ…
ଅଧିକ ଖବର ଦେଖନ୍ତୁ...

ପଂଜାବର ବ୍ୟାଟିଂ ବିପର୍ଯ୍ୟୟ , ମାତ୍ର ୮୮ ରନରେ ଅଲଆଉଟ୍‌

ଇନ୍ଦୋର : ଇନ୍ଦୋରର ହୋଲକାର ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୮ ତମ ମ୍ୟାଚରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି କିଙ୍ଗସ ଏକାଦଶ ପଂଜାବ । ଦଳ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ବୋଲିଂ ଆକ୍ରମଣକୁ ସମ୍ମୁଖୀନ ହୋଇ ନପାରି ମାତ୍ର ୮୮ରନରେ ଅଲଆଉଟ ହୋଇଯାଇଛି । ଦଳ ପକ୍ଷରୁ ଆରନ ଫିଞ୍ଚ୍‌…
ଅଧିକ ଖବର ଦେଖନ୍ତୁ...

୧୨ବର୍ଷୀୟା ନାବାଳିକାକୁ ନିଶା ଦେଇ ଗଣଦୁଷ୍କର୍ମ କରିବା ପରେ ଦିଲ୍ଲୀ ଯାଉଥିବା ଟ୍ରେନରେ ଫିଙ୍ଗି ଦେଲେ ଦୁଷ୍କର୍ମକାରୀ

ମଥୁରା : ମଥୁରାରେ ଜଣେ ନାବାଳିକା ସହ ଗଣଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଛି । ୩ଜଣ ଦୁଷ୍କର୍ମକାରୀ ନାବାଳିକାଙ୍କୁ ନିଶା ଦେଇ ବୃନ୍ଦାବନରେ ଥିବା ଏକ ହୋଟେଲକୁ ନେଇଯିବା ସହ ସେଠାରେ ଗଣଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଛି । ପରେ ଧରା ପଡ଼ିଯିବା ଭୟରେ ଦୁଷ୍କର୍ମକାରୀମାନେ…
ଅଧିକ ଖବର ଦେଖନ୍ତୁ...

ଝଡ଼ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ୮୦ ଛୁଇଁଲା, ଆସନ୍ତା ୩ ଦିନ ପାଇଁ ଚେତାବନି ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଗତକାଲି ଉତ୍ତରପ୍ରଦେଶ, ଦିଲ୍ଲୀ ସମେତ ଦେଶର ୫ଟି ରାଜ୍ୟରେ ହୋଇଥିବା ପ୍ରବଳ ଝଡ଼ବର୍ଷା ଓ ବଜ୍ରାଘାତରେ ମୃତ୍ୟୁ ସଂଖ୍ୟା ୮୦ ରେ ଓ ଆହତ ସଂଖ୍ୟା ୧୩୬ରେ ପହଞ୍ଚିଛି । କେବଳ ଉତ୍ତରପ୍ରଦେଶରେ ୫୧ ଜଣ ମୃତ୍ୟୁବରଣ କରିଛନ୍ତି । ଏହାଛଡ଼ା ପଶ୍ଚିମବଙ୍ଗରେ ୧୪, ଆନ୍ଧ୍ରପ୍ରଦେଶରେ ୧୨…
ଅଧିକ ଖବର ଦେଖନ୍ତୁ...

ଲଦାଖରେ ନିର୍ମାଣ ହେବ ୧୫ କିଲୋମିଟର ଲମ୍ବ ସୁଡଙ୍ଗ, ଚୀନ ଓ ପାକିସ୍ତାନ ଉପରେ ନଜର ରଖିବା ସହଜ ହେବ

ନୂଆଦିଲ୍ଲୀ: ଚୀନ ଓ ପାକିସ୍ତାନ ପଟୁ ବିପଦ ବଢୁଥିବାରୁ ଭାରତ ସୀମାନ୍ତ ଅଞ୍ଚଳରେ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ଲଦାଖରେ ଥିବା ଜୋଜିଲା ପାସ୍‌ ନିକଟରେ ଏକ ସୁଡଙ୍ଗ ନିର୍ମାଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡ଼ା: କାଳବୈଶାଖୀ ପବନରେ ଗଛ ଓ ପଟା ପଡି ଦୁଇ ମୃତ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇସ୍ଥିତ ରାଜନଗର ଝାଡ଼କଟା ଗ୍ରାମରେ ସୋମବାର ଅପରାହ୍ନରେ କାଳବୈଶାଖୀ ପବନରେ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳାଙ୍କ ନାମ ଚାରୁଲତା ମହାନ୍ତି ବୟସ ୪୦ବର୍ଷ ବୋଲି ଜଣାପଡ଼ିଛି। ସେହିପରି ମହାକାଳପଡ଼ା ତନ୍ତିଆପାଳ ଥାନା ବଡ଼ବଇଁଚା ଗାଁରେ କାଳବୈଶାଖୀ…
ଅଧିକ ଖବର ଦେଖନ୍ତୁ...

ଏ ବର୍ଷ ୪.୧୫ ନିୟୁତ ଟନ ଆଲୁମିନିୟମ ଉତ୍ପାଦନ କରିବ ନାଲକୋ

ଭୁବନେଶ୍ୱର: ନ୍ୟାସନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ପକ୍ଷରୁ ୨୦୧୮-୧୯ ଆର୍ଥକ ବର୍ଷରେ ୯୩୫୦ କୋଟି ଟଙ୍କାର ରାଜସ୍ୱ ଅର୍ଜ୍ଜନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଲକ୍ଷ୍ୟ, ଏ ଯାବତ୍‌ ସର୍ବାଧିକ…
ଅଧିକ ଖବର ଦେଖନ୍ତୁ...

ପୁରୁଣା ଗାଡ଼ି ବଦଳାଇ ଇଲେକ୍ଟ୍ରିକ୍‌ ଗାଡ଼ି କିଣିଲେ ସରକାରଙ୍କ ଦେବେ ପ୍ରୋତ୍ସାହନ ରାଶି; ଖୁବ୍‌ ଶୀଘ୍ର ଲାଗୁ ହେବ ଏହି…

ନୂଆଦିଲ୍ଲୀ : ପେଟ୍ରେଲ ଏବଂ ଡ଼ିଜେଲ ଚାଳିତ ଗାଡ଼ିର ବ୍ୟବହାରକୁ କମାଇବା ପାଇଁ ସରକାର ଏକ ନୂଆ ବାଟ ଆପଣାଇଛନ୍ତି । ଯଦି ଲୋକମାନେ ସେମାନଙ୍କର ପୁରୁଣା ପେଟ୍ରୋଲ ବା ଡ଼ିଜେଲ ଗାଡ଼ିକୁ ବଦଳାଇ ଇଲେକ୍ଟ୍ରିକ୍‌ ଗାଡ଼ି ଆଣୁଛନ୍ତି ତେବେ ସେମାନଙ୍କୁ ସରାକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ରାସ୍ତାରେ ଯାଉଯାଉ ୯ଟି ସିଂହକୁ ଏକାଠି ଯାଉଥିବାର ଦେଖିଲେ ପର୍ଯ୍ୟଟକ, କ୍ୟାମେରାରେ କୈଦ କଲେ ସେହି ଦୃଶ୍ୟକୁ

ଗାନ୍ଧିନଗର: ଗିର ଫରେଷ୍ଟ ନ୍ୟାସନାଲ ପାର୍କ ଓ ବନ୍ୟଜୀବ ଅଭୟାରଣ୍ୟରେ ସିଂହମାନଙ୍କ ରାଜୁତି ଚାଲେ ବୋଲି କହିଲେ ଚଳେ। ଏହି ଅଭୟାରଣ୍ୟକୁ ସାସନ୍‌ ଗିର ନାମରେ ବି ଲୋକମାନେ ଜାଣି ଥାଆନ୍ତି। ଏଠାରେ ବହୁ ସଂଖ୍ୟାରେ ସିଂହ ଥିବାର ଦେଖିବାକୁ ମିଳିଥାଏ। ସାସନ୍‌ ଗିରରେ ପର୍ଯ୍ୟଟକମାନେ ସିଂହମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଛାଡ଼ି ପରିଶ୍ରା ଯାଇଥିବାରୁ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: କଥାରେ ଅଛି ଯାହା ଉପରେ ବିଧାତା ସାହା ତା’ ଉପରେ ବା କି ବିପଦ। ଏପରି ଉକ୍ତିଟି କହିବାର କାରଣ ହେଉଛି, ଦିଲ୍ଲୀରେ ରବିବାର ଖୁବ୍‌ ଜୋର ଝଡତୋଫାନ୍‌ ସାଙ୍ଗକୁ ବର୍ଷା ବି ହେଉଥିଲା। ଏହି ସମୟରେ ଜଣେ ବ୍ୟକ୍ତି ଦିଲ୍ଲୀର ବିକାଶ ମାର୍ଗରେ କାର ନେଇ ଯାଉଥିଲେ। ହଠାତ୍‌ ତାଙ୍କୁ ପରିଶ୍ରା…
ଅଧିକ ଖବର ଦେଖନ୍ତୁ...