Daily Archives

May 14, 2018

କନ୍ୟାକୁ ନେବା ପାଇଁ ବର ଏକା ପହଞ୍ଚିବା ପରେ ଚପଲ ମାଳ ଦେଇ ସ୍ୱାଗତ କଲେ କନ୍ୟାପକ୍ଷ, କାରଣ ଜାଣି ଆଶ୍ଚର୍ଯ୍ୟ ହେବେ !

କାନ୍‌ପୁର୍‌ : ଉତ୍ତର ପ୍ରଦେଶ କାନ୍‌ପୁର୍‌ରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ବିବାହ ଦିନ ଜଣେ ଯୁବକ ବରଯାତ୍ରୀ ନ ନେଇ ଏକା ଏକା କନ୍ୟା ଘରେ ପହଞ୍ଚିଥିଲା। ସବୁଠାରୁ ଆଶ୍ଚର୍ଯ୍ୟ ଥିଲା ବରର ଏକା ଆସିବାର କାରଣ । ଯାହାକୁ ଶୁଣିବା ପରେ କନ୍ୟାର ପିତା ଚପଲ ମାଳ ଦେଇ ବରକୁ ସ୍ୱାଗତ…
ଅଧିକ ଖବର ଦେଖନ୍ତୁ...

ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆସନ୍ତାକାଲି ଯିବେ ଏମ୍ସ

ଭୁବନେଶ୍ୱର: ଓଲିଉଡ୍‌ର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସୋମବାର ଅପରାହ୍ନରେ ହଠାତ୍‌ ଅଧିକ ଖରାପ ହୋଇପଡ଼ିଛି। ଅଧିକ ଚିକିତ୍ସା ନିମନ୍ତେ ପପୁଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯିବା ପାଇଁ ଯୋଜନା ଚାଲିଛି ବୋଲି ଶୁଣିବାକୁ ମିଳିଛି। ତିନି ଦିନ ତଳେ ଅସୁସ୍ଥ ପପୁଙ୍କୁ ଭୁବନେଶ୍ୱରର…
ଅଧିକ ଖବର ଦେଖନ୍ତୁ...

ଜନ୍ମ ହେବାର ୧୮ଘଣ୍ଟା ମଧ୍ୟରେ ନବଜାତ ଶିଶୁକୁ ଜିଅନ୍ତା ପୋତିଲା ମା’, କାନ୍ଦ ଶୁଣି ମାଟି ତାଡ଼ି ବଞ୍ଚାଇଲା ୧୬ ବର୍ଷିୟ…

ଡ଼ୁଙ୍ଗରପୁର୍‌ : ଜୟପୁରରେ ଥିବା ଡ଼ୁଙ୍ଗରପୁର ସହରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ମା’ ନିଜ ୧୮ଘଣ୍ଟାର ଶିଶୁକୁ ଜିଅନ୍ତା ପୋତି ଦେଇଥିବା ଖବର ଏବେ ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଜନ୍ମ କଲା ମା’ ନିଜ ଛୁଆକୁ ମାରିବାକୁ ଉଦ୍ୟମ କରିଥିବା ବେଳେ ସେହି ଅଞ୍ଚଳର ଜଣେ ନାବାଳିକା…
ଅଧିକ ଖବର ଦେଖନ୍ତୁ...

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାର ଚାର୍ଜସିଟ୍‌ ଦାଖଲ: ହତ୍ୟା ନୁହେଁ, ଆତ୍ମହତ୍ୟା, ଶଶି ଥରୁର୍‌ଙ୍କୁ ଅଭିଯୁକ୍ତ…

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ସୋମବାର ବହୁଚର୍ଚ୍ଚିତ ସୁନନ୍ଦା ପୁଷ୍କର ହତ୍ୟା ମାମଲାର ଚାର୍ଜସିଟ୍‌ ଦାଖଲ କରିଛି। କଂଗ୍ରେସ ସାଂସଦ ଶଶି ଥରୁର୍‌ଙ୍କ ପତ୍ନୀ ସୁନନ୍ଦାଙ୍କର ଅତ୍ୟନ୍ତ ରହସ୍ୟଜନକ ପରିସ୍ଥିତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ମୃତ୍ୟୁ ହୋଇଥିଲା। କେତେକ ଏହାକୁ ଏକ ସୁପରିକଳ୍ପିତ…
ଅଧିକ ଖବର ଦେଖନ୍ତୁ...

କୋଚିଂ ନେବା ପାଇଁ ଟଙ୍କା ନଥିଲା, ସେଲସ୍‌ଗାର୍ଲ ଭାବେ କାମ କରି ଡିମ୍ପଲ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଟପ୍‌ ହୋଇଛନ୍ତି

ଦୃଢ଼ ସଂକଳ୍ପ ଓ ନିଷ୍ଠା ଥିଲେ ଅସମ୍ଭକୁ ସମ୍ଭବ କରିବା ପାଇଁ କେହି ରୋକି ପାରିବେ ନାହିଁ । ଏହାର ଏକ ଉଦାହରଣ ପାଲଟିଛନ୍ତି ଇନ୍ଦୋରର ଡିମ୍ପଲ କୁମାବତ । ସେ ସକାଳ ୭ଟାରୁ ସ୍କୁଲକୁ ପାଠ ପଢ଼ିବା ପାଇଁ ବାହାରି ପଡନ୍ତି। ସ୍କୁଲରୁ ଆସିବା ପରେ ସାଙ୍ଗେ ସାଙ୍ଗେ ଗୋଟିଏ ଡ୍ରେସ ଷ୍ଟୋରକୁ ସେଲ୍‌ସଗାର୍ଲ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଏଆଇଆଇଏଏମ୍‌ଏଏସ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ କିଡ୍‌ନି ପ୍ରତିରୋପଣ ସଫଳତାର ସହ ସଂପନ୍ନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଆଜି (ସୋମବାର) ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ସାଇନ୍ସ (ଏଆଇଆଇଏଏମ୍‌ଏଏସ୍‌)ରେ ସଫଳତା ପୂର୍ବକ ବୃକ୍କ (କିଡ୍‌ନି) ପ୍ରତିରୋପଣ ଅସ୍ତ୍ରୋପଚାର ସଂପନ୍ନ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଆଜି ଠାରୁ ଶ୍ରୀଲଙ୍କା ଗ୍ରସ୍ତରେ ଯାଉଛନ୍ତି ସେନାଧ୍ୟକ୍ଷ ବିପିନ ରାୱତ,  ଏହାର , ଗୁରୁତ୍ୱକୁ ଜାଣନ୍ତୁ

ନୂଆଦିଲ୍ଲୀ : ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ ଆଜି ଠାରୁ ଶ୍ରୀଲଙ୍କାକୁ ଏକ ୪ ଦିନିଆ ଆନୁଷ୍ଠାନିକ ଗସ୍ତରେ ଯିବେ । ଜେନେରାଲ ରାୱତଙ୍କର ଶ୍ରୀଲଙ୍କାକୁ ଏହା ପ୍ରଥମ ଗସ୍ତ ହେବ । ଏହି ଗସ୍ତ ସମୟରେ ସେ ଶ୍ରୀଲଙ୍କାର ବରିଷ୍ଠ ରାଜନୈତିକ ନେତା ଏବଂ ସୈନ୍ୟ ଅଧିକାରୀମାନଙ୍କୁ ଭେଟିବେ ।…
ଅଧିକ ଖବର ଦେଖନ୍ତୁ...

ଏହି ନିର୍ଦ୍ଦେଶକ ପିଏମ୍‌ ମୋଦିଙ୍କ ମାଆଙ୍କୁ ନେଇ ଟୁଇଟରରେ ଦେଲେ ଆପତ୍ତିଜନକ ଟିପ୍ପଣୀ

ନୂଆଦିଲ୍ଲୀ: ‘ମାତୃ ଦିବସ’ ଅବସରରେ ଦେଶର ଲୋକମାନେ ନିଜନିଜ ଶୈଳୀରେ ମାତୃ ଦିବସକୁ ପାଳନ କରିଥିଲେ। ତେବେ ଏହି ମାତୃ ଦିବସ ଅବସରରେ ଆଡ ଫିଲ୍ମମେକର ଓ ନିର୍ଦ୍ଦେଶକ ରାମ ସୁବ୍ରମଣ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ପୁଣି ଥରେ ଏକ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି, ଯାହାକୁ ନେଇ ସେ…
ଅଧିକ ଖବର ଦେଖନ୍ତୁ...

ଓଜନ ହ୍ରାସ ପାଇଁ ଖାଆନ୍ତୁ ବାଇଗଣ

ପ୍ରତିଦିନ ବିଭିନ୍ନ ପ୍ରକାର ପନିପରିବାକୁ ମିଶାଇ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି। ବିଭିନ୍ନ ପ୍ରକାର ପରିବାରେ ଅନେକ ପ୍ରକାର ଭିଟାମିନ୍‌ ଥାଏ। ତେବେ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡ଼ିଛି କି ପ୍ରତିଦିନ ବାଇଗଣ ଖାଉଥିବା ଲୋକଙ୍କ ଓଜନ ହ୍ରାସ ହୋଇଥାଏ। ୧.…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ବର୍ଷ ବଜାରରୁ କିଣିପାରିବେ ରୋବର୍ଟ କୁକୁର

ନ୍ୟୁୟର୍କ : ଆସନ୍ତା ବର୍ଷ ବଜାରକୁ ଆସିବ ଏକ ଅଦ୍ଭୁତ ସାମଗ୍ରୀ । ଏକ ରୋବର୍ଟ କୁକୁର । ଏହାକୁ ଆପଣ ସାଙ୍ଗରେ ବୁଲାଇ ନେଇପାରିବେ । ପାହାଚ ଚଢିପାରିବ । ଛୋଟିଆ ମୋଟିଆ ଘର ବା ଅଫିସ କାମ କରିପାରିବ । ଏହାର ନାଁ ହେଉଛି ସ୍ପଟମିନି । ସ୍ପଟମିନିର ୪ଟି ଗୋଡ ରହିଛି । ଏହାର ଓଜନ ୩୦ କିଲୋ ଓ ଏହା…
ଅଧିକ ଖବର ଦେଖନ୍ତୁ...