Daily Archives

May 14, 2018

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଉପରେ…

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅଭିଯୋଗ କରିଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ପିଏମ୍‌ ମୋଦିଙ୍କ ଧମକ ପୂର୍ଣ୍ଣ ଭାଷଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ରାଷ୍ଟ୍ରପତିଙ୍କୁ ମନମୋହନ ସିଂ…
ଅଧିକ ଖବର ଦେଖନ୍ତୁ...

୧୯ ଦିନ ପରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱର ଦର

ନୂଆଦିଲ୍ଲୀ: ବୋଧହୁଏ କର୍ଣ୍ଣାଟକ ନିର୍ବାଚନ ଶେଷହେବା ପର୍ଯ୍ୟନ୍ତ ତେଲ କମ୍ପାନିମାନେ ଅପେକ୍ଷା କରିଥିଲେ । ବିଶ୍ୱ ବଜାରରେ ତେଲ ଦର ବଢିଚାଲିଥିଲେ ମଧ୍ୟ ଗତ ୧୯ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢି ନଥିଲା । ଏବେ ନିର୍ବାଚନ ସରିବା ପରେ ଆଜି ପେଟ୍ରୋଲ ଓ ଡିଜେଲ ଦର ବଢିଛି । ପେଟ୍ରୋଲ…
ଅଧିକ ଖବର ଦେଖନ୍ତୁ...

ଦୁଇ ଅଭିଯୁକ୍ତକୁ ଧରିବା ପାଇଁ ଯାଇଥିବା ୭ଜଣିଆ ପୁଲିସ ଟିମ୍‌କୁ ଘରେ ପୁରାଇ ତାଲା ପକାଇଲେ ଗ୍ରାମବାସୀ

ସୁନ୍ଦରଗଡ଼: ଗତ ରବିବାର ଦିନ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ବନିଲତା ଗ୍ରାମକୁ ପୁଲିସର ୭ଜଣିଆ ଟିମ୍‌ ୨ଜଣ ଆସାମୀକୁ ଧରିବାକୁ ଯାଇଥିଲେ। ଏହି ସମୟରେ ପୁଲିସ ଆସାମୀକୁ ଧରିବେ କ’ଣ ୭ଜଣ ପୁଲିସକୁ ଗ୍ରାମବାସୀ ଘରେ ପୁରାଇ ବାହାର ପଟୁ ତାଲା ପକାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

୨,୦୦୦ ଓ ୨୦୦ ଟଙ୍କିଆ ନୋଟ ବ୍ୟବହାର ବେଳେ ସାବଧାନ ରହନ୍ତୁ; ଚିରା ଓ ଫଟା ନୋଟ୍ ବଦଳାଇବେନି ବ୍ୟାଙ୍କ

ନୂଆଦିଲ୍ଲୀ: ବିମୁଦ୍ରାୟନ ପରେ ଦେଶରେ ନୂତନ ଭାବେ ପ୍ରଚଳିତ ହୋଇଥିବା ନୂତନ ୨୦୦୦ ଓ ୨୦୦ ଟଙ୍କିଆ ନୋଟର ବ୍ୟବହାର ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରନ୍ତୁ। କାରଣ, ଯଦି କୌଣସି ବି କାରଣ ପାଇଁ ନୂତନ ୨,୦୦୦ ଓ ୨୦୦ ଟଙ୍କିଆ ନୋଟ କ୍ଷତିଗ୍ରସ୍ତ ହୁଏ; ଅର୍ଥାତ୍‌ ଚିରିଯାଏ, ଫାଟିଯାଏ ବା ଆଂଶିକ…
ଅଧିକ ଖବର ଦେଖନ୍ତୁ...

ଘଡ଼ଘଡ଼ି ଓ ବିଜୁଳି ମାରିବା ସମୟରେ କେଉଁ କାମ କରିବା ଉଚିତ ଓ କେଉଁଟା ଅନୁଚିତ ଜାଣନ୍ତୁ

ନୂଆଦିଲ୍ଲୀ: ମଇ ୩ ତାରିଖ ଅର୍ଥାତ୍‌ ଗତ ରବିବାର ଉତ୍ତରରୁ ନେଇ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ହୋଇଥିବା କାଳବୈଶାଖୀରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। କେବଳ ଏତିକି ନୁହେଁ, ଏହି କାଳବୈଶାଖୀ ତାଣ୍ଡବରେ ଅନେକ ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି। ପାଗ ଖରାପ ରହିଥିଲେ ପାଣିପାଗ ବିଭାଗ ଏ ନେଇ…
ଅଧିକ ଖବର ଦେଖନ୍ତୁ...

ଖଜୁରୀରେ ରହିଛି ଅନେକ ଗୁଣ; ଦୈନିକ ଖାଇବା ଦ୍ୱାରା ଦୂର ହୁଏ ଏହି ସବୁ ସମସ୍ୟା

ଡାକ୍ତରମାନେ କହନ୍ତି ଯେ ଖଜୁରୀରେ ଏମିତି ଅନେକ ଗୁଣ ରହିଛି ଯାହାକୁ ଗୁଡ଼ାଏ ସମସ୍ୟାକୁ ଦୂରେଇ ଦେଇପାରେ। ଆପଣ ଦୈନିକ ଅତି କମ୍‌ରେ ୧୦ଟି ଖଜୁରୀ ଖାଇଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ। ଏହା କୋଲେଷ୍ଟ୍ରୋଲ୍‌ ଫ୍ରି ହୋଇଥିବାରୁ ଏହାକୁ ଯେତେ ଖାଇଲେ ବି ଶରୀରରେ ଚର୍ବି ଜମେ ନାହିଁ। ଏଥିରେ…
ଅଧିକ ଖବର ଦେଖନ୍ତୁ...

ଗୁଳୁଗୁଳିରୁ ସାମନ୍ୟ ଆଶ୍ୱସ୍ତି, ଏହି ଜିଲ୍ଲାମାନଙ୍କରେ ଜାରି ରହିବ ବର୍ଷା

ଭୁବନେଶ୍ୱର: ଗତ ଏକ ସପ୍ତାହ ହେବ ଲାଗି ରହିଥିବା ଗରମ ଓ ଗୁଳୁଗୁଳିରୁ ସାମନ୍ୟ ଆଶ୍ୱସ୍ତି ମିଳିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଗତକାଲି ରାତିରୁ ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଥିଲା। ରାଜଧାନୀରେ ପ୍ରାୟ ଦୁଇ…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ରହିବା ପାଇଁ ଖାଇବା ସମୟରେ ଏସବୁ ଦିଗପ୍ରତି ଧ୍ୟାନ ଦିଅନ୍ତୁ

ମନୁଷ୍ୟ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ହେଉଛି ମୌଳିକ ଆବଶ୍ୟକତା। ତେବେ ଅନେକ ସମୟରେ ଦେଖାଯାଏ ଆମେ ଖାଦ୍ୟ ଗ୍ରହଣ ସମୟରେ ଏମିତି କିଛି ଭୁଲ କରିଥାଉ ଯାହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ଖାଦ୍ୟ ଗ୍ରହଣର ସଠିକ୍‌ ଉପାୟ... ୧. ଯେ ପର୍ଯ୍ୟନ୍ତ ଭୋକ ହୋଇ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୧୫ ତାରିଖରେ ପୃଥିବୀର ଅତି ନିକଟରୁ ଗତି କରିବ ଏହି କ୍ଷୁଦ୍ରଗ୍ରହ! ଦୀର୍ଘ ୩୦୦ ବର୍ଷ ପରେ ଫେରିଛି

ନୂଆଦିଲ୍ଲୀ: ମହାକାଶରେ ଘୁରିବୁଲୁଥିବା ‘ଆଷ୍ଟ୍ରଏଡ (କ୍ଷୁଦ୍ରଗ୍ରହ)୨୦୧୦ ଡବ୍ଲୁସି-୯’ ଆସନ୍ତା ୧୫ ତାରିଖ ତଥା ମଙ୍ଗଳବାର ରାତି ପାଖାପାଖି ୧୧ଟା ୫ରେ ପୃଥିବୀର ଖୁବ୍‌ ନିକଟରେ ଗତି କରିବ ।୧୩୦ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷୁଦ୍ରଗ୍ରହ ପୃଥିବୀଠାରୁ ମାତ୍ର ୧୨୬ ମାଇଲ ଦୂରରେ ଗତି କରିବ ବୋଲି…
ଅଧିକ ଖବର ଦେଖନ୍ତୁ...

ଭାଇରାଲ୍‌ ହେଲା ଇନ୍ଦର କୁମାରଙ୍କ ମୃତ୍ୟୁ ପୂର୍ବର ଲୁହପୂର୍ଣ୍ଣ ଭିଡିଓ, ନିଜ ଅବସ୍ଥା ପାଇଁ ନିଜକୁ ଦୋଷ ଦେଇ କରିଥିଲେ…

ନୂଆଦିଲ୍ଳୀ: ‘କିୟୁଁ୍ୟକି ଶାଶ ଭି କଭି ବହୂ ଥି’ ଜରିଆରେ ୨୦୦୨ ମସିହାରେ ବିପୁଳ ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଇନ୍ଦର କୁମାରଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ଇନ୍ଦରଙ୍କ ଶେଷ ଭିଡିଓ ବୋଲି କୁହାଯାଉଛି। ସେ ଆତ୍ମହଅତ୍ୟା କରିଥିଲେ ବୋଲି ସନ୍ଦେହ…
ଅଧିକ ଖବର ଦେଖନ୍ତୁ...