ରାଜସ୍ଥାନକୁ ୬ ୱିକେଟରେ ହରାଇଲା କୋଲକତା
କୋଲକତା : ଐତିହାସିକ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୯ତମ ଲିଗ ମ୍ୟାଚରେ କୋଲକତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୬ ୱିକେଟରେ ପରାସ୍ତ କରିଛି । ଦଳ ପକ୍ଷରୁ କ୍ରିସ ଲିନ ସର୍ବାଧିକ ୪୫ ରନ, ଅଧିନାୟକ ଦିନେଶ କାର୍ତ୍ତିକ ୪୧ ରନ କରି ଦଳକୁ ସହଜ ବିଜୟ ଦେଇଥିଲେ ।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...