Daily Archives

May 15, 2018

ଗଣଦୁଷ୍କର୍ମର ଶିକାର ହେବା ପରେ ପୀଡ଼ିତା ଦୁଷ୍କର୍ମକାରୀଙ୍କ ଫୋନ୍‌ ଚୋରାଇ ସେମାନଙ୍କୁ ପୁଲିସ୍‌ ହାତରେ କରାଇଲା ଗିରଫ

କୁଶୀନଗର (ମହାରାଷ୍ଟ୍ର): ଦୁଇଜଣ ଦୁଷ୍କର୍ମକାରୀଙ୍କ ଦ୍ୱାରା ଅମାନୁଷିକ ଭାବେ ଗଣଦୁଷ୍କର୍ମର ଶିକାର ହେବାପରେ, ଜଣେ ପୀଡ଼ିତା ସଂପୃକ୍ତ ଦୁଷ୍କର୍ମକାରୀଙ୍କୁ ପୁଲିସ୍‌ ହାତରେ ଗିରଫ କରାଇବା ପାଇଁ ନିଜର ଯେଉଁ ଅପୂର୍ବ ସାହସିକତା ପ୍ରଦର୍ଶନ କରିଛି, ତାହା ଏବେ ସମଗ୍ର ମହାରାଷ୍ଟ୍ରରେ ଚର୍ଚ୍ଚାର…
ଅଧିକ ଖବର ଦେଖନ୍ତୁ...

୩୨ହଜାର ଫୁଟ ଉଚ୍ଚରେ ବିମାନ ଯାଉଥିବା ବେଳେ ଭାଙ୍ଗିଲା କକପିଟ୍‌ର ଝରକା, ବିମାନ ବାହାରେ ଲଟକିଗଲେ କୋ-ପାଇଲଟ

ବେଜିଙ୍ଗ: ଚୀନର ସିଚୁଆନ୍‌ ଏୟାରଲାଇନ୍ସର ବିମାନ ୩ୟୁ୮୬୩୩ର ହଠାତ୍‌ କକପିଟ୍‌ର ଝରକା ଭାଙ୍ଗିଯିବା ହେତୁ ବିମାନର ଜରୁରୀକାଳିନ ଅବତରଣ କରାଯାଇଛି। କକପିଟ୍‌ର ଝରକା ଭାଙ୍ଗିଯିବା ହେତୁ ପବନର ବେଗ ଏତେ ପ୍ରଖର ଥିଲା ଯେ ଯାତ୍ରୀମାନଙ୍କୁ ବିମାନରେ ଭିତରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ…
ଅଧିକ ଖବର ଦେଖନ୍ତୁ...

ଟ୍ରେନର ଏସି ଡବାରେ ଦିଆଯାଉଥିବା କମ୍ବଳ କେତେ ଦିନରେ ଥରେ ସଫାହୁଏ ଜାଣନ୍ତି କି? ଜାଣିଲେ ହୋସ୍‌ ଉଡ଼ିଯିବ

ଆପଣମାନେ ନିହାତି ଟ୍ରେନରେ ଯାତ୍ରା କରିଥିବେ । କିନ୍ତୁ ଏକଥା ଜାଣନ୍ତି କି? ଶୀତତାପ ନିୟନ୍ତ୍ରିତ ଡବାରେ ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳ କେତେଦିନରେ ଥରେ ସଫା ହୋଇଥାଏ। ଯଦିଓ କମ୍ବଳ ସଫା ଦିଶୁଥାଏ, କିନ୍ତୁ କେତେ ଦିନରେ ଥରେ ତାହା ସଫା ହୁଏ ତାହା ଜାଣିଲେ ଆପଣଙ୍କର ହୋସ୍‌ ଉଡ଼ିଯିବ।…
ଅଧିକ ଖବର ଦେଖନ୍ତୁ...

ବିଲ ମଝିରେ ଓହ୍ଲାଇଲା ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହେଲିକପ୍ଟର ! ହେଲିପ୍ୟାଡରେ ଓହ୍ଲାଇବାକୁ ଡରିଲେ ପାଇଲଟ୍

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଘୂର୍ଣ୍ଣିବାତ୍ୟାରେ କ୍ଷତିଗ୍ରସ୍ତ ଏକ ଅଞ୍ଚଳକୁୁ କ୍ଷୟକ୍ଷତିର ଆକଳନ ଓ ବାତ୍ୟା ପ୍ରପୀଡ଼ିତ ଜନତାଙ୍କ ଦୁଃଖ ଦୁର୍ଦ୍ଦଶାକୁ ବୁଝିବାକୁ ଯାଉଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ଆଜି ଏକ ବିଲ ମଝିରେ ଅବତରଣ କରିବା ଘଟଣାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ମାଆ ସେଲଫି ନେଉ ନେଉ କାଖରୁ ଖସି ପଡ଼ିଲା ୧୦ମାସର ଝିଅ, ଶିଶୁକୁ ମୃତ ଘୋଷଣା କଲେ ଡାକ୍ତର ! ଦେଖନ୍ତୁ ଭିଡିଓ

ଜୟପୁର: ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଥିବା ଏକ ସପିଙ୍ଗ ମଲକୁ ଏକ ଦମ୍ପତ୍ତି ନିଜ ୧୦ମାସର ଝିଅକୁ ନେଇ ବୁଲିବାକୁ ଯାଇଥିଲେ। ତେବେ ସେଠାରେ ଥିବା ଏସ୍କେଲେଟରରେ ସେମାନେ ସେଲଫି ନେଇଥିଲେ। ଏହା ପରେ ଯେତେବେଳେ ମହିଳାଜଣକ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

କାଷ୍ଟିଂ କାଉଚ୍‌କୁ ନେଇ ଆଲିଆ ଭଟ୍ଟ କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡ୍‌ରେ କାଷ୍ଟିଂ କାଉଚକୁ ନେଇ ଜଣାଶୁଣା କୋରିୟୋଗ୍ରାଫର ସରୋଜ ଖାନ୍‌ଙ୍କ ବୟାନ୍‌ ପରେ ପୁଣି ଥରେ ଏହାକୁ ନେଇ ଆଲୋଚନ ଜୋର୍‌ ଧରିଛି। ନିକଟରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ସିନେମା ‘ରାଜି’ର ଏକ ପ୍ରମୋସନାଲ୍‌ ଇଣ୍ଟରଭ୍ୟୁରେ ଯୋଗ ଦେଇଥିଲେ। ସେଠାରେ କାଷ୍ଟିଂ କାଉଚ…
ଅଧିକ ଖବର ଦେଖନ୍ତୁ...

ପୁଅ ଦଶମ ବୋର୍ଡ଼ ପରୀକ୍ଷାରେ ୪ଟି ବିଷୟରେ ଫେଲ୍ ହେବା ପରେ ଗାଁରେ ମିଠା ବାଣ୍ଟିଲେ ବାପା, ଏପରି କରିବା ପଛରେ ରହିଥିଲା…

ସାଗର : ମଧ୍ୟପ୍ରଦେଶରେ ଗତକାଲି ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଫଳାଫଳ ପ୍ରକାଶ ପାଇବା ପରେ ପାସ୍‌ ହାର ଅପେକ୍ଷା ଫେଲ୍‌ ହାର୍‌ ଅଧିକ ରହିିଥିଲା । ବୁନ୍ଦେଲଗଡ଼ ଜିଲ୍ଲାର ଖଜରାହଠାରେ ଜଣେ ଛାତ୍ର ପରୀକ୍ଷା ଫଳ ପ୍ରକାଶ ପରେ ନିରାଶ ହୋଇ ଆତ୍ମହତ୍ୟା ମଧ୍ୟ କରିଥିବା…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକରେ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି, ଜେଡିଏସ୍

ବାଙ୍ଗାଲୁରୁ : କର୍ଣ୍ଣାଟକରେ ପରବର୍ତ୍ତୀ ସରକାର ଗଠନ ପାଇଁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଏସ ୟେଦ୍ୟୁରପ୍ପା ରାଜ୍ୟପାଳ ବାଜୁ ଭାଇ ଭଲ୍ଲାଙ୍କୁ ଭେଟି ସରକାର ଗଢିବା ପାଇଁ ଦାବି କରିଛନ୍ତି । ବିଜେପି ଏକକ ସଂଖ୍ୟାଗରିଷ୍ଠତା ପାଇଥିବାରୁ ସରକାର…
ଅଧିକ ଖବର ଦେଖନ୍ତୁ...

ଶାସ୍ତ୍ରାନୁସାରେ ଶିବଲିଙ୍ଗର ଅର୍ଦ୍ଧପରିକ୍ରମା କରିବା ଉଚିତ! ଜାଣନ୍ତୁ ଶିବଲିଙ୍ଗରେ ପାଦ ବାଜିଯିବାରୁ ରାଜା…

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କୁ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବୋଲି କୁହାଯାଏ । କିଛି ଭକ୍ତଙ୍କ ପାଇଁ ସେ ମହାଦେବ ତ କିଛି ଭକ୍ତଙ୍କ ପାଇଁ ଭୋଳାନାଥ । ଶିବଙ୍କ ପ୍ରିୟ ମାସ ଶ୍ରାବଣ। ଏଇ ମାସରେ ଭକ୍ତମାନେ ଉପାସ କରିବା ସହ ପୂଜା କରିଥାନ୍ତି । ଶ୍ରାବଣ ମାସରେ ଭକ୍ତମାନେ ଶିବଙ୍କୁ ଜଳ ଲାଗି…
ଅଧିକ ଖବର ଦେଖନ୍ତୁ...

ପପୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆଜି ଅପରାହ୍ନରେ ଏୟାର ଆମ୍ବୁଲାନ୍‌ସ ଯୋଗେ ଏମ୍‌ସ ନିଆଗଲା

ଭୁବନେଶ୍ୱର: ଓଲିଉଡ୍‌ର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ସ୍ୱାସ୍ଥାବସ୍ଥା ସୋମବାର ଅପରାହ୍ନରେ ହଠାତ୍‌ ଅଧିକ ଖରାପ ହୋଇପଡ଼ିଥିଲା। ଅଧିକ ଚିକିତ୍ସା ନିମନ୍ତେ ପପୁଙ୍କୁ ମଙ୍ଗଳବାର ଅପରାହ୍ନରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପପୁଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରିବା ସମୟରେ…
ଅଧିକ ଖବର ଦେଖନ୍ତୁ...