Daily Archives

May 16, 2018

ଏପରି ଏକ ନିଆରା ହ୍ରଦ, ଯାହାର ପାଣିର ରଙ୍ଗ ଗୋଲାପୀ

ନୂଆଦିଲ୍ଲୀ : ପୃଥିବୀରେ ଏପରି ଅନେକ ଅଦ୍ଭୁତ ଜିନିଷ ରହିଛି ଯାହାକୁ ଦେଖିଲେ ପ୍ରଥମେ ବିଶ୍ୱାସ ହୋଇ ନ ଥାଏ । ସେହିପରି ଏକ ହ୍ରଦ ରହିଛି ଅଷ୍ଟ୍ରେଲିଆରେ। ଏହି ହ୍ରଦର ଥିବା ପାଣିର ରଙ୍ଗ ସଂପୂର୍ଣ୍ଣ ଗୋଲାପୀ ହୋଇଥିବା ବେଳେ ଏହାକୁ ଦେଖିବାକୁ ବହୁ ଦୂରାନ୍ତରରୁ ଲୋକ ଆସିଥାନ୍ତି । ଏହି ହ୍ରଦର…
ଅଧିକ ଖବର ଦେଖନ୍ତୁ...

ବାହୁବଳୀ ପ୍ରଭାସ ପୁଣି ଥରେ କରଣଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କଲେ, ଦର୍ଶାଇଲେ ଏହି କାରଣ

ମୁମ୍ବାଇ : ବାହୁବଳୀ ଚଳଚ୍ଚିତ୍ରରୁ ସମସ୍ତଙ୍କ ହୃଦୟର ସ୍ପନ୍ଦନ ପାଲିଟିଥିବା ଅଭିନେତା ପ୍ରଭାସ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାରେ । ତେବେ ଏଥର ସେ ତାଙ୍କ ଚଳଚ୍ଚିତ୍ର ପାଇଁ ନୁହଁ ବରଂ ତାଙ୍କ ନଖରାମି ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ପ୍ରକୃତରେ ବର୍ତ୍ତମାନ ଉଭୟ ବଲିଉଡ୍‌ ଏବଂ ଟଲିଉଡ୍‌ରେ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ମାଲକାନଗିରି : ଆଜି ସନ୍ଧ୍ୟାରେ ମାଲକାନଗିରି ବ୍ଲକ୍‌ ସଦର ମହକୁମା ଶିଖାପାଲୀ ଏବଂ ତଣ୍ଡାପାଲ୍ଲୀ ଗ୍ରାମପଞ୍ଚାୟତ ମଝିରେ ଏକ ୧୦ ଚକିଆ ଟିପର ସହିତ ସ୍କୁଟି ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ସ୍ୱପ୍ନା ଭଟ୍ଟ (୧୮)। ସେ ଏମ୍‌.ଭି-୧୮ ଗ୍ରାମର ବାବୁଲ ଭଟ୍ଟ ଝିଅ…
ଅଧିକ ଖବର ଦେଖନ୍ତୁ...

ହ୍ରିତିକ୍‌ଙ୍କ ସୁପରହିରୋ ଜ୍ୟାକେଟ୍‌ ଏବଂ ଅନୁଷ୍କାଙ୍କ କୁର୍ତିର ନିଲାମ ପରେ ନିଜ ପୋଷାକ ନିଲାମ କରିବେ ଆଲିଆ

ମୁମ୍ବାଇ : ଆଗରୁ କଳାକାର ଅକ୍ଷୟ କୁମାର ନିଜ ଫିଲ୍ମ ‘ରୁସ୍ତମ୍‌’ରେ ପିନ୍ଧିଥିବା ନୌସେନା ପୋଷାକର ନିଲାମୀ କରି ବିବାଦ ଘେରକୁ ଆସିଥିବା ବେଳେ ଏବେ ସେହି ରାସ୍ତା ଆପଣାଇଛନ୍ତି ଅନ୍ୟ ବଲିଉଡ୍‌ ଅଭିନେତା। ଏକ ସ୍ୱେଚ୍ଛାସେବୀ ସଂଗଠନ ‘ଏମ୍‌ଆଇ ଓ୍ଵାର୍ଡ଼ଡ଼୍ରୋବ୍‌ ଇଜ୍‌ ସୁ ଓ୍ଵାର୍ଡ଼ଡ଼୍ରୋବ୍‌’…
ଅଧିକ ଖବର ଦେଖନ୍ତୁ...

ଅସଦାଚରଣରୁ ବଞ୍ଚିବାକୁ ଯାଇ ପ୍ରାଣ ବିକଳରେ ଚଳନ୍ତା ଅଟୋରୁ ଡେଇଁଲେ ମହିଳା

କୋଲକାତା : ରବିବାର ଦିନ କୋଲକାତାର ଢ଼ାକୁରାଇ ଏବଂ ଯାଦବପୁର ପୁଲିସ ଷ୍ଟେସନ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଭିଡ଼ ରାସ୍ତାରେ ମଧ୍ୟ କାହାର ସହାୟତା ନ ପାଇ ଦୁଷ୍କର୍ମରୁ ବଞ୍ଚିବା ପାଇଁ ଚଳନ୍ତା ଅଟୋରୁ ଡ଼େଇଁଛନ୍ତି ୨୫ ବର୍ଷିୟ ମହିଳା । ମହିଳାଙ୍କୁ ଅଟୋରେ ଯାତ୍ରା କରୁଥିବା…
ଅଧିକ ଖବର ଦେଖନ୍ତୁ...

ଶୌଚ ପାଇଁ ଯାଇଥିବା ବେଳେ ୧୭ ବର୍ଷର ନାବାଳିକାକୁ ଅଟକ ରଖି ଗଣଦୁଷ୍କର୍ମ

ଅଲ୍ଲିଗଞ୍ଜ : ମହିଳା ସଶକ୍ତିକରଣ ଏବଂ ମହିଳାଙ୍କ ସୁରକ୍ଷା ପାଇଁ ସରକାର ନୂଆ ନିୟମ ପ୍ରସ୍ତୁତ କରିଥିବା ବେଳେ ମହିଳା ଏବଂ ନାବାଳିକାଙ୍କ ପ୍ରତି ଅପରାଧ ବଢ଼ିବାରେ ଲାଗିଛି। ଉତ୍ତରପ୍ରଦେଶରେ ଜଣେ ୧୭ ବର୍ଷର ନାବାଳିକାଙ୍କୁ ବନ୍ଧକ ରଖି ଗଣଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତା…
ଅଧିକ ଖବର ଦେଖନ୍ତୁ...

ଜୁନ ୧ ତାରିଖରେ ଏହି ଭାଇ-ଭଉଣୀ ସାମ୍ନାସାମ୍ନି ହେବେ ! ଜିତିବ କିଏ?

ମୁମ୍ବାଇ : ବଲିଉଡ୍‌ ଅଭିନେତା ହର୍ଷବର୍ଦ୍ଧନ କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ଭାବେଶ ଯୋଶି ଏକ ସୁପର ହିରୋ’ର ରିଲିଜ ତାରିଖ ନିଶ୍ଚିତ କରାଯାଇଛି। ସୂଚନା ଅନୁଯାୟୀ, ଏହି ଚଳଚ୍ଚିତ୍ର ଜୁନ ୧ ତାରିଖରେ ରିଲିଜ ହେବାକୁ ଯାଉଛି। ଚଳଚ୍ଚିତ୍ରଟି ମେ ୨୫ରେ ରିଲିଜ ହେବାକୁ ଥିବା ବେଳେ କୌଣସି କାରଣ ବଶତଃ…
ଅଧିକ ଖବର ଦେଖନ୍ତୁ...

ପୋଲାର୍ଡଙ୍କ ଅର୍ଦ୍ଧଶତକ, ମୁମ୍ବାଇ ୧୮୬/୮

ମୁମ୍ବାଇ : ମୁମ୍ବାଇର ଓ୍ଵାଙ୍ଖଡେ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୫୦ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ କିଙ୍ଗସ ଏକାଦଶ ପଞ୍ଜାବ ଆଗରେ ୧୮୭ ରନର ବିଜୟ ଲକ୍ଷ୍ୟ ରଖିଛି । ପଞ୍ଜାବ ପ୍ରଥମେ ଟସ ଜିଣି ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଦଳ ପ୍ରାରମ୍ଭରୁ ବିପର୍ଯ୍ୟୟର…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇ ପୁଲିସର ‘ଘର ସେ ନିକଲତେ ହି…’ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ

ମୁମ୍ବାଇ: ଦେଶ ଅଗ୍ରଗତି କରିବା ସହ ଯାନବାହାନର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ବିଭିନ୍ନ ସମୟରେ ସଡ଼କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ଅଭିଯାନ କରିବା ସତ୍ତ୍ୱେ ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନେଇ ସଚେତନତାର ଅଭାବ ଦେଖାଦେଉଛି । ତେବେ ସମସ୍ତ ରାଜ୍ୟ ଅପେକ୍ଷା ସବୁଠାରୁ…
ଅଧିକ ଖବର ଦେଖନ୍ତୁ...

ନ୍ୟୁୟର୍କ ବୁଲିବାକୁ ଚାହୁଁଛନ୍ତି କି? କେବଳ ଖର୍ଚ୍ଚ କରିବାକୁ ପଡ଼ିବ ୧୩,୪୯୯ଟଙ୍କା !

ନୂଆଦିଲ୍ଲୀ : ଯଦି ଆପଣ ବିଦେଶ ବୁଲିବା ପାଇଁ ମନସ୍ଥ କରିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ମାତ୍ର ୧୩,୪୯୯ ଟଙ୍କାରେ ନୂଆଦିଲ୍ଲୀରୁ ନ୍ୟୁୟର୍କର ଯାତ୍ରା କରିପାରିବେ । ଯେଉଁଠାରେ ସାଧାରଣତଃ ଗ୍ରାହକଙ୍କୁ ୫୦ହଜାର ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିଥାଏ ବର୍ତ୍ତମାନ ତାହା ମାତ୍ର ୧୩,୪୯୯…
ଅଧିକ ଖବର ଦେଖନ୍ତୁ...