Daily Archives

May 16, 2018

ଭାରତ ସହ ଉତ୍ତରକୋରିଆର ସଂପର୍କ କିପରି ? ୨୦ ବର୍ଷ ପରେ ଭାରତର ଜଣେ ମନ୍ତ୍ରୀ ପେଙ୍ଗୟାଙ୍ଗ ଗ୍ରସ୍ତରେ ଯାଇଛନ୍ତି

ନୂଆଦିଲ୍ଲୀ : ବିଶ୍ୱରେ ଉତ୍ତରକୋରିଆ ଏକ ରହସ୍ୟମୟ, ବିପଦଜନକ ଓ ନିବୁଜ ଦେଶ ବୋଲି ଜଣାଶୁଣା । ଏହି ଦେଶ ସଂପର୍କରେ ବିଶ୍ୱବାସୀ ବିଶେଷ କିଛି ଜାଣିନାହାନ୍ତି । ନିଜର ପଡୋଶୀ ଦେଶ ଦକ୍ଷିଣ କୋରିଆ ଓ ଜାପାନ ସହ ଏହି ଦେଶର ଭଲ ସମ୍ପର୍କ ନାହିଁ । ଅମେରିକା ସହ ଏହାର ଅହି-ନକୂୂଳ ସଂପର୍କ । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଶିଶୁ ଅହରହ କାନ୍ଦୁଛି କି !! ତଳିପାରେ ରହିଛି ଶିଶୁର ସବୁ ସମସ୍ୟାର ସମାଧାନ

ନୂଆଦିଲ୍ଲୀ : ସମସ୍ତ ମହିଳାଙ୍କ ଜୀବନର ଏକ ବିଶେଷ ମୁହୂର୍ତ୍ତ ହୋଇଥାଏ ମାତୃତ୍ୱ । ତେବେ ମାତୃତ୍ୱ ଲାଭ ଅପେକ୍ଷା କଷ୍ଟକର ହୋଇଥାଏ ଶିଶୁକୁ ସମ୍ଭାଳିବା । କାରଣ ଶିଶୁ ନିଜର କଷ୍ଟ ଏବଂ ଯନ୍ତ୍ରଣାର କଥା କହିପାରନ୍ତି ନାହିଁ, ଯାହା ଫଳରେ ସେମାନେ କାନ୍ଦିଥାନ୍ତି। ଅସୁସ୍ଥତା ହେଉ ବା କିଛି ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଧୋନି ତନୟା ଜିଭାଙ୍କ ଚାମ୍ପିୟନ ଡ଼୍ୟାନ୍ସ, ସାଥ୍‌ ଦେଲେ ସୁରେଶ ରାଇନାଙ୍କ ଝିଅ ଗ୍ରାସିଆ

ନୂଆଦିଲ୍ଲୀ : ଏବେ ପୁଣି ଥରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଝିଅ ଜିଭାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଧୋନି ଅନେକ ସମୟରେ ଜିଭାଙ୍କର ନାଚିବା ସମୟର ଭିଡ଼ିଓ ସୋସିଆଲ ସାଇଟ୍‌ରେ ପୋଷ୍ଟ କରୁଥିବା ବେଳେ ଏବେ ପୁଣି ଏକ ଭିଡ଼ିଓ ଛାଡ଼ିଛନ୍ତି। ଏହି ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଫଟୋଗ୍ରାଫି ଶିଖେଇବ ଆମାଜନ୍‌ , ଆରମ୍ଭ କଲା ସଟରବଗ୍‌

ନୂଆଦିଲ୍ଲୀ : ଦେଶର ଅଗ୍ରଣୀ ଅନଲାଇନ୍‌ ସଂସ୍ଥା ଆମାଜନ୍‌ ଡଟ୍‌ ଇନ୍‌ ପକ୍ଷରୁ ଫଟୋଗ୍ରାଫିରେ ରୁଚି ରଖୁଥିବା ବ୍ୟକ୍ତିଙ୍କ ପାଇଁ ସଟରବଗ୍‌ ଅନ୍‌ ଲାଇନ୍‌ ଫଟୋଗ୍ରାଫି କ୍ଲବ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ମାଗଣାରେ ବିଗନର୍‌ଙ୍କ ଫଟୋଗ୍ରାଫି ସମ୍ପର୍କିତ ସମସ୍ତ ଜ୍ଞାନ ଉପଲବ୍ଧ…
ଅଧିକ ଖବର ଦେଖନ୍ତୁ...

ପୁଣି ଚର୍ଚ୍ଚାରେ ଶ୍ରୀଦେବୀଙ୍କ ମୁତ୍ୟୁ; ଦିଲ୍ଲୀ ପୁଲିସ୍‌ର ଅବସରପ୍ରାପ୍ତ ଏସିପି କହିଲେ, ‘ମୁତ୍ୟୁର କାରଣ ‘ଦୁର୍ଘଟଣା…

ନୂଆଦିଲ୍ଲୀ: ବଲିଉଡ୍‌ର ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କ ମୁତ୍ୟୁର କାରଣ ‘ଦୁର୍ଘଟଣା ବଶତଃ ପାଣିରେ ବୁଡ଼ିଯିବା’ ନୁହେଁ; ବରଂ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍‌ ତଥା ଦିଲ୍ଲୀ ପୁଲିସ୍‌ର ପୂର୍ବତନ ଏସିପି ବେଦ ଭୂଷଣ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକରେ ସରକାର ଗଠନ ପାଇଁ ବିଜେପିକୁ ଆମନ୍ତ୍ରଣ, କାଲି ଶପଥ ନେବେ ୟେଦ୍ୟୁରାପ୍ପା, ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ…

ବାଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କାହାରିକୁ ସଂଖ୍ୟାଗରିଷ୍ଠତା ମିଳିନଥିବାରୁ ସରକାର ଗଠନ ବିଳମ୍ବିତ ହୋଇଛି । ରାଜ୍ୟପାଳ ବାଜୁଭାଇ ବାଲା ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରିତ କରିଥିବା  ସୂଚନା ମିଳିଛି । ବିଜେପି ବିଧାୟକ ଦଳର ନେତା…
ଅଧିକ ଖବର ଦେଖନ୍ତୁ...

ମଝି ଆକାଶରେ ବିମାନ ଭିତରେ ଯାତ୍ରୀ ପୋଷାକ ଓହ୍ଲାଇ ଏମିତିି କାଣ୍ଡ କଲେ, ଯାହାକୁ ଦେଖି ସବୁ ଯାତ୍ରୀଙ୍କର ହୋସ୍‌ ଉଡ଼ିଗଲା

ନୂଆଦିଲ୍ଲୀ : ବିଗତ ସମୟରେ ବିଭିନ୍ନ ବିମାନରେ ଯାତ୍ରୀଙ୍କ ଅଦ୍ଭୁତ ଆଚରଣ ଚର୍ଚ୍ଚାର ପରିସରକୁ ଆସିଛି । ନିକଟରେ ଆମେରିକୀୟ ଏୟାରଲାଇନ୍‌ର ଏକ ବିମାନ ଅଲାସ୍କା ଯାଉଥିବା ବେଳେ ମଝି ଆକାଶରେ ଏପରି ଘଟଣା ଘଟଇଥିଲା, ଯାହା ସମସ୍ତ ଯାତ୍ରୀଙ୍କ ହୋସ ଉଡ଼ାଇ ଦେଇଥିଲା । ବିମାନ ଅବତରଣ କରିବାର ୨୦…
ଅଧିକ ଖବର ଦେଖନ୍ତୁ...

ଷ୍ଟେସନ୍‌ରେ ଭିକ ମାଗୁଥିବା ନାବାଳିକା ଭିକାରୀ ଘରୁ ମିଳିଲା ୨ଲକ୍ଷ ନଗଦ ଟଙ୍କା ଓ ମୂଲ୍ୟବାନ ଗହଣା

ସୁରତ: ସୁରତ ରେଳଷ୍ଟେସନ୍‌ରେ ଯାତ୍ରୀଙ୍କୁ ଭିକ ମାଗୁଥିବା ଜଣେ ନାବାଳିକା ଭିକାରୀ ଘରୁ ପୁଲିସ ଲକ୍ଷାଧିକ ନଗଦ ଟଙ୍କା ଓ ଗହଣା ଜବତ କରିଛି। ମଇ ୧୪ ତାରିଖରେ ପୁଲିସ ୧୪ବର୍ଷର ନାବାଳିକାକୁ ସୁରତ ଷ୍ଟେସନ୍‌ରୁ ଧରିଥିଲେ। ନାବାଳିକା ଷ୍ଟେସନ୍‌ରେ ଭିକ ମାଗୁଥିଲା। ଏହି ସମୟରେ ଆରପିଏଫ୍‌ ପୁଲିସର…
ଅଧିକ ଖବର ଦେଖନ୍ତୁ...

ଏୟାରଟେଲ ଦେଲା ଅସୀମିତ ଇଣ୍ଟରନେଟ ଅଫର

ନୂଆଦିଲ୍ଲୀ: ଏୟାରଟେଲ ନିଜ ବ୍ୟବହାରକାରୀଙ୍କ ପାଇଁ ଏକ ଖାସ୍‌ ଅଫରର ଘୋଷଣା କରିଛି। ଏଣିକି ଏୟାରଟେଲ ନିଜ ବ୍ୟବହାରକାରୀଙ୍କ ପାଇଁ ଅସୀମିତ ଇଣ୍ଟରନେଟର ଅଫର ପ୍ରଦାନ କରିଛି। ଏହି ଅଫର କମ୍ପାନି ନିଜର ପ୍ରିପେଡ ବ୍ୟବହାରକାରୀଙ୍କୁ ଦେଇଛି। ଏଥିପାଇଁ କମ୍ପାନି କୌଣସି ଅତିରିକ୍ତ ଚାର୍ଜ ନେବ…
ଅଧିକ ଖବର ଦେଖନ୍ତୁ...

ବର୍ଷ ତଳର ପରମ୍ପରା ଭାଙ୍ଗିଲେ ବିବେକ ଓ ଐଶ୍ଵର୍ଯ୍ୟା, ନିଜର ‘କୁମାରୀତ୍ୱ ପରୀକ୍ଷା’ ନକରି ବିବାହ ବନ୍ଧନରେ ଆବଦ୍ଧ ହେଲେ

ପୁଣେ: ମହାରାଷ୍ଟ୍ରର ପୁଣେରେ ନବବଧୂର କୁମ୍ବାରୀତ୍ୱ ପରୀକ୍ଷା କରାଯିବାର କଞ୍ଜରଭାଟ ସମୁଦାୟରେ କାହିଁ କେଉଁ କାଳରୁ ପୁରୁଣା ପ୍ରଥା ରହି ଆସିଥିଲା। ଯାହାକୁ ବିବେକ ତାମଚିକର ଓ ଐଶ୍ୱର୍ଯ୍ୟା ଭଟ୍ଟ ଭଙ୍ଗ କରିଛନ୍ତି। ବିବେକ ଓ ଐଶ୍ୱର୍ଯ୍ୟା ପୁଣେସ୍ଥିତ ପିଂପରିରେ ବିବାହ କରିଛନ୍ତି। ଆଶ୍ଚର୍ଯ୍ୟର…
ଅଧିକ ଖବର ଦେଖନ୍ତୁ...