Daily Archives

May 17, 2018

ହାଇଦ୍ରାବାଦକୁ ୧୪ ରନରେ ହରାଇଲା ବାଙ୍ଗାଲୋର

ବାଙ୍ଗାଲୁରୁ : ବାଙ୍ଗାଲୁରୁର ଏମ.ଚିନ୍ନାସ୍‌ାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୫୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଚର୍ସ ବାଙ୍ଗାଲୋର ସନରାଇଜର୍ସ ହାଇଦ୍ରାବାଦକୁ ୧୪ ରନରେ ପରାସ୍ତ କରିଛି । ବାଙ୍ଗାଲୋରର ୨୧୯ ରନ ଲକ୍ଷ୍ୟକୁ ହାସଲ କରିବାକୁ ଯାଇ ହାଇଦ୍ରାବାଦ ୨୦୪ ରନ ହିଁ…
ଅଧିକ ଖବର ଦେଖନ୍ତୁ...

ଘରେ ପିମ୍ପୁଡ଼ି ହେଉଛନ୍ତି କି? ଆପଣଙ୍କ ରୋଷେଇ ଘରେ ରହିିଛି ଏହାକୁ ଦୂର କରିବାର ଉପାୟ

ପିମ୍ପୁଡ଼ି ଏକ ଛୋଟ ପୋକ ହୋଇଥିଲେ ମଧ୍ୟ ଘରକୁ ଅନେକ ପ୍ରକାରର ବ୍ୟାକ୍ଟେରିଆ ଏବଂ ରୋଗ ନେଇ ପ୍ରବେଶ କରିଥାଏ । ଏହା ଛଡ଼ା ପିମ୍ପୁଡ଼ି କାମୁଡ଼ିବା ଦ୍ୱାରା ଯନ୍ତ୍ରଣା ଅନୁଭୂତ ହେବା ସହ ବିଭିନ୍ନ ପ୍ରକାରର ସଂକ୍ରମଣ ମଧ୍ୟ ହୋଇଥାଏ । ଶିଶୁଥିବା ଘରେ ଏହା ପିମ୍ପୁଡ଼ି ଅଧିକ ମାତ୍ରାରେ କ୍ଷତିକାରକ…
ଅଧିକ ଖବର ଦେଖନ୍ତୁ...

ପତ୍ନୀବ୍ରତା ପତି ସାଜିଲେ ଆନନ୍ଦ : ସୋନମଙ୍କ ପାଇଁ କଲେ ନାମ ପରିବର୍ତ୍ତନ

ମୁମ୍ବାଇ : ଚଳିତ ବର୍ଷର ବହୁଚର୍ଚ୍ଚିତ ବିବାହ ମଧ୍ୟରେ ରହିଛି ସୋନମ ଏବଂ ଆନନ୍ଦ ଆହୁଜାଙ୍କ ବିବାହ । ଦୁହିଁଙ୍କ ବିବାହକୁ ଏକ ସପ୍ତାହ ହୋଇ ଯାଇଥିଲେ ମଧ୍ୟ ଏ ନେଇ ମିଡ଼ିଆରେ ଚର୍ଚ୍ଚା ଥମିବାର ନାଁ ନେଉନାହିଁ । ନିକଟରେ ବିବାହ ପରେ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସୋନମଙ୍କ ନାମ ପରିବର୍ତ୍ତନକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଆପଣ ଜାଣିନ୍ତି କି ଟ୍ରେନ୍‌ର ଶେଷ ବଗିରେ ‘X’ କାହିଁକି ଲେଖାଯାଇଥାଏ

ନୂଆଦିଲ୍ଲୀ : ଆପଣ ସାଧାରଣତଃ ଟ୍ରେନରେ ଯାତ୍ରା କରୁଥିବା କିମ୍ବା ଟ୍ରେନ୍‌ଟି ଠିଆ ହୋଇଥିବା ସମୟରେ ଏହାର ଶେଷ ବଗିରେ ଏକ ଛକି ଚିହ୍ନ ‘X’ ଲେଖାଯାଇଥିବାର ଦେଖିଥିବେ । ଅନେକ ଏହାକୁ କୌତୁହଳ ଦୃଷ୍ଟିରେ ଦେଖିଲେ ମଧ୍ୟ ଏହା ପଛର ପ୍ରକୃତ କାରଣ ଜାଣିନଥାନ୍ତି ।ତେବେ ଏହା ପଛରେ ରହିଛି କିଛି…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକରେ ବିଜେପିର ବିଜୟ ରହସ୍ୟ : ୩୪ ଦିନରେ ୫୭,୦୦୦ କିଲୋମିଟର ଯାତ୍ରା

ନୂଆଦିଲ୍ଲୀ : ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର କର୍ମୀଙ୍କୁ କଠିନ ପରିଶ୍ରମ ଏବଂ ସମପର୍ଣର ବିଷୟରେ କହିବାକୁ ଯାଇ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉଦାହରଣ ଦେଇଥିଲେ । ସେହି ସମୟରେ ଅମିତା ଶାହା କର୍ଣ୍ଣାଟକ ନିର୍ବାଚନକୁ ଭାଜପା ପକ୍ଷରେ ଆଣିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ପଡ଼ୋଶୀ ଯୁବକଙ୍କ କମେଣ୍ଟ ସହ୍ୟ କରି ନ ପାରି ଶେଷରେ ଆତ୍ମହତ୍ୟା କଲେ ନାବାଳିକା

ଗୁରୁଗ୍ରାମ : ଦିଲ୍ଳୀର ଗୁରୁଗ୍ରାମର ଟିକରି ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ ପଡ଼ୋଶୀ ଯୁବକଙ୍କ କମେଣ୍ଟ ସହ୍ୟ ନକରି ପାରି ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରେ ମିଳିଥିବା ସୁଇସାଇଡ୍‌ ନୋଟକୁ ଆଧାର କରି ପୁଲିସ ମାମଲା ରୁଜୁ କରିବା ସହ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘କାର୍‌ଓ୍ଵା’ ବିଷୟରେ କହିବାକୁ ଯାଇ ଦୁଇ ମାସର ବ୍ୟବଧାନ ପରେ ଟ୍ଵିଟ କଲେ ଇରଫାନ ଖାନ୍‌

ମୁମ୍ବାଇ : ଦୀର୍ଘ ଦୁଇ ମାସ ପରେ ନିଜର ଟ୍ଵିଟର ଆକାଉଣ୍ଟରେ ଟ୍ଵିଟ୍‌ କରିଛନ୍ତି ଲୋକପ୍ରିୟ ଅଭିନେତା ଇରଫାନ ଖାନ୍‌ । ଦୁଇ ମାସ ପୂର୍ବେ ଇରଫାନ ଏକ ବଡ଼ ରୋଗରେ ଆକ୍ରାନ୍ତ ଥିବାର ସୂଚନା ମିଳିଥିଲା। ନିଜର ଏହି ରୋଗ ସଂପର୍କରେ ଇରଫାନ ଏବଂ ତାଙ୍କ ପତ୍ନୀ ଟ୍ଵିଟ୍‌ କରି ପ୍ରଶଂସକଙ୍କୁ ସୂଚନା…
ଅଧିକ ଖବର ଦେଖନ୍ତୁ...

ଗୁଟ୍‌ଖା ଖାଇବା ଅଭ୍ୟାସକୁ ପରିବର୍ତ୍ତନ ନ କରିବାରୁ ବିବାହର ୧୫ ଦିନ ପରେ ସ୍ୱାମୀକୁ ଛାଡ଼ି ବାପା ଘରକୁ ପଳାଇଗଲେ ନବବଧୂ

ପ୍ରତାପଗଡ଼: ଉତ୍ତରପ୍ରଦେଶର ପ୍ରତାପଗଡ଼ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଗୁଟ୍‌ଖା ଖାଇବା ଅଭ୍ୟାସ ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି । ପାନ-ମସଲା ଏବଂ ଗୁଟ୍‌ଖା ଖାଇବା ଯୋଗୁଁ ବିବାହର ୧୫ ଦିନରେ ତାଙ୍କ ସ୍ତ୍ରୀ ସଂପର୍କ ଭାଙ୍ଗି ବାପା ଘରକୁ ଚାଲି ଯାଇଥିବା ଜଣାପଡ଼ିଛି । ନବବଧୂ ଜଣକ ସ୍ୱାମୀଙ୍କ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ ଆଗରେ ୨୧୯ରନର ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ବାଙ୍ଗାଲୁରୁ : ବାଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ୫୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଚର୍ସ ବାଙ୍ଗାଲୋର ସନରାଇଜର୍ସ ହାଇଦ୍ରାବାଦ ଆଗରେ ୨୧୯ ରନର ଲକ୍ଷ୍ୟ ରଖିଛି । ବାଙ୍ଗାଲୋର ପକ୍ଷରୁ ଏବି ଡିଭିଲିୟର୍ସ ମାତ୍ର ୩୯ ବଲରେ ୬୯ ରନ ଓ ମୋଇନ ଅଲି ୩୪ ବଲରେ ୬୫…
ଅଧିକ ଖବର ଦେଖନ୍ତୁ...

ଭାରତର ପ୍ରଥମ ମହିଳା ଉବେର ଡ୍ରାଇଭର୍‌ : ଲାଇସେନ୍ସ ପାଇଁ ୪୦ ବର୍ଷରେ ପାସ୍‌ କଲେ ଦଶମ

ନୂଆଦିଲ୍ଲୀ : ଜୀବନର ସମସ୍ତ କଷ୍ଟ ଏବଂ ଅସୁବିଧାକୁ ଦୃଢ଼ତାର ସହ ସାମ୍ନା କରିବା ବ୍ୟକ୍ତି ହିଁ ପ୍ରକୃତରେ ଜୀବନରେ ସଫଳତା ହାସଲ କରିଥାଏ । ଏହାର ଏକ ପ୍ରତ୍ୟକ୍ଷ ଉଦାହରଣ ହେଉଛନ୍ତି ନୂଆଦିଲ୍ଲୀର ସାନୁ ବେଗମ । ସେ ଭାରତର ପ୍ରଥମ ମହିଳା ଉବେର ଚାଳକ ହେବା ସହ ୪୦ ବର୍ଷ ବୟସରେ ଡ୍ରାଇଭିଂ…
ଅଧିକ ଖବର ଦେଖନ୍ତୁ...