Daily Archives

May 17, 2018

ଏଣିକି ପ୍ରତ୍ୟେକ ମୋବାଇଲ ବ୍ୟବହାରକାରୀଙ୍କୁ ମିଳିବ ‘କ୍ରେଡିଟ୍‌ କାର୍ଡ’, ଏହି ବ୍ୟାଙ୍କ ଆରମ୍ଭ କରିଛି ସର୍ଭିସ୍‌ !

ସାଧାରଣତଃ କ୍ରେଡ଼ିଟ୍‌ କାର୍ଡ଼ ପାଇବା ପାଇଁ ଲୋକମାନଙ୍କୁ ବାରମ୍ବାର ବ୍ୟାଙ୍କ ଦୌଡ଼ିବାକୁ ପଡ଼ିଥାଏ । କ୍ରେଡ଼ିଟ କାର୍ଡ଼ ଇସ୍ୟୁ କରିବା ପୂର୍ବରୁ ବ୍ୟାଙ୍କ ବିଭିନ୍ନ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦେଇଥାଏ । ଆଉ ଏହି ଦୃଷ୍ଟିରୁ ଅଧିକାଂଶ ଲୋକ କ୍ରେଡ଼ିଟ କାର୍ଡ଼ ପାଇବାରୁ ବଞ୍ଚି ତ ହୋଇଥାନ୍ତି କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ଉନ୍ନାଓ ବିଧାୟକ ଦୁଷ୍କର୍ମ ମାମଲା: ୟୁପିର ୨ ପୁଲିସ୍‌ ସବଇନ୍ସପେକ୍ଟରଙ୍କୁ ଗିରଫ କଲା ସିବିଆଇ

ଉନ୍ନାଓ (ଉତ୍ତରପ୍ରଦେଶ): ଉନ୍ନାଓ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକାଙ୍କ ପିତାଙ୍କ ମୁତ୍ୟୁ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଉତ୍ତରପ୍ରଦେଶର ଦୁଇଜଣ ପୁଲିସ୍‌ ସବଇନ୍ସପେକ୍ଟରଙ୍କୁ ଗିରଫ କରିଛି। ସିବିଆଇ ହାତରେ ଗିରଫ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ୟେଦ୍ୟୁରାପ୍ପା ମୁଖ୍ୟମନ୍ତ୍ରୀ ହେବେ ବୋଲି ମାନସିକ କରି ଖାଲିପାଦରେ ବୁଲୁଥିଲେ ଏହି ବ୍ୟକ୍ତି

ବାଙ୍ଗାଲୁରୁ : ବିବାଦୀୟ ସ୍ଥିତିରେ ବିଜେପିର ବିଏସ ୟେଦ୍ୟୁରାପ୍ପା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ଏଥିପାଇଁ ବିଜେପି କର୍ମୀମାନେ ତ ଖୁସିି ମନାଉଛନ୍ତି, କିନ୍ତୁ ଜଣେ ବ୍ୟକ୍ତି ଖୁସିରେ ଆତ୍ମହରା ହୋଇଯାଇଛନ୍ତି । ସେ ହେଉଛନ୍ତି ଶିବକୁମାର ଆରାଧ୍ୟା । ପ୍ରାୟ ୫୩…
ଅଧିକ ଖବର ଦେଖନ୍ତୁ...

ଶନିଦେବ ଏବଂ ଯମରାଜଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ ନେଇ ପୁଲିସ ବେମାଲୁମ୍‌! କରିଦେଲା ଏତେ ବଡ଼ ଭୁଲ, ଭକ୍ତ ରାଗିଲେ

ବରେଲି : ସମଗ୍ର ଦେଶ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି ମାନୁଥିବା ବେଳେ ତାଙ୍କର ମଜା ଉଡ଼ାଇଛି ମଧ୍ୟପ୍ରଦେଶ ପୁଲିସ। ଘଟଣାଟି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବରେଲିରେ ଥିବା କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଥିବା ଏକ ମନ୍ଦିରରୁ ଶନିଙ୍କ ମୂର୍ତ୍ତି ଚୋରି ହୋଇଯାଇଥିଲା । ଏ ନେଇ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ଆରବ ସାଗରରେ ଘନୀଭୂତ ହେଲା ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ‘ସାଗର’

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ସାମୁଦ୍ରିକ ଝଡ଼ ‘ସାଗର’ ଆରବ ସାଗର ଉପରେ ଘନୀଭୂତ ହୋଇଛି। ଭାରତୀୟ ଉପକୂଳ ଠାରୁ ବହୁ ଦୂରରେ ଆରବ ସାଗରର ‘ଗଲ୍ଫ ଅଫ୍‌ ଏଡେନ୍‌’ ଠାରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ସାଗର’ ଭାରତ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ପାଣିପାଗ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

ଭାରତର ସୁରକ୍ଷା ପ୍ରତି ବିପଦ ହେଲାଭଳି କୌଣସି କାମ କରିବୁନି : ଉତ୍ତରକୋରିଆ

ନୂଆଦିଲ୍ଲୀ : ଭାରତୀୟ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂ ଏବେ ଉତ୍ତର-କୋରିଆ ଗ୍ରସ୍ତରେ ଅଛନ୍ତି । ଏହି ଦେଶ ବିଶ୍ୱରେ ଏକ ଦୁଷ୍ଟ ଦେଶ ଭାବେ ଜଣାଶୁଣା ଥିବାବେଳେ ଭାରତ ସହିତ କିନ୍ତୁ ଏହାର ସମ୍ପର୍କ ଭଲ ରହିଆସିଛି । ଏହି ସଂପର୍କକୁ ଆହୁରି ସୁଦୃଢ କରିବାକୁ ଭାରତ ଓ ଉତ୍ତରକୋରିଆ ରାଜି…
ଅଧିକ ଖବର ଦେଖନ୍ତୁ...

ଘରୁ ନିଖୋଜ ଥିବା ନାବାଳକର ମୃତଦେହ ଗାତରୁ ଏଭଳି ଅବସ୍ଥାରେ ମିଳିଲା ! ମୁହଁରୁ ବାହାରୁଥିଲା ରକ୍ତ

ପଞ୍ଚକୁଲା: ତିନିଦିନ ହେବ ଘରୁ କେଉଁଆଡେ ଚାଲି ଯାଇଥିବା ଜଣେ ନାବାଳକର ମୃତଦେହ ସେକ୍ଟର-୨୮ରେ ଥିବା ଏକ ଗାଡ଼ରୁ ରହସ୍ୟଜନକ ଭାବେ ଉଦ୍ଧାର କରାଯାଇଛି। ଏହି ନାବାଳକର ମୁଣ୍ଡ ଗାତ ଭିତରେ ଥିବା ବେଳେ ଗୋଡ଼ ବାହାରେ ଥିବାର ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟକୁ ଦେଖି ସନ୍ଦେହ କରାଯାଉଛି ଯେ ନାବାଳକୁ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଘରେ ପଶି ନାବାଳିକାକୁ ଦୁଷ୍କର୍ମ କଲା ପଡୋଶୀ, ଜେଜେ ମାଆ ପଶି ଆସିବାରୁ ଦୌଡ଼ି ପଳାଇଲା ଦୁଷ୍କର୍ମକାରୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ୧୦ ବର୍ଷର ଦିବ୍ୟାଙ୍ଗ ଝିଅକୁ ଘରେ ପଶି ଦୁଷ୍କର୍ମ କରାଯାଇଥିବା ଘଟଣା ମଙ୍ଗଳବାର ପୀଡିତାଙ୍କ  ପିତା ଅଭିଯୋଗ କରିଛନ୍ତି। କିଛିଦିନ ତଳେ ରାଉରକେଲାରେ ଘର ଭିତରେ ନିଜର ଦୁଇ ଶିଶୁଙ୍କୁ ଧରି ଶୋଇଥିଲା ବେଳେ ଘରେ ଯୋର ଜବରଦସ୍ତ ପଶି ୪ ଜଣ…
ଅଧିକ ଖବର ଦେଖନ୍ତୁ...

‘ମୋ ପୁଅକୁ ବଞ୍ଚାଅ’ ବୋଲି ବିକଳ ଚିତ୍କାର କରୁଥିଲା ମା’; ବହୁ ଲୋକଙ୍କ ଉପସ୍ଥିତିରେ ସୁଇମିଙ୍ଗ ପୁଲ୍‌ରେ ଚାଲିଗଲା…

ସୁରଟ୍‌ : ଗୁଜୁରାଟର ସୁରଟ୍‌ରେ ଥିବା କପାଡ଼ିଆ ହେଲଥ୍‌ କ୍ଲବ୍‌ରେ ବୁଧବାର ସନ୍ଧ୍ୟାରେ ସର୍ବସମ୍ମୁଖରେ ଚାଲିଗଲା ଗୋଟେ ନିରୀହ ପିଲାର ଜୀବନ । ପହଁରା ଶିଖିବା ପାଇଁ ଯାଇଥିବା ବେଳେ ସୁଇମିଙ୍ଗ ପୁଲ୍‌ ମଝିରେ ବୁଡ଼ି ଯାଇଥିଲେ ନାବାଳକ । ଏହା ଦେଖି ନାବାଳକଙ୍କ ମା’ ମୋ ପୁଅକୁ ବଞ୍ଚାଅ ବୋଲି ପାଟି…
ଅଧିକ ଖବର ଦେଖନ୍ତୁ...

ଆପଣ ବି ବନି ପାରିବେ ଅମ୍ବାନିଙ୍କ ଭଳି ବ୍ୟବସାୟୀ, ଗୋଟିଏ ‘ଆଇଡ଼ିଆ’ ଦେଇ ନିଅନ୍ତୁ ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ୩ ମାସର…

ନୂଆଦିଲ୍ଲୀ: ଆଇଡ଼ିଆ ଟେଲିକମ୍‌ କମ୍ପାନିର ବିଜ୍ଞାପନରେ ସେ କଥାଟି ତ ଆପଣ ନିଶ୍ଚୟ ଶୁଣିଥିବେ । ଏକ୍‌ ଆଇଡ଼ିଆ ଜୋ ବଦ୍‌ଲଦେ ଆପ୍‌କି ଦୁନିଆ । ଏବେ ସେହି କଥାଟିକୁ ସତ କରିଛନ୍ତି ମୁକେଶ ଅମ୍ବାନି । ଯଦି ଆପଣଙ୍କ ପାଖରେ ଆଇଡିଆ ବା ନୂତନ ଚିନ୍ତାଧାରା ଅଛି ତେବେ ଆପଣଙ୍କୁ ବ୍ୟବସାୟ ଶିିଖିବା ପାଇଁ…
ଅଧିକ ଖବର ଦେଖନ୍ତୁ...