Daily Archives

May 18, 2018

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ସମ୍ବଲେଶ୍ୱରୀ ଏକ୍ସପ୍ରେସ୍‌, ରେଳ ଧାରଣାରେ ଫିସପ୍ଲେଟ୍‌ ନ ଥିବାରୁ ଲାଇନ୍‌ଚ୍ୟୁତ

ରାୟଗଡ଼ା: ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି ହାଓଡା-ଜଗଦଲପୁର ସମ୍ବଲେଶ୍ୱରୀ ଏକ୍ସପ୍ରେସ୍‌। ରାୟଗଡ଼ାଠାରୁ ପ୍ରାୟ ୨୦କିମି ଦୂରରେ ଥିବା କେଉଟଗୁଡ଼ା ଷ୍ଟେସନ୍‌ ନିକଟରେ ଶୁକ୍ରବାର ସମ୍ବଲେଶ୍ୱରୀ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ହୋଇଛି। ମିଳିଥିବା ସୂଚନା ଅନୁସାରେ ସନ୍ଧ୍ୟା ୫.୧୫ ପାଖାପାଖି…
ଅଧିକ ଖବର ଦେଖନ୍ତୁ...

୧୦୦୦କୋଟି ଦେଇ ପ୍ରଧାନମନ୍ତ୍ରୀଙ୍କୁ କିଣା ଯାଇ ପାରିବ ବୋଲି କହିଲେ ଏହି ଯୁବକ !

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂଘ ଅଧ୍ୟକ୍ଷ କହ୍ନେୟା କୁମାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏଭଳି ଏକ ବୟାନ ଦେଇଛନ୍ତି, ଯେ ଯେଉଁଥିପାଇଁ ଇଣ୍ଟରନେଟରେ ଟ୍ରୋଲ ହୋଇଛନ୍ତି। ସୂଚନାଯୋଗ୍ୟ, କହ୍ନେୟା କୁମାର ସର୍ବଦା କେନ୍ଦ୍ର ଓ…
ଅଧିକ ଖବର ଦେଖନ୍ତୁ...

କାହାକୁ ନିଜ ପ୍ରତି ଅକୃଷ୍ଟ କରିବାକୁ ଚାହାନ୍ତି କି? ତେବେ, ଆପଣାନ୍ତୁ ଚାଣକ୍ୟଙ୍କର ଏହି ଉପାୟ, ସହଜସାଧ୍ୟ ହୋଇଯିବ…

ଆପଣ କ’ଣ କାହାକୁ ଆପଣଙ୍କ ପ୍ରତି ଅକୃଷ୍ଟ କରିବାକୁ ଚହାନ୍ତି କି? କାହାକୁ ବଶୀକରଣ କରିବାକୁ ଚହାନ୍ତି କି? ହଁ ! ଏସବୁ ସହଜ, ସାଧାରଣ ଓ ସରଳ ବ୍ୟାପାର ହୋଇ ନଥିଲେ ସୁଦ୍ଧା ଅସମ୍ଭବ ବ୍ୟାପାର ମଧ୍ୟ ନୁହେଁ। ଏସବୁ ନୀତିନିଷ୍ଟ କାର୍ଯ୍ୟ ହୋଇ ନଥିଲେ ସୁଦ୍ଧା ମଣିଷ ଜୀବନରେ ଏହାର ଆବଶ୍ୟକତା କେବେ…
ଅଧିକ ଖବର ଦେଖନ୍ତୁ...

ପୁଅକୁ ପାସ୍‌ କରାଇବା ପାଇଁ ପ୍ରିନ୍ସପାଲ ନିଜେ ଅଫିସରେ ବସି ଲେଖୁଛନ୍ତି କପି

ସୁଲତାନପୁର: ଉତ୍ତରପ୍ରଦେଶ ସୁଲତାନପୁରରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଅଧ୍ୟାପକ ଫୋନ୍‌ରେ ପଚାରି ପଚାରି ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟଟିରେ ଜଣେ କଲେଜ ପ୍ରିନ୍ସପାଲ ଓଏମଆର ସିଟ ନିଜେ ଭରୁ ଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ସାମ୍ନାକୁ ଆସିବା…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ଜୋକ୍‌ : ସୁପ୍ରିମକୋର୍ଟ ବିଚାରପତି ବି ହ୍ଵାଟ୍ସଆପ ଜୋକ୍ ଶୁଣାଇଲେ

ନୂଆଦିଲ୍ଲୀ : କର୍ଣ୍ଣାଟକରେ ସରକାର ଗଠନ ପାଇଁ ବିଜେପି, ଜେଡିଏସ ଓ କଂଗ୍ରେସ ମଧ୍ୟରେ ଛକା ପଞ୍ଚା ଚାଲିଛି । ଏହାକୁ ନେଇ ସାରା ଦେଶରେ ରାଜନୈତିକ ପାଣିପାଗ ଗରମ ହୋଇଉଠିଛି । ନେତାମାନଙ୍କୁ ରାତିରେ ନିଦ ହେଉନାହିଁ । କଂଗ୍ରେସ ବାଲା ବାରମ୍ବାର କୋର୍ଟ ଦୌଡୁଛନ୍ତି । ଏହି ଘଟଣା ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ଫେରୁଛନ୍ତି କାଜୋଲ୍‌, ଜାଣନ୍ତୁ କେଉଁ ରୂପରେ?

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କାଜୋଲ୍‌ ଦୁଇ ବର୍ଷ ହେବ କୌଣସି ହିନ୍ଦୀ ସିନେମାରେ କାମ କରିନାହାନ୍ତି। ତାଙ୍କୁ ଶେଷ ଥର ପାଇଁ ହିନ୍ଦୀ ସିନେମା ‘ଦିଲ୍‌ଓ୍ଵାଲେ’ରେ ଦେଖିବାକୁ ପାଇଥିଲେ ଦର୍ଶକ। ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସେ ବନିଥିଲେ ଶାହରୁଖ୍‌ ଖାନ୍‌ଙ୍କ ନାୟିକା।…
ଅଧିକ ଖବର ଦେଖନ୍ତୁ...

ମାତ୍ର ଅଧ ଘଣ୍ଟା ସଙ୍ଗୀତ ଶୁଣନ୍ତୁ,ଦୂରେଇ ଯିବ ଏହି ରୋଗ

ଆଜିକାଲି ଅତ୍ୟାଧୁନିକ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ହାଇପରଟେନସନ୍‌ ବା ଉଚ୍ଚ ରକ୍ତଚାପର ଶିକାର ହେଉଥିବାର ଶୁଣିବାକୁ ମିଳୁଛି। ଏଭଳି ରୋଗର ଆଶଙ୍କା ଥାଇ ମଧ୍ୟ ଅଧିକାଂଶ ଲୋକ ସେମାନଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଆଣୁନାହାନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ,ଏହାର ଏକ ସହଜ ଉପାୟ ଅଛି।…
ଅଧିକ ଖବର ଦେଖନ୍ତୁ...

ଏଣିକି ମହିଳାଙ୍କୁ କମେଣ୍ଟ ମାରିଲେ, ଅଶ୍ଳୀଳ ଇଙ୍ଗିତ କଲେ ଦେବାକୁ ପଡ଼ିବ ୬୦ହଜାର ଟଙ୍କା ଜରିମାନା

ଦିନକୁ ଦିନ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି । ମହିଳାଙ୍କ ପ୍ରତି ଅଶ୍ଳୀଳ ଆଚରଣ, ପିଛା କରିବା, ଉଦ୍ଦେଶ୍ୟମୂଳକ ଭାବେ ଚାହିଁବା, କମେଣ୍ଟ ମାରିବା ଏବଂ ଦୁଷ୍କର୍ମ କରିବା ଆଦି ଘଟଣା ସବୁଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି। ଏଣିକି ଏପରି ଆଚରଣ ଉପରେ ରୋକ…
ଅଧିକ ଖବର ଦେଖନ୍ତୁ...

ଏହି ମହିଳା ତାଙ୍କ ସମସ୍ତ ସମ୍ପତ୍ତିକୁ ମାଙ୍କଡ଼ ନାମରେ କରି ଦେଇଛନ୍ତି, ଜାଣନ୍ତୁ କାରଣ

ରାୟବରେଲି: ଘରେ ଯଦି ଆପଣ ପଶୁପକ୍ଷୀ ରଖିଛନ୍ତି ତେବେ ସେମାନଙ୍କ ପ୍ରତି ଥିବା ସ୍ନେହଶ୍ରଦ୍ଧା ସତରେ ସବୁଠାରୁ ନିଆରା ରହିଥାଏ। ତେବେ ଉତ୍ତରପ୍ରଦେଶର ରାୟବରେଲିଠାରେ ବସବାସ କରୁଥିବା ଜଣେ ମହିଳା ତାଙ୍କ ସମସ୍ତ ସମ୍ପତ୍ତିକୁ ମାଙ୍କଡ଼ ନାମରେ କରି ଦେଇଛନ୍ତି। ଏହି ମାଙ୍ଗଡ଼ଟିଏ ନାମ ହେଉଛି…
ଅଧିକ ଖବର ଦେଖନ୍ତୁ...

ବୋପାୟା ଅସ୍ଥାୟୀ ବାଚସ୍ପତି ନିଯୁକ୍ତି ହେବା କାହିଁକି ଗୁରୁତ୍ୱପୂର୍ଣ୍ଣ ?

ବାଙ୍ଗାଲୁରୁ : କର୍ଣ୍ଣାଟକ ବିଜେପିର ବରିଷ୍ଠ ନେତା କେଜି ବୋପାୟାଙ୍କୁ ବିଧାନସଭାର ପ୍ରୋ-ଟେମ ବା ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିଛନ୍ତି କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା । ତେବେ ଏହାକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଛି । କଂଗ୍ରେସର ବିଧାୟକ ଆରଭି ଦେଶପାଣ୍ଡେ ବରିଷ୍ଠତମ ବିଧାୟକ…
ଅଧିକ ଖବର ଦେଖନ୍ତୁ...