Daily Archives

May 19, 2018

ହାଇଦ୍ରାବାଦକୁ ୫ ୱିକେଟରେ ହରାଇଲା କୋଲକତା

ହାଇଦ୍ରାବାଦ : ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ କୋଲକତା ନାଇଟରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟରେ ପରାସ୍ତ କରିଛି । ହାଇଦ୍ରାବାଦର ୧୭୩ ରନ ଲକ୍ଷ୍ୟକୁ କୋଲକତା ୧୯.୪ ଓଭରରେ ୫ ୱିକେଟ ହରାଇ ହାସଲ କରିନେଇଥିଲା ।…
ଅଧିକ ଖବର ଦେଖନ୍ତୁ...

ଅଦ୍ଭୁତ ମନ୍ଦିର : ମନ୍ଦିର କାନ୍ଥଠାରୁ ଆରମ୍ଭ କରି ଗମ୍ବୁଜ ପର୍ଯ୍ୟନ୍ତ ସବୁ ଅଂଶ ବିୟର ବୋତଲ୍‌ରେ ନିର୍ମିତ

ସାଧାରଣତଃ ବିୟର ବୋତଲ୍‌କୁ ଅଯଥା ଏବଂ ଅଦରକାରୀ ମନେ କରି ଫୋପାଡ଼ି ଦିଆଯାଇଥାଏ । କିନ୍ତୁ କିଛି ବ୍ୟକ୍ତି ଏହାକୁ ବ୍ୟବହାର ଉପଯୋଗୀ ଭାବି ଘରର ସାଜସଜ୍ଜାରେ ବ୍ୟବହାର କରିଥିବା ବେଳେ କିଛି ଏଥିରେ ତୈଳ ଜାତୀୟ ପଦାର୍ଥ ରଖିଥାନ୍ତି। ଆପଣ କେବେ ଭାବିଛନ୍ତି କି ବିୟର ବୋତଲ୍‌ରେ ମନ୍ଦିର ମଧ୍ୟ…
ଅଧିକ ଖବର ଦେଖନ୍ତୁ...

‘ଇ-ସିମ୍‌’କୁ ମିଳିଲା ମଞ୍ଜୁରୀ ,ଏବେ ସିମ୍‌ ନ ବଦଳାଇ ପରିବର୍ତ୍ତନ କରିପାରିବେ ନମ୍ବର ଓ ନେଟଓ୍ଵର୍କ

ନୂଆଦିଲ୍ଳୀ: ସାଧାରଣତଃ ନେଟଓ୍ଵର୍କ ଏବଂ ନମ୍ବର ପରିବର୍ତ୍ତନ କରିବାକୁ ହେଲେ ସେହି ସମୟରେ ସବୁଠାରୁ ବଡ଼ ଅସୁବିଧା ପାଲଟିଥାଏ ସିମକାର୍ଡ଼କୁ ପରିବର୍ତ୍ତନ କରିବା । ଏପରି ମଧ୍ୟ ଅନେକ ବ୍ୟକ୍ତି ରହିଛନ୍ତି ଯେଉଁମାନଙ୍କୁ ବର୍ଷକ ମଧ୍ୟରେ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ପଡ଼ିଥାଏ, ସେହି ସମୟରେ…
ଅଧିକ ଖବର ଦେଖନ୍ତୁ...

ବଜାରକୁ ଆସିଲା ୟାମାହାର ତିନି ଚକିଆ ବାଇକ, ୟାମାହା ନିକେନ୍‌

ନୂଆଦିଲ୍ଳୀ: ଜାପାନୀ ଅଟୋମୋବାଇଲ୍‌ କମ୍ପାନି ୟାମାହା ଦୃତଗାମୀ ବାଇକ ତିଆରି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କମ୍ପାନି ସବୁବେଲେ ନୂଆ ଧରଣର ଏବଂ ଅତ୍ୟାଧୁନିକ ଟେକ୍ନାଲୋଜିର ବାଇକ ନିର୍ମାଣ ପାଇଁ ପରୀକ୍ଷାନିରୀକ୍ଷା ଜାରି ରଖିଥାଏ । ଏବେ…
ଅଧିକ ଖବର ଦେଖନ୍ତୁ...

ଏହି ବ୍ୟକ୍ତିଙ୍କ ଶରୀରରୁ ଆପେଆପେ ଉଭାନ ହେଉଛି କିଡ୍‌ନୀ , ଆସନ୍ତୁ ଜାଣିବା କାରଣ କ’ଣ ?

ଆପଣ ସାଧାରଣତଃ କିଡ୍‌ନୀ ଫେଲ୍‌ କରିବା କିମ୍ବା କିଡ୍‌ନୀ ଜନିତ ରୋଗ ହେବା ବିଷୟରେ ଶୁଣିଥିବେ କିନ୍ତୁ କେବେ ମଧ୍ୟ ଶରୀରରୁ ଆପେଆପେ କିଡ୍‌ନୀ ଉଭାନ ହେବା ବିଷୟରେ ଶୁଣିଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଲଣ୍ଡନର ଡେରନ୍‌ ଫର୍ଗୁସନ୍‌ ନାମକ ଜଣେ ବ୍ୟକ୍ତିଙ୍କର ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଯୋଦ୍ଧା ଅନ୍ଦାଜରେ ନଜର ଆସିଲେ ସନ୍ନି ଲିଓନି : ବୀରମାଦେବୀର ପ୍ରଥମ ଲୁକ୍‌ ରିଲିଜ୍‌ ହେଲା

ମୁମ୍ବାଇ : ବଲିଉଡ୍‌ ବେବିଡଲ୍‌ ଅଭିନେତ୍ରୀ ସନ୍ନି ଲିଓନି ବର୍ତ୍ତମାନ ତାଙ୍କ ଆଗାମୀ ସାଉଥ ସିନେମା ବୀରମାଦେବୀକୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି । ଏହି ଚଳଚ୍ଚିତ୍ର ପାଇଁ ପୂର୍ବରୁ ସନ୍ନି ଅନେକ ଚର୍ଚ୍ଚାରେ ରହିଥିଲେ ହେଁ ବର୍ତ୍ତମାନ ଏହାର ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ସନ୍ନି ଏହା…
ଅଧିକ ଖବର ଦେଖନ୍ତୁ...

ୟୁଟ୍ୟୁବ୍‌ ଭିଡିଓ ପ୍ରସ୍ତୁତି ପାଇଁ ମହିଳା ମାରି ଖାଇଥିଲେ ବିରଳ ଜୀବଜନ୍ତୁ ! ଧରାପଡ଼ିଲା ପରେ କହିଲେ ଭୟାନକ କାହାଣୀ

ଆଜିକାଲିର ଯୁବପିଢ଼ି ସୋସିଆଲ ମିଡ଼ିଆରେ ବହୁ ସମୟ ଅତିବାହିତ କରୁଛନ୍ତି । ଖାଲି ସମୟ ବିତାଉଛନ୍ତି ତାହା ନୁହଁ, ବରଂ ଏଥିରୁ ଅର୍ଥ ମଧ୍ୟ ରୋଜଗାର କରୁଛନ୍ତି । ସେହିିଭଳି ଅର୍ଥ ରୋଜଗାର କରିବା ନିଶାରେ ୟୁଟ୍ୟୁବ୍‌ ଭିଡ଼ିଓ ପ୍ରସ୍ତୁତ କରି ବର୍ତ୍ତମାନ ଜେଲ୍‌ ଯାଇଛନ୍ତି ଅହଲିନ୍‌ ଟଚ୍‌…
ଅଧିକ ଖବର ଦେଖନ୍ତୁ...

ପ୍ରିନ୍ସ୍‌ ହ୍ୟାରୀ ଏବଂ ଅଭିନେତ୍ରୀ ମେଗନ ମର୍କେଲଙ୍କ ବିବାହରେ ଗୋଟିଏ ଷଣ୍ଢ ଉପହାର ଦେବ ପେଟା ! ଏହା ପଛରେ ରହିଛି…

ନୂଆଦିଲ୍ଲୀ : ଏତେ ଦିନର ଅପେକ୍ଷା ପରେ ପ୍ରିନ୍ସ ହ୍ୟାରୀ ଏବଂ ହଲିଉଡ଼ ଅଭିନେତ୍ରୀ ମେଗନ ମର୍କେଲ ବିବାହ ସଂପନ୍ନ ହୋଇଛି । ତାଙ୍କ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଥିବା ବେଳେ ବିବାହରେ ତାଙ୍କୁ ମିଳିଥିବା ଉପହାରକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି । ସମସ୍ତେ ପ୍ରିନ୍ସ ହ୍ୟାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଧଓ୍ଵନଙ୍କ ୫୦, କୋଲକତା ଆଗରେ ୧୭୩ ରନର ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ହାଇଦ୍ରାବାଦ : ସ୍ଥାନୀୟ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ କୋଲକତା ନାଇଟରାଇଡର୍ସ ଆଗରେ ୧୭୩ ରନର ଲକ୍ଷ୍ୟ ରଖିଛି । ଉଭୟ ଦଳ ଚଳିତ ବର୍ଷର ଆଇପିଏଲରେ ଭଲ ପ୍ରଦର୍ଶନ କରି ପଏଣ୍ଟ ଟେବୁଲ ଉପରେ ରହିଛନ୍ତି ଓ…
ଅଧିକ ଖବର ଦେଖନ୍ତୁ...

ଗୁଗୁଲ୍‌ରେ ‘ ପପ୍ପୁ’ ସର୍ଚ୍ଚ କଲେ ରାହୁଲ ଗାନ୍ଧୀ ଓ ‘ଫେକୁ’ ଖୋଜିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମ ଆସୁଛି

ନୂଆଦିଲ୍ଲୀ : ବର୍ତ୍ତମାନ ପୃଥିବୀର ସମସ୍ତ ପ୍ରଶ୍ନର ଉତ୍ତର ଗୁଗୁଲ୍‌ରେ ରହିଛି ବୋଲି କୁହାଯାଉଛି । ଏପରିକି ଯଦି ଆପଣ କୌଣସି ଜିନିଷ ବିଷୟରେ ଜାଣି ନାହାନ୍ତି ଏବଂ ତାହା ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣ ଗୁଗୁଲ୍‌ର ସାହାଯ୍ୟ ନେଉଛନ୍ତି । କିନ୍ତୁ ପ୍ରାୟତଃ…
ଅଧିକ ଖବର ଦେଖନ୍ତୁ...