କଟକରେ ପୁଣି ଏନ୍କାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଆହତ
କଟକ : କିଛିଦିନର ନିରବତ୍ତା ପରେ ପୁଣି କଟକରେ ପୁଲିସ କରିଛି ଏନ୍କାଉଣ୍ଟର। ଏନ୍କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧି ଉତ୍ତମ ସିଂ ଓରଫ କାବୁଆ ଆହତ ହୋଇଛି। ତାକୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଆଜି ରାତି ପ୍ରାୟ ୮ଟା ପାଖାପାଖି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...