Daily Archives

May 21, 2018

ଭାରତରେ ଲେକ୍ସସର ନୂଆ ଏସ୍‌ୟୁଭି ଏଲ୍‌ଏକ୍ସ ୫୭୦

ଭୁବନେଶ୍ୱର: ଲକଜୁରୀ କାର କମ୍ପାନି ଲେକ୍ସସ ପକ୍ଷରୁ ଏହାର ଏଲ୍‌ଏକ୍ସ ୫୭୦ ଭାରତରେ ଶୁଭାରମ୍ଭ କରାଯାଇଛି। ଏହି ଶ୍ରେଣୀରେ ଆଧୁନିକ ସଂଯୋଗ ସୁରୂପ ଏଲ୍‌ଏକ୍ସ ୫୭୦ରେ ୫.୭ଲିଟର ଭି୮ ଇିନ୍‌ ସଂଶ୍ଳିଷ୍ଟ ରହିଛି । ଏଲଏକ୍ସ ୫୭୦ର ବୁକିଙ୍ଗ ୨୩୨୯୪,୦୦୦ଟଙ୍କାରେ ଏକ୍ସ-ସୋରୁମ ଠାରେ ଆରମ୍ଭ ହୋଇଛି ।…
ଅଧିକ ଖବର ଦେଖନ୍ତୁ...

ଇଂରାଜୀ ଭାଷାରେ ସାମିଲ ହେଲା ‘ଆୟୁଷ’

ନୂଆଦିଲ୍ଲୀ : ଭାରତ ସରକାରଙ୍କ ବୈଜ୍ଞାନିକ ଏବଂ ଟେକନିକାଲ ଶବ୍ଦାବଳୀ ଆୟୋଗ ବୈଜ୍ଞାନିକ ଏବଂ ଟେକନିକ ଉଦେ୍ଶ୍ୟଗୁଡିକ ପାଇଁ ଆୟୁଷ ଶବ୍ଦକୁ ହିନ୍ଦୀ ଓ ଇଂରାଜୀ ଭାଷାରେ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛି । ଚିକିତ୍ସାର ପାଞ୍ଚଟି ପରମ୍ପରାଗତ ଏବଂ ପୂରକ ପ୍ରଣାଳୀ ଆୟୁବୈଦ, ଯୋଗ,…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ଫାଇନାଲ୍‌ରେ ଠୁମକା ଲଗାଇବେ  ଜ୍ୟାକ୍‌ଲିନ୍‌ଙ୍କ ସହ ସଲମାନ୍‌

ମୁମ୍ବାଇ: ଭାରତରେ ବର୍ତ୍ତମାନ ଆଇପିଏଲ୍‌ କ୍ରିକେଟର ଋତୁ ଚାଲିଛି। ପ୍ରତିଦିନ ସନ୍ଧ୍ୟା ହେବା ମାତ୍ରେ  କ୍ରିକେଟ ଖେଳ ପଡ଼ିଆରେ ବା ଟେଲିଭିଜନ୍‌ ସମ୍ମୁଖରେ ଆଇପିଏଲ୍‌ର ନିଜର ମନପସନ୍ଦ ଟିମ୍‌କୁ ସମର୍ଥନ କରିବା ପାଇଁ ପ୍ରସ୍ତୁତ ହୋଇ ବସି ରହୁଛନ୍ତି । ତେବେ ଚଳିତ ବର୍ଷ ଆଇପିଏଲ୍‌ର ଉଦ୍‌ଘାଟନ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ କୃଷ୍ଣ ମନ୍ଦିରର ନବୀକରଣ ପାଇଁ ୨୦ଲକ୍ଷ ଟଙ୍କା ଦେଲେ ପଞ୍ଜାବ ପ୍ରଦେଶ ସରକାର

ନୂଆଦିଲ୍ଲୀ : ରାଓ୍ଵଲପିଣ୍ଡି ସହରରେ ଥିବା କୃଷ୍ଣ ମନ୍ଦିରର ନବୀକରଣ କରିବା ପାଇଁ ପାକିସ୍ଥାନର ପଞ୍ଜାବ ପ୍ରଦେଶ ସରକାର ୨୦ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିବା ଜଣାପଡ଼ିଛି । ପର୍ବପର୍ବାଣିମାନଙ୍କରେ କୃଷ୍ଣ ମନ୍ଦିରକୁ ଅନେକ ଭକ୍ତ ଆସୁଥିବା ବେଳେ ସେମାନେ ଠିକ୍‌ ଭାବରେ ଦର୍ଶନ କରି ପାରନ୍ତି…
ଅଧିକ ଖବର ଦେଖନ୍ତୁ...

ଶଙ୍ଖ ଫୁଙ୍କିବା ଦ୍ୱାରା ଏହି ସବୁ ଶାରୀରିକ ସମସ୍ୟା ଦୂର ହୋଇଥାଏ

ଭାରତୀୟ ସଂସ୍କୃତି ଅନୁଯାୟୀ ସମସ୍ତ ଶୁଭ କାର୍ଯ୍ୟରେ ଶଙ୍ଖ ବଜାଯାଇଥାଏ । ଏପରିକି ଶଙ୍ଖର ଧ୍ୱନି ଯେତିକି ଦୂର ବ୍ୟପିଥାଏ ସେ ପର୍ଯ୍ୟନ୍ତ ସମସ୍ତ ନକାରତ୍ମକ ଭାବନା ଦୂର ହୋଇଥାଏ ବୋଲି କୁହାଯାଏ । ଏହାର ଧ୍ୱନି ବାୟୁମଣ୍ଡଳକୁ ଶୁଦ୍ଧ କରିଥାଏ ଯାହା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଦୂର…
ଅଧିକ ଖବର ଦେଖନ୍ତୁ...

ଦିନର ଆରମ୍ଭ ଏପରି କଲେ ରୋଗ ଆପଣଙ୍କ ପିଛା ଛାଡ଼ିବ ନାହିଁ

ସୁସ୍ଥ ରହିବା ପାଇଁ ସବୁବେଳେ ଠିକ୍‌ ସମୟରେ ଖାଇବା ନିହାତି ଆବଶ୍ୟକ । ସାଧାରଣ ଭାବେ ଲୋକେ ସକାଳୁ ଉଠିବା ପରେ କିଛି ଏପରି ଭୁଲ କରି ବସିଥାନ୍ତି ଯାହାଦ୍ୱାରା ସେମାନେ ଅନେକ ରୋଗର ଶିକାର ହୋଇଥାନ୍ତି । ପୂର୍ବରୁ ଲୋକମାନେ ଠିକ୍‌ ସମୟରେ ଖାଇବା ପିଇବା କରୁଥିବାରୁ ଖୁବ୍‌ କମ ରୋଗଗ୍ରସ୍ତ…
ଅଧିକ ଖବର ଦେଖନ୍ତୁ...

ଯୌନ କାର୍ଯ୍ୟକଳାପ ସମ୍ବଳିତ ଭିଡିଓ ଡ଼ିଲିଟ ନ କରିବାରୁ ଗୁଗୁଲ୍‌, ଫେସବୁକ୍‌ ଓ ୟାହୁ ଆଦି କମ୍ପାନିକୁ ଜରିମାନା କଲେ…

ନୂଆଦିଲ୍ଲୀ : ବଢ଼ୁଥିବା ଅପରାଧକୁ କମ୍‌ କରିବା ପାଇଁ ନିକଟରେ ସୁପ୍ରିମ୍‌କୋର୍ଟ ଏକ ନିର୍ଣ୍ଣୟ ନେଇଥିଲେ । କିନ୍ତୁ ବର୍ତ୍ତମାନ ସେହି ନିୟମର ଉଲଂଘନ କରିବା ଯୋଗୁଁ ଗୁଗୁଲ୍‌ ଇଣ୍ଡିଆ, ଫେସବୁକ୍‌ ଆୟରଲ୍ୟାଣ୍ଡ , ଫେସବୁକ୍‌ ଇଣ୍ଡିଆ , ମାଇକ୍ରୋସପ୍ଟ ଏବଂ ହ୍ଵାର୍ଟସଆପ୍‌ ଆଦି କମ୍ପାନିଗୁଡ଼ିକ ଉପରେ…
ଅଧିକ ଖବର ଦେଖନ୍ତୁ...

ଭାଇ-ଭଉଣୀକୁ ପ୍ରେମୀଯୁଗଳ ଭାବି ବିଚ୍‌ ରାସ୍ତାରେ ଅସଦାଚରଣ, ଭିିଡିଓ ତିଆରି କରି ଭାଇରାଲ କଲେ ୩ ଅଭିଯୁକ୍ତ

ଗୋରଖ୍‌ପୁର : ଉତ୍ତରପ୍ରଦେଶର ଗୋରଖ୍‌ପୁରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ବିଚ୍‌ ରାସ୍ତାରେ ଭାଇ-ଭଉଣୀଙ୍କୁ ପ୍ରେମୀଯୁଗଳ ଭାବି ସେମାନଙ୍କ ସହ ଅସଦାଚରଣ କରିଥିବାର ଖବର ସମସ୍ତଙ୍କୁ ଆନ୍ଦୋଳିତ କରିଛି । ସେହି ସମୟରେ ରେକର୍ଡର୍ କରାଯାଇଥିବା ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଅପ୍‌ଲୋଡ଼ କରାଯାଇଥିବା…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟାଳୟରେ କମ୍‌ ବେତନ ମିଳୁଛି କି ? ଆପଣଙ୍କ ପାଇଁ ଖୁସି ଖବର, ସରକାର ଲାଗୁ କରୁଛନ୍ତି କଡ଼ା ନିୟମ

ସ୍ୱଳ୍ପ ବେତନ ମିଳୁଥିବା କର୍ମଚାରୀଙ୍କ ପାଇଁ ଭାରତ ସରକାର ଆଣିଛନ୍ତି ଖୁସି ଖବର । ଯଦି କୌଣସି କାର୍ଯ୍ୟଳୟରେ କର୍ମଚାରୀମାନଙ୍କ ସର୍ବନିମ୍ନ ବେତନ କମ୍‌ ଥିବାର ଦେଖାଯିବ ତେବେ କମ୍ପାନି ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ସରକାର ଅତିରିକ୍ତ ପିଏଫ୍‌ କମିସନର ଏବଂ…
ଅଧିକ ଖବର ଦେଖନ୍ତୁ...

ଟାଇଗରଙ୍କ ହିରୋଇନ ହେବା ସ୍ୱପ୍ନ ନେଇ ଆସିଥିବା ଏହି ଯୁବତୀ ହେଲେ ଠକେଇର ଶିକାର, ହରାଇଲେ ୪.୫ ଲକ୍ଷ ଟଙ୍କା

ମୁମ୍ବାଇ : ଆଗରୁ ଫିଲ୍ମରେ ହିରୋଇନ୍‌ କରାଇ ଦେବା ନାଁରେ ଯୁବକଯୁବତୀମାନଙ୍କୁ ଠକିବାର ଖବର ଅନେକ ଥର ଆସି ସାରିଛି । ଏବେ ପୁଣି ଥରେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାଟି ବଲିଉଡ଼ ଅଭିନେତା ଟାଇଗର ଶ୍ରଫ୍‌ ଏବଂ ତାଙ୍କ ଆଗାମୀ ଫିଲ୍ମ ‘ରାମ୍ବୋ’ ସହ ଜଡ଼ିତ ବୋଲି ଜଣାପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...