Daily Archives

May 22, 2018

ଝିଅ ଶ୍ୱେତାଙ୍କ ସହ ଅଟୋରେ ବୁଲିଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଏକମାତ୍ର ଝିଅ ଶ୍ୱେତା ନନ୍ଦା ସବୁବେଳେ ନିଜକୁ ଲାଇମ୍‌ ଲାଇଟ୍‌ରୁ ଦୂରେଇ ରଖିଥାନ୍ତି । ତେବେ ନିକଟରେ ଝିଅ ସହ ଅଟୋରେ ବସି ବୁଲିବାର ମଜା ନେଉଥିବାର ଏକ ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି ବିଗ୍‌ ବି । ନିଜକୁ କ୍ୟାମେରାଠାରୁ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନରେ ମହିଳାଙ୍କୁ ମିଳିବ ସନ୍ତାନ ଯତ୍ନ ପାଇଁ ୭୩୦ ଦିନ ଛୁଟି

ନୂଆଦିଲ୍ଳୀ : ରାଜସ୍ଥାନର ବସୁନ୍ଧରା ରାଜେ ସରକାର ମହିଳାଙ୍କ ପାଇଁ ଆଣିଛନ୍ତି ଖୁସି ଖବର । ଏ ନେଇ ମହିଳା କର୍ମଚାରୀଙ୍କୁ ୨ ବର୍ଷ ଅର୍ଥାତ୍‌ ୭୩୦ ଦିନର ସନ୍ତାନ ଯତ୍ନ ପାଇଁ ଛୁଟି ମିଳିବା ନିୟମକୁ ମଞ୍ଜୁରୀ ମିଳିଛି। ଏହି ବିଷୟରେ ଅର୍ଥ ବିଭାଗ ପକ୍ଷରୁ ମଙ୍ଗଳବାର ସୂଚନା ଜାରି କରାଯିବା ସହ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ଫାଇନାଲରେ ଚେନ୍ନାଇ, ରୋମାଞ୍ଚକର ମ୍ୟାଚରେ ହାଇଦ୍ରାବାଦକୁ ୨ ୱିକେଟରେ ହରାଇଲା 

ମୁମ୍ବାଇ   : ଚଳିତ ଆଇପିଏଲ ୨୦୧୮ର ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ ସୁପରକିଙ୍ଗସ । ଆଜି ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଏହି ଦଳ ହାଇଦ୍ରାବାଦକୁ ୨ ୱିକେଟରେ ପରାସ୍ତ କରି ଫାଇନାଲକୁ ଯାଇଛି । ଆଜି ଅନୁଷ୍ଠିତ ଏହି ରୋମାଞ୍ଚକର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୪୦…
ଅଧିକ ଖବର ଦେଖନ୍ତୁ...

କ୍ଷୀର ଚା’ ଠାରୁ ଅଧିକ ଲାଭଦାୟକ ହୋଇଥାଏ କଳା ଚା’

ଅଧିକାଂଶ ବ୍ୟକ୍ତି ଏକ କପ୍‌ ଚା କିମ୍ବା କଫି ପିଇବା ସହ ଦିନର ଆରମ୍ଭ କରିବା ପାଇଁ ପସନ୍ଦ କରିଥାନ୍ତି । ତେବେ ସାଧାରଣତଃ ସମସ୍ତେ କ୍ଷୀର ଚା’ ପିଇବା ପାଇଁ ପସନ୍ଦ କରିଥିବା ବେଳେ ଆପଣ ଜାଣିଛନ୍ତି କି କ୍ଷୀର ଚା’ ଠାରୁ ଅନେକ ଗୁଣରେ ଉପକାରୀ ହୋଇଥାଏ କଳା ଚା’ ବା ବ୍ଲାକ୍‌ ଟି । ଏହା ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ରହିବା ପାଇଁ ଆପଣଙ୍କ ମନରେ ଥିବା ଏହି ୪ଟି ଭୁଲ ଧାରଣାକୁ ଆଜି ହିଁ ଦୂର କରନ୍ତୁ

ଆଜିକାଲି ଲୋକ ଫିଟ୍‌ ରହିବା ପାଇଁ ନିଜ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆଣୁଛନ୍ତି । କିଛି ଲୋକ ନିଜ ପସନ୍ଦର ଖାଇବା ଛାଡ଼ିବା ସହ ଅନିଚ୍ଛା ସତ୍ତ୍ୱେ ସଲାଡ଼ ଖାଇ ବଞ୍ଚୁଛନ୍ତି । ଡାଏଟିଙ୍ଗକୁ ନେଇ ଅନେକ ଲୋକମାନଙ୍କର କିଛି ଭୁଲ ଧାରଣା ରହିଛି, ଯାହାକୁ ଦୂର କରିବା ନିହାତି ଦରକାର । ତେବେ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ଉଦ୍ୟମର ଶିକାର ପୀଡ଼ିତା ପୁଲିସର ଦ୍ୱାରସ୍ଥ ହେଲେ: ଶୁଣିବାକୁ ମିଳିଲା, ଇଲେକ୍ସନ୍‌ ଡ଼୍ୟୁଟିରେ ବ୍ୟସ୍ତ ଅଛୁ,…

ବେଙ୍ଗାଲୁରୁ : ଯେତେବେଳେ ସବୁ ନିଉଜ୍‌ ଚାନେଲ କର୍ଣ୍ଣାଟକ ନିର୍ବାଚନ ଏବଂ ତା’ର ଫଳାଫଳ ଉପରେ ନଜର ରଖିଥିଲା ସେ ସମୟରେ ଜଣେ ପୀଡ଼ିତା ନ୍ୟାୟ ପାଇଁ ପୁଲିସ ଷ୍ଟେସନରେ ସାହାଯ୍ୟ ଭିକ୍ଷା କରିଚାଲିଥିଲେ । ଅଭିଯୁକ୍ତମାନେ ଦୁଇ ଦୁଇ ଥର ଅସଦାଚରଣ ଏବଂ ଦୁଷ୍କର୍ମ ଉଦ୍ୟମ କରି ସାରିଥିଲେ ମଧ୍ୟ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଏୟାର ଏସିଆର ଆକର୍ଷଣୀୟ ଅଫର: ୯୯୯ ଟଙ୍କାରେ କରନ୍ତୁ ବିଦେଶ ଭ୍ରମଣ, ଭୁବନେଶ୍ୱର ପାଇଁ ରହିଛି ସ୍ୱତନ୍ତ୍ର ଅଫର

ନୂଆଦିଲ୍ଲୀ : ଆପଣ ନିକଟରେ ବିମାନ ଯାତ୍ରା କରିବା ପାଇଁ ଚିନ୍ତା କରୁଛନ୍ତି କି , ଏବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି ଏୟାର ଏସିଆ । ପ୍ରତି ବର୍ଷ ଭଳି ଏଥର ମଧ୍ୟ ଏୟାର ଏସିଆ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ନେଇ ଆସିଛି । ଅଫର ଅନୁଯାୟୀ, କେବଳ ୯୯୯ ଟଙ୍କାରେ ଜଣେ କେବଳ ଘରୋଇ…
ଅଧିକ ଖବର ଦେଖନ୍ତୁ...

ବିମାନରେ ସତର୍କ ସୂଚନା ବଦଳରେ ବାଜିଲା ମୁଝସେ ସାଦି କରୋଗି ଗୀତ : ବଲିଉଡ଼ ଷ୍ଟାଇଲରେ ପ୍ରେମିକାଙ୍କୁ ପ୍ରପୋଜ୍‌ କଲେ…

ଇନ୍ଦୋର : ସବୁ ମହିଳାଙ୍କ ଜୀବନର ସ୍ୱପ୍ନ ଥାଏ ତାଙ୍କ ସାଥୀ ଭିନ୍ନ ଅନ୍ଦାଜରେ ତାଙ୍କୁ ବିବାହ ପ୍ରସ୍ତାବ ଦିଅନ୍ତୁ । କିନ୍ତୁ ଏହା ବହୁତ କମ ଭାଗ୍ୟଶାଳୀ ମହିଳାଙ୍କ ଜୀବନରେ ସମ୍ଭବ ହୋଇଥାଏ । ସେହିପରି ଏକ ଘଟଣା ନିକଟରେ ଏକ ଇଣ୍ଡିଗୋ ବିମାନରେ ଦେଖାଯାଇଛି । ଇନ୍ଦୋରରେ ବୋଡ଼ିଙ୍ଗ…
ଅଧିକ ଖବର ଦେଖନ୍ତୁ...

ଘରେ ଖାଇବାକୁ ନ ଥିବାରୁ ଦୋକାନରୁ ଚୋରି କଲେ ଯୁବକ,ଆର୍ଥିକ ପରିସ୍ଥିତି ବିଷୟରେ ଜାଣି ଚୋର ଘରକୁ ଗହମ ଏବଂ ଟଙ୍କା…

ଶେୟୋପୁର(ମଧ୍ୟପ୍ରଦେଶ) : "ଘରେ ଅନେକ ପ୍ରକାରର ସମସ୍ୟା ରହିଥିଲା । ଖାଇବା ପାଇଁ ଟଙ୍କାଟିଏ ନଥିଲା । ପରିବାରର ସଦସ୍ୟମାନଙ୍କୁ ଖାଇବାକୁ ଦେବାକୁ ମୁଁ ଅସମର୍ଥ ଥିଲି । ଏଭଳି ପରିସ୍ଥିତିରେ ମୁଁ କ’ଣ କରିବି ବୋଲି ଭାବି ନ ପାରି ଚୋରି କରିବାକୁ ମନସ୍ଥ କରିଥିଲି। ସେଥିପାଇଁ ପାଖରେ ଥିବା ଏକ…
ଅଧିକ ଖବର ଦେଖନ୍ତୁ...

ଭାଗ ଛିଣ୍ଡିଲା, କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳରେ କଂଗ୍ରେସର ୨୨ ଓ ଜେଡିଏସର ୧୨ ମନ୍ତ୍ରୀ ରହିବେ

ବାଙ୍ଗାଲୁରୁ : ବେଶ କିଛି ଦିନର ଟଣାଓଟରା ପରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରେ ଭାଗ ଛିଡିଛି । ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କଂଗ୍ରେସ ନେତା ଜି.ପରମେଶ୍ୱରନ କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ହେବେ । ଏ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ସବୁଜ ସଂକେତ ଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...