Daily Archives

May 24, 2018

ଏଚ୍‌ଡିଏଫ୍‌ସି ପକ୍ଷରୁ ମ୍ୟୁଚୁଆଲ୍‌ ଫଣ୍ଡ୍‌ ବଦଳରେ ଡିଜିଟାଲ୍‌ ଋଣର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ମ୍ୟୁଚୁଆଲ୍‌ ଫଣ୍ଡ୍‌ ବଦଳରେ ଡିଜିଟାଲ୍‌ ଋଣ (ଏଲ୍‌ଏଏମ୍‌ଏଫ୍‌)ର ଶୁଭାରମ୍ଭ କରାଯାଇଛି। ଏଥିପାଇଁ ବ୍ୟାଙ୍କ ପକ୍ଷରୁ କାମସ୍‌ ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଗ୍ରାହକମାନେ ନିଜର ମ୍ୟୁଚ୍ୟୁଆଲ୍‌ ଫଣ୍ଡ୍‌୍‌କୁ…
ଅଧିକ ଖବର ଦେଖନ୍ତୁ...

ତୈଳ ଦର ବୃଦ୍ଧି ବିଷୟରେ କହିବାରୁ ଅଭିନେତା ଫରହାନ୍‌ଙ୍କୁ ପାକିସ୍ତାନ ପଳାଇବାକୁ ପରାମର୍ଶ ଦେଲେ ପ୍ରଶଂସକ

ମୁମ୍ବାଇ: କିଛି ଦିନ ହେବ ଭାରତରେ ତୈଳ ଦର ବୃଦ୍ଧି ଚିନ୍ତାର ବିଷୟ ପାଲିଟିଛି। ନୂୂଆଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ୍‌ ଲିଟର ପିଛା ୬୮.୩୪ ଟଙ୍କାରୁ ବୃଦ୍ଧି ପାଇ ୭୭.୧୭ ଟଙ୍କାରେ ପହଞ୍ଚିଥିବା ବେଳେ ମୁମ୍ବାଇରେ ଏହା ୮୪.୯୯ଟଙ୍କାକୁ ବୃଦ୍ଧି ପାଇଛି । ତେବେ ଏଥିପାଇଁ ସମସ୍ତେ ସରକାରଙ୍କୁ ଦୋଷ…
ଅଧିକ ଖବର ଦେଖନ୍ତୁ...

ବିରାଟଙ୍କ ପରେ ରାହୁଲ ଗାନ୍ଧି ଦେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ବିରାଟ କୋହଲିଙ୍କ ଫିଟେନେସ୍‌ ଚ୍ୟାଲେଞ୍ଜ ପରେ ବର୍ତ୍ତମାନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ଵିଟ୍‌ ଯୋଗ ଚ୍ୟାଲେଞ୍ଜ ଦେଇଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଫିଟ୍‌ନେସ୍‌ ଚ୍ୟାଲେଞ୍ଜକୁ ସ୍ୱୀକାର କରି ତାହାକୁ…
ଅଧିକ ଖବର ଦେଖନ୍ତୁ...

ଦୀପିକା-ରଣବୀରଙ୍କ ବିବାହ ତାରିଖ ସ୍ଥିର ହେଲା

ମୁମ୍ବାଇ: ୨୦୧୮ ମସିହା ବଲିଉଡରେ ଯେପରି ବିବାହର ଋତୁ ଆଣିଛି । ଏହି ବିବାହ ତାଲିକାରେ ବର୍ତ୍ତମାନ ସାମିଲ ହେବାକୁ ଯାଉଛନ୍ତି ବଲିଉଡର ଚର୍ଚ୍ଚିତ ପ୍ରେମୀଯୁଗଳ ଦୀପିକା ପାଦୁକୋନ ଏବଂ ରଣବୀର ସିଂ । ବଲିଉଡ଼ର ରାମଲୀଲା ଯୋଡ଼ି ନଭେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବା ନେଇ ମିଡ଼ିଆ ରିପୋର୍ଟରୁ…
ଅଧିକ ଖବର ଦେଖନ୍ତୁ...

ସ୍ୱରା ପିନ୍ଧିଥିଲେ ଏମିତି ଡ୍ରେସ୍‌, ଯାହାକୁ ଦେଖି ‘ନିର୍ମା ଦିଦି ଆସିଗଲେ’ ବୋଲି କହିଲେ ଇନ୍‌ଷ୍ଟା ବ୍ୟବହାରକାରୀ

ମୁମ୍ବାଇ : ଜୁନ୍‌ ୧ରେ ରିଲିଜ ହେବାକୁ ଯାଉଛି ସୋନମ କପୁର,କରୀନା କପୁର,ସ୍ୱରା ଭାସ୍କର ଏବଂ ଶିଖା ତଲସାନିଆଙ୍କ ଅଭିନୀତ ଫିଲ୍ମ ‘ବିରେ ଦି େଓ୍ଵଡ଼ିଙ୍ଗ’ । ଫିଲ୍ମର ଟ୍ରେଲର ରିଲିଜ ପରେ ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏହି ୪ ଅଭିନେତ୍ରୀ ଏବେ ଜୋରସୋରରେ ଫିଲ୍ମର ପ୍ରମୋସନ…
ଅଧିକ ଖବର ଦେଖନ୍ତୁ...

ଅପରେସନ୍‌ ଟେବୁଲରେ ରୋଗୀ ପଡ଼ି ରହିଥିବା ବେଳେ ଚିକିତ୍ସା କରିବା ପରିବର୍ତ୍ତେ ନାଚିଲେ ମହିଳା ସର୍ଜନ, ରୋଗୀଙ୍କର ହୋଇଗଲା…

ଅଟ୍‌ଲାଣ୍ଟା : ଡ଼ାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । ରୋଗୀମାନଙ୍କର ବଞ୍ଚିବା ମରିବା ଡ଼ାକ୍ତରଙ୍କ ଉପରେ ନିର୍ଭର କରିଥାଏ । କିନ୍ତୁ ଅଟ୍‌ଲାଣ୍ଟାରେ ଡ଼ାକ୍ତରଙ୍କ ଚିକିତ୍ସାରେ ଅବହେଳା ହେତୁ ଜଣେ ରୋଗୀଙ୍କର ବ୍ରେନ୍‌ଡେଡ୍‌ ହୋଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି । ରୋଗୀଙ୍କୁ ଅପରେସନ୍‌…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ନିଅାଁରେ ପୋଡ଼ି ମହିଳା ମୃତ, ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଝଗରପୁର ଗାଁରେ ଜଣେ ମହିଳାଙ୍କର ନିଅାଁରେ ପୋଡ଼ି ମୃତ୍ୟୁ ହୋଇଛି। ପ୍ରେମଲତା ତେଲି(୩୭) ନାମ୍ନୀ ଜଣେ ମହିଳା ବୁଧବାର ବିଳମ୍ବିତ ରାତିରେ ପୋଡ଼ି ହୋଇ ଯିବା ପରେ ତାଙ୍କୁ ପ୍ରଥମେ ପ୍ରାଥମିକ ଉପଚାର ଲାଗି ରାଜଗାଙ୍ଗପୁର ସରକାରୀ ହସ୍ପିଟାଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଅଣସଂରକ୍ଷିତ ବର୍ଗର ଯାତ୍ରୀଙ୍କ ପାଇଁ ଖୁସି ଖବର: କୋଚରେ ମିଳିବ ମୋବାଇଲ୍‌ ଚାର୍ଜିଂ ପଏଣ୍ଟ ଓ ଆରାମଦାୟକ ସିଟ୍‌

ନୂଆଦିଲ୍ଲୀ : ଆପଣମାନେ ଟ୍ରେନରେ ଯାତ୍ରା କରିଥିବେ ନିଶ୍ଚୟ । ଟ୍ରେନ୍‌ ଆସି ପ୍ଲାଟ୍‌ଫର୍ମରେ ଲାଗିବା ପରେ ଟ୍ରେନରେ ଚଢ଼ିବା ପାଇଁ ଲୋକମାନେ କରୁଥିବା ଦଉଡ଼ ଧାପଡ଼ ବି ଆପଣମାନେ ଦେଖିଥିବେ । ଖାସ୍‌ କରି ଜେନେରାଲ କୋଚ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କେତେ କଷ୍ଟ କରିବାକୁ ପଡ଼େ ତାହା ନିଶ୍ଚୟ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନରେ ରହିଛି ବୁଲେଟ୍‌ ବାବାଙ୍କ ମନ୍ଦିର, ଯେଉଁଠି ବୁଲେଟ୍‌-୩୫୦ ବାଇକକୁ ପୂଜା କରାଯାଏ

ଜୟପୁର: ରାଜସ୍ଥାନର ମରୁଭୂମିରେ ବହୁ ପ୍ରତ୍ୟକ୍ଷ ଠାକୁରଠାକୁରାଣୀଙ୍କ ମନ୍ଦିର ରହିଛି। ଏହି ମନ୍ଦିରରେ ଭଗବାନଙ୍କ ବଦଳରେ ଭିନ୍ନ ଭିନ୍ନ ସାମଗ୍ରୀ ପୂଜା ପାଉଥିବା ବେଳେ ସେମାନଙ୍କ ପୂଜାର୍ଚ୍ଚନା ପଛର କାହାଣୀ ମଧ୍ୟ ରୋମାଞ୍ଚକ ହୋଇଥାଏ । ସେହିଭଳି ଏକ ମନ୍ଦିର ରାଜସ୍ଥାନର ପାଲି ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ଦମ୍‌ ଦେଖାଇଲା ଋଷିଆ : ସବ୍‌ମେରିନ୍‌ରୁ ଛାଡ଼ିଲା ପରମାଣୁ କ୍ଷମତାସଂପନ୍ନ ମିସାଇଲ୍‌

ନୂଆଦିଲ୍ଲୀ : ପୁଣି ଥରେ ଦମ୍‌ ଦେଖାଇଛି ଋଷିଆ । ମଙ୍ଗଳବାର ସବ୍‌ମେରିନ୍‌ରୁ ୪ଟି ଇଣ୍ଟରକଣ୍ଟିନେଣ୍ଟାଲ ନିଉକ୍ଲିଅର ବୁଲାଭା ମିସାଇଲର ପରୀକ୍ଷଣ କରିଛି । ଏହି ପରୀକ୍ଷଣଟି ହ୍ଵାଇଟ୍‌ ସିରେ ହୋଇଥିବା ବେଳେ ଏହି ପରୀକ୍ଷଣଟି ସଫଳ ହୋଇଛି । ଏହି ସବ୍‌ମେରିନ୍‌ରୁ ବାଲିଷ୍ଟିକ୍‌ ମିସାଇଲ୍‌…
ଅଧିକ ଖବର ଦେଖନ୍ତୁ...