Daily Archives

May 25, 2018

ଭାରତରେ ଲଞ୍ଚ ହେଲା ଏମ୍‌ଆଇ କ୍ରେଡ଼ିଟ : ୧୦ ମିନିଟରେ ମିଳି ପାରିବ ୧ଲକ୍ଷ ପର୍ଯ୍ୟନ୍ତ ଋଣ

ନୂଆଦିଲ୍ଲୀ : ଭାରତୀୟ ମୋବାଇଲ୍‌ ବଜାରରେ ଏକ ନମ୍ବର ସ୍ଥାନ ଅଧିକାର କରିବା ପରେ ଚାଇନିଜ ମୋବାଇଲ୍‌ କମ୍ପାନୀ ସାଓମି ପ୍ରଥମ ଥର ପାଇଁ ଏମ୍‌ଆଇ କ୍ରେଡ଼ିଟ ସର୍ଭିସ ଆରମ୍ଭ କରିବା ପାଇଁ ଯାଉଛି। ଏହା ଦ୍ୱାରା ଗ୍ରାହକ କେବଳ ୧୦ ମିନିଟ ମଧ୍ୟରେ ୧ ଲକ୍ଷ ଟଙ୍କାର ଋଣ ନେଇ ପାରିବେ । ଏହା ଜରୁରୀକାଳିନ…
ଅଧିକ ଖବର ଦେଖନ୍ତୁ...

ରାତିିରେ ଶୋଇବା ପୂର୍ବରୁ ଖାଅନ୍ତୁ ନଡ଼ିଆ; ଶରୀରକୁ ମିଳିବ ଅନେକ ଲାଭ

ଆମ ଭିତରୁ ଅଧିକାଂଶଙ୍କୁ ନଡ଼ିଆ ଖାଇବା ପସନ୍ଦ । ନଡ଼ିଆ ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ନଡ଼ିଆରେ ଭିଟାମିନ୍‌ , ଏମିନୋ ଏସିଡ଼ , ଫାଇବର, କାର୍ବୋହାଇଡ୍ରେଟ ,ପ୍ରୋଟିନ୍‌ ଆଦି ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ସହାୟକ ହୋଇଥାଏ । ରାତି…
ଅଧିକ ଖବର ଦେଖନ୍ତୁ...

ଶୋଇବା ଶୈଳୀରୁ ଜାଣନ୍ତୁ ଆପଣଙ୍କ ସ୍ୱଭାବ କିପରି

ବ୍ୟକ୍ତିଙ୍କ ଭଳି ତାଙ୍କ ଶୋଇବା ଶୈଳୀ ମଧ୍ୟ ଭିନ୍ନ ଭିନ୍ନ ରହିଥାଏ । କିଛି ବ୍ୟକ୍ତି ସିଧା ହୋଇ ଶୋଇବାକୁ ପସନ୍ଦ କରିଥିବା ବେଳେ କିଛି ପେଟ ମାଡ଼ି ଶୋଇବାକୁ ପସନ୍ଦ କରିଥାନ୍ତି । କିଛି ବ୍ୟକ୍ତି ନିର୍ଦ୍ଦିଷ୍ଟ ପ୍ରକାରର ଶୋଇବା ଭଙ୍ଗି ରହିଥାଏ, ଯାହା ଦ୍ୱାରା ତାଙ୍କ ବ୍ୟକ୍ତିତ୍ୱ ବିଷୟରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୧: ଫାଇନାଲରେ ଚେନ୍ନାଇକୁ ଭେଟିବ ହାଇଦ୍ରାବାଦ୍‌, ୧୩ ରନ୍‌ରେ କୋଲକାତାର ପରାଜୟ

କୋଲକାତା: ରୋମାଞ୍ଚକ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଫାଇନାଲରେ ପ୍ରବେଶ କରିଛି। କୋଲକାତାର ଇଡେନ ଗାର୍ଡେନରେ ୧୭୫ ରନ୍‌ ବିଜୟ ଲକ୍ଷ୍ୟ ନେଇ କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୯ଟି ଓ୍ଵିକେଟ ହରାଇ ୧୬୧ ରନ୍‌ ସଂଗ୍ରହ କରିଛି। ୧୩ ରନ୍‌ରେ…
ଅଧିକ ଖବର ଦେଖନ୍ତୁ...

କାହିଁକି ଜନ୍ମ ଦିନରେ କଟାଯାଉଛି କେକ୍‌? ଫୁଙ୍କା ଯାଉଛି କ୍ୟାଣ୍ଡେଲ୍‌ ? ଟ୍ଵିଟ୍‌ କରି ଟ୍ରୋଲ୍‌ ହେଲେ ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ସର୍ବଦା ତାଙ୍କ ଚିନ୍ତାଧାରାକୁ ଟ୍ଵିଟର ଜରିଆରେ ତାଙ୍କ ପ୍ରଶଂସକଙ୍କ ନିକଟରେ ପହଞ୍ଚିଇଥାନ୍ତି । ତେବେ ଏ ନେଇ ସେ ବହୁଥର ପ୍ରଶଂସକଙ୍କ ଟ୍ରୋଲ୍‌ର ମଧ୍ୟ ଶିକାର ହୋଇଛନ୍ତି । ନିକଟରେ ବିଗ୍‌ ବି ଟ୍ଵିଟ୍‌ରରେ ଜନ୍ମଦିନରେ କେକ୍‌ କାଟିବା ଏବଂ କ୍ୟାଣ୍ଡେଲ୍‌…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଭିଡ଼ିଓ ବଦଳାଇଲା ଶିବାଙ୍ଗୀଙ୍କ ଜୀବନ: ୧୬ବର୍ଷରେ ଏଭରେଷ୍ଟ ଚଢ଼ି ରଚିଲେ ଇତିହାସ

ପାନିପତ୍‌ : ଗୋଡ଼ ନ ଥିଲେ ବି ଏଭରେଷ୍ଟ ଚଢ଼ି ଇତିହାସ ରଚିଥିଲେ ଅରୁଣିମା ସିହ୍ନା । ତାଙ୍କର ଏହି ଯାତ୍ରାର ଭିଡ଼ିଓ ଦେଖି ଏବେ ଜଣେ ନାବାଳିକା ସେପରି କାର୍ଯ୍ୟ କରି ଦେଖାଇଛନ୍ତି। ଅରୁଣିମାଙ୍କ ଭିଡ଼ିଓ ଦେଖିବା ପରେ ପୃଥିବୀର ଉଚ୍ଚତମ ଶୃଙ୍ଗରେ ପହଁଞ୍ଚିବା ପାଇଁ ନିଷ୍ପତି ନେଇଥିଲେ ସେ । ନିଜ…
ଅଧିକ ଖବର ଦେଖନ୍ତୁ...

ଏହି ସର୍ତ୍ତ ମାନିବା ପରେ ‘ରେସ୍‌-୩’ରେ ବବି ଦେଓଲଙ୍କୁ ମିଳିଥିଲା କାମ, ସଲମାନ ରଖିଥିଲେ ଏହି ସର୍ତ୍ତ

ମୁମ୍ବାଇ : ଏଇ କିଛି ମାସ ହେଲାଣି ‘ରେସ୍‌-୩’ ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମର ଟ୍ରେଲର ରିଲିଜ ପରେ ଏବେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଫିଲ୍ମରେ ସଲମାନଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଛି ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ବବି ଦେଓଲଙ୍କୁ ନେଇ ।…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଟ୍ରେନରୁ ଖସିଗଲା ମହିଳାଙ୍କ ଗୋଡ଼, କିଛି ଦୂର ଘୋଷାଡ଼ି ହୋଇ ଚାଲିଗଲେ ! ଦେଖନ୍ତୁ ଭିଡ଼ିଓ

ମୁମ୍ବାଇ: ଆଜିକାଲି ଲୋକଙ୍କୁ ସବୁ କାମ ତରବର ହେବା ଦେଖିବାକୁ ମିଳିଥାଏ। କୌଣସି ସ୍ଥାନରେ ପହଞ୍ଚିବା ପାଇଁ ହେଉ ବା କିଛି ପାଇବା ପାଇଁ ସବୁ ଜିନିଷକୁ କମ ସମୟରେ ହାସଲ କରିବାର ଆଗ୍ରହ ରହିଥାଏ । କାମ ଶୀଘ୍ର କରିବା ବେଳେ ସମୟ ସମୟରେ ଦୁର୍ଘଟଣା ଘଟିଥାଏ । ଏପରି ଏକ ଘଟଣା ମୁମ୍ବାଇରେ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଭାରତରେ ପ୍ରଥମ ସତ୍‌ସଙ୍ଗ ଉପଯୋଜନା କେନ୍ଦ୍ର ଉଦ୍‌ଘାଟିତ

ବେଙ୍ଗାଲୁରୁ : ଯୁଗପୁରୁଷୋତ୍ତମ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ଭାବାଦର୍ଶ କେବଳ ପୂର୍ବ ଭାରତରେ ସୀମିତ ହୋଇ ରହିନାହିଁ। ଦେଶର ବିଭିନ୍ନ ପ୍ରାନ୍ତରେ ଏବଂ ଭାରତ ବାହାରେ ମଧ୍ୟ ବହୁଳ ଭାବରେ ପ୍ରଚାର ପ୍ରସାର ହେବାରେ ଲାଗିଛି। ସତ୍‌ସଙ୍ଗର ମୁଖ୍ୟ ପ୍ରଶାସକ ପୂଜ୍ୟପାଦ…
ଅଧିକ ଖବର ଦେଖନ୍ତୁ...

ମୋ ପୁଅ ହେଲ୍‌ମେଟ୍‌ ପିନ୍ଧିଥିଲେ ଆଜି ଏ ଅବସ୍ଥା ହୋଇ ନଥାନ୍ତା ! ୫ ମାସ ହେଲା କୋମାରେ ଥିବା ପୁଅର ମା’ଙ୍କ କୋହାଭରା…

ଜଳନ୍ଧର୍‌ : "ମୋ ପୁଅ ହେଲ୍‌ମେଟ୍‌ ପିନ୍ଧିଥିଲେ ଆଜି ସେ ଏପରି ଅବସ୍ଥାରେ ନଥାନ୍ତା । ୧୬ଲକ୍ଷ ଟଙ୍କା ଏବଂ ଘର ବିକି ସାରିବା ପରେ ବି ସେ ଆଜି ଅଚଳ । ଏବେ ଆମେ କରଜ କରିବା ଅବସ୍ଥାକୁ ଆସି ଯାଇଛୁ । ୫ ମାସ ହେଲା ଆମ ଘରେ କେହି ଶାନ୍ତିରେ ଶୋଇ ନାହାନ୍ତି।" ଏପରି କହି ଜୋରରେ କାନ୍ଦି ପକାଇଥିଲେ…
ଅଧିକ ଖବର ଦେଖନ୍ତୁ...