Daily Archives

May 26, 2018

ବଲିଉଡ୍‌ ଦବଙ୍ଗଙ୍କ ଠାରୁ ମାଷ୍ଟରବ୍ଲାଷ୍ଟରଙ୍କ ଯାଏଁ କିଏ ଦଶମ ଫେଲ୍‌ ତ କିଏ ଦ୍ୱାଦଶ ଫେଲ୍‌ !

ମୁମ୍ବାଇ: ବର୍ତ୍ତମାନ ଶିକ୍ଷାକୁ ସଫଳତାର ମୂଳମନ୍ତ୍ର କହି ପିଲାଙ୍କୁ ପାଠପଢ଼ା ପାଇଁ ଚାପ ପକାଯାଉଥିବା ବେଳେ ଦେଶରେ ଏପରି ଅନେକ ବିଶିଷ୍ଟ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଶେଷ କରିନଥିଲେ ମଧ୍ୟ ଜୀବନରେ ସଫଳତା ହାସଲ କରିଛନ୍ତି । ଶିକ୍ଷା ଜରୁରୀ ନିଶ୍ଚିତ, କିନ୍ତୁ ତା’…
ଅଧିକ ଖବର ଦେଖନ୍ତୁ...

ଏହି ଅଭିନେତ୍ରୀଙ୍କ ପାଇଁ ରାତି ଅଧାରେ ରାସ୍ତା ମଝିରେ ଚିତ୍କାର କରି କାନ୍ଦିଥିଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡ୍‌ର ମୁନ୍ନା ଭାଇଙ୍କ ବୋୟୋପିକ୍‌ ‘ସଞ୍ଜୁ’ର ଟିଜର ଆସିବା ପରେ ଦର୍ଶକଙ୍କ ମଧ୍ୟରେ ଚଳଚ୍ଚିତ୍ରକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି । ସଞ୍ଜୟ ଦତ୍ତଙ୍କ ଅଭିନୟ କ୍ୟାରିୟର ଭଳି ତାଙ୍କ ବାସ୍ତବ ଜୀବନ ମଧ୍ୟ ବହୁ ରୋମାଞ୍ଚକର। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କର ୩୦୮ ଜଣ…
ଅଧିକ ଖବର ଦେଖନ୍ତୁ...

ଦାନ୍ତକୁ ଦୁର୍ବଳ କରିଥାଏ ଏହି ୫ଟି ଜିନିଷ

ହସିବା ଦ୍ୱାରା ଆୟୁଷ ବଢ଼ିବା ସହ ଅବସାଦ କମ ହୋଇଥାଏ । କିନ୍ତୁ ଦାନ୍ତ ହଳଦିଆ ପଡ଼ିଲେ ବା ପୋକ କାଟିଥିଲେ ହସିବା ସମୟରେ ଅସହଜ ମନେହୁଏ । ଦାନ୍ତ ହଳଦିଆ ପଡ଼ିବା ଏବଂ ପୋକ କାଟିବା ପଛରେ ପ୍ରତିଦିନର ଖାଦ୍ୟ ହିଁ ଦାୟୀ ହୋଇଥାଏ । ବେଳେ ବେଳେ ଆମେ ଏମିତି କିଛି ଖାଦ୍ୟ ଖାଇଥାଉ ଯାହାକୁ ଖାଇବା ପରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ଉପରେ ବୋମାମାଡ଼, ୨ ଗିରଫ

ଭୁବନେଶ୍ୱର : ଆଜି ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ଉପରେ ହୋଇଛି ବୋମାମାଡ। ବୋମାମାଡ଼ରେ କାର୍ଯ୍ୟାଳୟର କୌଣସି କ୍ଷତି ହୋଇନଥିବା ବେଳେ ଏଥିରେ ସଂପୃକ୍ତ ୨ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ଆଜି ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍କାଙ୍କ ଧାରାବାହିକ ବନ୍ଦ କରିବାକୁ କହିଲେ ଫ୍ୟାନ୍‌,ଜବାବରେ ତୁମେ ଦେଖ ନାହିଁ ବୋଲି କହିଲେ ଏକତା କପୁର

ମୁମ୍ବାଇ : ସୋସିଆଲ ମିଡ଼ିଆରେ ଷ୍ଟାରପ୍ଲସ୍‌ର ସବୁଠାରୁ ଚର୍ଚ୍ଚିତ ଧାରାବାହିକ ‘ୟେ ହୈ ମୋହବତେଁ’ର ପ୍ରସାରଣ ବନ୍ଦ କରିବା ପାଇଁ ଲୋକେ କହିବା ଆରମ୍ଭ କରିଛନ୍ତି । ଏମିତିକି ସୋସିଆଲ ମିଡ଼ିଆରେ ଏହି ଧାରାବାହିକକୁ ବନ୍ଦ କରିବା ପାଇଁ #yhm ମଧ୍ୟ ଲୋକେ ଲେଖିବା ଆରମ୍ଭ କରିଛନ୍ତି । କିଛି ଦିନ…
ଅଧିକ ଖବର ଦେଖନ୍ତୁ...

ଏହି ନମ୍ବର ଦ୍ୱାରା ଜାଣନ୍ତୁ ଆପଣଙ୍କ ଫୋନ୍‌ ନମ୍ବର ଟ୍ରାକ୍‌ ହେଉଛି କି ନାହିଁ

ଅନେକ ସମୟରେ କୌଣସି ବ୍ୟକ୍ତିଙ୍କର ଫୋନରେ ନେଟଓ୍ଵର୍କ ଥାଇ ମଧ୍ୟ ନମ୍ବର ଲାଗି ନ ଥାଏ ଏବଂ କଲ୍‌ ଫରଓ୍ଵାଡ଼େଡ୍‌ ବୋଲି ସୁଚନା ଆସିଥାଏ । ପୁଣି ଆବଶ୍ୟକତା ସମୟରେ ଫୋନ୍‌ ଲଗାଉଥିବା ବେଳେ ତାହା ନେଟଓ୍ଵର୍କ ବାହାରେ ଥିବା ସୂଚାଇଥାଏ । ଏହି ସମୟରେ କେବଳ ଚାରି ଅଙ୍କ ବିଶିଷ୍ଟ ୟୁଏସ୍‌ଏସ୍‌ଡ଼ି…
ଅଧିକ ଖବର ଦେଖନ୍ତୁ...

ହରିଚନ୍ଦନପୁରରେ କାଳବୈଶାଖୀର ତାଣ୍ଡବ: ଚକି ଖେଳ ଖେଳୁଥିବା ବେଳେ ବଜ୍ରପାତ, ୧୪ ଆହତ

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ରାସୋଲ ପଞ୍ଚାୟତ ଅଧିନ ବଳିପର୍ବତ ଗାଁରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହୋଇଛି। ଚମ୍ପାସାହିରେ ୧୮ ଜଣ ପିଲା ଚକି ଖେଳ ଖେଳୁଥିବା ବେଳେ ବଜ୍ରପାତ ହେବାରୁ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଶୌଚାଳୟ ସହ ସେଲଫି ପଠାନ୍ତୁ ନଚେତ୍‌ ଦରମା ବନ୍ଦ : ସରକାରୀ କର୍ମଚାରୀଙ୍କ ପାଇଁ ଏହି ନିୟମ ଲାଗୁ କଲେ ଜିଲ୍ଲାପାଳ

ସୀତାପୁର: ଉତ୍ତରପ୍ରଦେଶ ସୀତାପୁର ଜିଲ୍ଲା ମାଜିଷ୍ଟ୍ରେଟ୍‌(ଡ଼ିଏମ୍‌) ଶୀତଲ ବର୍ମା ସେଠାକାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ନିଆରା ନିୟମ କରିଛନ୍ତି । ଏହି ନିୟମ ଅନୁଯାୟୀ, ସରକାରୀ କର୍ମଚାରୀଙ୍କୁ ତାଙ୍କ ଘର ଶୌଚାଳୟ ସହ ସେଲ୍‌ଫି ପଠାଇବା ପରେ ହିଁ ତାଙ୍କୁ ଦରମା ମିଳିବ। ଏହା ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ଝିଅକୁ ବଞ୍ଚାଇବା ପାଇଁ ଚିତାବାଘ ସହ ଲଢ଼ିଲା ସାହସୀ ମା’! ବିକଳରେ ବାଘମୁଣ୍ଡକୁ କାଠଗଣ୍ଡିରେ ପିଟିଲା

କୋଏମ୍ବାଟୁର : ନିଜ ୧୧ ବର୍ଷିୟ ଝିଅକୁ ବଞ୍ଚାଇବାକୁ ଯାଇ ଚିତାବାଘ ସହ ଲଢ଼ିଛି ମା’ । ନିଜ ଜୀବନକୁ ଖାତିର ନ କରି ଚିତାବାଘ ମୁହଁରୁ ନିଜ ଝିଅକୁ ଛଡ଼ାଇ ଆଣିଛନ୍ତି ଭଲପରାଇ ଜିଲ୍ଲାର ମୁଥୁଲକ୍ଷ୍ମୀ । ରାତି ସମୟରେ ଘର ପଛପଟକୁ ଯାଇଥିବା ବେଳେ ଚିତାବାଘଟି ମୁଥୁଲକ୍ଷ୍ମୀଙ୍କ ଝିଅ ଉପରକୁ ଆକ୍ରମଣ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଚାଲୁଥିଲା ୯ ଘଣ୍ଟା ବିଳମ୍ବରେ, ଅତ୍ୟାଧିକ ଗରମ ସହି ନ ପାରି ୫ମାସର ଶିଶୁ ଆଖି ବୁଜିଲା

ଅଲ୍ଲହାବାଦ : ଦେଶରେ ଦିନକୁ ଦିନ ତାପମତ୍ରା ବୃଦ୍ଧି ପାଉଥିବା ବେଳେ ଏ ନେଇ ଜନସାଧାରଣଙ୍କ ମଧ୍ୟରେ ହାହାକାର ବ୍ୟାପିଛି । ଶୁକ୍ରବାର ଦିନ ଦିବ୍ରୁଗଡ଼- ନୂଆଦିଲ୍ଲୀ ବ୍ରହ୍ମପୁୂତ୍ର ଏକ୍ସପ୍ରେସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସହ ଏକ ଅଭାବନୀୟ ଘଟଣା ଘଟଛି। ଟ୍ରେନରେ ଅତ୍ୟଧିକ ଗରମ ଯୋଗୁଁ ତାଙ୍କ…
ଅଧିକ ଖବର ଦେଖନ୍ତୁ...