Monthly Archives

May 2018

ଝାରସୁଗୁଡ଼ା: ଆଇଓସିଏଲ୍‌ ପାଇପ ଲାଇନ୍‌ରୁ ୪୦,୦୦୦ ଲିଟର ଡିଜେଲ ଚୋରି

ଝାରସୁଗୁଡ଼ା: ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ୍‌(ଆଇଓସିଏଲ୍‌)ର ପାଇପ ଲାଇନ୍‌ରୁ ୪୦,୦୦୦ ହଜାର ଲିଟର ଡିଜେଲ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ାରୁ ରାଞ୍ଚି ଯାଇଥିବା ଆଇଓସିଏଲ୍‌ ପାଇପ୍‌ ଲାଇନରୁ ବ୍ୟାପକ ପରିମାଣରେ ଡିଜେଲ ଚୋରି ହୋଇଥିବା ନେଇ ଝାରସୁଗୁଡ଼ା ଜିଲ୍ଲା ଲଇକେରା…
ଅଧିକ ଖବର ଦେଖନ୍ତୁ...

ଅଦ୍ଭୁତ କୁକୁର ପ୍ରେମ : କୁକୁର ପାଇଁ ପଡ଼ୋଶୀଙ୍କୁ କୁରାଢ଼ୀରେ ହାଣି ହତ୍ୟା

ବରେଲି : ପଶୁମାନଙ୍କ ମଧ୍ୟରେ ସବୁଠାରୁ କୁକୁର ସବୁଠାରୁ ବିଶ୍ୱାସନୀୟ । ଅନେକ ସ୍ଥାନରେ ଏହା ପ୍ରମାଣିତ ହୋଇଥିଲେ ହେଁ ନିକଟରେ ଜଣେ ବ୍ୟକ୍ତିଙ୍କ କୁକୁର ପ୍ରେମ ତାଙ୍କୁ ହାଜତରେ ନେଇ ପହଞ୍ଚାଇଛି। ବୁଧବାର ଦିନ ବରେଲିର ଭାମୋନା ଥାନା ଅନ୍ତର୍ଗତ ସିନ୍ଧା ଗ୍ରାମରେ ବ୍ରଜପାଲ୍‌ ନାମକ ଜଣେ…
ଅଧିକ ଖବର ଦେଖନ୍ତୁ...

କମ୍ୟୁନିଟି ପୁଲିସ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ପୁଲିସକୁ ସମ୍ମାନ

ନୂଆଦିଲ୍ଲୀ: ଏଫ୍‌ଆଇସିସିଆଇ ପ୍ରେକ୍ଷାଳୟରେ ସ୍ମାର୍ଟ ପୁଲିସିଂ ପୁରସ୍କାର - ୨୦୧୮ ପ୍ରଦାନ କରାଯାଇଛି। ଦେଶରେ କାର୍ଯ୍ୟରତ ପୁଲିସ, ସୀମା ସୁରକ୍ଷା ବାହିନୀ, ସିଆରପିଏଫ ଯବାନଙ୍କ ସମେତ ରାଜ୍ୟ ପୁଲିସକୁ ମଧ୍ୟ ବିଭିନ୍ନ ବର୍ଗରେ ଆଓ୍ଵାର୍ଡ ପ୍ରଦାନ କରାଯାଇଛି। ଏଥରେ ଓଡିଶା ପୁଲିସକୁ କମ୍ୟୁନିଟି…
ଅଧିକ ଖବର ଦେଖନ୍ତୁ...

ଗଛରେ ଝୁଲୁଥିଲା ଶବ, ଶରୀରରେ ଲେଖାଥିଲା- ବିଜେପି ସହ ଯୋଡ଼ିହେଲେ ପରିଣାମ ଏହିଭଳି ହେବ!

କୋଲକାତା: ପଶ୍ଚମବଙ୍ଗରେ ଏବେ କୌଣସି ରାଜନୈତିକ ପାର୍ଟିର କାର୍ଯ୍ୟକର୍ତ୍ତା ହେବା ଏକ ପାପ ବୋଲି ଲୋକମାନେ ଭାବିବା ଆରମ୍ଭ କଲେଣି । ଜଣେ ବିଜେପି କର୍ମୀଙ୍କ ହତ୍ୟା ପରେ ସମସ୍ତଙ୍କ ମନରେ ଭୟର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି । ବୁଧବାର ପୁରୁଲିଆରେ ଜଣେ ବିଜେପି କର୍ମୀଙ୍କୁ ନିର୍ମମ…
ଅଧିକ ଖବର ଦେଖନ୍ତୁ...

୩ ତାରିଖ ସୁଦ୍ଧା ସରକାରୀ ଘର ଛାଡିବେ ଅଖିଳେଶ, ମୁଲାୟମ

ଲକ୍ଷ୍ନୌ : ଆସନ୍ତା ୩ ତାରିଖ ସୁଦ୍ଧା ନିଜର ସରକାରୀ ବାସଭବନ ଖାଲି କରିପାରନ୍ତି ସମାଜବାଦୀ ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ତାଙ୍କ ପିତା ମଧ୍ୟ ସରକାରୀ କ୍ୱାର୍ଟର ଛାଡିବାର ସମ୍ଭାବନା ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ସରକାରୀ ବାସଭବନ ଖାଲି…
ଅଧିକ ଖବର ଦେଖନ୍ତୁ...

ଏହି ହୋଟେଲ୍‌ରେ ରହିଲେ ଦମ୍ପତ୍ତିଙ୍କୁ ମିଳିପାରେ ୭୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପହାର, କିନ୍ତୁ ଏଥିପାଇଁ କ’ଣ ରହିଛି…

ୟେରୁସଲମ: ବିବାହ ପରେ ପ୍ରତ୍ୟେକ ଦମ୍ପତ୍ତ ହନିମୁନ ପାଇଁ ଯୋଜନା କରି ଥାଆନ୍ତି। ଏଥିପାଇଁ ଦମ୍ପତ୍ତିଙ୍କୁ ଅନେକ ଅର୍ଥ ଖର୍ଚ୍ଚ କରିବାକୁ ବି ପଡ଼ିଥାଏ। କିନ୍ତୁ ଭାବନ୍ତୁ ତ ଯଦି ହନିମୁନ୍‌ରେ ଯିବା ପରେ ଆପଣ ଖର୍ଚ୍ଚ କରିଥିବା ସମସ୍ତ ଟଙ୍କା ଫେରି ପାଇବେ ତେବେ କେମିତି ନୁଅନ୍ତା। ଏବେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲିଠାରୁ ଓଡ଼ିଶାରେ ଲାଗୁ ହେବ ଇ-ୱେ ବିଲ ବ୍ୟବସ୍ଥା

ନୂଆଦିଲ୍ଲୀ : ଆସନ୍ତା କାଲିଠାରୁ ଓଡ଼ିଶା ସମେତ ଆଉ ୫ଟି ରାଜ୍ୟ ପଞ୍ଜାବ, ଜାମ୍ମୁ ଓ କାଶ୍ମୀର, ମିଜୋରାମ, ଗୋଆ, ଛତିଶଗଡରେ ଆନ୍ତଃରାଜ୍ୟ ଇ-ୱେ ବିଲ ଲାଗୁ ହେବ । ଅର୍ଥାତ ରାଜ୍ୟ ମଧ୍ୟରେ ଟ୍ରକ ଚଳାଚଳ ପାଇଁ ଇ-ୱେ ବିଲ ବାଧ୍ୟତାମୂଳକ ହେବ । ସେହିପରି ୨ ଜୁନରୁ ତାମିଲନାଡୁ ଓ ୩ ଜୁନରୁ…
ଅଧିକ ଖବର ଦେଖନ୍ତୁ...

ଯୋଗୀଙ୍କୁ ହରାଇଲା ହିନ୍ଦୁତ୍ୱ, ଏହି ଭାଷଣ ଯୋଗୁଁ ଉତ୍ତରପ୍ରଦେଶରେ ବିଜେପି ଉପରେ ପଡ଼ିଲା ପ୍ରଭାବ!

ଲକ୍ଷ୍ନୌ: ହିନ୍ଦୁତ୍ୱ ଚେହେରା ରଖିଥିବା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଷଣ କଇରାଣା ଲୋକସଭା ନିର୍ବାଚନ ମଣ୍ଡଳୀ ଓ ନୂରପୁର ବିଧାନସଭା ଆସନରେ ମତଦାତାଙ୍କୁ ପ୍ରଭାବ ପକାଇ ପାରି ନାହିଁ। ଯୋଗୀଙ୍କ ହିନ୍ଦୁବାଦୀ ନୀତି ଯୋଗୁଁ ନିଜର ସିଟ ଗୋରଖପୁର ଉପନିର୍ବାଚନରେ ବିଜେପି…
ଅଧିକ ଖବର ଦେଖନ୍ତୁ...

ବିବାହ ପାଇଁ କନ୍ୟା ବସ୍‌ ଚଳାଇ ବାଟରୁ ବରକୁ ସାଥୀରେ ନେଇ ବିବାହ ମଣ୍ଡପରେ ପହଞ୍ଚିଲେ

ବେଜିଂ: ଭାରତରେ ବର ଘୋଡାରେ କିମ୍ବା କାର୍‌ରେ ବସି ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚୁ ଥିବା ଆମେ ଶୁଣିବାକୁ ପାଇଛୁ। ଆମେ ଆପଣଙ୍କୁ ଏଭଳି ଏକ ବିବାହ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଚୀନରେ ଜଣେ କନ୍ୟା ବସ୍‌ ଚଳାଇ ନିଜ ବିବାହ ଉତ୍ସବରେ ଯାଇ ପହଞ୍ଚିଥିଲା।…
ଅଧିକ ଖବର ଦେଖନ୍ତୁ...

ନିଜ ନବ ଜନ୍ମିତ ଶିଶୁପୁତ୍ରକୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ ଜାରି ରଖିଥିବା ଗୋଟିଏ ମା’ର କରୁଣ କାହାଣୀ…

ନୂଆଦିଲ୍ଲୀ: ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ସହ ନୂଆ କରି ମାତୃତ୍ତ୍ୱ ଲାଭ କରିଛନ୍ତି ମମତା। ହେଲେ, ନିଜର ନବ ଜନ୍ମିତ ଶିଶୁ ପୁତ୍ରକୁ ନେଇ ଯେତେ ଖୁସି ହୋଇ ପାରିନାହାନ୍ତି ମମତା ତା’ଠାରୁ ବହୁ ଅଧିକ ଗୁଣରେ ଦୁଃଖିତ ଓ ଭୟଭୀତ ହୋଇ ପଡ଼ିଛନ୍ତି ନିଜର ଶିଶୁପୁତ୍ରର ଭବିଷ୍ୟତକୁ ନେଇ। କାରଣ, ସେ…
ଅଧିକ ଖବର ଦେଖନ୍ତୁ...