Monthly Archives

May 2018

କଇରଣା-ନୂରପୁର ଆସନରେ ଆମେ ବିଜେପିକୁ ତା’ର ଶୈଳୀରେ ପରାସ୍ତ କରିଛୁ: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ କଇରଣା ଲୋକସଭା ଆସନ ଓ ନୂରପୁର ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପି ହାରିଛି। ଗୁରୁବାର ପ୍ରକାଶ ପାଇଥିବା ଫଳଫଳ ଅନୁସାରେ ଏହି ୨ଟି ସିଟରେ ବିରୋଧୀ ଦଳର ମେଣ୍ଟ ପକ୍ଷରୁ ଛିଡ଼ା କରାଯାଇଥିବା ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଫଳାଫଳ ପରେ…
ଅଧିକ ଖବର ଦେଖନ୍ତୁ...

ଜ୍ୱର ଓ ମୁଣ୍ଡାବିନ୍ଧ ହେବା ସହ ଏହି ସବୁ ଲକ୍ଷଣ ଦେଖାଗଲେ ନିପା ଭାଇରସ୍‌ ଆକ୍ରାନ୍ତ ହୋଇଛି ବୋଲି ଜାଣନ୍ତୁ

ଦିନକୁ ଦିନ ବଢିଚାଲିଛି ନିପା ଭାଇରସର ପ୍ରଭାବ । ଏହି ଭାଇରସ ବାଲାଂଦେଶରୁ ଆସିଥିବା କୁହାଯାଉଥିବା ବେଳେ ଏହା ଭାରତର ଅନେକ ସ୍ଥାନରେ ବ୍ୟାପିଲାଣି । ପଶ୍ଚିମ ବଙ୍ଗଳାର ରାଜଧାନୀ କୋଲକାତାରେ ନିପାହ ଭାଇରସ ସଂକ୍ରମଣରେ ଜଣେ ଯବାନ ଶିନୁ ପ୍ରସାଦଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ନିପା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାର ଆରମ୍ଭ କଲେ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା’

ଭୁବନେଶ୍ୱର: ୨୦୧୮ ଜୁନ ପହିଲାରୁ କର୍ମଜୀବୀ ସାମ୍ବାଦିକମାନଙ୍କ ନିମନ୍ତେ ‘ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କର୍ମଜୀବୀ ସାମ୍ବାଦିକଙ୍କ ସମେତ ତାଙ୍କ ପରିବାରର ୫ଜଣ ସଦସ୍ୟ ଏହି…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ରହିବା ପାଇଁ ଆମ୍ବ ପତ୍ରର ଫାଇଦା ଜାଣନ୍ତୁ

ଆମ୍ବକୁ ଫଳମାନଙ୍କର ରାଜା ବୋଲି କୁହାଯାଇଥାଏ। ଆମ୍ବ ଖାଇବାକୁ ଯେତିକି ସ୍ୱାଦିଷ୍ଟ ସେତିକି ସ୍ୱାସ୍ଥକର ମଧ୍ୟ। ସେହିପରି ଆମ୍ବ ପତ୍ରରେ ଭିଟାମିନ୍‌ ଏ, ବି ଓ ସି ଭରପୂର ମାତ୍ରାରେ ରହିଥାଏ। ଏଥିରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ ବି ମହଜୁଦ ଥାଏ। ୧. ଯଦି ଆପଣଙ୍କ କୌଣସି ସ୍ଥାନ ପୋଡି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ଏନଏସଜିରେ ସାମିଲ କଲେ ବିଶ୍ୱ ପାଇଁ ବିପଦ ମାଡିଆସିବ

ଓ୍ଵାସିଂଟନ : ଇସ୍ଲାମିକ ଦେଶ ପାକିସ୍ତାନକୁ ନ୍ୟୁକ୍ଲିୟର ସପ୍ଲାଇ ଗ୍ରୁପ (ଏନଏସଜି)ରେ କୌଣସି ମତେ ସାମିଲ କରାଯିବା ଉଚିତ ନୁହେଁ ବୋଲି ଆମେରିକାର ଏକ ସଂସ୍ଥା ଇନଷ୍ଟିଚ୍ୟୁଟ ଫର ସାଇନ୍ସ ଏଣ୍ଡ ଇଣ୍ଟରନାସନାଲ ସିକ୍ୟୁରିଟି ପକ୍ଷରୁ ଚେତାଇଦିଆଯାଇଛି । ଏହି ସଂସ୍ଥା ବିଭିନ୍ନ ଦେଶର ପରମାଣୁ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ଜଙ୍ଗଲରୁ ନୁହେଁ, ଭୁବନେଶ୍ୱରର ହସ୍ପିଟାଲରୁ ମାଓବାଦୀ ଗିରଫ 

ଭୁବନେଶ୍ୱର: କୋରାପୁଟ, ରାୟଗଡ଼ା କିମ୍ବା ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଥିବା ଜଙ୍ଗଲ ଭିତରୁ ନୁହେଁ ବରଂ ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ସ୍ପଷ୍ଟ ଦିବାଲୋକରେ ଜଣେ ମାଓବାଦୀ ଗିରଫ ହୋଇଛି। ଗିରଫ ହୋଇଥିବା ମାଓବାଦୀର ନାମ ଅଲିକ ଚକ୍ରବର୍ତ୍ତୀ ବୋଲି ଜଣାପଡ଼ିଛି। ସବୁଠାରୁ…
ଅଧିକ ଖବର ଦେଖନ୍ତୁ...

ସ୍ପାଇଡରମ୍ୟାନ ଦ୍ୱାରା ଶିଶୁ ଉଦ୍ଧାର ଘଟଣା : ଶିଶୁ ୪ ତାଲା ଉପରେ ଝୁଲିଛି, ବାପା ମୋବାଇଲରେ ଗେମ୍‌ ଖେଳିବାରେ ବ୍ୟସ୍ତ

ପ୍ୟାରିସ : ଗତ ସପ୍ତାହରେ ପ୍ୟାରିସରେ ଥିବା ଏକ ଆପାର୍ଟମେଣ୍ଟରୁ ଓହଳିଥିବା ଶିଶୁକୁ ଆଶ୍ଚର୍ଯ୍ୟଜନକଭାବେ ଏକ ୨୨ ବର୍ଷୀୟ ଯୁବକ ଉଦ୍ଧାର କରିବା କଥା ଆପଣଙ୍କର ମନେ ଥିବ । ଫ୍ରାନ୍ସରେ ଶରଣାର୍ଥୀଭାବେ ରହୁଥିବା ଏହି ଯୁବକକୁ ଏବେ ସ୍ପାଇଡରମ୍ୟାନ ବୋଲି କୁହାଯାଉଛି । ତେବେ କାହିଁକି ଏହି ଶିଶୁଟି…
ଅଧିକ ଖବର ଦେଖନ୍ତୁ...

ଲୋକସଭା ଓ ବିଧାନସଭା ଉପନିର୍ବାଚନ: ବିଜେପିକୁ ଝଟକା, ବିରୋଧୀଙ୍କ ମନୋବଳ ବୃଦ୍ଧି

ନୂଆଦିଲ୍ଲୀ: ମେ ୨୮ ତାରିଖରେ ୪ଟି ଲୋକସଭା ଓ ୧୦ ଟି ବିଧାନସଭା ଆସନ ଲାଗି ଅନୁଷ୍ଠିତ ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏଯାବତ୍‌ ହସ୍ତଗତ ହୋଇଥିବା ସୂଚନା ଅନୁସାରେ ଶାସକ ଭାରତୀୟ ଜନତା ପାର୍ଟିକୁ ଆଶାଜନକ ସଫଳତା ମିଳିନାହିଁ। ଗୋଟିଏ ଲୋକସଭା ଓ ଗୋଟିଏ ବିଧାନସଭା ଆସନରେ ବିଜେପିକୁ…
ଅଧିକ ଖବର ଦେଖନ୍ତୁ...

ଭଲ ଖବର: ବନ୍ଦ ହେବନି ଯାତ୍ରା ପାର୍ଟି, ପୂର୍ବଭଳି ଜାରି ରହିବ ଯାତ୍ରା

ଭୁବନେଶ୍ୱର: ଓଡ଼ିଶାର ଯାତ୍ରାପ୍ରେମୀ, କଳାକାର ଓ ମାଲିକଙ୍କ ପାଇଁ ଭଲ ଖବର ଆସିଛି। ଓଡ଼ିଶାର ପାରଂପରିକ ଯାତ୍ରା ପାର୍ଟି ବନ୍ଦ ହେବ ନାହିଁ। ଅର୍ଥାତ ପୂର୍ବ ଭଳି ଓଡ଼ିଆ ଯାତ୍ରା ଜାରି ରହିବ। ଯାତ୍ରା ମାଲିକ ମହାସଂଘ ପକ୍ଷରୁ ଗୁରୁବାର ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କିଛି କାମରେ ଖର୍ଚ୍ଚ କାଟ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଦେବୀଙ୍କ ମୁତ୍ୟୁ ପଛରେ ଅଣ୍ଡରଓ୍ଵାର୍ଲଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ର ହାତ; ମୁତ୍ୟୁର କାରଣ ତାଙ୍କ ନାମରେ ଥିବା ୨୪୦…

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୁତ୍ୟୁକୁ ଗତ ୨୫ ତାରିଖରେ ୩ ମାସ ପୂରି ଯାଇଛି। ଶ୍ରୀଦେବୀଙ୍କ ଅକାଳ ବିୟୋଗ ଜନିତ ଦୁଃଖରୁ ବଲିଉଡ୍‌ ଏଯାବତ୍‌ ସଂପୂର୍ଣ୍ଣ ରୂପେ ମୁକୁଳି ପାରି ନାହିଁ। ଏପରିସ୍ଥିତିରେ ଶ୍ରୀଦେବୀଙ୍କ ମୁତ୍ୟୁକୁ କେନ୍ଦ୍ର କରି ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...