Monthly Archives

June 2018

ଶସ୍ତାରେ କୋଟି କୋଟି ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବ ଶଜନାମଞ୍ଜି ପ୍ରୋଟିନ୍‌: ଆମେରିକୀୟ ବୈଜ୍ଞାନିକ

ଓ୍ଵାସିଂଟନ୍‌: ଶଜନା ମଞ୍ଜିରୁ ନିର୍ଗତ ପୁଷ୍ଟିସାର ସ୍ୱଳ୍ପ ମୂଲ୍ୟରେ ବିକାଶଶାଳୀ ରାଷ୍ଟ୍ରଗୁଡ଼ିକରେ ଫଳପ୍ରଦ ଭାବେ ଜଳ ବିଶୋଧନ କରିବାରେ ସହାୟକ ହେବ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ପରିବା ଓ ପ୍ରାକୃତିକ ତେଲ ପାଇଁ ବହୁଳ ଭାବେ ଚାଷ କରାଯାଉଥିବା ଶଜନା ଗଛର ମଞ୍ଜି ଏକ ପ୍ରକାର ଦେଶୀୟ ଜଳ…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧ: କନ୍‌ଷ୍ଟ୍ରକସନ ସାଇଟରେ ନାବାଳିକାଙ୍କୁ ଦୁଷ୍କର୍ମ, ୨ ଗିରଫ

ବୌଦ୍ଧ: ବୌଦ୍ଧ ସହରର ବାପୁଜୀନଜର ଅଞ୍ଚଳରେ ନିର୍ମାଣାଧୀନ ଏକ ଘର ପାଖରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି। ନାବାଳିକାଙ୍କ ଅଭିଯୋଗକ୍ରମେ ପୁଲିସ ଦୁଷ୍କର୍ମ ଅଭିଯୁକ୍ତ ପିଣ୍ଟୁ ବଢ଼ିଆ(୨୫ ବର୍ଷ) ଓ ତାଙ୍କ ସହଯୋଗୀ ଟୁକୁ କୁମ୍ଭାର(୨୪ ବର୍ଷ)ଙ୍କୁ ଗିରଫ କରିଛି। ନାବାଳିକା…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଓ କଶ୍ମୀର: ବନ୍ଦିପୋରାରେ ୪ ଆତଙ୍କବାଦୀ ନିହତ

ଶ୍ରୀନଗର: ରମଜାନ୍‌ ପରେ ପ୍ରଥମ ପ୍ରମୁଖ ଆତଙ୍କ-ନିରୋଧୀ ଅଭିଯାନରେ ସୋମବାର ସକାଳେ ଉତ୍ତର କଶ୍ମୀରର ବନ୍ଦିପୋରା ଜିଲ୍ଲାରେ ନିରାପତ୍ତା ବଳଙ୍କ ଦ୍ୱାରା ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏବେ ମଧ୍ୟ ସେଠାରେ ଗୁଳି ବିନିମୟ ଚାଲିଛି ଏବଂ ଅନ୍ୟ ଜଣେ ଆତଙ୍କବାଦୀକୁ ଅକାମୀ କରିଦିଆ ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ପାୟଲ ହେବେ କାହାର ? ସାଗରଙ୍କର ନା ଆକାଶଙ୍କର ?

ଭୁବନେଶ୍ୱର: ଓଲିଉଡରଲୋକପ୍ରି୍ର ୟ ନାୟିକା ରୀୟା ଦେଙ୍କୁ ଦର୍ଶକ ଖୁବ୍‌ ଶୀଘ୍ର ଏକ ନୂଆ ଓଡ଼ିଆ ଛବିରେ ଦେଖିବାକୁ ପାଇବେ। ଏହି ସିନେମାଟି ହେଲା ‘ଯୋଉଠି ଥିଲେ ବି ତୁ ମୋର’ । ଏହି ଫିଲ୍ମର କାହାଣୀରେ ରହିଛି ତିନିଟି ମୁଖ୍ୟ ଚରିତ୍ର । ଏହି ଚରିତ୍ରରେ ଅଛନ୍ତି ଯଥାକ୍ରମେ ସମ୍ବିତ୍‌ , ରୀୟା ଓ…
ଅଧିକ ଖବର ଦେଖନ୍ତୁ...

୧୭ ବର୍ଷୀୟ ବାଳିକାଙ୍କ ସହ ଦୁଷ୍କର୍ମ କରି ଗୋଆ ପୁଲିସ ଓ ନାବାଳକ ଗିରଫ

ପଣଜୀ: ଜଣେ ୧୭ ବର୍ଷୀୟ ବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ପୁଲିସ କନେଷ୍ଟବଳ ଏବଂ ଜଣେ ନାବାଳକଙ୍କୁ ରବିବାର ଦିନ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ଭାସ୍କୋ ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ଅଫିସ୍‌ର କନେଷ୍ଟବଳ ସିଦ୍ଧାର୍ଥ ଗୋସାଓ୍ଵିଙ୍କୁ ପଣଜୀ ଠାରୁ ୩୦…
ଅଧିକ ଖବର ଦେଖନ୍ତୁ...

ବଲିଉଡ ନାୟିକା ଅନୁଷ୍କା ଶର୍ମାଙ୍କୁ ଏହି କାମପାଇଁ ପ୍ରଶଂସା କଲେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ

ମୁମ୍ବାଇ: ସୋସିଆଲ୍‌ ମିଡ଼ିଆରେ ବଲିଉଡ ନାୟିକା ଅନୁଷ୍କା ଶର୍ମାଙ୍କର ଏକ ଭିଡିଓ ଭାଇରାଲ୍‌ ହେବାପରେ ଏବେ ତାକୁ ପ୍ରଶଂସା କରିଛନ୍ତି ଜଣେ କେନ୍ଦ୍ର ମନ୍ତ୍ରୀ। ସେ ହେଲେ କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ। ସେ ଉକ୍ତ ଭିଡିଓ ମାଧ୍ୟମରେ ଅନୁଷ୍କା ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଜମି ବିବାଦରୁ ମାରଧର: ମହିଳାଙ୍କୁ ଗୋଇଠା ମାରିଲେ ଆଞ୍ଚଳିକ ପରିଷଦ୍‌ର ଅଧ୍ୟକ୍ଷ

ହାଇଦ୍ରାବାଦ: ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରେ ଜମିବାଡ଼ି ବିବାଦ ମାମଲାରେ ଶାସକ ତେଲଙ୍ଗାନା ରାଷ୍ଟ୍ର ସମିତିର ଜଣେ ଜନପ୍ରତିନିଧି ଜଣେ ମହିଳାଙ୍କୁ ଗୋଇଠା ମାରୁଥିବାର ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖାଯାଉଛି ଗ୍ରାମୀଣ ଆଞ୍ଚଳିକ ପରିଷଦ୍‌ ‘ଧରପାଳି ମଣ୍ଡଳ’ର ଅଧ୍ୟକ୍ଷ ଇମ୍ମାଦି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତି କି ଭଗବାନ ଶିବଙ୍କର କେଉଁ ଫୁଲ ଅତି ପ୍ରିୟ ଏବଂ କାହିଁକି

ଭଗବାନ ମହାଦେବ ହେଉଛନ୍ତି ପରମ ଶାନ୍ତି ଦାତା। ଜଟାଜୁଟ ଓ ସର୍ପକୁ ଆଭୂଷଣ ଭାବେ ଧାରଣ କରିଥିବା ଭଗବାନ ଶଙ୍କର ସମସ୍ତ ପ୍ରକାର ଐଶ୍ୱର୍ଯ୍ୟର ଅଧିଷ୍ଠାତା ଦେବତା।ସେ ସମସ୍ତ ଦିଗର ସ୍ୱାମୀ,ଜଳ,ସ୍ଥଳ,ଆକାଶ ଓ ଏପରିକି ପାତାଳର ମଧ୍ୟଅଧିକାରୀ ହେଉଛନ୍ତି ଶିବ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଲାଗି…
ଅଧିକ ଖବର ଦେଖନ୍ତୁ...

ପିସ୍ତଲକୁ ଖେଳନା ଭାବି ଝିଅକୁ ଖେଳିବାକୁ ଦେଲେ ମାଆ; ସେଥିରୁ ଗୁଳି ଫୁଟି ମାଆଙ୍କ ଅବସ୍ଥା ସାଙ୍ଘାତିକ

କୋଲକାତା: ରବିବାର ଦିନ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଜଣେ ଟିକି ଝିଅ ପିସ୍ତଲରୁ ଗୁଳି ଚଳାଇବାରୁ ତା’ର ମାଆ ସାଙ୍ଘାତିକ ଆହତ ହୋଇଛନ୍ତି। ଗୁଳି ଭରା ସତସତିକା ପିସ୍ତଲଟିକୁ ତା’ର ମାଆ ବାହାରେ ପଡ଼ିଥିବା ଦେଖିଥିଲେ। ତାକୁ ଗୋଟାଏ ଖେଳନା ବନ୍ଧୁକ ଭାବି ଝିଅକୁ ଖେଳିବାକୁ ଦେଇଥିଲେ ବୋଲି…
ଅଧିକ ଖବର ଦେଖନ୍ତୁ...

ସକାଳୁ ଉଠିବାର ଏହି ଫାଇଦା ସମ୍ପର୍କରେ ଜାଣିଲେ , ଆପଣ ବି ଭୋରରୁ ଉଠିବେ

ଅନେକ ସମୟରେ ସମସ୍ତଙ୍କୁ ସକାଳୁ ଉଠିବା ଲାଗି ପରାମର୍ଶ ଦିଆଯାଇଥାଏ। ଭୋର୍‌ରୁ ଉଠିଲେ ଶରୀର ଓ ମନ ଭଲରେ ରହେ ବୋଲି ସାଧାରଣରେ ଧାରଣା। କିନ୍ତୁ ଏବେ ଆଉ ଏକ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। କୋଲୋରାଡୋ-ବୋଲଡର ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ତଥା ଲେଖକ ସେଲିନ୍‌ ବେଟର କହିଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...