Daily Archives

June 1, 2018

ଜୁନ ୧୨ରେ ଭିଭୋ ଲଞ୍ଚ କରିବ ଏହି ରହସ୍ୟମୟ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଆସନ୍ତା ୧୨ ତାରିଖରେ ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନି ଭିଭୋ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି । ଏହି ସ୍ମାର୍ଟଫୋନଟି ଅନେକ ଦୃଷ୍ଟି କୋଣରୁ ଏକ ନୂଆ ପ୍ରକାରର ସ୍ମାର୍ଟଫୋନ ହେବ । ଏହାର ନାଁ ରଖାଯାଇଛି ଭିଭୋ ନେକ୍ସ । ଭିଭୋ ନେକ୍ସ ହେବ ଏକ ସଂପୂର୍ଣ୍ଣ ବେଜେଲଲେସ୍‌…
ଅଧିକ ଖବର ଦେଖନ୍ତୁ...

ପୂରା ନିଦ ପରେ ମଧ୍ୟ ନିଦୁଆ ଲାଗୁଛି କି ? ଆପଣାନ୍ତୁ ଏହି ଉପାୟ

କାର୍ଯ୍ୟବ୍ୟସ୍ତତା ପାଇଁ ବର୍ତ୍ତମାନ ବ୍ୟକ୍ତି ସଠିକ୍‌ ପରିମାଣରେ ଶୋଇ ପାରୁନାହାନ୍ତି । ଏହା ଛଡ଼ା ଏପରି ମଧ୍ୟ କିଛି ବ୍ୟକ୍ତି ରହିଛନ୍ତି ଯେଉଁମାନେ ସଠିକ ପରିମାଣର ଶୋଇବା ପରେ ମଧ୍ୟ ତାଙ୍କୁ ନିଦୁଆ ଏବଂ ଥକାପଣ ଅନୁଭବ ହୋଇଥାଏ । ଆସନ୍ତୁ ଜାଣିବା ଏହାକୁ ଦୂର କରିବାର କିଛି ସହଜ ଉପାୟ ଯାହା…
ଅଧିକ ଖବର ଦେଖନ୍ତୁ...

ସୋସିଆଲ୍‌ ମିଡିଆ ବ୍ୟବହାର ପାଇଁ ଦିନକୁ ୪ ଟଙ୍କା କର ଦେବାକୁ ପଡ଼ିବ

ଉଗାଣ୍ଡା : ବର୍ତ୍ତମାନ ଯୁଗରେ ସୋସିଆଲ ମିଡ଼ିଆ ଲୋକଙ୍କ ଜୀବନର ଅଂଶ ପାଲଟିଯାଇଛି। ଏହା ବିନା ଲୋକଙ୍କ ଜୀବନରେ ହାହାକାର ସୃଷ୍ଟି ହେଉଛି। ଏହି ସମୟରେ ଆଫ୍ରକାର ଉଗାଣ୍ଡାର ସଂସାଦରେ ଏକ ବିଲ୍‌ ପାସ୍‌ କରାଯାଇଛି। ଏହି ବିଲ୍‌ ଅନୁସାରେ ଉୁଗାଣ୍ଡାବାସୀଙ୍କୁ ସୋସିଆଲ୍‌ ମିଡ଼ିଆ ବ୍ୟବହାର କରିବା…
ଅଧିକ ଖବର ଦେଖନ୍ତୁ...

ମୋ ଭାଇକୁ ମାରିଦିଅ, ମୁଁ ମାସକୁ ୧୫ହଜାର ଟଙ୍କା ଦେବି: ସାନଭାଇ ଦେଇଥିଲା ବଡ଼ଭାଇର ସୁପାରୀ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଗତ ୧୯ ତାରିଖ ସକାଳେ ଏକ ଅଚିହ୍ନା ମୃତଦେହ ପଡ଼ିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପରେ ମୃତକଙ୍କ ନାମ ରୁଦ୍ର ପ୍ରତାପ ସିଂ ଓ ତାଙ୍କର ହତ୍ୟା ହୋଇଥିବା ଜଣାପଡ଼ିଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କର ହତ୍ୟା ଆଉ କେହି ନୁହଁ ବରଂ…
ଅଧିକ ଖବର ଦେଖନ୍ତୁ...

ବରକୁ ଯୌତୁକରେ ୨୧ଟି ଜିଅନ୍ତା ସାପ ଦେଲେ କନ୍ୟାପିତା, ଜାଣନ୍ତୁ ଏହା ପଛର କାରଣ

ଭୋପାଲ : ବିବାହ ସମୟରେ କନ୍ୟା ପକ୍ଷରୁ ଦିଆଯାଉଥିବା ଯୌତୁକକୁ ବେଆଇନ୍‌ ଘୋଷଣା କରାଯାଇ ସାରିଥିଲେ ମଧ୍ୟ ଆଜି ବି ଦେଶର ଅନେକ ସ୍ଥାନରେ ଏହି ପ୍ରଥା ଚାଲୁ ରହିଛି । ଶିକ୍ଷିତ ହୋଇ ମଧ୍ୟ ଲୋକମାନେ ନିଜ ଲୋଭକୁ ନିୟନ୍ତ୍ରଣରେ ରଖି ପାରୁ ନାହାନ୍ତି । ଯେଉଁଥି ପାଇଁ ଅନେକ ଅପରାଧ ମଧ୍ୟ ହେଉଛି ।…
ଅଧିକ ଖବର ଦେଖନ୍ତୁ...

ଆଫ୍ରିଦିଙ୍କ ସହ ସଂପର୍କକୁ ନେଇ ତାଙ୍କ ଟ୍ଵିଟ୍‌ ଏବଂ ଭିଡ଼ିଓକୁ ସର୍ବସାଧାରଣ କରିବା ଭୁଲ ବୋଲି ମାନିଲେ ଆର୍ଶୀ ଖାନ୍‌

ମୁମ୍ବାଇ : ପାକିସ୍ତାନ କ୍ରିକେଟର ସାହିଦ ଅଫ୍ରିଦିଙ୍କ ପ୍ରତି ନିଜର ପ୍ରେମକୁ ଦୁନିଆ ସାମ୍ନାରେ କହି ଅପମାନିତ ହୋଇଥିବା ମଡ଼େଲ- ଅଭିନେତ୍ରୀ ଆର୍ଶୀ ଖାନ୍‌ ପ୍ରଥମ ଥର ପାଇଁ ନିଜ ଦୋଷ ସ୍ୱୀକାର କରିଛନ୍ତି । ଟକ୍‌ ସୋ ଜଜ୍‌ବାତ୍‌ରେ ଅତିଥି ଭାବେ ଅସିଥିବା ଆର୍ଶୀ ନିଜ ଦୋଷ ସ୍ୱୀକାର କରି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ମାତା ସୀତାଙ୍କୁ ଟେଷ୍ଟ ଟ୍ୟୁବ୍‌ ବେବି କହିଲେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା

ଲକ୍ଷ୍ନୌ : ଗୁରୁବାର ହିନ୍ଦୀ ସାମ୍ବାଦିକତା ଦିବସ ପାଳନ ଅବସରରେ ଯୋଗ ଦେଇ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଦେଇଥିବା କିଛି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହିନ୍ଦୀ ସାମ୍ବାଦିକତା ଦିବସ ପାଳନରେ ଯୋଗ ଦେଇ ସେ ବିଜ୍ଞାନ ଏବଂ ପୌରାଣିକ କଥା ମଧ୍ୟରେ ଥିବା ସମାଞ୍ଜସ୍ୟ ବିଷୟରେ…
ଅଧିକ ଖବର ଦେଖନ୍ତୁ...

୧୫ବର୍ଷ ବୟସରେ ଏକ ଖରାପ ଅଭ୍ୟାସର ଶିକାର ଥିଲେ ରଣବୀର; ଚିକିତ୍ସା ପାଇଁ ନେଉଥିଲେ କାନରେ ଇଞ୍ଜେକ୍ସନ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନ କାହାଣୀକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି ବଲିଉଡ଼ର ଚକୋଲେଟ୍‌ ବଏ ରଣବୀର କପୁର । ଫିଲ୍ମର ଟ୍ରେଲର ରିଲିଜ ପରେ ସେ ଅଭିନେତା ସଞ୍ଜୟ ଦତ୍ତଙ୍କ ଚରିତ୍ରକୁ କେତେ ନିଖୁଣ ଭାବେ ଚିତ୍ରଣ କରିଛନ୍ତି ସେ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି। ଟ୍ରେଲର…
ଅଧିକ ଖବର ଦେଖନ୍ତୁ...

ଟେଣ୍ଟ ହାଉସ୍‌ ଶ୍ରମିକ  ମାଲିକର ୫ବର୍ଷିୟ ଶିଶୁକନ୍ୟା ସହ ଦୁଷ୍କର୍ମ କଲା, ହତ୍ୟାକରି ଘରେ ଲୁଚାଇଥିଲା

ପଲବଲ(ହରିୟାଣା) : ନାବାଳିକା ଦୁଷ୍କର୍ମ ଘଟଣା ଥମିବାର ନାଁ ଧରୁନାହିଁ। ଜଣେ ବିବାହିତ ବ୍ୟକ୍ତି ଜଣେ ୫ବର୍ଷିୟ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଛି । ଅଭିଯୁକ୍ତ ଶିଶୁକନ୍ୟାକୁ ଅପହରଣ କରି ଦୁଷ୍କର୍ମ କରିବା ସହ ଧରା ପଡ଼ିଯିବା ଡ଼ରରେ ଶିଶୁକନ୍ୟାକୁ ହତ୍ୟା କରିଥିଲା ।…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଛାତରେ ସେଲ୍‌ଫି ନେବା କାଳହେଲା! ବିଦ୍ୟୁତ ଆଘାତରେ ଜଳିଗଲେ ଛାତ୍ର

ହାଇଦ୍ରାବାଦ୍‌ : ବୁଧବାର ଦିନ କ୍ରିଷ୍ଣା ଜିଲ୍ଲା ଅନ୍ତର୍ଗତ ଜାଗାନ୍‌ପେଟ୍‌ରେ ମାଲବାହୀ ଟ୍ରେନ୍‌ ଉପରେ ଚଢ଼ି ସେଲଫି ଉଠାଉଥିବା ସମୟରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି୧୫ ବର୍ଷ ନାବାଳକର ମୃତ୍ୟୁ ଘଟିଛି। ଟ୍ରେନ୍‌ ଉପରେ ଚଢ଼ିବା ମତ୍ରେ ସେ ହାଇଭୋଲଟେଜ୍‌ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ…
ଅଧିକ ଖବର ଦେଖନ୍ତୁ...