Daily Archives

June 1, 2018

ପାକିସ୍ତାନୀ ଟ୍ୟାଙ୍କକୁ ଉଡ଼ାଇବ ଇସ୍ରାଏଲ ତିଆରି ‘ସ୍ପାଇକ୍‌’ : ଭାରତୀୟ ସେନାକୁ ଖୁବ୍‌ ଶୀଘ୍ର ମିଳିବ ଏହି ମିସାଇଲ୍‌

ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନ ସହ ସୀମାରେ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଉଥିବାରୁ ଭାରତ ନିଜର ସାମରିକ ଶକ୍ତିକୁ ଦୃଢ଼ କରିବାକୁ ଚାହୁଛି। ନୌସେନା ଓ ବାୟୁସେନାର ଶକ୍ତିବୃଦ୍ଧି ସହ ସେନାକୁ ମଧ୍ୟ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ପଦକ୍ଷେପ ନେଇଛି।…
ଅଧିକ ଖବର ଦେଖନ୍ତୁ...

ଜିଓ ଘୋଷଣା କଲା ହଲିଡେ ହଙ୍ଗାମା ଅଫର, ୩୯୯ ପ୍ଲାନ ଉପରେ ୧୦୦ ଟଙ୍କା ରିହାତି

ମୁମ୍ବାଇ : ଗ୍ରୀଷ୍ମ ଛୁଟି ଉପଲକ୍ଷେ ରିଲାଏନ୍ସ ଜିଓ ପକ୍ଷରୁ ଏକ ନୂଆ ପ୍ରି-ପେଡ ଅଫର ଘୋଷଣା କରାଯାଇଛି । ଏହାକୁ କୁହାଯାଉଛି ହଲିଡେ ହଙ୍ଗାମା ଅଫର । ଏହି ଅଫର ମାଧ୍ୟମରେ ଗ୍ରାହକମାନେ ପୂର୍ବରୁ ଥିବା ୩୯୯ ଟଙ୍କାର ପ୍ଲାନ ଉପରେ ୧୦୦ ଟଙ୍କାର ରିହାତି ମିଳିବ । ଅର୍ଥାତ ଆପଣ ୨୯୯ ଟଙ୍କାରେ ଏହି…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଡେଙ୍ଗୁ ଆତଙ୍କ: ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନୀରେ ଦୁଇ ଡେଙ୍ଗୁ ରୋଗୀ ଚିହ୍ନଟ

ଚନ୍ଦ୍ରଶେଖରପୁର: ମୌସୁମୀ ବାୟୁ ଅଥବା ବର୍ଷା ପହଞ୍ଚି ନଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ଆତଙ୍କ ଦେଖାଯାଇଛି। ଚନ୍ଦ୍ରଶେଖରପୁରସ୍ଥିତ ଓ୍ଵାର୍ଡ଼ ନଂ-୧୩ ଅନ୍ତର୍ଗତ ବିଡ଼ିଏ କଲୋନୀରେ ଗୋଟିଏ ପରିବାରରୁ ଦୁଇ ଜଣଙ୍କୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏମ୍‌ଆଇଜି-୨,୧୪/୧୦ ଘରେ ରହୁଥିବା…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ସହିତ ସିଆରପିଏଫ ଯବାନ ରାମଦାସଙ୍କ ଫଟୋ ଭାଇରାଲ, ନକ୍ସଲ ଆକ୍ରମଣରେ ହରାଇଥିଲେ ଦୁଇ ଗୋଡ଼

ରାୟପୁର: ସିଆରପିଏଫର ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଲଢ଼େଇ କରିଥାନ୍ତି। ଯେତେବେଳେ ନକ୍ସଲମାନେ ଯବାନମାନଙ୍କୁ ଟାର୍ଗେଟ କରୁଥାନ୍ତି, ଏଭଳି ପରିସ୍ଥିତିରେ ମଧ୍ୟ ଯବାନମାନେ ମୁକାବିଲା କରିବାକୁ ପଛାଉ ନଥାନ୍ତି। ଏଭଳି ଏକ କାହାଣୀ ଯବାନ ରାମଦାସଙ୍କ ଜୀବନରେ…
ଅଧିକ ଖବର ଦେଖନ୍ତୁ...

ରେଡ଼ିଓ ଚକଲେଟ୍‌ ଆଣିଲା ଆଉ ଏକ ମନଛୁଆଁ ଗୀତ ‘ଜିଇଁବାଟା କେଡ଼େ ମୁସ୍‌କିଲ…’

ଭୁବନେଶ୍ୱର : ପ୍ରତି ସପ୍ତାହରେ ନୂଆ ନୂଆ ମନଛୁଆଁ ଗୀତ ଶ୍ରୋତାଙ୍କୁ ଉପହାର ଦେଇଚାଲିଛି ରେଡିଓ ଚକଲେଟ୍‌। ଏହି ଗୀତର ସୁମଧୁର ଧୂନରେ ଝୁମୁଛନ୍ତି ଶ୍ରୋତା। ନୂଆ ଧାରାର, ନୂଆ ଶୈଳୀର ଓଡ଼ିଆ ଗୀତ ପ୍ରସ୍ତୁତ ହୋଇ ନୂଆ ପିଢ଼ିର ମନଜିଣୁଛି। ଏହି ଧାରାରେ ଏବେ ପୁଣି ଥରେ ଶ୍ରୋତାମାନଙ୍କ ମନୋରଞ୍ଜନ…
ଅଧିକ ଖବର ଦେଖନ୍ତୁ...

ବହୁ ବର୍ଷ ପରେ ଏକତ୍ର ନଜର ଆସିବେ ଡନ୍‌-ସୁଲ୍‌ତାନ: ଖାଲି ସେତିକି ନୁହେଁ ଏବର୍ଷ ଇଦ୍‌ରେ ଦର୍ଶକ ଦେଖିବେ ଶ୍ରୀଦେବୀଙ୍କ…

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ଖାନ ଭବେ ପରିଚିତ ଅଭିନେତା ଶାହାରୁଖ ଖାନ ଏବଂ ଦବଙ୍ଗବୟ ସଲମାନ ଖାନଙ୍କୁ ବହୁ ବର୍ଷ ପୂର୍ବେ ପରଦାରେ ଏକତ୍ର ଦେଖିଥିଲେ ଦର୍ଶକ। ଏହି ୨ ସୁପର୍‌ଷ୍ଟାର୍‌ ଯଦି ଗୋଟାଏ ଚଳଚ୍ଚିତ୍ରରେ ରୁହନ୍ତି ତେବେ ସେହି ଚଳଚ୍ଚିତ୍ରଟି ହିଟ୍‌ ହେବ କି ଫ୍ଲପ୍‌ ସେ ଦ୍ୱନ୍ଦ୍ୱ ହୁଏତ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ- ଜେଡିଏସ୍‌ ମିଳିତ ସରକାର ମନ୍ତ୍ରିମଣ୍ଡଳରେ ବିଭାଗ ଭାଗବଣ୍ଟା ସରିଲା; ଅର୍ଥ ଜେଡିଏସ୍‌ ହାତରେ ଗୃହ କଂଗ୍ରେସ…

ନୂଆଦିଲ୍ଲୀ: ଦୀର୍ଘ ଆଲୋଚନା ଓ କସରତ ପରେ ଶେଷରେ କର୍ଣ୍ଣାଟକର କଂଗ୍ରେସ- ଜେଡିଏସ୍‌ ମିଳିତ ସରକାର ମନ୍ତ୍ରିମଣ୍ଡଳରେ ବିଭାଗ ଭାଗବଣ୍ଟା ସରିଛି। ଆସନ୍ତା ୬ ତାରିଖରେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବା ସହ ନବ ନିଯୁକ୍ତ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ବୋଲି ଜଣାଯାଇଛି। ଆଜି…
ଅଧିକ ଖବର ଦେଖନ୍ତୁ...

ଅଳ୍ପ ଟଙ୍କାରେ ହେବ କର୍କଟ ଚିକିିତ୍ସା, ବେକିଂ ସୋଡା ନେଇପାରେ କେମୋଥେରାପି ସ୍ଥାନ!

ନୂଆ ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ଏଣିକି କର୍କଟ ରୋଗୀମାନଙ୍କ ଚିକିତ୍ସାରେ ବେକିଂ ସୋଡ଼ା ସହାୟ ହେବ। ଲୁଡୁଇଂ ଇନ୍‌ଷ୍ଟିଟ୍ୟୁଟ୍‌ ଫର୍‌ କ୍ୟାନ୍‌ସର୍‌ ରିସର୍ଚର ଗବେଷକ ଜାଣିବାକୁ ପାଇଛନ୍ତି ଯେ ଟ୍ୟୁମର୍‌ ଥିବା ସେଲ୍‌ସକୁ ସକ୍ରିୟ କରି କେମୋଥେରାପି ଡ୍ରଗ୍ସ ଦେବା ଦ୍ୱାରା କର୍କଟ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରୁ ଛାଡ଼ିଥିଲା ସ୍ପାଇସ୍‌ଜେଟ ବିମାନ, ପାଟଣା ନଯାଇ ବାରଣାସୀରେ କଲା ଅବତରଣ

ନୂଆଦିଲ୍ଲୀ: ସ୍ପାଇସ୍‌ଜେଟ୍‌ର ଏକ ବିମାନ ଦିଲ୍ଲୀରୁ ପାଟଣା ବାହାରିଥିବା ବେଳେ ଅଚାନକ ଉତ୍ତରପ୍ରଦେଶର ବାରଣାସୀରେ ଅବତରଣ କରିବାରୁ ଏଥିରେ ବସିଥିବା ଯାତ୍ରୀମାନେ ଅଯଥାରେ ହଇରାଣ ହୋଇଛନ୍ତି। ଫଳରେ ଯାତ୍ରୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାରଣାସୀ ବିମାନବନ୍ଦରରେ ବସିବାକୁ ପଡ଼ିଛି। କୁହାଯାଉଛି…
ଅଧିକ ଖବର ଦେଖନ୍ତୁ...

ଇଣ୍ଟର୍‌ନେଟ୍‌ରେ ଛାଇଲା କୁନି ପିଲାର ମହାନତା, ଦେଖନ୍ତୁ କିପରି ଜଣେ ବୟସ୍କା ମହିଳାଙ୍କୁ ସାହାଯ୍ୟ କରି ଚର୍ଚ୍ଚା…

ଓ୍ଵାଶିଂଟନ: କାହାକୁ ସାହାଯ୍ୟ କରିବା ପାଇଁ ବୟସର ଆବଶ୍ୟକତା ପଡ଼େନି, ସୁନ୍ଦର ହୃଦୟଟିଏ ହେଲେ ହେଲା। ୮ ବର୍ଷିଅ ଜଣେ ଶିଶୁଟିର ଏକ ଭିଡିଓ ଇଣ୍ଟର୍‌ନେଟ୍‌ରେ ନିକଟରେ ଭାଇରାଲ୍‌ ହୋଇଛି। ଶିଶୁଟି କିପରି ଭାବେ ଜଣେ ବୟସ୍କା ମହିଳାଙ୍କୁ ସାହାଯ୍ୟ କରୁଛନ୍ତି ତାହା ଅନେକଙ୍କ ପାଇଁ ଉଦାହରଣ…
ଅଧିକ ଖବର ଦେଖନ୍ତୁ...