Daily Archives

June 1, 2018

ଆୟକର ବିଭାଗର ନୂଆ ଯୋଜନା; କଳାଧନ ସଂପର୍କରେ ସୂଚନା ଦିଅ, ୫ କୋଟିର ନଗଦ ପୁରସ୍କାର ନିଅ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଦେଶ ଭିତରେ ଓ ବାହାରେ ମହଜୁଦ୍‌ ରହିଥିବା କଳାଧନକୁ ଖୋଜି ବାହାର କରିବା ପାଇଁ ଆଜି ଏକ ନୂଆ ଯୋଜନାର ଆରମ୍ଭ କରିଛନ୍ତି। ଆୟକର ସୂଚନାଦାତା ପୁରସ୍କାର ଯୋଜନା ୨୦୧୮ ନାମରେ ନାମିତ ଏହି ଯୋଜନାରେ ଯଦି ସୂଚନାଦାତା କାହାର ଦେଶ ଭିତରେ ମହଜୁଦ ଥିବା…
ଅଧିକ ଖବର ଦେଖନ୍ତୁ...

କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ଏଲି ଅବ୍ରାହମ୍‌ ସଂପର୍କ ତୁଟିଲା , ଏମିତି ବଢ଼ିଥିଲା ସମ୍ପର୍କ

ମୁମ୍ବାଇ: କ୍ରିକେଟର ଓ ଅଭିନେତ୍ରୀଙ୍କ ପ୍ରେମ କାହାଣୀ ନୂଆ କଥା ନୁହେଁ। କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ଏଲି ଅବ୍ରାହମ୍‌ଙ୍କ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉଭୟ ସେଲିବ୍ରେଟି ବ୍ରେକ୍‌ଅପ୍‌ ନେଇଛନ୍ତି। କୁହାଯାଉଛି ଯେ, ବର୍ତ୍ତମାନ ଉଭୟ ଅଲଗା-ଅଲଗା ହୋଇ ଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଜି ମଧ୍ୟରାତ୍ରରୁ ରାଜ୍ୟରେ ଆରମ୍ଭ ହେବ ପ୍ରାକ୍‌ ମୌସୁମୀ ବର୍ଷା! ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ…

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ପବନ ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇର ସିନ୍ଧିଆ ହାଉସ୍‌ରେ ଅଗ୍ନିକାଣ୍ଡ, ଆୟକର ବିଭାଗର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ିଯାଇଥିବା ଆଶଙ୍କା

ମୁମ୍ବାଇ: ଆର୍ଥିକ ରାଜଧାନୀ ମୁମ୍ବାଇର ସିନ୍ଧିଆ ହାଉସ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି। ସିନ୍ଧିଆ ହାଉସର ୩ୟ ଓ ୪ର୍ଥ ମହଲାରେ ହୋଇଥିବା ଅଗ୍ନିକାଣ୍ଡରେ ଆୟକର ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ିଯାଇଥିବା ଆଶଙ୍କା କରାଯାଉଛି। ଏହି କୋଠାର ଆୟକର ବିଭାଗର…
ଅଧିକ ଖବର ଦେଖନ୍ତୁ...

କହିଲେ ଏଥିରେ କେତୋଟି କଣା ଅଛି? ଯଦି ୨ଟି ଭାବୁଛନ୍ତି ତେବେ ଏକଦମ୍‌ ଭୁଲ୍‌

ପୂର୍ବରୁ ଅନେକ ରିଡିଲ୍‌ ପଜଲ୍‌ ଆମେ ଖେଳି ସାରିଛେ। ମଜା ମଜା ପ୍ରଶ୍ନର କୌତୂକିଆ ଉତ୍ତର ବି ପାଇଛେ। ସେ ସବୁ ମନୋରଞ୍ଜନ କରାଇବା ସହ ଆମ ମସ୍ତିଷ୍କକୁ ତୀକ୍ଷ୍ଣ କରିବାରେ ସହାୟ ହୋଇଛି ବୋଲି ଆପଣ ହୁଏତ ତାହା ଅସ୍ୱୀକାର କରିବେ ନାହିଁ। କେତେକ ପ୍ରଶ୍ନ ଆମେ ପଚାରିଛୁ। ତାହାର ଠିକ୍‌ ଉତ୍ତର ବି…
ଅଧିକ ଖବର ଦେଖନ୍ତୁ...

ପାରାଦୀପ: ଛୁରାମାଡ଼ରେ ସିଆଇଏସ୍‌ଏଫ ହାବିଲଦାର ଗୁରୁତର, କଟକ ସ୍ଥାନାନ୍ତର

ପାରାଦୀପ: ଜଣେ ଅପରିଚିତ ବ୍ୟକ୍ତିର ଛୁରାମାଡ଼ରେ ଶୁକ୍ରବାର ଅପରାହ୍ନରେ ସିଆଇଏସ୍‌ଏଫ୍‌ର ହାବିଲଦାର ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ ହାବିଲଦାର ପରଶୁରାମ ଓଝା ଦୁର୍ଘଟଣା ସମ୍ମୁଖୀନ ହୋଇଛନ୍ତି। ଷଣ୍ଢକୁଦ ବସ୍ତିରେ ଥିବା ଏକ ହୋଟେଲରେ ପରଶୁରାମ ଅପରାହ୍ନ ୩ଟାରେ ଜଳଖିଆ ଖାଉଥିବା ବେଳେ ଜଣେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ଉପାଧ୍ୟକ୍ଷ ଦୌଡରେ ପ୍ରସନ୍ନ ଆଚାର୍ଯ୍ୟ ? କାହିଁକି ରାଜ୍ୟସଭାରେ ରହିଛି ବିଜେଡିର ଗୁରୁତ୍ୱପୂର୍ଣ୍ଣ ଭୂମିକା,…

ଭୁବନେଶ୍ୱର : ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ଉପାଧ୍ୟକ୍ଷ ହେବା ନେଇ ଚର୍ଚ୍ଚା ଧରିଛି । ବର୍ତ୍ତମାନ ରାଜ୍ୟସଭା ଉପାଧ୍ୟକ୍ଷ ପି.ଜେ.କୁରିଅନଙ୍କ କାର୍ଯ୍ୟକାଳ ଚଳିତ ମାସରେ ଶେଷ ହେଉଛି । ଏଣୁ ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ରାଜ୍ୟ ସଭା ଉପାଧ୍ୟକ୍ଷ ପଦ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ବେଟିଂରେ ବଲିଉଡ ଅଭିନେତାଙ୍କ ସମ୍ପୃକ୍ତି ସନ୍ଦେହ, ଅରବାଜ ଖାଁଙ୍କୁ ନୋଟିସ ପଠାଇଲା ପୁଲିସ

ଥାନେ: ଆଇପିଏଲ୍‌ ବେଟିଂ ମାମଲାରେ ଥାନେ ପୁଲିସ ବଲିଉଡ୍ ଅଭିନେତା ସଲମାନ ଖାଁଙ୍କ ଭାଇ ତଥା ଅଭିନେତା ଓ ନିର୍ଦ୍ଦେଶକ ଅରବାଜ୍‌ ଖାଁ ସଂମ୍ପୃକ୍ତି ଥିବା ସନ୍ଦେହ କରିଛି। ଏ ନେଇ ପୁଲିସ ଅରବାଜ ଖାଁଙ୍କୁ ନୋଟିସ ପଠାଇଛି। ଏହି ଘଟଣା ସହିତ ଅରବାଜ୍‌ ଖାଁ ସଂମ୍ପୃକ୍ତ ଅଛନ୍ତି କି ନାହିଁ ତାହା…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଭୁଲ୍‌ ପାପ ପଦବାଚ୍ୟ ନୁହେଁ; ଏମିତି କ୍ଷେତ୍ରରେ ପତ୍ନୀଙ୍କ ପାଦ ଛୁଇଁଥାନ୍ତି ପତି, ମିଛ ବି ହୋଇଥାଏ ଶହେ ସତ…

ପାପ ଓ ପୂଣ୍ୟ ଦୁଇଟି ଆପେକ୍ଷିତ ତତ୍ତ୍ୱ। ଏମିତି ଗୁଡ଼ାଏ କାମ ଅଛି ଯାହାକୁ ପାପ ବୋଲି ବିବେଚନା କରାଯାଉଥିଲେ ବି ସମୟେ ସମୟେ ତାହା ପୂଣ୍ୟ ପ୍ରମାଣିତ ହୋଇଥାଏ। ସେହିପରି ପୂଣ୍ୟ ପରି ଲାଗୁଥିବା ଏମିତି ଗୁଡ଼ାଏ କଥା କୌଣସି ପାପାଠାରରୁ ବି କମ୍‌ ହୋଇନଥାଏ। ଯେପରି ଭାରତୀୟ ସଂସ୍କୃତି ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ବଳ ଚାହିଦା, ସୁନାଦର ୧୦ ଗ୍ରାମ ପିଛା ୩୨ ହଜାର ତଳକୁ ଖସିଲା

ନୂଆଦିଲ୍ଲୀ : ଦେଶରେ ସୁନାଦର ହ୍ରାସ ପାଇ ୧୦ ଗ୍ରାମ ପିଛା ୩୨ ହଜାର ଟଙ୍କା ତଳକୁ ଖସିଯାଇଛି । ବିଶ୍ୱ ବଜାରର ପ୍ରଭାବ ଓ ଘରୋଇ ବଜାରରେ ସୁନା ଚାହିଦା ହ୍ରାସ ପାଇବା ଫଳରେ ଏହା ହୋଇଛି ବୋଲି କୁହାଯାଉଛି । ଆଜି ନୂଆଦିଲ୍ଲୀରେ ସୁନା ୧୦ ଗ୍ରାମ ପିଛା ୧୦୦ ଟଙ୍କା ହ୍ରାସ ପାଇ ୩୧,୯୦୦କୁ ଖସିଆସିଛି…
ଅଧିକ ଖବର ଦେଖନ୍ତୁ...