ରାସ୍ତାଘାଟରେ ବୁଲୁଥିବା ପାଗଳମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳିବ
ନୂଆଦିଲ୍ଲୀ : ଏଣିକି ଆତ୍ମହତ୍ୟା ଉଦ୍ୟମ କଲେ ତାହା ଅପରାଧ ଭାବେ ଧରା ଯିବ ନାହିଁ । ଆହୁରି ମଧ୍ୟ ମାନସିକ ଭାବେ ଅସୁସ୍ଥ ପିଲାଙ୍କୁ ବିଦ୍ୟୁତ ଆଘାତ ଦିଆଯାଇପାରିବ ନାହିଁ । ସରକାରଙ୍କ ପକ୍ଷରୁ ନିକଟରେ ଅଧିସୂଚନା ଜାରି ହୋଇଥିବା ମାନସିକ ସ୍ୱାସ୍ଥ୍ୟସେବା ଆଇନ ୨୦୧୭ ରେ ଏହି ବ୍ୟବସ୍ଥା ରହିଛି ।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...