Daily Archives

June 2, 2018

ଦିବ୍ୟାଙ୍ଗଙ୍କୁ ଅପହରଣ କରି ହ୍ଵିଲ୍‌ ଚେୟାରରେ ବାନ୍ଧି ଭିକ ମଗାଉଥିଲେ: ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ ହେବା…

ଜୟପୁର : ରାଜସ୍ତାନ୍‌ର ଜୟପୁରରେ ଏକ ବଡ଼ ଘଟଣାର ଖୁଲାସା ହୋଇଛି । ସେଠାରେ ବିଭିନ୍ନ ସ୍ଥାନରେ ଭିକ ମାଗୁଥିବା ଦିବ୍ୟାଙ୍ଗଙ୍କ ଭିକ ମାଗିବା ପଛର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି । ଜୟପୁରରେ ସକ୍ରିୟ ଥିବା ରୋଜା ଗ୍ୟାଙ୍ଗ ଗାଁ ଓ ସହରର ପ୍ରତି କୋଣରୁ ଦିବ୍ୟାଙ୍ଗମାନଙ୍କୁ ଅପହରଣ କରି ଆଣି…
ଅଧିକ ଖବର ଦେଖନ୍ତୁ...

ଅର୍‌ବାଜ୍‌ଙ୍କ ଉପରକୁ ହାତ ଉଠାଇଲେ ସଲମାନ୍‌ ! ଦବଙ୍ଗ ଫ୍ରାଞ୍ଚାଇଜ୍‌ ଛାଡ଼ିବା ନେଇ ଚର୍ଚ୍ଚା

ମୁମ୍ବାଇ : ବଲିଉଡ୍‍ରେ ଖାନ୍‌ ପରିବାର କହିଲେ ସଲମାନ୍‌ ଖାନଙ୍କ ପରିବାରକୁ ବୁଝାଇଥାଏ । କାରଣ ଖାନ୍‌ ଭାଇମାନଙ୍କର ବେଶ୍‌ କ୍ରେଜ୍‌ ରହିଛି ଜନମାନସରେ । ସଲମାନଙ୍କର ବାହାରେ ଷ୍ଟାଇଲିସ୍‌ ଦେଖାଯାଉଥିଲେ ମଧ୍ୟ ଘରେ ସାଧାରଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି । ଏହା ସହ ପରିବାରକୁ କିପରି…
ଅଧିକ ଖବର ଦେଖନ୍ତୁ...

କାମାକ୍ଷାନଗର: ଦୋଳି ବାନ୍ଧିବା ବେଳେ ଅଘଟଣ, ବାଳକ ମୃତ

କାମାକ୍ଷାନଗର: ଢେଙ୍କନାଳ ଜିଲ୍ଲା କଙ୍କଡାହାଡ ଥାନା ବାଟଗାଁ ପଞ୍ଚାୟତ ସାହାଲା ଗ୍ରାମରେ ଏକ ଆମ୍ବ ଗଛରେ ଦୋଳି ବାନ୍ଧିବା ବେଳେ ଅଘଟଣଯ ଗଛ ଡାଳ ଭାଙ୍ଗି ପଡିବାରୁ ୧୧ ବର୍ଷର ବାଳକ ମୃତ୍ୟୁ ଘଟିଛି। ମୃତକ ହେଲେ ସାହାଲା ନୁଆସାହିର ନରେନ୍ଦ୍ର ବାଦରାଙ୍କ ପୁଅ ରମେଶ ବାଦରା। ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀ ଆଉ ଏ ଦୁନିଆରେ ନାହାନ୍ତି ଭାବି ସ୍ତ୍ରୀ ହୋଇଥିଲେ ବିଧବା, ୩୬ ବର୍ଷ ପରେ ଜଣାପଡ଼ିଲା ସ୍ୱାମୀ ପାକିସ୍ତାନ ଜେଲରେ…

ଜୟପୁର : ବିବାହର କିଛି ଦିନ ପରେ ସ୍ୱାମୀ ହାତ ଛାଡ଼ି ଚାଲିିଯିବାଟା ଜଣେ ମହିଳା ପାଇଁ କୌଣସି ମରଣ ଯନ୍ତ୍ରଣା ଠାରୁ କମ ନୁହେଁ । କିନ୍ତୁ ସ୍ୱାମୀ ବଞ୍ଚିଥାଇ ମଧ୍ୟ ବିଧବା ହୋଇ ବଞ୍ଚିବା ଜଣେ ମହିଳାଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟର କଥା । ସେଭଳି ଏକ ଘଟଣା ଘଟିଛି ଜୟପୁରରେ । ସ୍ୱାମୀ ବଞ୍ଚି…
ଅଧିକ ଖବର ଦେଖନ୍ତୁ...

ରାତାରାତି ଇଣ୍ଟର୍‌ନେଟ୍‌ର ରାଣୀ ସାଜିଲେ ଓଡ଼ିଆ ଝିଅ; ସୋନମ ଦେଲେ ବଲିଉଡ୍‌ ଅଫର୍‌, ପ୍ରିୟ ନାୟିକା କରୀନାଙ୍କୁ…

ମୁମ୍ବାଇ: ପ୍ରିୟା ପ୍ରକାଶ ଭ୍ୟାରିୟର୍‌ଙ୍କ ପରି ରାତାରାତି ଇଣ୍ଟର୍‌ନେଟ୍‌ରେ ଚର୍ଚ୍ଚା ପାଲଟିଛନ୍ତି ଜଣେ ଓଡ଼ିଆ ଝିଅ। ଆମେରିକାରେ ଚିକାଗୋଠାରେ ରହୁଥିବା ଓଡ଼ିଆ ଝିଅ ଲିସା ମିଶ୍ର ନିଜର ସଂଗୀତ ଦକ୍ଷତା ପାଇଁ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ଲିସା ମିଶ୍ରଙ୍କୁ ଲୋକପ୍ରିୟ ସଜାଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବି ଓ ସୋମବାର: ନୂଆ ପ୍ରସ୍ତାବ ଓ ପରିଯୋଜନା ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁକ୍ର ଓ ଶନିବାର: ବ୍ୟବସାୟର ଗତିବିଧି ପରିବର୍ତ୍ତନ ହେବ। ବୃଷ:ରବି ଓ ସୋମବାର: ନୂଆ କାମରେ ରୁଚି ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ଆର୍ଥିକ…
ଅଧିକ ଖବର ଦେଖନ୍ତୁ...

୩୦ ବର୍ଷ ପରେ ଆଫଗାନିସ୍ତାନରୁ ଜୀବିତ ମିଳିଲେ ଋଷୀୟ ପାଇଲଟ୍‌, ଘଟଣା କ’ଣ ଜାଣନ୍ତୁ

ମସ୍କୋ : ମୃତ ବୋଲି ଧରାଯାଇଥିବା ଋଷିଆ ବାୟୁସେନାର ଜଣେ ପାଇଲଟ ପ୍ରାୟ ୩୦ ବର୍ଷ ପରେ ଜୀବିତ ମିଳିଛନ୍ତି । ସେ ଆଫଗାନିସ୍ଥାନ-ପାକିସ୍ତାନ ସୀମାବର୍ତ୍ତି ଅଂଚଳରେ ରହୁଥିବା ଜଣାଯାଇଛି । ଏ ସଂପର୍କରେ ଋଷିଆ ପାରାଟ୍ରୁପର ୟୁନିୟନର ମୁଖ୍ୟ ଭାଲେରୀ ଭଷ୍ଟ୍ରୋଟିନ କହିଛନ୍ତି ଯେ ସେ ଜୀବିତ ଅଛନ୍ତି ଓ…
ଅଧିକ ଖବର ଦେଖନ୍ତୁ...

ମନ୍ଦାର କେବଳ ଠାକୁରଙ୍କ ପାଇଁ ନୁହେଁ, ମଣିଷଙ୍କ ପାଇଁ ବି ଦରକାରୀ; ଭଲ କରେ ଅନେକ ରୋଗ

ମନ୍ଦାର ଫୁଲର କଥା ଉଠିଲେ ଦେବାବେଦୀ ଆଖି ସାମ୍ନାକୁ ଆସନ୍ତି। ଏହି ଫୁଲରେ ଈଶ୍ୱରଙ୍କ ପୂଜା କରାଯାଏ। ଫଲଟଇ ଖୁବ୍‌ କମ୍‌ ସମୟ ମଧ୍ୟରେ ମଉଳି ଯାଉଥିବା ହେତୁ ଏହା ଘର ସଜା ଉପଯୋଗୀ ନୁହେଁ। ତେବେ, ଆଉ ଏକ କଥା କହି ରଖୁଛୁ ଯେ କେବଳ ପୂଜା ପାଇଁ ନୁହେଁ ବରଂ ଆହୁରି ଅନେକ କାମରେ ଏହି ଫୁଲ ଲାଗେ।…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ସିନାପାଲିରେ ମିକ୍ସଚର ମେସିନ ପୋଡ଼ିଲେ ମାଓବାଦୀ

ନୂଆପଡ଼ା: ସିନାପାଲି ଥାନା ଅନ୍ତର୍ଗତ ଗୋରଲା ଠାରୁ ଡୁମେରବାହାଲ ରାସ୍ତା ତିଆରି କାର୍ଯ୍ୟରେ ନିୟୋଜିତ ଏକ ମିକ୍ସଚର ମେସିନକୁ ମାଓବାଦୀମାନେ ପୋଡ଼ି ଦେଇଛନ୍ତି। ମାଓପ୍ରବଣ ଡୁମେରବାହାଲ ଗ୍ରାମଠାରେ ଶନିବାର ଅପରାହ୍ନରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାଓବାଦୀ)…
ଅଧିକ ଖବର ଦେଖନ୍ତୁ...

ବିବାହ ବାର୍ଷିକୀ ଅବସରରେ ପତ୍ନୀଙ୍କୁ ମନେ ପକାଇଲେ ବୋନି କପୁର୍‌, ଭିଡିଓ ଦେଖିବା ପରେ ଯେ କେହି ବି ହେବେ ଭାବପ୍ରବଣ

ମୁମ୍ବାଇ: ପ୍ରଯୋଜକ ବୋନି କପୁର୍‌ ଆଜି ତାଙ୍କର ୨୨ ତମ ବିବାହ ବାର୍ଷିକୀ ଅବସରେ ନିଜର ଦିବଂଗତ ପତ୍ନୀଙ୍କୁ ମନେ ପକାଇଛନ୍ତି। ସେ ଟୁଇଟର୍‌ରେ ପତ୍ନୀ ଶ୍ରୀଦେବୀଙ୍କର ଏକ ଭିଡିଓ ସେୟାର୍‌ କରି ଲେଖିଛନ୍ତି ‘ମୋ ପତ୍ନୀ, ମୋ ସାଥୀ, ମୋ ପ୍ରେମ ତୁମେ ମୋ ସହ ସବୁବେଳେ ରହିବ।’ ସେ ତାଙ୍କର ବିବାହ…
ଅଧିକ ଖବର ଦେଖନ୍ତୁ...