Daily Archives

June 2, 2018

ଜନ୍ମନେଲା ଅଦ୍ଭୁତ ଶିଶୁ, ସମ୍ପୂର୍ଣ୍ଣ ଶରୀର ଅବିକଳ ପ୍ଲାଷ୍ଟିକ ଭଳି !

ଅାହ୍ଲାବାଦ୍ : ଉତ୍ତରପ୍ରଦେଶର ଏକ ନବଜାତ ଶିଶୁ ବିରଳ ରୋଗରେ ପୀଡିତ ହୋଇଛି। ଏହି ରୋଗ କାରଣ ଲେମେଲର ଇଚ୍ଚଥାୟୋସିମ୍‌ ନାମକ ଜେନେଟିକ୍‌ ଡିସଅର୍ଡର। ଏହି ରୋଗରେ ପୀଡିତ ହେଲେ ଚର୍ମ ପ୍ଲାଷ୍ଟିକ୍‌ ଭଳି ହୋଇଯାଇଥାଏ। ଏହି ରୋଗ ଏକ ଜେନେଟିକ୍‌ ଡିସଅର୍ଡର ବୋଲି କୁହାଯାଉଛି, ଯାହାକି ୬ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ପରଜଙ୍ଗ: ବଜ୍ରାଘାତରେ ୭ଜଣ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କଡାସୋଡା ଗ୍ରାମର ୭ ଜଣ ଗାଁ ପାଖ ସିମିଳିବାହାଳ ଜଙ୍ଗଲକୁ ଟୋଲ ଗୋଟାଇବାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଛନ୍ତି। ସେମାନେ ସମେସ୍ତେ ଏକ କୁଡିଆରେ ଆଶ୍ରୟ ନେଇଥିଲେ। ସେଠାରେ ବଜ୍ରାଘାତପାତ ହେବାରୁ ସେଠାରେ ଥିବା ଗୁରୁତର ମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଗରିବର ଶବ ପାଇଁ କାନ୍ଧ ଅଭାବକୁ ପୂରା କଲେ ବିଧାୟକ; ମଶାଣି ପର୍ଯ୍ୟନ୍ତ ବୋହି ନେଇ ପାଲଟିଲେ ଉଦାହରଣ

ଗୌହ୍ଵାଟୀ: ଆସାମର ଜୋରହଟ ଜିଲ୍ଲା ଅନ୍ତର୍ଗତ ମରିଆନିର କଂଗ୍ରେସ ବିଧାୟକ ରୂପଜ୍ୟୋତି କୁର୍ମି ନିସ୍ୱାର୍ଥପର ଓ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି। ଜଣେ ଗରିବ ଲୋକର ପରଲୋକ ହେବା ପରେ ବିଧାୟକ ଜଣକ ତାଙ୍କର ଅନ୍ତିମ ସତ୍କାର ସକାଶେ ଶବକୁ ନିଜ କାନ୍ଧରେ ବୋହି ନେଉଥିବା ବେଳର ଫଟୋ…
ଅଧିକ ଖବର ଦେଖନ୍ତୁ...

ବାଧ୍ୟ ହୋଇ ସରକାରୀ ବଙ୍ଗଳା ଛାଡିଲେ ବାପପୁଅ ମୁଲାୟମ ଓ ଅଖିଳେଶ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଓ ତାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଆଦି ନିଜର ସରକାରୀ କ୍ୱାର୍ଟର ଛାଡିଛନ୍ତି । ବାପପୁଅ ସୁଲତାନପୁର ରୋଡ ସ୍ଥିତ ଏକ ବଙ୍ଗଳାରେ ରହିବେ । ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ସରକାରୀ ବାସଭବନ ଖାଲି…
ଅଧିକ ଖବର ଦେଖନ୍ତୁ...

କପି ରୋକିବା ପାଇଁ ଛାତ୍ରୀଙ୍କ ପୋଷାକକୁ କଇଁଚିରେ କାଟୁଛନ୍ତି ଶିକ୍ଷକ

ରାୟପୁର: ଛତିଶଗଡ଼ର ରାଜନନ୍ଦଗ୍ରାମ ଜିଲ୍ଲାରେ ପ୍ରି ଏଗ୍ରିକଲଚର ଟେଷ୍ଟ (ସିଜିପିଏଟି) ପରୀକ୍ଷାରେ ବସିବା ପୂର୍ବରୁ ଛାତ୍ରଛାତ୍ରୀ କପି ରଖିଛନ୍ତି କି ନାହିଁ ସେନେଇ ଯାଞ୍ଚ ହେଉଥିଲା। ଏହି ସମୟରେ ଜଣେ ଛାତ୍ରୀଙ୍କ ପୋଷାକକୁ ଶିକ୍ଷକ କଇଁଚିରେ କାଟୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏହି ମାମଲାଟି…
ଅଧିକ ଖବର ଦେଖନ୍ତୁ...

ବାରିପଦା: ସ୍ୱାମୀ ସହିତ ଝଗଡ଼ା କରି କବାଟ କିଳିି ଘର ଭିତରେ ସନ୍ତାନ ଜନ୍ମ ଦେଲେ ମହିଳା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ମାଣିଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।  ଘର ଭିତରେ ନିଜକୁ ଆବଦ୍ଧ କରି ଜଣେ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ମହିଳା ଜଣକ ମାଣିଦା ଗାଁର ରାଜେଶ କୁମାର ସେଠୀଙ୍କ ପତ୍ନୀ ମିତା…
ଅଧିକ ଖବର ଦେଖନ୍ତୁ...

ଏହି ବଲିଉଡ୍‌ କଳାକାରମାନେ ନିଜର ଏକ୍ସ-ପାର୍ଟନରଙ୍କୁ ଏମିତି ଭାବେ ସର୍ବସାଧାରଣରେ ଅପମାନିତ କରିଛନ୍ତି

ବଲିଉଡ୍‌ରେ ପ୍ରେମ, ପ୍ରତାରଣା, ବିଚ୍ଛେଦ ଏକ ଦୈନିକ ବ୍ୟାପାର। କିଏ କେବେ କାହା ସହ ପ୍ରେମରେ ପଡ଼ନ୍ତି ତ କିଏ କାହାଠାରୁ ଦୂରେଇ ଯାଆନ୍ତି ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ। ଅଜି ଆମେ ବଲିଉଡ୍ର କେତେ ଜଣ ପ୍ରସିଦ୍ଧ ଯୋଡ଼ିଙ୍କ ବିଷୟରେ ଆଲୋଚନା କରିବା। ଯାହାଙ୍କ ପ୍ରେମ ଅପେକ୍ଷା ବିଚ୍ଛେଦ…
ଅଧିକ ଖବର ଦେଖନ୍ତୁ...

ପଥର ତଳେ ଚାପି ହୋଇ ରହିଲେଣି ୪୮ ଘଣ୍ଟା, ଉଦ୍ଧାର ହୋଇପାରୁ ନାହାନ୍ତି ୨ ଜେସିବି ଅପରେଟର

ଜୟପୁର: ବହୁ ପ୍ରତିକ୍ଷିତ ତେଲିଙ୍ଗିର ଜଳସେଚନ ପ୍ରକଳ୍ପ ନିକଟ ଗୁମ୍ମା ପଥର କୁଅାଁରିରେ ପଥର ଧସିବା ଅଘଟଣକୁ ୪୮ଘଣ୍ଟା ବିତିଛି। ହେଲେ ଏବେ ଯାଏଁ ପ୍ରଶାସନ ପକ୍ଷରୁ କୌଣସି ଆଖି ଦୂର୍ଶିଆ ପଦକ୍ଷେପ ନିଆଯାଇ ପାରିନାହିଁ। ଉଦ୍ଧାରକାର୍ଯ୍ୟ ଶୁକ୍ରବାର ଯେତିକିରେ ଥିଲା ଶନିବାର ମଧ୍ୟ ସେତିକିରେ ହିଁ…
ଅଧିକ ଖବର ଦେଖନ୍ତୁ...

ଏହି େଓ୍ଵଟରଙ୍କୁ ଏଭଳି ଭାବେ ମିଳିଲା ଗ୍ରାହକଙ୍କ ୨୫ଲକ୍ଷ ଟଙ୍କା, କଲେ ଏମିତି କାମ କି ସମସ୍ତେ କରୁଛନ୍ତି ପ୍ରଶଂସା

ମୁମ୍ବାଇ: ଚେନ୍ନାଇର ଏକ ରେସ୍ତୋରାଁରେ େଓ୍ଵଟରକୁ ୨୫ଲକ୍ଷ ଟଙ୍କା ଭର୍ତ୍ତି ଥିବା ଏକ ବ୍ୟାଗ ମଳିଥିଲା। ସେ ଏତେଗୁଡ଼ିକ ଟଙ୍କା ଦେଖି କିଛି ନଭାବି ସିଧା ନେଇ ନିଜ ମ୍ୟାନେଜରକୁ ଦେଇ ଦେଇଥିଲେ। ଏହାପରେ ଟଙ୍କାର ମାଲିକଙ୍କୁ ଅପେକ୍ଷା କରାଯାଇଥିଲା। ପୂରାଦିନ ବିତି ଯାଇଥିଲେ ବି ମାଲିକ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳରୁ ୯୦% ସଦସ୍ୟ ଦେଲେ ଇସ୍ତଫା, ୨୦୧୯ରେ ମୋଦିଙ୍କ ବିରୋଧରେ କରିବେ ପ୍ରଚାର

ଗୌହାଟୀ: ଆସାମ ଓ ଗୌହାଟୀରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳରୁ ପାଖାପାଖି ୯୦ ପ୍ରତିଶତ ସଦସ୍ୟ ଇସ୍ତଫା ଦେଇଛନ୍ତି। ଏମାନେ କହିଛନ୍ତି, ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ସମସ୍ତେ ଏକଜୁଟ ହୋଇ ଭାରତୀୟ ଜନତା ପାର୍ଟି ବିରୋଧରେ ପ୍ରଚାର କରିବେ। ଆସାମର ଏକ ଆଞ୍ଚଳିକ ଖବରକାଗଜକୁ…
ଅଧିକ ଖବର ଦେଖନ୍ତୁ...