ଚଷମା ପିନ୍ଧିବାର ଇଛା ନ ଥିଲେ ଆପଣାନ୍ତୁ ଏହି ଉପାୟ
ଆମ ମୁହଁର ସବୁଠାରୁ ଆର୍କଷଣୀୟ ଅଙ୍ଗ ହେଉଛି ଆଖି । ଏହା ଦ୍ୱାରା ଜଣେ ଦୁନିଆର ରଙ୍ଗିନ୍ ବାତାବରଣକୁ ଦେଖିବା ସହ ଭାବ ବିନିମୟ କରିପାରିଥାଏ। ତେବେ ବଢ଼ୁଥିବା ପ୍ରଦୂଷଣ,ଖାଦ୍ୟପେୟରେ ଅନିୟମିତତା, ମୋବାଇଲ୍ ଏବଂ କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବିତାଇବା ଦ୍ୱାରା ଆଖି ସମସ୍ୟା ଦେଖାଯାଇଥାଏ ।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...